ହୋମ / କୃଷି / କୃଷି ଉଦ୍ୟୋଗ / ପନିପରିବା ଚାଷ ସମ୍ବନ୍ଧରେ
ସେଆର କରନ୍ତୁ

ପନିପରିବା ଚାଷ ସମ୍ବନ୍ଧରେ

ଏଠାରେ ସମସ୍ତ ପ୍ରକାର ପନିପରିବା ଚାଷ ସମ୍ପର୍କରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଅଛି ।

ପନିପରିବା ଚାଷ (ଦ୍ଵିତୀୟ ପାଠ)
କେଉଁ ଫସଲ ଚାଷ କରିବା ଆଉ ଏହାଦ୍ୱାରା କେତେ ଲାଭବାନ ପାଇବା ସେହି ବିଷୟରେ ଏଠାରେ ବର୍ଣ୍ଣନା କରାଯାଇଅଛି ।
ପନିପରିବା ଚାଷ (ତୃତୀୟ ପାଠ)
ଏଠାରେ ବାଇଗଣ ଚାଷ, ବାଇଗଣର ବିଭିନ୍ନ କିସମ ଏବଂ ଜଳବାୟୁ ଓ ତଳି ପ୍ରସ୍ତୁତ କିପରି କରିବେ ଏହା ଉଲ୍ଲେଖ କରାଯାଇଛି ।
ପନିପରିବା ଚାଷ ( ଚତୁର୍ଥ ପାଠ)
ଏଠାରେ ମୂଳା ଚାଷ କିପରି କରାଯାଇଥାଏ । ଅନ୍ୟାନ୍ୟ ପରିବାମାନଙ୍କ ତୁଳନାରେ ଏହା ଅପେକ୍ଷାକୃତ ଶସ୍ତା ହେଉଥିବାରୁ ପ୍ରାୟ ସବୁ ପ୍ରକାର ଲୋକ ଏହାକୁ ବ୍ୟବହାର କରିଥାନ୍ତି ।
ପନିପରିବା ଚାଷ (ପ୍ରଥମ ପାଠ)
ଆମେ ସମସ୍ତେ ସବୁଦିନ କିଛି କିଛି ପନିପରିବା ଖାଉଥାଉ । ପନିପରିବାର ଆବଶ୍ୟକତା ଯେ କେତେ ବେଶି, ଏ କଥା ସହଜରେ ଅନୁମାନ କରାଯାଇନପାରେ ।
ପନିପରିବା ଚାଷ (ପଞ୍ଚମ ପାଠ)
ଏଠାରେ ବିଲାତି ବାଇଗଣ ଓ ଆଳୁ ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରାଯାଇଅଛି ।
ନେବିଗତିଓଂ
Back to top