ସେଆର କରନ୍ତୁ

ଫଳାଫଳ ପାଇଁ ଖୋଜନ୍ତୁ

RSS Subscribe to an always-updated RSS feed.

32 items matching your search terms.
Filter the results.
Item type















New items since



Sort by ପ୍ରାସଙ୍ଗିକତା · ତାରିଖ ( ସବୁଠାରୁ ନୂଆ ପ୍ରଥମ) · କୌଣସି ଫଳାଫଳ ମିଳିଲା ନାହିଁ
ଜନନୀ ସୁରକ୍ଷା ଯୋଜନା
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ସମ୍ବନ୍ଧୀୟ ସୂଚନା ।
Located in ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
Comment ଜନନୀ ସୁରକ୍ଷା ଯୋଜନା
ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସୁରକ୍ଷିତ ମାତୃତ୍ଵ ପାଇଁ ଜନନୀ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି । ଗର୍ଭବତୀ ମା’ ମାନଙ୍କୁ ଡାକ୍ତରଖାନାରେ ପ୍ରସବ କରାଇ ମାତୃମୃତ୍ୟୁ ହାର, ଶିଶୁ  ମୃତ୍ୟୁହାରକୁ କମ୍ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଚଳନ କରାଯାଇଛି ଏବଂ କେତେକ ପଛୁଆ ରାଜ୍ୟରେ ଏହାକୁ ଅଧିକ ତ୍ୱରାନିତ୍ଵ କରାଯାଇଛି ।
Located in ସ୍ଵାସ୍ଥ୍ୟ / / ନୀତି ଓ ଯୋଜନା / ଜନନୀ ସୁରକ୍ଷା ଯୋଜନା
ଜନନୀ ସୁରକ୍ଷା ଯୋଜନା
ଏହି ଯୋଜନା ୨୦୦୫ ମସିହା ଏପ୍ରିଲ ମାସ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରଯାଇଥିଲା । ଗରିବ ଗର୍ଭବତୀ ମା’ମାନଙ୍କୁ ସାହାଯ୍ୟ ଯୋଗାଇ ଦେଇ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
Located in ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ
ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ ।
Located in ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ସ୍ୱାସ୍ଥ୍ୟ ଓ ଯୋଗାଣ
ଗର୍ଭବତୀ / ଶିଶୁ / ନବଜାତ ତଥା ଅନ୍ୟାନ୍ୟଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି ।
Located in ସ୍ଵାସ୍ଥ୍ୟ / ନୀତି ଓ ଯୋଜନା
ତୁମ ପାଇଁ ଯୋଜନା
ପୋର୍ଟାଲ ରେ ଥିବା ସମସ୍ତ ଯୋଜନା ର ସୂଚନା ଏହିଠାରେ ଅଛି
Comment ଜରୁରୀ ସେବା ପାଇଁ ଯୋଗାଯୋଗ
