ହୋମ / କୃଷି / ଶସ୍ୟ ସଂରକ୍ଷଣ ବ୍ୟବସ୍ଥା / ମୃତ୍ତିକା ନମୁନା ସଂଗ୍ରହ
ସେଆର କରନ୍ତୁ

ମୃତ୍ତିକା ନମୁନା ସଂଗ୍ରହ

ମୃତ୍ତିକା ନମୁନା ସଂଗ୍ରହ ର ସୂଚନା

ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ

ଏହି ଭିଡିଓରେ ଉନ୍ନତ ମାନର ଚାଷ ପାଇଁ ଜମିର ଗୁଣବତ୍ତା ପରୀକ୍ଷା କରିବା ଜରୁରୀ । ସେଥିପାଇଁ ଜମିରୁ ମାଟିର ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରାଇଲେ ଫଳାଫଳ ଅନୁଯାୟୀ ମାଟିରେ ଉପଯୁକ୍ତ ଉର୍ବରକ ଇତ୍ୟାଦି ମିଶାଇ ଜମିର ମାନ ବୃଦ୍ଧି କରାଗଲେ ଚାଷର ମାନ ଉନ୍ନତ ହୋଇଥାଏ । ଏହି ଭିଡିଓ ରେ ଜମିରୁ ମୃତ୍ତିକା ସଙ୍ଗହା ପ୍ରଣାଳୀ ବିଷୟରେ ବୁଝାଯାଇଛି ।

ଜୈବିକ ପଦ୍ଧତି ରେ ୟୁରିଆ ପ୍ରସ୍ତୁତି ପ୍ରଣାଳୀ

ୟୁରିଆ ସାର ବ୍ୟବହାର କାଲେ ଉନ୍ନତ ମାନର ପରିବା ଚାଷ କରାଯାଇପାରେ । ଏଥିରେ ଜୈବିକ ଉପାଯରେ କିପରି ୟୁରିଆ ପ୍ରସ୍ତୁତ କରି ହେବ ତାର ପ୍ରଣାଳୀ ଦିଆଯାଇଛି ।

ଜୀବାମୃତ ପ୍ରସ୍ତୁତି ପ୍ରଣାଳୀ

ଜୀବାମୃତ ଦ୍ଵାରା ଉନ୍ନତ ମାନର ପରିବା ଚାଷକରାଯାଏ । ଏହାର ପ୍ରସ୍ତୁତି ପ୍ରଣାଳୀ ଏହି ଭିଡିଓ ରେ ଦିଆଯାଇଛି ।

ବିଶେଷଜ୍ଞଙ୍କ ପରାମର୍ଶ

ଏଥିରେ ମୃତ୍ତିକା ନମୁନା ସଂଗ୍ରହ  ବିଷୟରେ ଜଣେ କୃଷି ବିଶେଷଜ୍ଞଙ୍କ ମତାମତ ଦିଆଯାଇଛି ।

ଏହି ଭିଡିଓରେ ମୃତ୍ତିକା ନମୁନା ସଂଗ୍ରହ ପ୍ରଣାଳୀ ଆଲୋଚନା କରା ଯାଇଛି।

ଆଧାର : Lavs

1.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top