ହୋମ / କୃଷି / ଶସ୍ୟ ଉତ୍ପାଦନ / ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ମରାମତି ଓ ରକ୍ଷଣାବେକ୍ଷଣ)
ସେଆର କରନ୍ତୁ

ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ(ମରାମତି ଓ ରକ୍ଷଣାବେକ୍ଷଣ)

ମରାମତି ଓ ରକ୍ଷଣାବେକ୍ଷଣ

ସମସ୍ୟା ଓ ସମାଧାନ

ଧାନରୁଆ ଯନ୍ତ୍ରରେ ଦେଖାଯାଉଥିବା ସମସ୍ୟା ସମାଧାନ ନିମନ୍ତେ ପ୍ରଥମେ ବିଭିନ୍ନ ସମସ୍ୟା ଯଥା ଉପଯୁକ୍ତ ଭାବେ ରୁଆ ନ ଯିବା ,ଯନ୍ତ୍ରର କୌଣସି ଅଂଶ ଆଶାନୁରୂପ କାର୍ଯ୍ୟ ନ କରିବା ଆଦି ବିଷୟରେ ତଥ୍ୟ ସଂଗ୍ରହ କରାଯିବ ।ଏହାପରେ ସେସବୁର ସମାଧାନ ପାଇଁ ଚେଷ୍ଟା କରିବାକୁ ହେବ ।ନିମ୍ନ ସରଣୀରେ ସାଧାରଣ ଭାବେ ଦେଖାଯାଉଥିବା କେତେକ ସମସ୍ୟା ଓ ଏହାର ସମାଧାନର ପନ୍ଥା ଦର୍ଶ।ଯାଇଛି ।ନିମ୍ନ ସମାଧାନ ପନ୍ଥା ଅବଲମ୍ବନ ପରେ ସମସ୍ୟା ସୁଧୁରି ନ ଗଲେ ନିକଟସ୍ଥ ବିକ୍ରେତା ଙ୍କ ସହିତ ଯୋଗାଯୋଗ କରନ୍ତୁ ।

ସମସ୍ୟା

କାରଣ

ନିରାକରଣ

କେତେକ ବୁଦା ବା ରୋଇବା ଦୂରତାରେ ପ୍ରଭେଦ ଦେଖାଦେବା

  • ମସିଣା ପଟାଳିରେ ତଳି ଭଲ ନ ବଢିବା ବା ଅସମାନ ଭାବେ ବଢିବା
  • ମସିଣା ତଳିରେ କମ ଗଛ ରହିବା
  • ରୋପଣ ଆଙ୍ଗୁଠି ଘୋରି ହୋଇଯିବା
  • ଅନୁମୋଦିତ ପଦ୍ଧତିରେ ମସିଣା ତଳି ପ୍ରସ୍ତୁତ କରନ୍ତୁ।
  • ତଳି ପଟାଳି ରେ  ଉପଯୁକ୍ତ ସଂଖ୍ୟାରେ ଗଛ ରହିବା ପାଇଁ ଅନୁମୋଦିତ ପରିମାଣରେ ବିହନ ବୁଣନ୍ତୁ ।
  • ଧାନରୁଆ ଯନ୍ତ୍ରରେ ରୋପଣ ଆଙ୍ଗୁଠି ଦ୍ଵାରା ତଳି ନେବାର ଗାଟିକୁ ହ୍ରାସ କରନ୍ତୁ ।
  • ରୋପଣ ଅଙ୍ଗୁଠିକୁ ତଦାରଖ କରି ଆବଶ୍ୟକ ହେଲେ ବଦଳାଇ ଦିଅନ୍ତୁ ।

ପ୍ଲାଟଫର୍ମ ଉପରେ ମସିଣା ତଳି ପଡିଯିବା

  • ମସିଣା ମୋଟେଇ ଅତି ପତଳା ହୋଇଛି
  • ମସିଣାରେ ଅଧିକ ଜଳିଆ ଅଂଶ ରହିଛି
  • ତଳି ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହିଛି ।
  • ପରିବହନ ବେଳେ ମସିଣା ତଳି ମୋଦୀ ହେବା ସହିତ ଶୁଖି ଯାଇଛି
  • ମସିଣାର ମୋଟେଇ ଅତି କମ୍ରେ ୦.୫ ରୁ ୦.୭୫ ଇଞ୍ଚ ହେବା ଆବଶ୍ୟକ
  • ତଳିକୁ ଟାଣ କରିବା ପାଇଁ ଏହାକୁ ଶୁଖାଇ ଦିଅନ୍ତୁ
  • ନର୍ସରୀରେ ଉପଯୁକ୍ତ ଗଛ ସଂଖ୍ୟା ରହିବା ପାଇଁ ଅନୁମୋଦିତ ପରିମାଣରେ ବିହନ ବ୍ୟବହାର କରନ୍ତୁ
  • ରୋଇବା ପୂର୍ବରୁ ମସିଣା କୁ ସିଧା କରନ୍ତୁ ଓ ଏହାକୁ ଓଦା କରନ୍ତୁ

ତଳି ଭଲ ଭାବେ ନ ଖସିବା ଓ ପ୍ଲାଟଫର୍ମରେ ଲାଗିଯିବା

  • ମସିଣା ଖଣ୍ଡାଗୁଡିକ ସମାନ ଣ ହେବା ବା ମସିଣା ଖଣ୍ଡ ର ଆକାରରେ ପ୍ରଭେଦ ହେବା
  • ମସିଣା ଖଣ୍ଡ ଶୁଖିଯିବା
  • ଅନୁମୋଦିତ ଆକାରର ମସିଣା ଖଣ୍ଡ ବ୍ୟବହାର କରନ୍ତୁ
  • ଅସମାନ ମସିଣା ଖଣ୍ଡ ବାହାର କରିଦିଅନ୍ତୁ
  • ରୋଇବା ପୂର୍ବରୁ ତଳି ଉପରେ ପାଣି ସିଞ୍ଚିଲେ ଏହା ସହଜରେ ଖସିଥାଏ।

ରୋପଣ ଅଙ୍ଗୁଥିରୁ ତାଳି ନ ବାହାରିବା ।ଏହା କାଦୁଆ ମାଟିରେ ବିଶେଷ ଦେଖାଯାଏ ।

  • ଜମିରେ କମ ପାଣି ରହିଥିଲେ  ଆଙ୍ଗୁଠି ମଧ୍ୟରେ କାଦୁଅ ରାହିଯାଏ।
  • ରୋପଣ ଆଙ୍ଗୁଠିରେ ତଳି ଲାଖିଯିବା ଯୋଗୁଁ ଏହା ତଳି ଉଠାଇପାରେ ନାହିଁ।
  • ମସିଣା ଖଣ୍ଡ ଅଧିକ ଓଦା ହୋଇଛି ।
  • ଜଳସେଚନ କରି ୨-୩ ସେ.ମି ଠିଆପାଣି ରଖନ୍ତୁ ।
  • ତଳିକୁ ଅଧିକ ଗଭୀରତାରେ (୨-୩ ସେ ।ମି)ରୁଆନ୍ତୁ)
  • ରୋଇବା ପୂର୍ବରୁ ମସିଣା ଖଣ୍ଡକୁ ଶୁଖାଇ ଉପଯୁକ୍ତ ଅବସ୍ଥାକୁ ଆଣନ୍ତୁ ।

ତଳିଗୁଡିକ ଉପୁଡିବା ଓ ଭସିବା

  • ଅଧିକ ପାଣି ରହିବା
  • ଧାନରୁଆ ଜନ୍ତ୍ର ଦ୍ରୁତ ବେଗରେ ଚାଲିବା
  • ଅଳ୍ପ ଗଭୀରରେ ରୁଆଯିବା
  • ଭଲ ଭାବେ ଜମି ପ୍ରସ୍ତୁତି ନ ହେବା
  • ବଳକା ପାଣି ବାହାର କରି ୨-୩ ସେ.ମି ଠିଆପାଣି  ରଖନ୍ତୁ ।
  • ଧାନରୁଆ ଯନ୍ତ୍ରର ବେଗ ହ୍ରାସ କରନ୍ତୁ ।
  • ରୋଇବା ଗଭୀରତା ବୃଦ୍ଧି କରନ୍ତୁ ।
  • ରୋଇବା ପୂର୍ବରୁ ଭଲଭାବେ ଜମି ପ୍ରସ୍ତୁତ କରି କିଆରୀକୁ ସମତୁଳା କରନ୍ତୁ ।

ସମସ୍ୟା

କାରଣ

ନିରାକରଣ

ଧାନରୁଆ ଯନ୍ତ୍ର ଖସିଯିବା ,ପୋତି ହେବା ବା ପାଖ ଧାଡିକୁ ମତି ଠେଲିବା

  • ଜମି ଅତ୍ୟଧିକ କଡୁଆ ହେବା
  • ଜମିରେ ଅଧିକ ପାଣି ରହିବା
  • ଧାନରୁଆ ଯନ୍ତ୍ରର ବେଗ ଅଧିକ ହେବା
  • ଜମି ସମତଳ ନ ହେବା
  • ଜଳସ୍ତରକୁ କମାଇ ଦେଇ ମତିକୁ ଟାଣ ହେବାକୁ ଦିଆନତୁ(କିଛି ଦିନ ପରେ ରୁଅନ୍ତୁ)
  • ଧାନରୁଆ ଯନ୍ତ୍ରର ବେଗ ହ୍ରାସ କରନ୍ତୁ ।
  • ରୋଇବା ପୂର୍ବରୁ ଜମିକୁ ଉପଯୁକ୍ତ ଭାବେ ସମତୁଲ କରନ୍ତୁ

ମାଟିରେ ତଳି ରୁଆ ଯାଇପାରୁ ନ ଥିଲେ

  • ଚେର ଭଲ ନ ବଢିବା
  • ଶୁଖିଲା ତଳି ବ୍ୟବହାର
  • ଧାନରୁଆ ଯନ୍ତ୍ର ଅଧିକ ବେଗରେ ଚାଲିବା
  • ତଳି ପଟାଳିରେ ଅନ୍ୟାନ୍ୟ ପଦାର୍ଥ ରହିବ ।
  • ଅନୁମୋଦିତ ପଦ୍ଧତିରେ ଚାରା ଉତ୍ପପାଦନ କରି ତଳିର ଚେର ବୃଦ୍ଧି କରନ୍ତୁ
  • ତଳିକୁ ସାମାନ୍ୟ ଓଦା କରନ୍ତୁ
  • ଧାନରୁଆ ଯନ୍ତ୍ରର ବେଗ ହ୍ରାସ କରନ୍ତୁ
  • ନର୍ସରୀ ପ୍ରସ୍ତୁତିବେଳେ ପାଟାଳୀରୁ ଅନାବଶ୍ୟକ ପଦାର୍ଥ ବାହାର କରନ୍ତୁ

ନରମ ମାଟି ଓ ଅଧିକ ପାଣିଥିବା ସ୍ଥାନରେ ବୁଦା ରୁ ବୁଦା ମଧ୍ୟରେ ଦୂରତା ହ୍ରାସ ହେବା

  • ଜମିରେ ଅତ୍ୟଧିକ ପାଣି ରହିବା
  • ଟ୍ରାନସମିଶନ ଚକ ଖସଡିଯିବା
  • ଜମିରୁ ଅଧିକ ଜଳ ବାହାର କରିଦିଅନ୍ତୁ
  • ଚକ ଖସଡି ନଯିବା ପାଇଁ ଏହାକୁ ତଳକୁ କରିଦିଅନ୍ତୁ

ଟ୍ରାନ୍ସମିସନ ଚକରେ ମାଟି ଲାଗିବା ,ଆଗକୁ ଯାଇ ନ ପାରିବା

  • ବିପରୀତ ଦିଗରେ ଟ୍ରାନସମିଶନ ଚକ ଲଗାଯିବା
  • ଠିକ ଭାବେ ଜମି ପ୍ରସ୍ତୁତ ନ ହେବା
  • ଠିକ ଭାବରେ ଟ୍ରାନ୍ସମିଶନ ଚକ ଲଗାନ୍ତୁ ।ଯଦି ସମସ୍ୟା ସମାଧାନ ନ ହୁଏ ,ତେବେ ଚକ ପୁଳିରେ ଥିବା ତିନୋଟି ସ୍ଥାନରୁ ୱାସର ବାହାର କରି ଦିଅନ୍ତୁ ।
  • ମାଟିର ଅବସ୍ଥାକୁ ପରୀକ୍ଷା କରନ୍ତୁ।ଉପଯୁକ୍ତ ପାଣି ସ୍ତର ରାଖୀ ଧାନରୁଆ ଯନ୍ତ୍ର ଚଲାନ୍ତୁ ।

ଧାନରୁଆ ଯନ୍ତ୍ର ର ରକ୍ଷଣାବେକ୍ଷଣ

  • ରୋଇବା ପରେ ଧାନରୁଆ ଯନ୍ତ୍ରକୁ ସଫା କରନ୍ତୁ।ଏହାଦ୍ବାରା ଧାତବ ଅଂଶରେ କଳଙ୍କି ଲାଗିବ ନାହିଁ ଓ ଯନ୍ତ୍ର ଅଧିକ ଦିନ କାର୍ଯ୍ୟକ୍ଷମ ହୋଇପାରିବ ।
  • ରୋପଣ ଅଙ୍ଗୁଠି ତଦାରଖ କରନ୍ତୁ। ନଷ୍ଟ ହୋଇଥିଲେ ଏହାକୁ ବଦଳାଇ ଦିଅନ୍ତୁ ।
  • ଧାନରୁଆ ଯନ୍ତ୍ର ର ନିର୍ମାତାଙ୍କ ଦ୍ଵାରା ପ୍ରଦତ୍ତ ନିର୍ଦ୍ଦେଶିକା ପୁସ୍ତିକା ଅନୁସାରେ ନିୟମିତ ଭାବେ ଇଞ୍ଜିନ ଅଏଲ ଓ ଗିଆର ଅଏଲ ପରିବର୍ତ୍ତନ କରନ୍ତୁ ।
  • ସମସ୍ତ ଅଂଶ ଭଲ ଅବସ୍ଥାରେ ଅଛି କି ନାହିଁ ପରୀକ୍ଷା କରନ୍ତୁ ।
  • ବ୍ୟବହାର ହେଉ ନ ଥିବା ବେଳେ ଧାନରୁଆ ଯନ୍ତ୍ରକୁ ଗୋଟିଏ ଛାଇ ଜାଗାରେ ଘୋଡାଇ କରି ରଖନ୍ତୁ ।

ପରିଶିଷ୍ଟ ୧ :ପ୍ରାକ ଜ୍ଞାନ ପରୀକ୍ଷା ଫର୍ମ

ସଂପ୍ରସାରଣ କର୍ମୀ,କୃଷକ ଓ ସେବା ପ୍ରଦାନକାରୀଙ୍କ ପ୍ରାକ ଜ୍ଞାନ ଆକଳନ ଫର୍ମ

ସ୍ଥାନ:                                                                       ତାରିଖ:

ଶିକ୍ଷାର୍ଥୀଙ୍କ ନାମ :

ବୃତ୍ତି:

ଦୟାକରି ସଠିକ ଉତ୍ତରରେ ଠିକ ଚିହ୍ନ ଦିଅନ୍ତୁ                      ସମୟ:୧୦ ମିନିଟ

ପ୍ରଶ୍ନ

ଉତ୍ତର

ମ୍ୟାଟ ବା ମସିଣା ନର୍ସରୀ ସମ୍ପର୍କିତ ପ୍ରଶ୍ନାବଳୀ

  1. ଏକ ଏକର ଜମିରେ ସଙ୍କର ଧାନ ରୋଇବା ପାଇଁ ତଳି ପକାଇବା ନିମନ୍ତେ କେତେ ବିହନ ଆବଶ୍ୟକ ହେବ ?

ଏକର ପ୍ରତି ୮- ୧୦ କି.ଗ୍ରା

ଏକର ପ୍ରତି ୧୦-୧୨ କି.ଗ୍ରା

ଏକର ପ୍ରତି ୧୫-୧୮ କି.ଗ୍ରା

  1. ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ପାଇଁ କ’ଣ ଆବଶ୍ୟକ ହୋଇଥାଏ ?

ସମତଳ ତଳି ପଟାଳି

ଅଧିକ ଉଚ୍ଚ ତଳି ପଟାଳି

ମସିଣା ପ୍ରକାର ତଳି ପଟାଳି

  1. ଏକ ଏକର ଜମିରେ ରୋଇବା ନିମନ୍ତେ ମସିଣା ନର୍ସରୀ କରିବା ପାଇଁ କେତେ ଜାଗା ଦରକାର ?

୧୦୦ ସେ .ମି

୫୦ ବର୍ଗ ମି.

30 ବର୍ଗ ମି.

  1. ଧାନ ରୋଇବା ପାଇଁ ତଳିର ବୟସ କେତେ ହୋଇଥିବା ଦରକାର ?

୧୪-୧୮ ଦିନ

୨୧-୩୦ ଦିନ

୩୧-୪୦ ଦିନ

  1. ବିହନ ବିଶୋଧନ ପାଇଁ କେଉଁ ରାସାଯନିକ ପଦାର୍ଥ ଦରକାର?

ବାଭିଷ୍ଟିନ

ପ୍ରେଟିଲାକ୍ଟୋର

ବିସପାଇଋବାକ ସୋଡିୟମ

ରୋଇବା ସମ୍ପର୍କିତ ପ୍ରଶ୍ନାବଳୀ

  1. ଘାସ ଗଜା ହେବା ପୂର୍ବ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ?

ଘାସଗଜା ହେବା ପୂର୍ବରୁ ବ୍ୟବହାର ହେଉଥିବା ଘାସମର ଔଷଧ

ଫସଲରୁ ଗଛ ଉଠିବା ପୂର୍ବରୁ ବ୍ୟବହାର ହେଉଥିବା ଘାସମର ଔଷଧ

ଘାସ ଗଜା ହେବା ପରେ ବ୍ୟବହାର ହେଉଥିବା ଘାସମରା  ଔଷଧ

7.ଘାସ ଗଯା ହେବା ପରେ ବ୍ୟବହ୍ରୁତ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ ?

ଘାସ ଉଠିବା ପରେ ବ୍ୟବହୃତ ଘାସମରା ଔଷଧ

ଫସଲର ଗଛ ଉଠିବା ପରେ ବ୍ୟବହ୍ରୁତ ଘାସମର ଔଷଧ

ଘାସ ଉଠିବା ପୂର୍ବରୁ ବ୍ୟବହ୍ରୁତ ଘାସମରା ଔଷଧ

8.ଧାନରୁଆ ଯନ୍ତ୍ର ବ୍ୟବହାର ପାଇଁ କେତେ ଠିଆ ପାଣି ରହିବା ଆବଶ୍ୟକ ?

୧-୨ ସେ.ମି

୨-୩ ସେ.ମି

୩-୫ ସେ.ମି

9.କେତେବେଳେ ଫସଫରସ ଜାତୀୟ ସାର ବ୍ୟବହାର କରାଯିବ ?

ଥୋଡ ହେବା ବେଳେ

ସକ୍ରିୟ ପିଲ ହେବାବେଳେ

ମୂଳସାର/ଜମି ପ୍ରସ୍ତୁତି ବେଳେ

10. ଘାସମରା ଔଷଧ ବ୍ୟବହାର ପାଇଁ କେଉଁଟି ଉପଯୁକ୍ତ ନୋଜଲ ଅଟେ ?

ଫ୍ଲାଟ ଫ୍ୟାନ

ଫ୍ଲଡ଼ ଜେଟ

ହ୍ଯାଲୋ କୋନ

11. ବସିବା ପ୍ରକାର ଧାନରୁଆ ଯନ୍ତ୍ରରେ ସାଧାରଣତଃ କେତେ ଧାଡି ରୁଆଯାଏ ?

୧୦

12. ରୋଇବା ବେଳେ ଧାନରୁଆ ଯନ୍ତ୍ର ର କେଉଁ ଅଂଶ ସିଧା ରୋଇବାରେ ସହଜୟା କରେ ?

ରୋପଣ ମାର୍କର

କ୍ଲଚ

ଲିଭର

ପରିଶିଷ୍ଟ 2:ତାଲିମ ପରେ ଜ୍ଞାନ ପରୀକ୍ଷା ଫର୍ମ

ସଂପ୍ରସାରଣ କର୍ମୀ,କୃଷକ ଓ ସେବା ପ୍ରଦାନକାରୀଙ୍କ ତାଲିମ ପରେ ଜ୍ଞାନ ଆକଳନ ଫର୍ମ

ସ୍ଥାନ:

ଶିକ୍ଷାର୍ଥୀଙ୍କ ନାମ:

ବୃତ୍ତି:

ଦୟାକରି ସଠିକ ଉତ୍ତରରେ ଠିକ ଚିହ୍ନ ଦିଅନ୍ତୁ                               ସମୟ:10 ମିନିଟ

ପ୍ରଶ୍ନ

ଉତ୍ତର

ମ୍ୟାଟ ବା ମସିଣା ନର୍ସରୀ ସମ୍ପର୍କିତ ପ୍ରଶ୍ନାବଳୀ

1.ଏକ ଏକର ଜମିରେ ଶଙ୍କର ଧାନ ରୋଇବା ପାଇଁ ତଳି ପକାଇବା ନିମନ୍ତେ କେତେ ବିହନ ଆବଶ୍ୟକ ହେବ ?

ଏକର ପ୍ରତି ୮-୧୦ କି.ଗ୍ରା

ଏକର ପ୍ରତି ୧୦-୧୨ କି.ଗ୍ରା.

ଏକର ପ୍ରତି ୧୫-୧୮ କି.ଗ୍ରା.

2. ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ପାଇଁ କ’ଣ ଆବଶ୍ୟକ ହୋଇଥାଏ ?

ସମତଳ ତଳି ପଟାଳି

ଅଧିକ ଉଚ୍ଚ ତଳି ପଟାଳି

ମସିଣା ପ୍ରକାର ତଳି ପଟାଳି

3.ଏକ ଏକର ଜମିରେ ରୋଇବା ନିମନ୍ତେ ମସିଣା ନର୍ସରୀ କରିବା ପାଇଁ କେତେ ଜାଗା ଦରକାର?

୧୦୦ ସେ.ମି

୫୦ ବର୍ଗ ମି.

୩୦ ବର୍ଗ ମି

4.ଧାନ ରୋଇବା ପାଇଁ ତଳିର ବୟସ କେତେ ହୋଇଥିବା ଦରକାର ?

୧୪-୧୮ ଦିନ

୨୧-୩୦ ଦିନ

୩୧-୪୦ ଦିନ

5.ବିହନ ବିଶୋଧନ ପାଇଁ କେଉଁ ରାସାଯନିକ ପଦାର୍ଥ ଦରକାର?

ବାଭିଷ୍ଟିନ

ପ୍ରେତିଲାକ୍ଲୋର

ବିଷପାଇରିବାକ ସୋଡିଅମ

ରୋଇବା ସମ୍ପର୍କିତ ପ୍ରଶ୍ନାବଳୀ

6.ଘାସ ଗଜା ହେବା ପୂର୍ବ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ?

ଘାସଗଜା ହେବା ପୂର୍ବରୁ ବ୍ୟବହାର ହେଉଥିବା ଘାସମରା ଔଷଧ

ଫସଲରୁ ଗଛ ଉଠିବା ପୂର୍ବରୁ ବ୍ୟବହାର ହେଉଥିବା ଘାସମରା ଔଷଧ

ଘାସ ଗଜାହେବା ପରେ ବ୍ୟବହାର ହେଉଥିବା ଘାସମର ଔଷଧ

7.ଘାସ ଗଜା ହେବା ପରେ ବ୍ଯବହ୍ରୁତ ଘାସମର ଔଷଧ କହିଲେ କ’ଣ ବୁଝାଯାଏ?

ଘାସ ଉଠିବା ପରେ ବ୍ଯବହ୍ରୁତ ଘାସମର ଔଷଧ

ଫସଲର ଗଛ ଉଠିବା ପରେ ବ୍ଯବହ୍ରୁତ ଘାସମର ଔଷଧ

ଘାସ ଉଠିବା ପୂର୍ବରୁ ବ୍ଯବହ୍ରୁତ ଘାସମର ଔଷଧ

8. ଧାନରୁଆ ଯନ୍ତ୍ରବ୍ୟବହାରପାଇଁ କେତେ ଠିଆ ପାଣି ରହିବା ଆବଶ୍ୟକ ?

୧-୨ ସେ .ମି

୨-୩ ସେ.ମି

୩-୫ ସେ.ମି

9. କେତେବେଳେ ଫସଫରସ ଜାତୀୟ ସାରା ବ୍ୟବହାର କରାଯିବ?

ଥୋଡ ହେବା ବେଳେ

ସକ୍ରିୟ ପିଆଇଏଲ ହେବାବେଳେ

ମୂଳସାର/ଜମି ପ୍ରସ୍ତୁତି ବେଳେ

10.  ଘାସମରା ଔଷଧ ବ୍ୟବହାର ପାଇଁ କେଉଁଟି ଉପଯୁକ୍ତ ନୋଜଲ ଅଟେ?

ଫ୍ଲାଟ ଫ୍ୟାନ

ଫ୍ଲୂଡ ଜେଟ

ହ୍ଯାଲୋ କୋନ

11.  ବସିବା ପ୍ରକାର ଧାନରୁଆ ଯନ୍ତରରେ ସାଧାରଣତଃ କେତେ ଧାଡି ରୁଆଯାଏ?

୧୦

12.  ରୋଇବା ବେଳେ ଧାନରୁଆ ଯନ୍ତ୍ରର କେଉଁ ଅଂଶ ସିଧା ରୋଇବାରେ ସାହାଯ୍ୟ କରେ?

ରୋପଣ ମାର୍କର

କ୍ଲଚ

ଲିଭର

ଉତ୍ତର

୧୦

୧୧

୧୨

ପରିଶିଷ୍ଟ ୩:ଭାରତର ଧାନରୁଆ ଯନ୍ତ୍ର ନିର୍ମାଣକରୀ ଏବଂ ଯୋଗାଣକାରୀଙ୍କ ତାଲିକା

କ୍ରମିକ ନଂ

ରାଜ୍ୟ

କମ୍ପାନୀ

ଠିକଣା

ଓଡିଶା

ଭିଏସଟି

ମାରଫତ:ଡି ଶାନ୍ତିଲତା ଟ୍ରଷ୍ଟ ,ପ୍ଲଟ ନଂ ୧୨୯୪,ଗୋପାଳପୁର ,ଏନେଚ-୫(କଟକ-ଭୁବନେଶ୍ବର ରାଜପଥ),କଟକ -୭୫୩୦୧୧,ଓଡିଶା,ଫୋନ ନଂ-+୯୧-୬୭୧-୨୫୮୬୬୮୬,

କ୍ଲୁବୋଟା

ନିଗମାନନ୍ଦ ଆସୋସିଏସନ,ମେଘଡମ୍ବରୁ,ତାଲୁଳିଆ ଗେଟ ନିକଟ,ବାଲେଶ୍ଵର,ଓଡିଶା,୭୫୬୦୫୬

ଫୋନ:+୯୧ ୯୦୪୦୩୫୩୦୮୯/୯୭୭୭୦୮୬୪୨୧

କ୍ଲୁବୋଟା

ଅରୂପ ଇନଫ୍ରାଟେକସ,ସା:ଏକଚାଳିଆ ,ପୋ:ପିପିଲି,ପୁରୀ,ଓଡିଶା ,ଫୋନ:+୯୧୯୪୩୭୦୧୮୮୯୫

କ୍ଲୁବୋଟା

ସାମସାନ ଆଗ୍ରା ପାୱାର ଇକ୍ବିପମେଣ୍ଟସ ପ୍ରାଇଭେଟ ଲିମିଟେଡ,୨୩୬,ରାଉତ କାକଲେସ,ଲକ୍ଷ୍ମୀସାଗର ଛକ ,କଟକ ରୋଡ ,ଭୁବନେଶ୍ବର ,ଓଡିଶା-୭୫୧୦୦୬,

ଫୋନ:୦୬୭୪-୩୧୯୨୦୫୫/୯୪୩୭୦୨୪୪୪୫

ମହିନ୍ଦ୍ରା

ବିକ୍ରାନ୍ତ ଇଞ୍ଜିନିୟର୍ସ,ଏ-୩୮,ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ,କଟକ-୭୫୩୦୧୦,ଓଡିଶା ,ଭରତ

ଫୋନ:୧୮୦୦୪୨୫୬୫୭୬,+୯୧୯୭୭୮୯୫୫୫୬

କ୍ଳାସ

ମେଷର୍ସ ରାମଲିଙ୍ଗରାଜ ଅଟୋମୋବାଇଲସ,୧୦୧-ଏ,ଆକରକ ଗୋକୁଳ ପ୍ଲଜା,ବମିଖାଲ,କଟକ-ପୁରୀ ରୋଡ,ଭୁବନେଶ୍ବର,ଓଡିