ହୋମ / ଆମ - ସମ୍ପର୍କରେ
ସେଆର କରନ୍ତୁ

ଆମ -ସମ୍ପର୍କରେ

ସମାଜ କଲ୍ୟାଣ ବିଷୟରେ ଆବଶ୍ୟକ ହେଉଥିବା ଜ୍ଞାନ କୁ ବିକାଶପିଡିଆରେ ଗୁରୁତ୍ଵ ଦିଆଯାଏ । ଏହି ବହୁଭାଷୀ ପୋର୍ଟାଲ ଟି ବିକାଶ ପଥରେ ସମସ୍ତ ସୂଚନାକୁ ଗୋଟିଏ ଜାଗାରେ ଉପଲବ୍ଧ କରାଇ ଥାଏ ।

ଅପହଞ୍ଚ ସ୍ଥାନରେ ଉତ୍ପାଦନ ଏବଂ ସେବା ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ । ସରକାର ନାଗରିକ ସମାଜ ଗୋଷ୍ଠୀ , NGO ଏବଂ ପ୍ରାଇଭେଟ ଅନୁଷ୍ଠାନ ଇତ୍ୟାଦିର ଉଦ୍ଦେଶ୍ୟ ଗରିବ ଏବଂ ବିଭାଗ ମଧ୍ୟରେ ଥିବା ସମ୍ପର୍କକୁ ବିକାଶପିଡିଆ ଯୋଡିଥାଏ । ବ୍ୟକ୍ତିଟି ସହଜ ଭାବରେ କିପରି ବିକାଶ ସୂଚନା ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଜାଣି ପାରିବ୍ବ ତାହା ହେଉଛି ବିକାଶ ପିଡିଆର ମୁଖ୍ୟ ଲକ୍ଷ୍ୟ । ଭାରତର ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ବିଶେଷ କରି କମନ ସର୍ଭିସ ସେଣ୍ଟର (CSCS ) ଦ୍ଵାରା ବିକାଶପିଡିଆର ଉପକାରିତା ସମ୍ପର୍କରେ ସୂଚନା ଦିଆଯାଏ । ଆଞ୍ଚଳିକ ଭାଷାରେ ବିକାଶ ପିଡିଆର ସୂଚନା ପ୍ରଦାନ କରାଯାଉଥିବାରୁ ଏହା ଲୋକଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କାରୀ ହୋଇଥାଏ ।

ଭାରତ ସରକାର ଇଣ୍ଡିଆ ଡେଭେଲପମେଣ୍ଟ ଗେଟୱେ ଇଲେକ୍ଟ୍ରୋନିକ ଏବଂ ବୈଷୟିକ ଜ୍ଞାନ ବିକାଶ ,ସୂଚନା ପ୍ରଯୁକ୍ତି ବିକାଶ ବିଭାଗ ଦ୍ଵାରା ଏହି ପୋର୍ଟାଲର ବିକାଶ କରାଯାଇଛି । ଯାହାକୁ ସେଣ୍ଟର ଫର ଡେଭଲପମେଣ୍ଟ ଆପ ଆଡଭାନ୍ସ କମ୍ପୁଟିଙ୍ଗ (C-DAC )ଦ୍ଵାରା ପରିଚାଳିତ କରାଯାଉଛି ।

୧୯୮୮ରେ Centre for Development of Advanced Computing (C-DAC) ଯୋଗାଯୋଗ ସୂଚନା ଓ ବୈଷୟିକ ମନ୍ତ୍ରଣାଳୟର ବିଜ୍ଞାନ ସମାଜ (ପୂର୍ବରୁ ଡିପାର୍ଟମେଣ୍ଟ ଅଫ ଇଲେକ୍ଟ୍ରୋନିକ ) ଭାରତ ସରକାର ଭାବରେ ପ୍ରତିଷ୍ଠିତ ହେଲା । ପ୍ରାଥମିକ ସ୍ତରରେ C-DAC ଏକ R&D ଅନୁଷ୍ଠାନ,ଡିଜାଇନ, ଡେଭେଲପମେଣ୍ଟ ଅଫ ଇଲେକ୍ଟ୍ରୋନିକ ଏବଂ ଆଡଭାନ୍ସ ଇନଫରମେସନ ଟେକ୍ନୋଲୋଜି ପ୍ରଡ଼କ୍ଟ ସଲୁଏସନ ସହ ‘ପରମ’ ସୁପର କମ୍ପ୍ୟୁଟର ର କାର୍ଯ୍ୟ କରୁଥିଲେ ।

C-DAC, Hyderabad, is engaged in research in the domains of e-Security, e-Learning, Supply Chain Management, Open Source Software, VLSI and Embedded Systems Design.

Has Vikaspedia helped you?
Share your experiences with us !!!
To continue to home page click here
Back to top