অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ

ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୮ ଗୋଟି ଜିଲ୍ଲା : କେନ୍ଦୁଝର,ଅନୁଗୁଳ,ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି, ନୂଆପଡା, ଓ ଦେବଗଡ

ଧାନ ଫସଲ

କାର୍ଜ୍ୟକ୍ରମ

ସରକାରୀସହାୟତା

ପୁଞ୍ଜକ୍ଷେତ୍ର ପ୍ରଦର୍ଶନ ( ସର୍ବନିମ୍ନ ଏକ ପୁଞ୍ଜ -୧୦୦ ହେକ୍ଟର)

କ)

ଧାଡିବୁଣା / ଧାଡିରୁଆ

ହେକ୍ଟର  ପ୍ରତି ୭୫୦୦ ଟଙ୍କା

ଖ)

ଶ୍ରୀ ପଦ୍ଧତି କ୍ଷେତ୍ର ପ୍ରଦର୍ଶନ

ହେକ୍ଟର  ପ୍ରତି ୭୫୦୦ ଟଙ୍କା

ଗ)

ଶଙ୍କର ଧାନଚାଷ

ହେକ୍ଟର  ପ୍ରତି ୭୫୦୦ ଟଙ୍କା

ଘ)

ଫସଲ ପର୍ଜ୍ୟାୟ ଭିତିକ କ୍ଷେତ୍ର ପ୍ରଦର୍ଶନ

ହେକ୍ଟର  ପ୍ରତି ୧୨୫୦୦ ଟଙ୍କା

ବିହନ ଯୋଗାଣ

 

ଅଧିକ  ଅମଳକ୍ଷମ ଧାନ ଚାଷ ବିହନ

କୁଇଣ୍ଟାଲ  ପ୍ରତି ସର୍ବାଧିକ ୧୦୦୦ ଟଙ୍କା

ଫସଲ ଓ ମୁର୍ତିକା ସଂରକ୍ଷଣ ପରିଚାଳନା

କ)

ଅନୁସାର ଯୋଗାଣ

ହେକ୍ଟର  ପ୍ରତି ସର୍ବାଧିକ ୫୦୦ ଟଙ୍କା

ଖ)

ତୃଣନାଶକ

ହେକ୍ଟର  ପ୍ରତି ସର୍ବାଧିକ ୫୦୦ ଟଙ୍କା

ଗ)

କୀଟନାଶକ ଔଷଧ (ଜୈବ ନିୟନ୍ତ୍ରଣ ପାଇଁ)

ହେକ୍ଟର  ପ୍ରତି ସର୍ବାଧିକ ୫୦୦ ଟଙ୍କା

ସମ୍ବଳ ସଂରକ୍ଷଣ କୌଶଳ / ଯନ୍ତ୍ରପାତି

କ)

କୋନୋ ଉଇଡର

ସର୍ବାଧିକ ୬୦୦ ଟଙ୍କା

ଖ)

ହସ୍ତ୍ରଚଳିତ ସ୍ପ୍ରେୟର

ସର୍ବାଧିକ ୬୦୦ ଟଙ୍କା

ଗ)

ଶକ୍ତିଚାଳିତ ସ୍ପ୍ରେୟର

ସର୍ବାଧିକ ୩୦୦୦ ଟଙ୍କା

ଘ)

ଶକ୍ତିଚାଳିତ ଘାସମରା ଯନ୍ତ୍ର

ସର୍ବାଧିକ ୧୫୦୦୦ ଟଙ୍କା

ଙ)

ଧାନ ଅମଳ ଯନ୍ତ୍ର

ସର୍ବାଧିକ ୧୫୦୦୦ ଟଙ୍କା

ଚ)

ରୋଟାଭେଟର

ସର୍ବାଧିକ ୩୫୦୦୦ ଟଙ୍କା

ଛ)

ଧାନରୁଆ ଯନ୍ତ୍ର

ସର୍ବାଧିକ ୪୦୦୦୦ ଟଙ୍କା

ପମ୍ପସେଟ ପାଇଁ ପ୍ରୋସ୍ଛାହନ

ସର୍ବାଧିକ ୧୦୦୦୦ ଟଙ୍କା

ଫସଲ ଧାରା ଆଧାରିତ କୃଶକ ତାଲିମ କାର୍ଜ୍ୟକ୍ରମ

୪ ଗୋଟି ତାଲିମ ପାଇଁ ୧୪୦୦୦ ଟଙ୍କା

 

ବି.ଦ୍ର: ଉପରୋକ୍ତ କୃଷି ସାମଗ୍ରୀ /ଯନ୍ତ୍ରପାତି ଗୁଡିକ ପାଇଁ ରାଜ୍ୟ କୃଷିନୀତି -୨୦୧୩ ଅନୁଯାୟୀ କୃଷକମାନଙ୍କୁ ଅତିରିକ୍ତ ରିହାତି ଯୋଗାଇ ଦିଆଯାଉଛି ।

ଡାଲି ଫସଲ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଡାଲି

(ଡାଲି ଜାତୀୟ ଫସଲ)

ମିଶନ ଅନ୍ତର୍ଭୁକ୍ତ ଜିଲ୍ଲା : ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲା

 

କାର୍ଜ୍ୟକ୍ରମ

ସରକାରୀ ସହାୟତା

ପ୍ରାମାଣିକ  ବିହନ ଯୋଗାଣ

କ)

୧୦ ବର୍ଷ ମଧ୍ୟରେ ପ୍ରଚଳିତ ବିହନ କିସମ

କୁଇଣ୍ଟାଲ ପ୍ରତି ସର୍ବାଧିକ ୨୫୦୦ ଟଙ୍କା

ପୁଞ୍ଜକ୍ଷେତ୍ର ପ୍ରଦର୍ଶନ (ସର୍ବନିମ୍ନ ଏକ ପୁଞ୍ଜ ୧୦୦ ହେକ୍ଟର)

(କ)

ମିଶ୍ରିତ / ଅନ୍ତଚାଷ

ଏକ  ହେକ୍ଟର ପ୍ରଦର୍ଶନ ପାଇଁ ୭୫୦୦ ଟଙ୍କା

(ଖ)

ଫସଲ ପର୍ଜ୍ୟାୟ

ଏକ  ହେକ୍ଟର ପ୍ରଦର୍ଶନ ପାଇଁ ୧୨୫୦୦ ଟଙ୍କା

ସମନୁତ  ଖାଦ୍ୟସାର ପରିଚାଳନା

(କ)

ଅନୁସାର ଯୋଗାଣ

ହେକ୍ଟର ପ୍ରତି ୫୦୦ ଟଙ୍କା

(ଖ)

ଜିପ୍ ସମ୍

ହେକ୍ଟର ପ୍ରତି ୭୫୦ ଟଙ୍କା

(ଗ)

ରାଇଯୋବିୟମ ଓ ପି.ଏସ୍.ବି. ଜୀବାଣୁ ସାର

ହେକ୍ଟର ପ୍ରତି ୩୦୦ ଟଙ୍କା

ସମାନୁତ  ରୋଗ ପୋକ ପରିଚାଳନା

(କ)

କୀଟନାଶକ ଔଷଧ ଯୋଗାଣ

ହେକ୍ଟର ପ୍ରତି ୫୦୦ ଟଙ୍କା

(ଖ)

ତୃଣନାଶକ ଯୋଗାଣ

ହେକ୍ଟର ପ୍ରତି ୫୦୦ ଟଙ୍କା

ସମ୍ବଳ ସଂରକ୍ଷଣ କୌଶଳ / ଯନ୍ତ୍ରପାତି

(କ)

ପାୱାର ସ୍ପ୍ରେୟର

ଯନ୍ତ୍ର ପ୍ରତି ସର୍ବାଧିକ ୩୦୦୦ ଟଙ୍କା

(ଖ)

ରୋଟାଭେଟର

ଯନ୍ତ୍ର ପ୍ରତି ସର୍ବାଧିକ ୩୫୦୦୦ ଟଙ୍କା

(ଗ)

ହସ୍ତ୍ରଚଳିତ ସ୍ପ୍ରେୟର

ଯନ୍ତ୍ର ପ୍ରତି ସର୍ବାଧିକ ୬୦୦ ଟଙ୍କା

(ଘ)

ଜିରୋଟିଲ୍ ସିଡ ଡ୍ରିଲ

ଯନ୍ତ୍ର ପ୍ରତି ସର୍ବାଧିକ ୧୫୦୦ ଟଙ୍କା

ଉନ୍ନତ ଜଳସେଚନ ଯନ୍ତ୍ର

(କ)

ଜଳ ସିଂଚନ ଜନ୍ତ୍ର (ସ୍ପୃଙ୍କଲର ସେଟ୍) ଯୋଗାଣ

ହେକ୍ଟର ପ୍ରତି ସର୍ବାଧିକ ୧୦୦୦୦ ଟଙ୍କା

(ଖ)

ପମ୍ପସେଟ  ପାଇଁ ପ୍ରୋସ୍ଛାହନ

ଯନ୍ତ୍ର ପ୍ରତି ସର୍ବାଧିକ ୧୦୦୦୦ ଟଙ୍କା

(ଗ)

ଜଳ ପରିବହନ ପାଇଁ ପାଇପ୍ ଯୋଗାଣ

୮୦୦ ମିଟର ପାଇଁ ସର୍ବାଧିକ ୧୫୦୦୦ଟଙ୍କା

(ଘ)

ମୋବାଇଲ  ରେନଗନ୍

ଯନ୍ତ୍ର ପ୍ରତି ସର୍ବାଧିକ ୧୫୦୦୦ ଟଙ୍କା

ଫସଲ ଧାରା ଆଧାରିତ କୃଶକ ତାଲିମ କାର୍ଯ୍ୟକ୍ରମ

୪ ଗୋଟି ତାଲିମ ସେସନ୍ ପାଇଁ ୧୪୦୦୦ ଟଙ୍କା

 

ବି.ଦ୍ର: ଉପରୋକ୍ତ କୃଷି ସାମଗ୍ରୀ / ଯନ୍ତ୍ରପାତି ଗୁଡିକ ପାଇଁ ରାଜ୍ୟ କୃଷିନୀତି – ୨୦୧୩ ଅନୁଯାୟୀ କୃଷକମାନଙ୍କୁ ଅତିରିକ୍ତ ରିହାତି ଯୋଗାଇ ଦିଆଯାଉଅଛି ।

ମକା ଫସଲ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମକା

(ମକା ଫସଲ)

ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୬ ଗୋଟି ଜିଲ୍ଲା : କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ ଓ କେନ୍ଦୁଝର

 

କାର୍ଜ୍ୟକ୍ରମ

ସରକାରୀ ସହାୟତା

ଉନ୍ନତ ପ୍ରଣାଳୀରେ ଚାଷ (ମକା)

ଏକ ହେକ୍ଟର ପ୍ରଦର୍ଶନ ପାଇଁ ୫୦୦୦ ଟଙ୍କା

ବିହନ ଯୋଗାଣ

(କ)

ଅଧିକ ଅମଳକ୍ଷମ ମକା ବିହନ ଯୋଗାଣ

କୁଇଣ୍ଟାଲ ପ୍ରତି ସର୍ବାଧିକ ୧୫୦୦ ଟଙ୍କା

(ଖ)

ସଙ୍କର ଜାତୀୟ ବିହନ ଯୋଗାଣ

କୁଇଣ୍ଟାଲ ପ୍ରତି ସର୍ବାଧିକ ୫୦୦୦ ଟଙ୍କା

କପା ଫସଲ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ଅର୍ଥକରୀ ଫସଲ (କପା)

ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୧୧ ଗୋଟି ଜିଲ୍ଲା : କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁବର୍ଣପୁର, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, ବରଗଡ, କନ୍ଧମାଳ, ଓ ବୌଦ୍ଧ

କାର୍ଜ୍ୟକ୍ରମ

ସରକାରୀ ସହାୟତା

ଆଗଧାଡି କ୍ଷେତ୍ର ପ୍ରଦର୍ଶନ – ଅନ୍ତଃଚାଷ

ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୭୦୦୦ ଟଙ୍କା  

ଆଗଧାଡି କ୍ଷେତ୍ର ପ୍ରଦର୍ଶନ – ସମନ୍ଵିତ ଫସଲ ପରିଚାଳନା

ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୭୦୦୦ ଟଙ୍କା  

ଅତି ସଘନ ଚାଷ ପ୍ରଣାଳୀ

ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୯୦୦୦ ଟଙ୍କା  

ଆଖୁ ଫସଲ

ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ଅର୍ଥକରୀ ଫସଲ (ଆଖୁ)

ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୯  ଗୋଟି ଜିଲ୍ଲା : କଟକ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ନୟାଗଡ, ଓ ବରଗଡ

କାର୍ଜ୍ୟକ୍ରମ

ସରକାରୀ ସହାୟତା

ଆଖୁ ଚାଷରେ  ଅନ୍ତଃଫସଲ

ହେକ୍ଟର ପ୍ରତି ୮୦୦୦ ଟଙ୍କା

ପେଶୀପୋଷଣ ଚାରା ଯୋଗାଣ

ଚାରା ପ୍ରତି ୩ ଟଙ୍କା ୫୦ ପଇସା

ଆଖୁ ବୈଷୟିକ ମିଶନ

ମିଶନ ଅନ୍ତର୍ଭୁକ୍ତ ରାଜ୍ୟର  ୧୨ ଗୋଟି ଜିଲ୍ଲା : ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ , କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୟାଗଡ,  ଖୋର୍ଦ୍ଧା ଓ ବରଗଡ

 

କାର୍ଜ୍ୟକ୍ରମ

ସରକାରୀ ସହାୟତା

ରାଜ୍ୟ ଯୋଜନା

ସୁସ୍ଥାୟୀ ଆଖୁଚାଷ  ପାଇଁ ପ୍ରୟାସ

ହେକ୍ଟର ପ୍ରତି ୨୦୦୦୦ ଟଙ୍କା

ଆଖୁଚାରା ଉତ୍ପାଦନ

ଚାଷୀ ପ୍ରତି ୨୮୫୦ ଟଙ୍କା

ମୂଳି ଆଖୁ  ପ୍ରଦର୍ଶନ କ୍ଷେତ୍ର

ହେକ୍ଟର ପ୍ରତି ୧୨୫୦୦ ଟଙ୍କା

ଆଖୁଜଳ  ବିହୀନ ଜିଲ୍ଲାରେ ବିହନ ପ୍ରତିବଦଳ

ମେଟ୍ରିକ ଟନ୍ ପ୍ରତି ୫୦୦୦ ଟଙ୍କା

କେନ୍ଦ୍ରୀୟ ଅନୁଦାନ ଯୋଜନା

 

ମୁର୍ତିକା ସ୍ୱାସ୍ଥ୍ୟ କାର୍ଡ

ବାର୍ଷିକ ୩ ଲକ୍ଷ ୧୦ ହଜାର ମୁର୍ତିକା ନମୁନା ପରୀକ୍ଷା

ମୁର୍ତିକା ନମୁନା ପରୀକ୍ଷା ପ୍ରତି ମାତ୍ର ୫ ଟଙ୍କା ହାରରେ

ମୁର୍ତିକା ସ୍ୱାସ୍ଥ୍ୟ କାର୍ଡ / ମୁର୍ତିକା ସ୍ୱାସ୍ଥ୍ୟ ପରିଚାଳନା

ମୁର୍ତିକା ପରୀକ୍ଷାର ଫଳାଫଳ ଅନୁଯାୟୀ ମୁର୍ତିକା ସୁଧାରକ ଏବଂ ଅନୁସାର ପ୍ରୟୋଗ ନିମନ୍ତେ ସହାୟତା

ହେକ୍ଟର ପ୍ରତି ୨୫୦୦ ଟଙ୍କା

ପରମ୍ପରାଗତ କୃଷି

ସମଷ୍ଟିଗତ ଭାବେ ୫୦ ଏକର ଜମିରେ ପରମ୍ପରାଗତ କୃଷିର ବିକାଶ ନିମନ୍ତେ ସହାୟତା

ୟୁନିଟ୍ ପ୍ରତି ୭,୦୬,୦୦୦ ଟଙ୍କା

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା

ନୂତନ କିସମ ସୋରିଷ ବିହନ ଚାଷ ପାଇଁ ପ୍ରୋସ୍ଚାହନ

ହେକ୍ଟର ପ୍ରତି ୩୦୦୦ ଟଙ୍କା

ଶଙ୍କର ଜାତୀୟ ସୁର୍ଜ୍ଯମୁଖୀ ବିହନ ଚାଷ ପାଇଁ ପ୍ରୋସ୍ଚାହନ

ହେକ୍ଟର ପ୍ରତି ୫୦୦୦ ଟଙ୍କା

ଧାନଚାଷ ନିମନ୍ତେ ରାଜ୍ୟ ଯୋଜନା

ଉନ୍ନତ ଚାଷ ପ୍ରଣାଳୀ ଅନ୍ତର୍ଗତ କାର୍ଯକ୍ରମ

ସରକାରୀ ସହାୟତା

ଧାଡିବୁଣା ଓ ଧାଡିରୁଆ ଯୋଜନା

ଧାନ ଚାଷ ନିମନ୍ତେ ହେକ୍ଟର ପ୍ରତି ୧୨୫୦ ଟଙ୍କାର ସହାୟତା

ବିହନ ବିଶୋଧନ ଅଭିଯାନ

କ)

ଏକ ହେକ୍ଟର ଧାନ ଚାଷ ପାଇଁ

୫୦ ଟଙ୍କାର ବିହନ ବିଶୋଧନ

ଖ)

ଏକ ହେକ୍ଟର ଡାଲି ଜାତୀୟ ଫସଲ ଚାଷ ପାଇଁ

୧୧୫ ଟଙ୍କାର ବିହନ ବିଶୋଧକ

ଗ)

ଏକ ହେକ୍ଟର ତୈଳବୀଜ ଜାତୀୟ ଫସଲ ଚାଷ ପାଇଁ

୨୨୫ ଟଙ୍କାର ବିହନ ବିଶୋଧକ

ସଘନ ଧାନ ଚାଷ ପଦ୍ଧତି (’ଶ୍ରୀ’ ପଦ୍ଧତି’)

ଏକ ହେକ୍ଟର ଧାନ ଚାଷ ପାଇଁ ୫୦୦୦ ଟଙ୍କାର ସହାୟତା

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate