ହୋମ / କୃଷି / କୃଷି ଉଦ୍ୟୋଗ
ସେଆର କରନ୍ତୁ

କୃଷି ଉଦ୍ୟୋଗ

କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କ ପାଇଁ ସୁଯୋଗ ଥିବା ଅନେକ କୃଷି ଆଧାରିତ ଉଦ୍ୟୋଗ ସମ୍ପର୍କରେ ଆଲୋଚନା କରାଯାଏ ।

ପିଜୁଳି ଚାଷ
ପିଜୁଳିକୁ ଆମେ ଓଡିଶାର ସେଉ କହିଲେ କିଛି ଭୁଲ ହେବନି । ଏହା ବହୁତ ଶସ୍ତା, ଖାଇବାକୁ ରୁଚିକର ଓ ଖାଦ୍ୟ ଗୁଣରେ ଭରପୁର ହୋଇଥିବାରୁ ଏହା ଧନୀ ତଥା ଦରିଦ୍ରଙ୍କ ଦ୍ଵାରା ଆଦୃତ ଓ ପସନ୍ଦ ଯୋଗ୍ୟ ହୋଇଥାଏ ।
ସପୁରୀ ଚାଷ
ବ୍ୟବସାୟୀକ ଭିତ୍ତିରେ ସପୁରୀ ଚାଷ
କମଳା ଚାଷ
କମଳା ଚାଷ ର ସୁଚନା
ଲେମ୍ବୁ ଚାଷ
ଲେମ୍ବୁ ଚାଷ ର ସୁଚନା
ସପେଟା ଚାଷ
ସପେଟା ଚାଷ ର ସୁଚନା
ଅମୃତ ଭଣ୍ଡା ଚାଷ
ଓଡିଶାର ସବୁ ଅଞ୍ଚଳରେ ଅମୃତ ଭଣ୍ଡା ଚାଷ କରାଯାଇ ପାରିବ ।
କାଜୁବାଦାମ ଚାଷ
କାଜୁବାଦାମ ଏକ ଅର୍ଥକାରୀ ଫସଲ । ପ୍ରଥମେ ଏହାକୁ ମୃତ୍ତିକା ସଂରକ୍ଷଣ ପାଇଁ ଅନୁର୍ବର ମାଟିରେ ଲଗାଉଥିଲେ ।
ଅଧିକ ଉତ୍ପାଦନ ପାଇଁ ସମନ୍ଵିତ ଖାଦ୍ୟ ଉପାଦାନ ପରିଚାଳନା
ଗଛର ଚେର ମାଟିକୁ ବିଭିନ୍ନ ଉପାଦାନ ଓ ଜଳ ଆହରଣ କରି ସୌର ଶକ୍ତି ସାହାଯ୍ୟରେ ଶର୍କରା ଜାତୀୟ ଖାଦ୍ୟ ପ୍ରସ୍ତୁତ କରେ ।
ବିଭିନ୍ନ ଚାଷ ଓ ଯତ୍ନ
ଭେଣ୍ଡି, ଚିନାବାଦାମ, ଓ ଧାନ କାଜୁ ଇତ୍ୟାଦି ଚାଷ ଏବଂ ଯତ୍ନ ସମ୍ବନ୍ଧରେ ସୂଚନା ଦିଆଯାଛି ।
ରଜନୀଗନ୍ଧା ଚାଷ
ବାହାଘର ବା ଅନ୍ୟାନ୍ୟ ଉତ୍ସବ ଅନୁଷ୍ଠାନରେ ସାଜସଜ୍ଜା ପାଇଁ ବହୁଳ ପରିମାଣରେ ରଜନୀଗନ୍ଧା ବ୍ୟବହାର ହୋଇଥାଏ । ଏହି ଫୁଲର ଚାହିଦା ବହୁତ । ଏହା ବ୍ୟବସାୟ ଭିତ୍ତିକ ଚାଷ ।
ନେବିଗତିଓଂ
Back to top