ହୋମ / କୃଷି / ଗ୍ରାମୀଣ କୃଷି ପାଣିପାଗ / ଢେଙ୍କାନାଳ ଜିଲ୍ଲାର ପାଣିପାଗ
ସେଆର କରନ୍ତୁ

ଢେଙ୍କାନାଳ ଜିଲ୍ଲାର ପାଣିପାଗ

ଢେଙ୍କାନାଳ ଜିଲ୍ଲାର ପାଣିପାଗ ସମ୍ବନ୍ଧୀୟ ସୂଚନା ।

ଗତ ସପ୍ତାହର ପାଣିପାଗ ସମ୍ବନ୍ଧୀୟ ସୂଚନା

ଗତ ସପ୍ତାହର ପାଣିପାଗ ସମ୍ବନ୍ଧୀୟ ସୂଚନା (୨୮.୧୧.୨୦୧୮ ରୁ ୦୪.୧୨.୨୦୧୮) ।

ବୃଷ୍ଟିପାତ (ମି.ମି.)

ସର୍ବାଧିକ ତାପମାତ୍ରା (ଡି.ସେ.)

୨୮.୫  - ୨୯.୮

ସର୍ବନିମ୍ନ ତାପମାତ୍ରା (ଡି.ସେ.)

୧୩.୮ - ୧୫.୮

ଅନୁଗୁଳ ଜିଲ୍ଲାର ପାଣିପାଗ ସମ୍ବନ୍ଧୀୟ ସୂଚନା

ଆଞ୍ଚଳିକ ପାଣିପାଗ କେନ୍ଦ୍ର,ଅନୁଯାୟୀ ଅଗ୍ରୀମ ସୂଚନା

ତାରିଖ

ବୃଷ୍ଟିପାତ (ମି.ମି.)

ସର୍ବାଧିକ ତାପମାତ୍ରା (ଡି.ସେ.)

ସର୍ବନିମ୍ନ ତାପମାତ୍ରା (ଡି.ସେ.)

ସର୍ବମୋଟ ମେଘାଚ୍ଛନ୍ନ ତା(ଅକ୍ଟା)

ସର୍ବାଧିକ ଆପେକ୍ଷିକ ଆର୍ଦ୍ରତା(%)

ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା(%)

ପବନ ର (କି.ମି. /ଘ.)

ପବନ ର ଦିଗ

୫/୧୨/୨୦୧୮

୨୮

୧୩

୬୭

୩୮

୨୩୩

୬/୧୨/୨୦୧୮

୨୭

୧୪

୭୧

୪୧

୨୮୧

୭/୧୨/୨୦୧୮

୨୯

୧୪

୮୪

୪୦

୨୫୪

୮/୧୨/୨୦୧୮

୨୯

୧୪

୭୬

୪୩

୨୧୦

୯/୧୨/୨୦୧୮

୨୯

୧୪

୭୮

୪୩

୨୦୩

  • ଆସନ୍ତା ୫ ଦିନରେ, ବର୍ଷା ହେବାର ସମ୍ଭାବନା ନାହିଁ ।
  • ଆକାଶ ସାମାନ୍ୟ ମେଘୁଆ ରହିବ ଓ ପବନ ୨ - ୩ କିମି ପ୍ରତି ଘଣ୍ଟା ବେଗରେ ବହିବାର  ସମ୍ଭାବନା ଅଛି ।
  • ମାଟି ପରୀକ୍ଷା ବିବରଣୀ ବା ତଥ୍ୟ ମୁତାବକ ମାଟିରେ ସାର ପ୍ରୟୋଗ କରନ୍ତୁ ।
  • କୀଟନାଶକ ସହିତ ଅଠା ମିଶାଇ ସିଂଚନ କରନ୍ତୁ ।
  • ମାଟିର ବତର ଦେଖି ଜଳସେଚନ କରନ୍ତୁ ।

ରୁଆ ଧାନ :

  • ଧାନ କଟିବାର ୧୦ ଦିନ ପୂର୍ବରୁ କିଆରୀରୁ ପାଣି ଛାଡି ଦିଅନ୍ତୁ ।
  • ଶୁଖିଲା ପାଗର ସୁଯୋଗ ନେଇ ଅମଳ ହୋଇଥିବା ଧାନକୁ ୩ -୪ ଦିନ ଖରାରେ ଶୁଖାଇ ରଖନ୍ତୁ ।
  • ଧାନ ଜମିରେ ମାଟିଆଗୁଣ୍ଡି ପୋକ ଦେଖାଗଲେ ଜମିର ପାଣି ୩ ରୁ ୪ ଦିନ ପାଇଁ ବାହାର କରି ଦିଅନ୍ତୁ ଉପଯୁକ୍ତ ବାୟୁ ଚଳାଚଳ ଏବଂ ସୂର୍ଯ୍ୟକିରଣ ପାଇଁ ପ୍ରତି ୧୦ ଧାଡି ଛାଡିକି ୧ ଧାଡି ଧାନ ହଟାଇ ଦିଅନ୍ତୁ ଏବଂ ଏକର ପ୍ରତି ୩୦୦ ମି.ଲି. ବୁପ୍ରୋଫେଜିନ ୨୫% SC ଅଥବା ୬୦ ଗ୍ରାମ ଫ୍ଲୋନୀକାମିଡି ୫୦% WG ଗଛର ତଳ ଅଂଶରେ ସିଂଚନ କରନ୍ତୁ ସିଂଚନ ପାଇଁ ଏକର ପ୍ରତି ୨୦୦ ଲିଟର ପାଣି ବ୍ୟବହାର କରନ୍ତୁ ।

ପନିପରିବା :

ବର୍ତ୍ତମାନ ପାଗର କାରଣରୁ ଶୋଷକ ପୋକ ଓ ଧଳା ମାଛି ଲାଗି ପାରନ୍ତି । ଏହାର ଦମନ ପାଇଁ ୧୦ ଲିଟର ପାଣି ରେ ୫ ମି.ଲି ଇମିଡାଚ୍ଲୋକାମିଡ  ମିଶାଇ ସିଂଚନ କରନ୍ତୁ ।

  • ବାଇଗଣ ରେ ଫଳବିନ୍ଧା ରୋଗକୁ ଦମନ କରିବା ପାଇଁ ୧୫୦୦ ପି ପି ଏମ ନିମ୍ବ ଔଷଧ ଏକର ପିଛା ୬୦୦ ମି.ଲି.ଆରମ୍ଭରୁ ସିଂଚନ କରନ୍ତୁ ।
  • ଭେଣ୍ଡିରେ ଫଳବିନ୍ଧା ପୋକକୁ ଆୟତ କରିବା ପାଇଁ ୧୫୦୦ ପି, ପି, ଏମ ନିମ୍ବ ଜାତୀୟ କୀଟନାଶକ ଏକର ପିଛା ୬୦୦ ମି, ଲି ଔଷଧ ସିଂଚନ କରନ୍ତୁ ।
  • ରବି ପନିପରିବା ଯଥାଶୀଘ୍ର ଚାରା ରୋପଣ କରି ଅଧିକ ବଜାର ଦର ର ଲାଭ ଉଠାନ୍ତୁ ।

ଚିନାବାଦାମ :

ଜମିରେ ବତର ଦେଖି ଜମି ପ୍ରସ୍ତୁତି ଶୀଘ୍ର କରନ୍ତୁ । ଶେଷଓଡ ହଲ ସମୟରେ ଏକର ପିଛା ୧୦୦ କି.ଗ୍ରା ଜିପସମ ମାଟିରେ ପ୍ରୟୋଗ କରନ୍ତୁ ।

ପଶୁସମ୍ପଦ:

  • ପର୍ଯ୍ୟାପ୍ତ ପରିମାଣର ସଫା ପାନୀୟ ଜଳର ବ୍ୟବସ୍ଥା କରନ୍ତୁ ।
  • ଗୃହପାଳିତ ପଶୁଙ୍କୁ ଖଣିଜ ଲବଣ ଓ ଗୁଡ ମିଶାଇ ଦିଅନ୍ତୁ ।
  • ଫାଟୁଆ ଓ ବଜବଜିଆ ରୋଗ ପାଇଁ ପ୍ରତିକାର ବ୍ୟବସ୍ଥା ଯଦି ନ କରିଛନ୍ତି ଏବେ କରନ୍ତୁ ।

ମାଛ ଚାଷ :

ତାପମାତ୍ରା ବଢିବା ସହିତ ମାଛ ଖାଦ୍ୟ ର ପରିମାଣ ହାରାହାରି ୧୦-୨୦ % ବୃଦ୍ଧି କରନ୍ତୁ ।

କୃଷି ଭିତ୍ତିକ କୌଣସି ସମସ୍ୟା ପାଇଁ ଦେୟମୁକ୍ତ ନମ୍ବର ୧୮୦୦ ୧୮୦ ୧୫୫୧ ସହିତ ସମ୍ପର୍କ କରନ୍ତୁ ।

ଆଧାର - "ଓୟୁଏଟି"

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top