ସେଆର କରନ୍ତୁ

ଫଳାଫଳ ପାଇଁ ଖୋଜନ୍ତୁ

RSS Subscribe to an always-updated RSS feed.

4 items matching your search terms.
Filter the results.
Item type















New items since



Sort by ପ୍ରାସଙ୍ଗିକତା · ତାରିଖ ( ସବୁଠାରୁ ନୂଆ ପ୍ରଥମ) · କୌଣସି ଫଳାଫଳ ମିଳିଲା ନାହିଁ
ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା
ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ର ସୂଚନା
Located in କୃଷି / ଔଷଧୀୟ ବୃକ୍ଷ ଚାଷ
ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା
ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା ପରିଷଦର ଗଠନ ଓ କାର୍ଯ୍ୟବଳୀ
Located in କୃଷି / ଔଷଧୀୟ ବୃକ୍ଷ ଚାଷ
Comment ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା
ଔଷଧ ତିଆରି ଶିଳ୍ପମାନେ ଅଧିକରୁ ଅଧିକ ଔଷଧୀୟ ଗୁଳ୍ମ, ଲତା, ବୃକ୍ଷ ଇତ୍ୟାଦିକୁ ବ୍ୟବହାର କରୁଥିବାରୁ ଏସବୁର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଉପଲ୍ଲବ୍ଧ ହୋଇଥିବା ଓଡିଶା ରାଜ୍ୟର ଜନସାଧାରଣଙ୍କ ପାଇଁ ଏକ ଆଶ୍ରିବାଦ ସଦୃଶ । ଔଷଧୀୟ ବୃକ୍ଷଲତାର ଚାହିଦାକୁ ଲକ୍ଷ୍ୟ କଲେ ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ବହୁଲୋକ ଏହାକୁ ନିଜର ରୋଜଗାର ପନ୍ଥା ଭାବରେ ଆପଣେଇପାରିବେ ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ ବିଚାର କଲେ ଓଡିଶାର ଜଙ୍ଗଲରେ ଉପଲ୍ଲବ୍ଧ ହେଉଥିବା ଔଷଧୀୟ ଗୁଳ୍ମ ଲତାକୁ ଯଦି ଅବିଚାରିତ ଭାବରେ ବ୍ୟବହାର କରାଯାଏ ତାହେଲେ ହୁଏତ ଖୁବ କମ ଦିନରେ ଓଡିଶା ମାଟିରୁ ବହୁ ପ୍ରଜାତିର ଔଷଧୀୟ ବୃକ୍ଷଲତା ଲୋପ ପାଇଯିବ  । ତେଣୁ କେବଳ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଇତ୍ୟାଦିକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇ ବଜାର ଚାହିଦା ମେଣ୍ଟାଯାଇପାରେ । ଏପରି କରିବା ଫଳରେ ଓଡିଶା ମାଟିରେ ମିଳିଥିବା ଔଷଧୀୟ ବୃକ୍ଷରାଜିର ସୁରକ୍ଷା ହେବା ସହ ବଜାର ଚାହିଦା ମେଣ୍ଟାଯାଇପାରିବ ଏବଂ ତତସହିତ ଲୋକଙ୍କୁ ରୋଜଗାରର ମାଧ୍ୟମ ମଧ୍ୟ ମିଳିଯାଇପାରିବ  ।
Located in କୃଷି / / ଔଷଧୀୟ ବୃକ୍ଷ ଚାଷ / ରାଜ୍ୟ ଔଷଧୀୟ ବୃକ୍ଷ ପରାମର୍ଶଦାତା
ପ୍ରାକୃତିକ ସମ୍ପଦ
ପ୍ରାକୃତିକ ସମ୍ପଦ ବିଷୟରେ ସୂଚନା
Located in ଶକ୍ତି / ପରିବେଶ
Back to top