ହୋମ / କୃଷି / ପ୍ରାଣୀ ଧନ
ସେଆର କରନ୍ତୁ

ପ୍ରାଣୀ ଧନ

ବିଭିନ୍ନ ପଶୁ ଉତ୍ପାଦନ ଓ ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଏ ।

ଠେକୁଆ ଚାଷ ଠେକୁଆ ଚାଷ
ସ୍ବସ୍ଥ ଠେକୁଆର ଲକ୍ଷଣ ଠେକୁଆ ଚାଷର ପରିଚୟ ଠେକୁଆ ପ୍ରଜାତି ଠେକୁଆ ପାଳନର ପଦ୍ଧତି ଠେକୁଆ ମାନଙ୍କୁ ଜନ୍ମ ଦେବା ସମ୍ପର୍କିତ ପରିଚାଳନା ରୋଗ ହୋଇଥିବା ଠେକୁଆର ଲକ୍ଷଣ ଠେକୁଆ ମାନଙ୍କର ରୋଗ
ଓଡିଶାରେ ଘୁଷୁରି ପାଳନ
ଓଡିଶାରେ ଘୁଷୁରି ପାଳନ
ଗୋପାଳନ ପାଇଁ ଘାସଚାଷ
ଗୋପାଳନ ପାଇଁ ଘାସଚାଷ କିପରି କରିବେ ସେ ସମ୍ପର୍କରେ ସୂଚନା
ଗୋଖାଦ୍ୟ ଫସଲ
ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା
ଛେଳି/ମେଣ୍ଢାଙ୍କ କୃମି ନିରାକରଣ
ଆମ ରାଜ୍ୟରେ ହାରାହାରି ୭୦% ଗରିବ ତଥା ଭୂମିହୀନ ଲୋକେ ଛେଳି/ମେଣ୍ଢା ପାଳନ କରୁଥିବାର ଦେଖାଯାଏ । ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଛେଳି ମେଣ୍ଢା ପାଳନ ଏକ ବିକଳ୍ପ ଜୀବିକା ମାତ୍ର ନୁହେଁ ବରଂ ଅଭାବ ବେଳର ସାହାଭରସା ମଧ୍ୟ ଅଟେ ।
ପଶୁ ପାଳନର ଅନୁଷ୍ଠାନ
ଓଡିଶାରେ ଥିବା ପଶୁପାଳନର ବିଭିନ୍ନ ଅନୁଷ୍ଠାନ ସମ୍ପର୍କରେ ସୂଚନା
ଛେଳି ପାଳନ ପାଇଁ ସ୍ଵତନ୍ତ୍ର ଯୋଜନା
ପୁଷ୍ଟିସାର ଉପଲବ୍ଧତାକୁ ଉନ୍ନିତ କରିବା ପାଇଁ ଛେଳିପାଳନକୁ ଗୁରୁତ୍ଵ ଦିଆଯାଇଛି ।
କୁକୁଡା ପାଳନ
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଚାଷୀମାନଙ୍କ ନିମନ୍ତେ ବାଡି ଅଗଣାରେ ରଙ୍ଗୀନ କୁକୁଡା ପାଳନ ପାଇଁ ମାଗଣାରେ ଚିଆଁ, କୁକୁଡା ଆଶ୍ରୟସ୍ଥଳୀ ପାଇଁ ଟଙ୍କା ଓ ତାଲିମ ।
ଏମୁ ପକ୍ଷୀ ପାଳନ
ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ ହୋଇଥିଲା ।
ବତକ ପାଳନ ଓ ତା’ର ଉପକାରିତା
ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଗୋଟି ଅଣ୍ଡା ଦେଇଥାନ୍ତି । ରୋଗ ପ୍ରତିରୋଧକ କ୍ଷମତା ଅଧିକ ।
ନେବିଗତିଓଂ
Back to top