ହୋମ / କୃଷି / ପ୍ରାଣୀ ଧନ
ସେଆର କରନ୍ତୁ

ପ୍ରାଣୀ ଧନ

ବିଭିନ୍ନ ପଶୁ ଉତ୍ପାଦନ ଓ ବ୍ୟବସାୟ ସମ୍ପର୍କରେ ଆଲୋଚନା କରାଯାଏ ।

ପଡିଆ ସମୟ ଓ ଗାଈର ଯତ୍ନ
ସାଧାରଣତଃ ଭଲ କ୍ଷୀର ଦେଉଥବା ଗାଈଟି ପାଇଁ ଗର୍ଭଧାରଣ ସମୟର ଉପଯୁକ୍ତ ଯତ୍ନ ବିଷୟରେ ସମସ୍ତେ ସଚେତନ ଥାଆନ୍ତି ।
ଗୋ-ପୂଜନ
ଗୋବର୍ଦ୍ଧନ ପୂଜା ଓ ଗୋପାଷ୍ଟମୀକୁ ୧୯୫୨ ଠାରୁ ନଭେମ୍ବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ ଗୋସମ୍ବର୍ଦ୍ଧନା ସପ୍ତାହ ପାଳିତ ହେଉଛି ।
ଗୋପାଳନ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ
ଗୋପାଳନ କରିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କରିପାରିବେ ।
ଗାଈର ପଡ଼ିଆ ସମୟର ପରିଚାଳନ
ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଶୀତଦିନେ ଛେଳି ମେଣ୍ଢାଙ୍କ ରୋଗ ଓ ପ୍ରତିକାର
ଛେଳିମେଣ୍ଢାଙ୍କ ଏକ ମାରାତ୍ମକ ଭୂତାଣୁ ଜନିତ ରୋଗ । ସେହି ରୋଗ ପ୍ରତି ସତର୍କତା ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ପ୍ରାଣୀଙ୍କ ପ୍ରତିଷେଧକ ଟିକାକରଣ
ସଂକ୍ରାମକ ରୋଗ ସୃଷ୍ଟିକାରକ ଜୀବାଣୁ ଓ ଭୂତାଣୁଙ୍କୁ ପ୍ରାଣୀ ଶରୀରରୁ ନାଶ କରିବା ପାଇଁ ପ୍ରତିଷେଧକ ଟିକା ଦିଆଯାଏ । ଟିକା କରଣରେ ବିଫଳତା ହେଲେ ବିଭିନ୍ନ ସମସ୍ୟା ।
ପ୍ରସବ ପରବର୍ତ୍ତୀ ଗର୍ଭାଶୟ ସଂକ୍ରମଣ
ପ୍ରସବ ପରବର୍ତ୍ତୀ ଗର୍ଭାଶୟ ସଂକ୍ରମଣର କାରଣ, ଏହା କିପରି ହୁଏ, ଲକ୍ଷଣ ଏବଂ ଚିକିତ୍ସା ଓ ନିରାକରଣ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଛେଳି ପାଳନ
ଛେଳି ପାଳନ କରି ଜଣେ ଆତ୍ମନିର୍ଭରଶୀଳ ହେବ । ସ୍ଵାଭିମାନର ସହ ପରିବାରର ଭରଣପୋଷଣ କରିପାରିବେ ।
ଗୋରୁଙ୍କୁ ସାହାଣା ରୋଗର କାରଣ ଓ ତା’ର ପ୍ରତିକାର
ଗୋରୁଙ୍କୁ ସାହାଣା ରୋଗର କାରଣ ଓ ତା’ର ପ୍ରତିକାର ସମ୍ବନ୍ଧରେ ସୂଚନା ।
ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର
ବଜବଜିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର ସମ୍ବନ୍ଧିତ ସୂଚନା ।
ନେବିଗତିଓଂ
Back to top