ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା
ସେଆର କରନ୍ତୁ

ଶସ୍ୟ ସଂରକ୍ଷଣ ବ୍ୟବସ୍ଥା

ନୂତନ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଶସ୍ୟକୁ ସଂରକ୍ଷଣ ତଥା ପ୍ରକ୍ରିୟାକରଣ ବ୍ୟବସ୍ଥା ଓ ନିରାପତ୍ତା ସମ୍ପର୍କରେ ଏଠାରେ ସୂଚନା ଦିଆଯାଏ

ଶିଳ୍ପବିଜ୍ଞାନ
ଶିଳ୍ପବିଜ୍ଞାନ
ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେ
ଆମ୍ବର ଅଫଳନ ଓ କଲରା କଷି ଝଡ଼ିବା ସମସ୍ୟା କିପରି ଦୂର କରିବେ ସେ ସମ୍ବନ୍ଧୀୟ ସୂଚନା ।
ଧାନରେ ରୋଗ ଓ ତାର ପ୍ରତିକାର
ଧାନରେ ରୋଗ ଓ ତାର ପ୍ରତିକାର ସମ୍ବନ୍ଧୀୟ ସୂଚନା ।
ଧାନର ଶତ୍ରୁ ଚକଡ଼ା ପୋକ
ଧାନ ଓଡିଶାର ମୁଖ୍ୟ ଫସଲ ।ଧାନରେ ଚକଡ଼ା ପୋକ ଦମନ କିପରି କରିବେ ସେ ସମ୍ବନ୍ଧୀୟ ତଥ୍ୟ ।
ଫସଲର ଉପଚାର
ଚୁନ ଓ ଜୈବସାର ପ୍ରୟୋଗ କରି ଶସ୍ୟ ଓ ଡାଲିଜାତୀୟ ଫସଲର ଉପଚାର ।
ଆକର୍ଷକ ଯନ୍ତା ଦ୍ଵାରା ଫସଲର ଅନିଷ୍ଟକାରୀ ପୋକ ଦମନ
ଖାଦ୍ୟଶସ୍ୟକୁ ଅନିଷ୍ଟକାରୀ ପୋକରୁ କିପରି ରକ୍ଷା କରିବେ ସେ ସମ୍ବନ୍ଧୀୟ ସୂଚନା ।
ଗୋମୂତ୍ରରୁ କୀଟନାଶକ
ଗୋମୂତ୍ରକୁ ବ୍ୟବହାର କରି ଜୈବିକ ଉପାୟରେ ଫସଲରୁ ରୋଗ ପୋକ ନିୟନ୍ତ୍ରଣ କରିପାରିବ ।
ଅମୃତଭଣ୍ଡା ଫସଲରେ ରୋଗ ପୋକ ନିୟନ୍ତ୍ରଣ
ଉତ୍ତମ ବିହନ ଚୟନ ତଥା ବୈଜ୍ଞାନିକ ଚାଷ ପ୍ରଣାଳୀ ଅବଲମ୍ବନ କରିବା ସହିତ ରୋଗ ପୋକ ନିୟନ୍ତ୍ରଣର ପ୍ରମୁଖ ଦିଗଗୁଡ଼ିକୁ ଦୃଷ୍ଟି ଦେଲେ ଅମଳ ବୁଢି ହୋଇଥାଏ ।
ଜୈବିକ ଉପାୟରେ ପୋକ ଦମନ
ଜୈବିକ ଉପାୟରେ ଫସଲର ହାନିକାରକ କୀଟଙ୍କୁ ଦମନ କରିବା ପାଇଁ ଉପକାରୀ କୀଟ ଓ ଅନ୍ୟାନ୍ୟ ଉପକାରୀ ଜୀବଙ୍କୁ ଫସଲ କିଆରିରେ ବିନିଯୋଗ କରାଯାଉଛି ।
ଧାନର ହଳଦିଆ କାଣ୍ଡବିନ୍ଧା ପୋକ ଦମନ
ଧାନ ଫସଲର ହଳଦିଆ କାଣ୍ଡବିନ୍ଧା ପୋକର ସମନ୍ୱିତ କୀଟ ନିୟନ୍ତ୍ରଣ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଛି ।
ନେବିଗତିଓଂ
Back to top