ସେଆର କରନ୍ତୁ


ବ୍ୟବହାରକର୍ତାଙ୍କ ମତାମତ




ନାମ ଫିଡବ୍ଯାକ ଫିଡବ୍ଯାକ ତାରିଖ
Dambu pangi Jay prakash narian,,total revolution Dec 30, 2019
Dambu pangi J.lwski, liberty and right Dec 30, 2019
ବିଚିତ୍ର କୁମାର ପାତ୍ର ବିଭିନ୍ନ ପ୍ରକାରର ଆଇନୀ ସମ୍ପର୍କ ବିଷୟରେ ଅଧିକ ଜାଣିବା ତଥ୍ଯ ବ୍ୟାପକ ଭାବରେ ରହିଲେ ଆହୁରି ଭଲ ହୁଅନ୍ତା | Jul 15, 2019
ସୁମତୀ ଦେ ଵିଭିନ ପକାର ଔଷଧ ଖାଇବା ପରେ ମୋ ବଥା କମ ହୋଇ ନାହିଁ Jun 06, 2019
Dillip kumar Mishra it is a well clad initiative it will do yeoman service to the vulnerable sections and empower them towards their rights, entitlements and finally they can pervade their extornist demand. Dec 14, 2018
ଗଦାଧର ସହୂ ବିକାସପିଡିଆ ମାଧ୍ୟମରେ ଲୋକଙ୍କୁ ପାଞ୍ଚଟି ବିଷୟରେ ଶିକ୍ଷା ଦିଆ ଯାଉଛି I ଏହା ବ୍ୟତୀତ ବନ୍ୟା ବାତ୍ୟା ସମୟରେ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ କିଛି ଶିକ୍ଷା ପ୍ରଦାନ କରାଯାଉ I ଯାହାଫଳରେ ଗାଁରେ ଅନେକ ଅମୁଲ୍ୟ ଜୀବନ ସୁରକ୍ଷା ସହିତ ଧାନ ସମ୍ପଦ ସୁରକ୍ଷିତ ଅରିପାରିବ I ତେଣୁ ସରକାରକୁ ଅନୁରୋଧ ବିପର୍ଯୟ ପ୍ରଶମନ ସମ୍ପର୍କିତ ଏକ ବିଭାଗ ଯୋଗ କଲେ ଜନସାଧାରଣ ବିଶେଷ ଉପକୃତହେବେ I Oct 29, 2018
Bhakta Banchhor ବହୁତ ଭଲ ବିଚାର Jul 12, 2018
Subas chandra sahoo It is an nice initiative. Thanks for the scholars those who have taken strain to make it fruitful. I salute them. Jun 08, 2018
Nabin Kumar Bhoi To need an extra knowledge... May 29, 2018
Nabin Kumar Bhoi Need an extra knowledge.... May 29, 2018
Pratima Sahoo ମୋତେ ସତ୍ୟବାଦୀ ବନା ବିଦ୍ୟାଳୟ ବିଷୟ ଓଡିଆ ରେ ମିଳୁନି .ମୋତେ ଯେହି ବିଷୟ ରେ ରଚନା ଦରକାର Feb 18, 2018
ଧରଣୀଧର ମହାପାତ୍ର ତରଭୁଜ ଏବେ ଲଗାଈଲେ ହୋଇପାରିବ କି Dec 17, 2017
Sudhir ranjan gopal Vikashpedia is very usefull for us we learns lots of unknown information so thanx for vikashpedia team Nov 23, 2017
ମର. ଚନ୍ଦନ ରଚନା ଶିଶୁ ଅଧିକାର ବିଷୟରେ Oct 18, 2017
ସତ୍ୟ ନାରାୟଣ ସବୁ ବେଳେ ପେଟ କାଟୁଚି ଆଉ ପେଟ ଟା ଫୁଲି ଯାଉ ଛି ଆଉ ହେଖୁଡି ଆସୁଛି ଆଉ ଆମିଳି ହେଖୁଡି ସବୁବେଳେ ଆସୁଛି କଣ କରିଲେ ଭଲ ହେବ Jul 16, 2017
Anuradha Dash କୃଷିରେ ଶସ୍ୟ ସଂରକ୍ଷଣ ସମ୍ବନ୍ଧନରେ ଅଧିକ ସୂଚନା ହେଲେ ଖୁବ ଭଲ ହୁଅନ୍ତା । Jul 05, 2017
Sukant Nayak କୃଷି ସମ୍ବନ୍ଧୀୟ ସୂଚନା ବହୁତ ଉପକାରି । Jul 05, 2017
Laxmikanta Paikray ଶକ୍ତି କିପରି ଉତ୍ପାଦନ କରି ବ୍ୟବହାର ଯୋଗ୍ୟ କରିପାରିବା ସେ ସମ୍ବନ୍ଧରେ ସୂଚନା ଅଧିକ ଜରୁରୀ । Jul 05, 2017
Atasi Senapati ସମାଜ କଲ୍ୟାଣରେ ଥିବା ପର୍ବପର୍ବାଣି ବିଷୟରେ ଅଧିକ ସୂଚନା ରହିଲେ ଆମେ ଅଧିକ ଜାଣି ପାରିବୁ । Jul 05, 2017
Rabi Narayan Sahu ବିଭିନ୍ନ ରୋଗ ଓ ଆୟୁର୍ବେଦିକ ଚିକିତ୍ସା ସୂଚନା ପାଇପାରୁଛୁ । ସେଥି ପାଇଁ ଧନ୍ୟବାଦ । Jul 05, 2017

Back to top