অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ -ସମ୍ପର୍କରେ

ଆମ -ସମ୍ପର୍କରେ

ସମାଜ କଲ୍ୟାଣ ବିଷୟରେ ଆବଶ୍ୟକ ହେଉଥିବା ଜ୍ଞାନ କୁ ବିକାଶପିଡିଆରେ ଗୁରୁତ୍ଵ ଦିଆଯାଏ । ଏହି ବହୁଭାଷୀ ପୋର୍ଟାଲ ଟି ବିକାଶ ପଥରେ ସମସ୍ତ ସୂଚନାକୁ ଗୋଟିଏ ଜାଗାରେ ଉପଲବ୍ଧ କରାଇ ଥାଏ ।

ଅପହଞ୍ଚ ସ୍ଥାନରେ ଉତ୍ପାଦନ ଏବଂ ସେବା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ । ସରକାର ନାଗରିକ ସମାଜ ଗୋଷ୍ଠୀ , NGO ଏବଂ ପ୍ରାଇଭେଟ ଅନୁଷ୍ଠାନ ଇତ୍ୟାଦିର ଉଦ୍ଦେଶ୍ୟ ଗରିବ ଏବଂ ବିଭାଗ ମଧ୍ୟରେ ଥିବା ସମ୍ପର୍କକୁ ବିକାଶପିଡିଆ ଯୋଡିଥାଏ । ବ୍ୟକ୍ତିଟି ସହଜ ଭାବରେ କିପରି ବିକାଶ ସୂଚନା ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜାଣି ପାରିବ୍ବ ତାହା ହେଉଛି ବିକାଶ ପିଡିଆର ମୁଖ୍ୟ ଲକ୍ଷ୍ୟ । ଭାରତର ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ବିଶେଷ କରି କମନ ସର୍ଭିସ ସେଣ୍ଟର (CSCS ) ଦ୍ଵାରା ବିକାଶପିଡିଆର ଉପକାରିତା ସମ୍ପର୍କରେ ସୂଚନା ଦିଆଯାଏ । ଆଞ୍ଚଳିକ ଭାଷାରେ ବିକାଶ ପିଡିଆର ସୂଚନା ପ୍ରଦାନ କରାଯାଉଥିବାରୁ ଏହା ଲୋକଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କାରୀ ହୋଇଥାଏ ।

ଭାରତ ସରକାର ଇଣ୍ଡିଆ ଡେଭେଲପମେଣ୍ଟ ଗେଟୱେ ଇଲେକ୍ଟ୍ରୋନିକ ଏବଂ ବୈଷୟିକ ଜ୍ଞାନ ବିକାଶ ,ସୂଚନା ପ୍ରଯୁକ୍ତି ବିକାଶ ବିଭାଗ ଦ୍ଵାରା ଏହି ପୋର୍ଟାଲର ବିକାଶ କରାଯାଇଛି । ଯାହାକୁ ସେଣ୍ଟର ଫର ଡେଭଲପମେଣ୍ଟ ଆପ ଆଡଭାନ୍ସ କମ୍ପୁଟିଙ୍ଗ (C-DAC )ଦ୍ଵାରା ପରିଚାଳିତ କରାଯାଉଛି ।

୧୯୮୮ରେ Centre for Development of Advanced Computing (C-DAC) ଯୋଗାଯୋଗ ସୂଚନା ଓ ବୈଷୟିକ ମନ୍ତ୍ରଣାଳୟର ବିଜ୍ଞାନ ସମାଜ (ପୂର୍ବରୁ ଡିପାର୍ଟମେଣ୍ଟ ଅଫ ଇଲେକ୍ଟ୍ରୋନିକ ) ଭାରତ ସରକାର ଭାବରେ ପ୍ରତିଷ୍ଠିତ ହେଲା । ପ୍ରାଥମିକ ସ୍ତରରେ C-DAC ଏକ R&D ଅନୁଷ୍ଠାନ,ଡିଜାଇନ, ଡେଭେଲପମେଣ୍ଟ ଅଫ ଇଲେକ୍ଟ୍ରୋନିକ ଏବଂ ଆଡଭାନ୍ସ ଇନଫରମେସନ ଟେକ୍ନୋଲୋଜି ପ୍ରଡ଼କ୍ଟ ସଲୁଏସନ ସହ ‘ପରମ’ ସୁପର କମ୍ପ୍ୟୁଟର ର କାର୍ଯ୍ୟ କରୁଥିଲେ ।

C-DAC, Hyderabad, is engaged in research in the domains of e-Security, e-Learning, Supply Chain Management, Open Source Software, VLSI and Embedded Systems Design.

Last Modified : 4/12/2016



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate