ସେଆର କରନ୍ତୁ

ଖତ ଓ ସାର

ଖତ ଓ ସାର

ଜୈବ ସାର
ଜୈବ ସାର
ରୋଗପୋକ ଦମନ ପାଇଁ ଔଷଧ
ରୋଗପୋକ ଦମନ ପାଇଁ ଫୁଲ ଓ ଫଳରେ କିପରି ଔଷଧ ବ୍ୟବହାର କରିବେ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ଗଛର ଖାଦ୍ୟ ସାର,ଖତସାର ଓ ଅଣୁସାର ବିଷୟରେ କିଛି ଜାଣିବା କଥା
ଗଛଟିଏ ବଢିବା ପାଇଁ ଓ ଫଳ ଦେବା ପାଇଁ କେଉଁ କେଉଁ ଖାଦ୍ୟ ଉପାଦାନ ଦରକାର ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଜୀବାଣୁ ସାର ବା ଜୈବ ଉର୍ବରକର ବ୍ୟବହାର
ଗୋଟିଏ ଜମିରେ ବାରମ୍ବାର ଫସଲ ଚାଷ କରିବା ଦ୍ଵାରା ମାଟିର ଉର୍ବର ଶକ୍ତି ହ୍ରାସକୁ ଦୃଷ୍ଟିରେ ରଖି ଜୀବାଣୁ କଲଚର ପ୍ରୟୋଗ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ।
ଉଦ୍ଭିଦ ହରମୋନର ବ୍ୟବହାର
ଉଦ୍ଭିଦ ହରମୋନ ପ୍ରୟୋଗ କରିବା ଦ୍ଵାରା ଉଦ୍ଭିଦର ପ୍ରାକୃତିକ ପ୍ରକ୍ରିୟା ଏବଂ ଦୈହିକ ଗଠନ ପ୍ରଣାଳୀ ଓ ପ୍ରକାର ଇତ୍ୟାଦିରେ ଅସାଧାରଣ ପରିବର୍ତ୍ତନ ଅଣାଯାଇପାରେ ।
ଉଦ୍ଭିଦ ହରମୋନର ବ୍ୟବହାର
ରାସାୟନିକ ପ୍ରକ୍ରିୟାରେ ତିଆରି କରାଯାଉଥିବା ଉଦ୍ଭିଦ ହରମୋନ ଗୁଡିକ ପ୍ରୟୋଗ କରିବା ଦ୍ଵାରା ଉଦ୍ଭିଦର ପ୍ରାକୃତିକ ପ୍ରକ୍ରିୟା ଏବଂ ଦୈହିକ ଗଠନ ପ୍ରଣାଳୀ ଓ ପ୍ରକାର ଇତ୍ୟାଦିରେ ଅସାଧାରଣ ପରିବର୍ତ୍ତନ ଅଣାଯାଇପାରେ ।
ବୋର୍ଡକସ ମିଶ୍ରଣ ଓ ବୋର୍ଡକସପେଷ୍ଟ ତିଆରି କରିବା ପ୍ରଣାଳୀ
ବୋର୍ଡକସ ମିଶ୍ରଣ ଓ ବୋର୍ଡକସ ପେଷ୍ଟ ପ୍ରସ୍ତୁତ କରି କିପରି ଗଛର ଅଧିକାଂଶ ସମୟରେ ଫଙ୍ଗସରୁ ଉତ୍ପନ୍ନ ରୋଗକୁ ଠିକ୍ କରିବେ ।
ଔଷଧ ଦ୍ରବଣ ପ୍ରସ୍ତୁତି କରି ଫସଲରେ ସିଞ୍ଚନ
ଫସଲରେ ବିଭିନ୍ନ ପ୍ରକାରର ପୋକ, ରୋଗ, ସୂତ୍ରଜୀବ ଆକ୍ରମଣ ହେତୁ କିପରି ସ୍ପ୍ରେ କରି କିପରି ଫସଲ କ୍ଷତିରୁ ରକ୍ଷା କରିପାରିବେ ।
କମ୍ପୋଷ୍ଟ ପ୍ରସ୍ତୁତ
ଭଲ ଫସଲ ପାଇଁ କିପରି ଭଲ କମ୍ପୋଷ୍ଟ ପ୍ରସ୍ତୁତ କରିପାରିବେ ସେ ସମ୍ବନ୍ଧିତ ତଥ୍ୟ ।
ଖତ, ସାର ଓ ମୃତ୍ତିକା ଶୋଧନ
ଖତ, ସାର ଓ ମୃତ୍ତିକା ଶୋଧନ ର ସୂଚନା
ନେବିଗତିଓଂ
Back to top