অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲର ଗୁଣବତ୍ତା ପରିମାପ - ୩

ବାଇଗଣ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

ଘଷାଲାଗିବା ଏବଂ ଘଣ୍ଟାଘଣ୍ଟିର ଫଳରେ ସୃଷ୍ଠ କ୍ଷୟକ୍ଷତିର ମୋଟ ପୃଷ୍ଠତଳର ୫ ଶତାଂଶ ଅତିକ୍ରମ କରିବ ନାହିଁ। ତୃଟିଗୁଡିକ ଶାଁସକୁ କ୍ଷତି କରେ ନାହିଁ

ଘଷାଲାଗିବା ଏବଂ ଘଣ୍ଟାଘଣ୍ଟିର ଫଳରେ ସୃଷ୍ଠ କ୍ଷୟକ୍ଷତିର ମୋଟ ପୃଷ୍ଠତଳର ୧୦ ଶତାଂଶ ଅତିକ୍ରମ କରିବ ନାହିଁ। ତୃଟିଗୁଡିକ ଶାଁସକୁ କ୍ଷତି କରେ ନାହିଁ

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ବନ୍ଧାକୋବି

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ଦୋଷମୁକ୍ତ ଶୁଷ୍କ ନୁହେଁ, ମୁଣ୍ଡଫଟା ନୁହେଁ, ଅଗପୋଡ୍ ନୁହେଁ, ଯନ୍ତ୍ରକୃତ/ଶାରୀରିକ ଆଧାତ - ଦୋଷଶୂନ୍ୟ

ସୁଷ୍କତା-୩% ଫଟା ମୁଣ୍ଡ-୩% ପୋଡ଼ା ଅଗ-୨% ଯନ୍ତ୍ରକୃତ/ଶାରୀରିକ ଆଘାତ-୨%

ଶୁଷ୍କତା-୫% ଫଟା ମୁଣ୍ଡ-୫% ପୋଡ଼ା ଅଗ-୨% ଯନ୍ତ୍ରକୃତ/ଶାରୀରିକ ଆଘାତ-୩%

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଫୁଲକୋବି

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ଦୋଷମୁକ୍ତ ଫୁଲକୋବିଗୁଡିକ ଯଦି "ପତ୍ରଯୁକ୍ତ" କିମ୍ୱା "ପତ୍ରଛଡ଼ା" ରୁ, ତେବେ ପତ୍ରଗୁଡିକ ସତେଜ ଦେଖିବାକୁ ହେବ

-ସାମାନ୍ୟ କଳା ଦାଗର ମୋଟ ପୃଷ୍ଠତଳର ୧ ବର୍ଗ ସେମି ଅତିକ୍ରମ କରିବ ନାହିଁ, - ରଙ୍ଗର ସାମାନ୍ୟ ତ୍ୱକରେ ତୃଟି, -ଅତି ସାମାନ୍ୟ ପଶମୀ ଭାବ ଫୁଲକୋବିଗୁଡିକ। ଦୋଷମୁକ୍ତ ଫୁଲକୋବିଗୁଡିକ ଯଦି "ପତ୍ରଯୁକ୍ତ" କିମ୍ୱା "ପତ୍ରଛଡ଼ା" ରୁ, ତେବେ ପତ୍ରଗୁଡିକ ସତେଜ ଦେଖିବାକୁ ହେବ

ସୌର-ଝଳସିବାର ସାମାନ୍ୟ ଲକ୍ଷଣ, -ମୁଣ୍ଡର ପାଞ୍ଚଟିରୁ ଅଧିକ ଫ୍ୟାକଶରେ ସବୁଜ ପତ୍ର ଉପଲବ୍ଧି ନୁହେଁ, -ଏଗୁଡିକ ପଶମୀ ହୋଇପାରେ (କିନ୍ତୁ ସ୍ପର୍ଶରେ ଭିଜା କିମ୍ୱା ଅଠାଳିଆ ହେବ ନାହିଁ), -ହିମ ଦ୍ୱାରା ପୃଷ୍ଠତଳରେ ସାମାନ୍ୟ ଅଗଭୀର କ୍ଷତ।

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ସବୁଜ ଲଙ୍କା

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

ସୌରକଲଙ୍କ ସହ ରଙ୍ଗର ସାମାନ୍ୟ ତୃଟି; -ତ୍ୱକରେ ସାମାନ୍ୟ ତୃଟି (ଆମ୍ପୁଡିବା, କ୍ଷତଚିହ୍ନ, ଘଷିବା ଦାଗ ଏବଂ କଳଙ୍କ) ମୋଟ ପୃଷ୍ଠତଳର ୨% ଅତିକ୍ରମ କରିବ ନାହିଁ। ତୃଟିଗୁଡିକ ନିଶ୍ଚିତ କୌଣସି କ୍ଷେତ୍ରରେ ଶୁଟିଂ ତ୍ୱକର କ୍ଷତିଗ୍ରସ୍ଥ କରିବ ନାହିଁ।

ଆକାରରେ ତୃଟି (ରଙ୍ଗ ପରିବର୍ତ୍ତିତ ଲଙ୍କା) - ୫% ସୌରକଳଙ୍କ ସହ ରଙ୍ଗର ସାମାନ୍ୟ ତୃଟି; - ତ୍ୱକର ସାମାନ୍ୟ ତୃଟି (ଆମ୍ପୁଡ଼ିବା, କ୍ଷୟଚିହ୍ନ, ଘଷା ଦାଗ, କଳା ଦାଗ ଏବଂ କଲଙ୍କ) ର ମୋଟ ପୃଷ୍ଠତଳର ୫% ଅତିକ୍ରମ କରିବ ନାହିଁ। ତୃଟିଗୁଡିକ ନିଶ୍ଚିତ କୌଣସି କ୍ଷେତ୍ରରେ ଶୁଟିଂ ତ୍ୱକର କ୍ଷତିଗ୍ରସ୍ଥ କରିବ ନାହିଁ।

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଗାଜର

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ଦୋଷମୁକ୍ତ (ସବୁଜ କିମ୍ୱା ବାଇଗଣ/ଲାଲିବାଇଗଣୀର ଅଗ ଅନୁମୋଦିତ ନୁହେଁ)

- ସାମାନ୍ୟ ତ୍ୱକ ଦାଗ ଯାହା ମୋଟ ତଳର ୫% କୁ ଅତିକ୍ରମ କରେ ନାହିଁ (ଦାଗ, କ୍ଷତ, ଆମ୍ପୁଡ଼ି, ଆମ୍ପୁଡ଼ିବାର ଦାଗ, ସାନସ୍ପଟ୍‌)।

ସୁସ୍ଥ କରି ଫାଟ ଯାହା ଅଭ୍ୟନ୍ତରରେ ପହଞ୍ଚିନି; - ହଲେଇବା କିମ୍ୱା ପାଣିରେ ଧୋଇବା ଫଳରେ ଫାଟ - ୧୦ ସେମି ପର୍ଯ୍ୟନ୍ତ ଦୀର୍ଘ ଗାଜର ପାଇଁ ୨ ସେମି ଦୈର୍ଘ୍ୟର ସବୁଜ କିମ୍ୱା ବାଇଗଣୀ/ରକ୍ତବାଇଗଣୀର ଆଗ, ଏବଂ ଅନ୍ୟାନ୍ୟ ଗାଜର ପାଇଁ ୩ ସେମି ପର୍ଯ୍ୟନ୍ତ ଆଗ ଅନୁମୋଦିତ

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ମିଠା ଆଳୁ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ସାମାନ୍ୟ ତୃଟି ଆକାରରେ କିମ୍ୱା ବୃଦ୍ଧିରେ ୫% ପର୍ଯ୍ୟନ୍ତ - ସାମାନ୍ୟ ତ୍ୱକର ତୃଟି ୨% ପର୍ଯ୍ୟନ୍ତ -ଘଣ୍ଟାଘଣ୍ଟି ଫଳେ କ୍ଷତେ-୨%

ସାମାନ୍ୟ ତୃଟି ଆକାରରେ କିମ୍ୱା ବୃଦ୍ଧିରେ ୧୦% ପର୍ଯ୍ୟନ୍ତ - ସାମାନ୍ୟ ତ୍ୱକର ତୃଟି ୫% ପର୍ଯ୍ୟନ୍ତ -ଘଣ୍ଟାଘଣ୍ଟି ଫଳେ କ୍ଷତେ-୫%

ସାମାନ୍ୟ ତୃଟି ଆକାରରେ କିମ୍ୱା ବୃଦ୍ଧିରେ ୧୫% ପର୍ଯ୍ୟନ୍ତ -ସାମାନ୍ୟ ତ୍ୱକର ତୃଟି ୭% ପର୍ଯ୍ୟନ୍ତ -ଘାଣ୍ଟିବା ଫଳରେ କ୍ଷତି -୭% -ଜାନ୍ତ୍ରିକ ଆଘାତରେ ସୃଷ୍ଟି ତ୍ୱକର ସୁସ୍ଥ କ୍ଷୟଚିହ୍ନରେ ତୃଟି, ହଲାଇବା-୪%

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ପାଳଙ୍ଗ ଶାଗ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ପାଳଙ୍ଗ ଶାଗର ପତ୍ର କ୍ଷେତ୍ରରେ, ପତ୍ରର ବେଣ୍ଟ ଦୈର୍ଘ ୫ ସେମି ଅତିକ୍ରମ କରିବ ନାହିଁ

ପାଲଂ ଶାଗର ପତ୍ର କ୍ଷତ୍ରରେ, ପତ୍ରର ଅଗର ଦୈର୍ଘ୍ୟ ୧୦ ସେମି ଅତିକ୍ରମ କରିବ ନାହିଁ -ସାମାନ୍ୟ ବିବର୍ଣତା

ପାଲଂ ଶାଗରେ ସାମନ୍ୟ ହିମ ଦ୍ୱାରା ସୃଷ୍ଠ ତୃଟି ଥାଇପାରେ। ଯାହାହେଉଁ, ଏହା ସର୍ବନିମ୍ନ ଆବଶ୍ୟକୀୟ ଦାବୀଗୁଡିକ ମେଣ୍ଟାଇବ। -ସାମାନ୍ୟ ବିବର୍ଣ୍ଣତା

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ସୋରିଷ ଶାଗ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

ସୋରିଷ ଶାଗର ପତ୍ର କ୍ଷେତ୍ରରେ, ପତ୍ରର ବେଣ୍ଟ ଦୈର୍ଘ ୧୦ ସେମି ଅତିକ୍ରମ କରିବ ନାହିଁ

ସୋରିଷ ଶାଗର ପତ୍ର କ୍ଷତ୍ରରେ, ପତ୍ରର ଅଗର ଦୈର୍ଘ୍ୟ ୧୦ ସେମି ଅତିକ୍ରମ କରିବ ନାହିଁ -ସାମାନ୍ୟ ବିବର୍ଣତା

ସୋରିଷ ଶାଗରେ ସାମନ୍ୟ ହିମ ଦ୍ୱାରା ସୃଷ୍ଠ ତୃଟି ଥାଇପାରେ। ଯାହାହେଉଁ, ଏହା ସର୍ବନିମ୍ନ ଆବଶ୍ୟକୀୟ ଦାବୀଗୁଡିକ ମେଣ୍ଟାଇବ। -ସାମାନ୍ୟ ବିବର୍ଣ୍ଣତା

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଧନିଆ ପତ୍ର

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

ପତ୍ରର ସାମାନ୍ୟ ବିବର୍ଣତା-୨%

ପତ୍ରରେ ସାମାନ୍ୟ ବିବର୍ଣ୍ଣତା-୫% -ପତ୍ରରେ ସାମାନ୍ୟ ହିମ ଦ୍ୱାରା ସୃଷ୍ଠ ତୃଟି ରହିବ। ଯାହାହେଉଁ, ଏହା ସର୍ବନିମ୍ନ ଆବଶ୍ୟକୀୟ ଦାବୀଗୁଡିକ ମେଣ୍ଟାଇବ।

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ରସୁଣ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

-ବାହାରର ଖୋସାରେ ସାମାନ୍ୟ ଛୋଡ଼ାଗୁଡିକ ମୋଟ ପୃଷ୍ଠତଳର ୨% ଅତିକ୍ରମ କରିବ ନାହିଁ; - ସାମାନ୍ୟ କଳାଦାଗ ୨%, ଅସମାନ ଗଠନ-୫%

-ବାହାରର ଖୋସାରେ ସାମାନ୍ୟ ଛୋଡ଼ାଗୁଡିକ ମୋଟ ପୃଷ୍ଠତଳର ୪% ଅତିକ୍ରମ କରିବ ନାହିଁ; - ସାମାନ୍ୟ କଳାଦାଗ ୪%, ଅସମାନ ଗଠନ-୭%

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଭେଣ୍ଡି

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

-ସାମାନ୍ୟ ତ୍ୱକର ତୃଟି (କ୍ଷତଚିହ୍ନ, କଲଙ୍କ, ଆମ୍ପୁଡ଼ିବା, କଳା ଦାଗ, ଘଷା ଦାଗ, ଇତ୍ୟାଦି) ପୃଷ୍ଠତଳର ୫% ଅତିକ୍ରମ କରିବ ନାହିଁ।

-ସାମାନ୍ୟ ତ୍ୱକରେ ତୃଟି (କ୍ଷତଚିହ୍ନ, କଲଙ୍କ, ଆମ୍ପୁଡିବା, କଳାଦାଗ, ଘଷା ଦାଗ, କଠିଣ ମଞ୍ଜି ଇତ୍ୟାଦି) ପୃଷ୍ଠତଳର ୧୦% ଅତିକ୍ରମ କରିବ ନାହିଁ।

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଅଦା

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

-ସାମାନ୍ୟ ତ୍ୱକର ତୃଟି ପୃଷ୍ଠତଳର ୨% ଅତିକ୍ରମ କରିବ ନାହିଁ।

-ସାମାନ୍ୟ ତ୍ୱକର ତୃଟି ପୃଷ୍ଠତଳର ୪% ଅତିକ୍ରମ କରିବ ନାହିଁ।

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ବୀଟ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

- ମୋଟ ପୃଷ୍ଠ ଅଞ୍ଚଳରେ ୨% ଅତିକ୍ରମ ନ କରିବା କାରଣରେ ସାମାନ୍ୟ ଚମଡ଼ା ତୃଟିଗୁଡିକ

- ମୋଟ ପୃଷ୍ଠ ଅଞ୍ଚଳରେ ୪% ଅତିକ୍ରମ ନ କରିବା କାରଣରେ ସାମାନ୍ୟ ଚମଡ଼ା ତୃଟିଗୁଡିକ

ବିବର୍ଣତା

୨ %

୪ %

୬ %

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଡାଟଯୁକ୍ତ ଆଜମୋଦ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ଦାଗ ଅନୁମୋଦିତ

କିଛିନୁହେଁ

-ସାମାନ୍ୟ ତୃକରେ ତୃଟି। -ସାମାନ୍ୟ କଳା ଦାଗ - ପେଷା ଏବଂ ଚିରା ଦାଗ-୨%

-ସାମାନ୍ୟ ତ୍ୱକର ତୃଟି -ସାମାନ୍ୟ କଳା ଦାଗ -ପେଷା ଏବଂ ଚୋରା ଦାଗ-୪%

ବ୍ୟାପ୍ତି ସହନଶୀଳ

୫% ଫଳ ବ୍ୟାପ୍ତି –‘୨’-ର ମଧ୍ୟରେ ପଢିଛି

୧୦ % ଫଳ ବ୍ୟାପ୍ତି –‘୩’-ର ମଧ୍ୟରେ ପଢିଛି

ସର୍ବନିମ୍ନ ଆବଶ୍ୟକତା ସହ ୧୫% ଫଳ

ଜୁଆଣୀ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଆର୍ଦ୍ରତା (ଓଜନ ଅନୁଯାୟୀ %)

୧୦.୦ ପର୍ଯ୍ୟନ୍ତ

୧୦.୧-୧୦.୫

୧୦.୬-୧୧.୦

ବାହାରର ଦ୍ରବ୍ୟ (ଓଜନ ଅନୁଯାୟୀ %)

୧.୨୫ ପର୍ଯ୍ୟନ୍ତ

୧.୨୬-୨.୦

୨.୧-୩.୦

କୁଞ୍ଚ, ଅପରିଣତ, ଉଇଭିଲ ଅଧ୍ୟୁଷିତ, କ୍ଷତିଗ୍ରସ୍ଥ ଏବଂ ବିବର୍ଣ୍ଣ ମଞ୍ଜି

୧.୦ ପର୍ଯ୍ୟନ୍ତ

୧.୧-୧.୬

୧.୭-୨.୦

ଗୋଟା ଧଣିଆ

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଦୃଶ୍ୟମାନ ରଙ୍ଗ

ଉଚ୍ଚତ୍ତର (ସବୁଜ)

ଇଗଲ (ହାଲୁକା ବାଦାମୀ)

ବାଦାମୀ (ବାଦାମୀ)

ଧ୍ୱନିଆ ଭଙ୍ଗା %

୧.୦୦-୫.୦୦

୫.୧୦-୭.୫୦

୭.୬୦-୧୦.୦୦

ଜୀବନ୍ତ ପୋକ %

ମାଗଣା

ମାଗଣା

ମାଗଣା

ଆର୍ଦ୍ରତା %

୬.୦୦-୮.୦୦

୮.୧୦-୮.୫୦

୮.୬୦-୯.୦୦

କ୍ଷତିଗ୍ରସ୍ଥ ଏବଂ କୁଞ୍ଚ %

୧.୦୦-୧.୨୫

୧.୨୬-୧.୫୦

୧.୫୧-୨.୦୦

ବିଜାତୀୟ ପଦାର୍ଥ

୦.୧୦-୦.୩୫

୦.୩୬-୦.୬୫

୦.୬୬-୦.୯୦

ଗୁଡ଼

କ୍ରମିକ ନମ୍ୱର୍‌

ବ୍ୟବସାୟଯୋଗ୍ୟ ପରିମାପଗୁଡିକ

ପରିସର-I

ପରିସର-II

ପରିସର-III

ଗୁଣବତ୍ତା

ଉଚ୍ଚତ୍ତର

ଅତି ଭଳ

ଭଲ

ରଙ୍ଗ, ଆକୃତି ଏବଂ ଆୟତନ (ଜାତିର ଚାରିତ୍ରିକ ବୈଶିଷ୍ଟ୍ୟ ଅନୁଯାୟୀ)

ଅଭିନ୍ନ

ପ୍ରାୟ- ଅଭିନ୍ନ

ଯୁକ୍ତିସଙ୍ଗଭାବରେ ଭିନ୍ନ

ରଙ୍ଗ ଅନୁମୋଦିତ

ହାଳୁକା ସୋନାଲୀ/ସୋନାଲୀ/ଧଳା ହଳଦୀ

ଗାଡ଼ ସୁନେଲୀ/ହଳଦିଆ ସୁନେଲୀ

ହାଲୁକା ବାଦାମୀ/ବାଦାମୀ/କଳା ଲାଲିଆ

ଅନୁମୋଦିତ ଦାଗ -

କିଛିନୁହେଁ

- ଭଙ୍ଗା-୩%

- ଭାଙ୍ଗ-୫%

ବହିରାଗତ ପଦାର୍ଥ (ଓଜନ ଦ୍ୱାରା %)

୦.୨%

୦.୩ ରୁ ୧.୦%

-୦୧.୧ ରୁ ୨.୦%

ଆର୍ଦ୍ରତା

୮% ପର୍ଯ୍ୟନ୍ତ

୮.୧-୧୨.୦%

୧୨.୧-୧୬.୦%

ବ୍ୟାପ୍ତି ସହନଶୀଳ

ରଙ୍ଗର ପାର୍ଥ୍ୟକ ପାଇଁ ୧୦% ଅନୁମୋଦିତ। (ସହ ରେଞ୍ଜ-୨)

ରଙ୍ଗର ପାର୍ଥ୍ୟକ ପାଇଁ ୧୦% ଅନୁମୋଦିତ (ଶ୍ରେଣୀବ୍ୟପ୍ତି-୩-ର ସହ)

ରଙ୍ଗର ପାର୍ଥ୍ୟକ ପାଇଁ ୧୦% ଅନୁମୋଦିତ (ଗୁଡ଼ର ସର୍ବନିମ୍ନ ପ୍ରକୃତି ରଙ୍ଗର ଦାବୀ ସହ, ଅର୍ଥାତ ବାଦାମୀ)

ଆଧାର - କୃଷି ବିଭାଗ, ସହଯୋଗ ଏବଂ କୃଷକ କଲ୍ୟାଣ,କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର

Last Modified : 12/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate