ହୋମ / କୃଷି / ବଜାର ଖବର / ଓପୋଲଫେଡ଼ ଚିକେନ ଫ୍ରେଶ
ସେଆର କରନ୍ତୁ

ଓପୋଲଫେଡ଼ ଚିକେନ ଫ୍ରେଶ

ଓପୋଲଫେଡ଼ ଚିକେନ ଫ୍ରେଶ, ଶହୀଦ ନଗର ଭୁବନେଶ୍ଵର

ଉପକ୍ରମ

ଓପୋଲଫେଡ଼ ଚିକେନ ଫ୍ରେଶରେ କେବଳ ସୁସ୍ଥ , ଚଳଚଞ୍ଚଳ, ନିରୋଗୀ କୁକୁଡାକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟା କରଣ କରାଯାଇ କୁକୁଡା ମାଂସ ପ୍ରସ୍ତୁତ କରାଯାଏ । ଏହା ସଂପୂର୍ଣ୍ଣ ଭାବେ ସତେଜ , ସୁସ୍ଵାଦୁ ତଥା ସ୍ଵାସ୍ଥ୍ୟପ୍ରଦ ଅଟେ ।

ଓପୋଲଫେଡ଼ ଚିକେନ ଫ୍ରେଶ

  • ଏଠାରେ ବିଭିନ୍ନ ପ୍ରଜାତିର ଦେଶୀ , ବନରାଜା ଓ ବ୍ରଏଲର କୁକୁଡା ମାଂସ ମିଳେ । ଏତଦବ୍ୟତୀତ , ଗୁଣ୍ଡୁରୀ ଚଢେଇ ଓ ବତକ ମାଂସ ମଧ୍ୟ ମିଳେ ।
  • ଓପୋଲଫେଡ଼ ଚିକେନ ଫ୍ରେଶ ବିକ୍ରୟ କେନ୍ଦ୍ରରେ ଉପଲବ୍ଧ ତଟକା କୁକୁଡା ମାଂସ ଖାଉଟୀ ମାନଙ୍କୁ ବଜାର ଦରଠାରୁ କମ ମୂଲ୍ୟରେ ବିକ୍ରି କରାଯାଇଥାଏ
  • ବିବାହ , ବଣଭୋଜୀ ତଥା ଅନ୍ୟାନ୍ୟ ସାମାଜିକ ଉତ୍ସବ ଉପଲକ୍ଷେ ଅଗ୍ରୀମଭାବେ ବରାଦ କରାଯାଇଥିବା କୁକୁଡା ମାଂସ (ଅନ୍ୟୁନ ୧ କ୍ୟୁଇଣ୍ଟାଲ ବା ତଦୁର୍ଦ୍ଧ୍ଵ) ରିହାତି ଦରରେ ଯୋଗାଇ ଦିଆଯାଏ ।
  • ଏଠାରେ ଦେଶୀ ଜାତୀୟ ବାଦାମୀ ରଙ୍ଗ ଅଣ୍ଡା, ଫାର୍ମ ଫ୍ରେଶ ଧଳା କୁକୁଡା ଅଣ୍ଡା, ଗୁଣ୍ଡୁରୀ ଓ ବତକ ଅଣ୍ଡା ସୁଲଭ ମୂଲ୍ୟରେ ମିଳିଥାଏ ।

ବିକ୍ରୟ ସମୟ

  • ବିକ୍ରୟ କେନ୍ଦ୍ର ପ୍ରତିଦିନ ଖୋଲା ରହେ ।
  • ସମୟ-ସକାଳ ୭.୦୦ ରୁ ଅପରାହ୍ନ ୧.୩୦ ଘଟିକା
  • ଅପରାହ୍ନ ୩.୦୦ ରୁ ରାତି ୯.୩୦ ଘଟିକା

ଯୋଗାଯୋଗ

ଓପୋଲଫେଡ଼ ଚିକେନ ଫ୍ରେଶ

ଶହୀଦ ନଗର , IRC Village ଏବଂ OUAT ପରିସର, ଭୁବନେଶ୍ଵର

ଅନଲାଇନରେ ବୁକିଂ

ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଖାଉଟିମାନେ www.chikenfresh.in ରେ ବୁକିଂ କରି ନିଜ ଘରେ ଓପୋଲଫେଡ଼ ବିଭିନ୍ନ କୁକ୍କୁଟଜାତ ଦ୍ରବ୍ୟ ପାଇପାରିବେ ।

2.96153846154
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top