ହୋମ / କୃଷି / ପ୍ରାଣୀ ଧନ
ସେଆର କରନ୍ତୁ

ପ୍ରାଣୀ ଧନ

ବିଭିନ୍ନ ପଶୁ ଉତ୍ପାଦନ ଓ ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଏ ।

ଛେଳି/ମେଣ୍ଢାଙ୍କ କୃମି ନିରାକରଣ
ଆମ ରାଜ୍ୟରେ ହାରାହାରି ୭୦% ଗରିବ ତଥା ଭୂମିହୀନ ଲୋକେ ଛେଳି/ମେଣ୍ଢା ପାଳନ କରୁଥିବାର ଦେଖାଯାଏ । ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଛେଳି ମେଣ୍ଢା ପାଳନ ଏକ ବିକଳ୍ପ ଜୀବିକା ମାତ୍ର ନୁହେଁ ବରଂ ଅଭାବ ବେଳର ସାହାଭରସା ମଧ୍ୟ ଅଟେ ।
ଛେଳି ପାଳନ ପାଇଁ ସ୍ଵତନ୍ତ୍ର ଯୋଜନା
ପୁଷ୍ଟିସାର ଉପଲବ୍ଧତାକୁ ଉନ୍ନିତ କରିବା ପାଇଁ ଛେଳିପାଳନକୁ ଗୁରୁତ୍ଵ ଦିଆଯାଇଛି ।
ଏମୁ ପକ୍ଷୀ ପାଳନ
ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ ହୋଇଥିଲା ।
ବତକ ପାଳନ ଓ ତା’ର ଉପକାରିତା
ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଗୋଟି ଅଣ୍ଡା ଦେଇଥାନ୍ତି । ରୋଗ ପ୍ରତିରୋଧକ କ୍ଷମତା ଅଧିକ ।
ଖରାଦିନେ ପ୍ରାଣୀମାନଙ୍କ ସୁରକ୍ଷା
ଖରାଦିନେ କିପରି ପଶୁ ପକ୍ଷୀ ମାନଙ୍କ ଯତ୍ନନେବା ।
ପ୍ରାଣୀଙ୍କ ଉପରେ ଜଳବାଯୁ ପରିବର୍ତ୍ତନର ପ୍ରଭାବ ଓ ପ୍ରତିକାର
ସାଧାରଣତଃ ଜଳବାୟୁ ପରିବର୍ତ୍ତନ ବା ବିଶ୍ଵ ଉତ୍ତାପ ବୃଦ୍ଧି ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ସେଗୁଡିକ ହେଲା -
ଗୃହପାଳିତ ପ୍ରାଣୀଙ୍କୁ ଅଂଶୁଘାତର ପ୍ରତିକାର
ବର୍ତ୍ତମାନ ଆମ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ସହିତ ଜଳବାୟୁର ଆଦ୍ରତା ବୃଦ୍ଧି ଓ ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଜୀବନ ବିପର୍ଜ୍ୟସ୍ତ ହୋଇପଡିଛି ।
କେନ୍ଦ୍ରାପଡା ପ୍ରଜାତି ମେଣ୍ଢାକୁ ମିଳିବ ଜାତୀୟ ମାନ୍ୟତା
କେନ୍ଦ୍ରାପଡା ପ୍ରଜାତିର ମେଣ୍ଢାଙ୍କୁ ଜାତୀୟ ମାନ୍ୟତା ମିଳିବ
ଗୋଖାଦ୍ୟ ପିଣ୍ଡ ଉତ୍ପାଦନ
ଜନସଂଖ୍ୟା ବୃଦ୍ଧି ସହିତ ପ୍ରାଣୀଯ ପୃଷ୍ଟିସାରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।
ବର୍ଷାଦିନିଆ ସବୁଜ ଗୋଖାଦ୍ୟ ଫସଲ
ଗାଈ ମୁହଁରେ ଦେଲେ ଘାସ, କ୍ଷୀର ଦୁହିଁବ ବାରମାସ ।
ନେବିଗତିଓଂ
Back to top