অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

  • ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା
  • ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ବିଷୟରେ ସୂଚନା ।

  • କାଳିଆ ଯୋଜନା
  • କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ।

  • କାଳିଆ ଯୋଜନା ସମ୍ବନ୍ଧୀୟ ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତର
  • କାଳିଆ ଯୋଜନା ସମ୍ବନ୍ଧୀୟ ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତର ବିଷୟରେ ସୂଚନା ।

  • କୃଷି ଉଦ୍ୟୋଗୀ ଯୋଜନା
  • କୃଷି ଉଦ୍ୟୋଗୀ ଯୋଜନା ର ସୂଚନା

  • କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା
  • କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା ସମ୍ବନ୍ଧରେ ସୂଚନା ।

  • କୃଷି ସୂଚନା ସେବା
  • କୃଷି ସୂଚନା ସେବା ସମ୍ବନ୍ଧରେ ସୂଚନା ଦିଆଯାଇଛି ।

  • ଗ୍ରାମୀଣ ଭଣ୍ଡାରଣ ଯୋଜନା
  • କ୍ଷୁଦ୍ର ଚାଷୀ ମାନଙ୍କ ଉତ୍ପାଦକୁ ସାଇତି ରଖିବାର କ୍ଷମତା ବଢାଇ ଓ ଅଭାବୀ ବିକ୍ରିରୁ ରକ୍ଷା କରିବାପାଇଁ ଭରତ ସରକାର ୦୧. ୦୪. ୨୦୦୧ରୁ ଗ୍ରାମୀଣ ଗୋଦାମ ଯୋଜନା ଆରମ୍ଭ କରିଛନ୍ତି ।

  • ଜାତୀୟ ଖାଦ୍ୟ ନିରାପତ୍ତା ମିଶନ
  • ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ବିଷୟରେ ସୂଚନା ।

  • ଜାତୀୟ ଖାଦ୍ୟ ନିରାପତ୍ତା ମିଶନ
  • ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୮ ଗୋଟି ଜିଲ୍ଲା : କେନ୍ଦୁଝର,ଅନୁଗୁଳ,ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି, ନୂଆପଡା, ଓ ଦେବଗଡ

  • ଜାତୀୟ ପ୍ରାଣୀସମ୍ପଦ ନିୟୋଗ
  • ୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ ।

  • ନାଗରିକ ସନନ୍ଦ
  • କୃଷି କ୍ଷେତ୍ରରେ ବିକାଶ ହିଁ ଏହି ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟ ।

  • ନୂତନ ଶସ୍ୟ ବୀମା ଯୋଜନା
  • ନୂତନ ଶସ୍ୟ ବୀମା ଯୋଜନା ବିଷୟରେ ସୂଚନା ।

  • ପରମ୍ପରାଗତ କୃଷି ବିକାଶ ଯୋଜନା (PKVY)
  • ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ ।

  • ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା
  • ଅତ୍ୟାଧୁନିକ ପ୍ରକ୍ରିୟାକରଣ , କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି , PMKSY (ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା) ର ଲକ୍ଷ୍ୟ ।

  • ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା
  • ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।

  • ବିଜୁ କୃଷକ ବିକାଶ ଯୋଜନା (BKVY)
  • ବିଜୁ କୃଷକ ବିକାଶ ଯୋଜନା (BKVY) ସମ୍ବନ୍ଧିତ ସୂଚନା ।

  • ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା
  • ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା ସମ୍ବନ୍ଧରେ ସୂଚନା ।

  • ଯୁଗ୍ମ ଦେୟ ଗୋଷ୍ଠୀ (JLG) ଋଣ ଯୋଜନା
  • ଯୁଗ୍ମ ଦେୟ ଗୋଷ୍ଠୀ (JLG) ଋଣ ଯୋଜନା ର ସୂଚନା

  • ରାଜ୍ୟ କୃଷି ନୀତି ୨୦୧୩
  • ରାଜ୍ୟ କୃଷି ନୀତି ୨୦୧୩ ବିଷୟରେ ସୂଚନା ।

  • ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା
  • ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା ବିଷୟରେ ସୂଚନା ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate