ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି
ସେଆର କରନ୍ତୁ

କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି

କୃଷି କ୍ଷେତ୍ର ରେ ବିଭିନ୍ନ ବ୍ୟକ୍ତି ର ସଫଳ କହାନୀ

ଡଙ୍ଗର ଜମିରେ ହସ ଫୁଟାଉଥିବା ଚାଷୀ କାନ୍ଦୁରୁ
ଅପାଠୁଆ ହୋଇ ମଧ୍ୟ ଅଭିନବ ପ୍ରୟାସ ଦ୍ଵାରା ଟାଙ୍ଗରା ଜମିରେ ଚାଷ କରିଛନ୍ତି ଚାଷୀ କାନ୍ଦୁରୁ ।
ନିଷ୍ଠାପର ଉଦ୍ୟମ, ପରିଶ୍ରମ ଦେଲା ସଫଳତା
ସ୍ଵାବଲମ୍ବୀ ହୋଇ ଉଦାହରଣ ପାଲଟିଛନ୍ତି 3 ମହିଳା ଚାଷୀ ।
ପରିଶ୍ରମ ଆଣି ଦେଇଛି ପରିଚୟ
କଲେଜ ପଢା ପରେ ନିଜେ ନିଜର କିପରି ସ୍ୱାବଲମ୍ବୀ ହୋଇପାରିବେ ସେକଥା ଚିନ୍ତାକଲେ ।
ଭାରତକୁ ମରୁଡିମୁକ୍ତ କରିବାର ରାସ୍ତା ଦେଖାଇଛନ୍ତି କେତୋଟି ଗାଁ
ସେମାନେ ପୂର୍ବରୁ ସ୍ଵପ୍ନ ଦେଖିଥିଲେ, ଏବଂ ୨୦୨୨ ସ୍ଵପ୍ନ ତ ଅନେକ ଦୂର ।
ବଟ ବୃକ୍ଷ ଏକ ସାମାଜିକ ଉଦ୍ୟୋଗ
ଆଦିବାସୀ ମାନଙ୍କୁ ତାଙ୍କର ସଂସ୍କୃତି ସହ ଖାପ ଖୁଆଇବା ଭଳି ଏକ ଦୀର୍ଘମିଆଦୀ ରୋଜଗାରର ପନ୍ଥା ଯୋଗାଇବାରେ ସାହାଯ୍ୟ କରୁଛି।
ପରିବେଶପ୍ରେମୀ ବଇଁଶୀ ଭାଇନା
ସାକ୍ଷରତା, ସ୍ୱଚ୍ଛତା ଅଭିଯାନ ସହ ଗଛ ଲଗାଇବାକୁ କରିଛନ୍ତି ଜୀବନର ବ୍ରତ
ଭଂଜନଗରର ଭୂମିହୀନ ଶଙ୍କର
ନିଶା ଚାଷ, ଟାଙ୍ଗରା ଜମିରେ ଫଳାଇଲେ ଫସଲ ।
ଉନ୍ନତ ଜ୍ଞାନକୌଶଳ ଦେଇଛି ସଫଳତା
ପିଲାଟି ଦିନରୁ ଚାଷ ସହିତ ପରିବେଶର ସୁରକ୍ଷା ପାଇଁ ସେ ଉଦ୍ୟମରତ । ଉନ୍ନତ ଜ୍ଞାନକୌଶଳ ଦେଇଛି ସୂର୍ଯ୍ୟନାରାୟଣଙ୍କୁ ସଫଳତା ।
'ଛାତ ଉପର ବିପ୍ଲବ'
ସଉକ ଅମଳ କରିପାରିବେ ଯାହା ଆପଣଙ୍କୁ ଦେଇଥାଏ ସ୍ଵାସ୍ଥ୍ୟର ସଚେତନତା, ଦେଇଥାଏ ନିଜ ବଗିଚାରୁ ତଟକା ଫୁଲଫଳ, ଶାକ ସବଜି ପୁଣି ପ୍ରକୃତିକୁ ଆପଣଙ୍କ ସହିତ ଘନିଷ୍ଠଭାବେ ଯୋଡ଼ି ଏକ ସାମାଜିକ ଆନ୍ଦୋଳନରେ ମଧ୍ୟ ସାମିଲ କରିଥାଏ। ସଉକଟି ହେଲା 'କିଚେନ ଗାର୍ଡ଼ନ'।
ଚାଲ ଦେଶୀ ଚାଷ କରିବା, ବିଷକୁ ଛାଡ଼ି ଅମୃତ ଖୋଜିବା
ନଟବର ଷଡଙ୍ଗୀ ଶିକ୍ଷକତା ରୁ ଚାଷୀ ତାଙ୍କ ଯାତ୍ରା ସମ୍ବନ୍ଧରେ ସୂଚନା ।
ନେବିଗତିଓଂ
Back to top