ସେଆର କରନ୍ତୁ

LAVS

ଲାଇଫ ଏକାଡେମି ଅଫ ଭୋକେସନାଲ ଷ୍ଟଡୀଜ (ଲାଭ୍ସ) ରାଜ୍ୟର ଏକ ପଞ୍ଜୀକୃତ ସ୍ଵେଚ୍ଛାସେବି ଅନୁଷ୍ଠାନ। ଗୋଷ୍ଠୀ ବିକାଶରେ ଏହା ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା ଓ ପରିବେଶ ଇତ୍ୟାଦୀ ରେ କାର୍ଯ୍ୟ କରେ, ଏହା ସହିତ ବିଭିନ୍ନ ଅଧ୍ୟୟନ ଓ ଗବେଷଣା କାର୍ଯ୍ୟ କରିଥାଏ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ସହ କାର୍ଯ୍ୟ କରିଥାଏ। ଅଧିକ ଜାଣିବା ପାଇଁ ୱେବ ସାଇଟ କୁ ଲଗ ଅନ କରନ୍ତୁ। www.lavsodisha.org.
Back to top