ହୋମ / କୃଷି / କୃଷି ଉଦ୍ୟୋଗ
ସେଆର କରନ୍ତୁ

କୃଷି ଉଦ୍ୟୋଗ

କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ସୁଯୋଗ ଥିବା ଅନେକ କୃଷି ଆଧାରିତ ଉଦ୍ୟୋଗ ସମ୍ପର୍କରେ ଆଲୋଚନା କରାଯାଏ ।

ଗୋଲାପ ଜାମୁ ଓ ଜାମୁରୋଳ ଚାଷ
ଗୋଲାପଜାମୁ ଓ ଜାମୁରୋଳ ବିଶେଷକରି ପିଲାମାନଙ୍କର ଆଦରର ଫଳ ।
ଜାମୁକୋଳି ଚାଷ
ଜାମୁକୋଳି ଗଛ ସହର ବଜାର ଗାଁ ଗଣ୍ଡା ସବୁଠି ଦେଖିବାକୁ ମିଳେ । ବର୍ଷାଦିନେ ଗଛରେ କୋଳି ଭର୍ତ୍ତି ହୋଇଯାଏ ।
ଅଙ୍ଗୁର ଚାଷ
ଅଙ୍ଗୁର ଏକ ଲତା ଜାତୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ (କୋଳି)।
ଡ଼ିମ୍ବିରି ଚାଷ
ଡିମିରି ଏକ ପର୍ଣ୍ଣମୋଚି ଗଛ । ଏହାର ଚାଷ ବହୁ ଯୁଗରୁ ହୋଇ ଆସୁଛି ।
ଖଜୁରୀ କୋଳି ଚାଷ
ଖଜୁରୀ କୋଳି ଏକ ଉପାଦେୟ ଫଳ ।
ସେଓ ଚାଷ
ସେଓ ଶୀତ ପ୍ରଧାନ ଦେଶମାନଙ୍କର ପ୍ରଧାନ ଫଳ । ସ୍ଵାଦ ଏବଂ ସୁବାସରେ ଏହାର ସ୍ଥାନ ଅତି ଉଚ୍ଚରେ ।
ପିଚ୍ ଫଳ ଚାଷ
ସେଓ ପରି ପିଚ୍ ମଧ୍ୟ ଶୀତ ପ୍ରଧାନ ଦେଶମାନଙ୍କର ଗୋଟିଏ ଫଳ । ସେଓ ପରି ସେତେ ମିଠା ଓ ସୁସ୍ଵାଦୁ ନହେଲେ ମଧ୍ୟ ପିଚ୍ ଫଳ ଖାଇବାକୁ ବହୁତ ପସନ୍ଦ କରନ୍ତି ।
ନାସପାତି ଚାଷ
ସେଓ ପରି ନାସପାତି ମଧ୍ୟ ଶୀତ ପ୍ରଧାନ ଦେଶମାନଙ୍କରେ ଏକ ପ୍ରଧାନ ଫଳ ।
ଆମ୍ବ ଚାଷ
ଆମ୍ବ ଅତି ସୁସ୍ଵାଦୁ ଫଳ ଓ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।
ନଡିଆ ଚାଷ
ନଡିଆ ଗଛ ‘କଳ୍ପବୃକ୍ଷ’ନାମରେ ପରିଚିତ । ନଡିଆରୁ ଆମେ ସୁମିଷ୍ଟ ପାନୀୟ ଓ ସୁଷମ ଖାଦ୍ୟ ପାଇଥାଉ । ନଡିଆ ଗଛର ଚେରଠାରୁ ଆରମ୍ଭ କରି ଗଛର ଅଗ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ଆମ କାମରେ ଲାଗେ ।
ନେବିଗତିଓଂ
Back to top