ବିଭିନ୍ନ ଜରୁରୀ ସେବା ପାଇଁ ଯୋଗାଯୋଗ ଜରୁରୀ ସେବା ଯୋଗାଯୋଗ ପୋଲିସ ୧୦୦ ଅଗ୍ନିଶମ  ବିଭାଗ ୧୦୧ ଆମ୍ବୁଲାନ୍ସ ୧୦୮ ବରିଷ୍ଠ  ନାଗରିକ  ସହାୟତା ୧୦୯୦ ରାସ୍ତାରେ  ଦୁର୍ଘଟଣା ଜନିତ ସହାୟତା ୧୮୦୦୩୪୫୧୦୭୩/୧୦୭୩ ଜନନୀ  ଆମ୍ବୁଲାନ୍ସ ୧୦୨ ମହିଳା  କମିଶନ (୦୬୭୪)୨୫୭୩୮୫୦ ଓଡିଶା  ମାନବାଧିକାର  କମିଶନ (୦୬୭୪)୨୫୭୨୦୧୦, ୨୫୭୩୮୭୦ ଉଜ୍ଜ୍ଵଳା  ଯୋଜନା ୧୮୦୦୧୬୬୬୬୯୬ ସାମାଜିକ  ଓ  ଭିନ୍ନକ୍ଷମ ସୁରକ୍ଷା  ଅଧିକାର  ଟୋଲ ଫ୍ରି ନଂ ୧୮୦୦୩୪୫୭୨୫୦ ପଞ୍ଚାୟତ  ହେଲ୍ପଲାଇନ ଟୋଲ ଫ୍ରି ନଂ ୧୮୦୦୩୪୫୬୭୬୮ ମହିଳା  ଓ  ଶିଶୁ  ଚାଲାଣ  ଟୋଲ ଫ୍ରି ନଂ ୧୦୯୮ ମହିଳା  ସହାୟତା  ଟୋଲ ଫ୍ରି ନଂ ୧୮୧ ରକ୍ତ  ଦରକାର ୧୯୧୦ ସମସ୍ତ ଜରୁରୀ ସେବା ୧୧୨ ଲୋକ  ସେବା  ଅଧିକାର (୦୬୭୪)୨୫୯୮୨୧୦ ରାଜ୍ୟ  ପୋଲିସ ହେଡ କ୍ଵାଟର (୦୬୭୧)୨୩୦୪୦୦୧
Located in ସମାଜ କଲ୍ୟାଣ / / ସମାଜ କଲ୍ୟାଣ ଡିରେକ୍ଟୋରି / ଜରୁରୀ ସେବା ପାଇଁ ଯୋଗାଯୋଗ
Comment Re: ଜନନୀ ସୁରକ୍ଷା ଯୋଜନା
ଝିଅଟିଏ ଅତି କମରେ 18 ବର୍ଷର ନହେବା ଯାଏଁ ଗର୍ଭବତୀ ହେବା ଉଚିତ ନୁହେଁ । ୧୮ ବର୍ଷ ପରେ ଗର୍ଭଧାରଣ କଲେ ପ୍ରସବରେ ସୁବିଧା ହୁଏ ଏବଂ କମ୍ ଓଜନର ଶିଶୁ ଜନ୍ମ ହେବାର ସମ୍ଭାବନା କମିଥାଏ । ଯେଉଁ ଦେଶମାନଙ୍କରେ ଅଳ୍ପ ବୟସରେ ବିବାହ ଗୋଟିଏ ପ୍ରଥା ଭାବରେ ଚଳି ଆସିଛି ସେଠାରେ ଏହା ବେଶୀ ଦରକାରୀ । ଝିଅଟିକୁ ୧୮ ବର୍ଷ ବୟସ ନହେବା ଯାଏଁ ତା’ର ଦେହ ଶିଶୁ ଧାରଣ କରିବାକୁ ପ୍ରସ୍ତୁତ ହୋଇନଥାଏ । ଜଣେ ପ୍ରାପ୍ତ ବୟସ୍କାଙ୍କ ତୁଳନାରେ କିଶୋରୀ ପାଇଁ ପିଲାଜନ୍ମ କରିବା ଅଧିକ କଷ୍ଟକର ଏବଂ ବିପଦଜନକ ହୋଇଥାଏ । କମ ବୟସ୍କା ମାଆମାନଙ୍କର ଅଧିକାଂଶ ଶିଶୁ ଜନ୍ମର ବର୍ଷକ ମଧ୍ୟରେ ମୃତ୍ୟୁମୁଖରେ ପଡିଥାଆନ୍ତି । ମାଆ ଯେତେ କମ ବୟସର ହେବ , ତା’ ନିଜର ଏବଂ ଶିଶୁ ପ୍ରତି ବିପଦ ସେତେ ଅଧିକ ରହିବ ।
Located in ସ୍ଵାସ୍ଥ୍ୟ / / ନୀତି ଓ ଯୋଜନା / ଜନନୀ ସୁରକ୍ଷା ଯୋଜନା
ଜରୁରୀ ସେବା ପାଇଁ ଯୋଗାଯୋଗ
ଜରୁରୀ ସେବା ସମୟରେ ଯୋଗା ଯୋଗ କରିବା ପାଇଁ ନମ୍ବର ।
Located in ସମାଜ କଲ୍ୟାଣ / ସମାଜ କଲ୍ୟାଣ ଡିରେକ୍ଟୋରି
ସୁସ୍ଥ ମା’ର ସୁସ୍ଥ ଶିଶୁ
ଏକ ସୁସ୍ଥ ମା’ ହିଁ ସୁସ୍ଥ ଶିଶୁକୁ ଜନ୍ମ ଦିଏ ।
Located in ସ୍ଵାସ୍ଥ୍ୟ / ଶିଶୁ ସ୍ଵାସ୍ଥ୍ୟ
Back to top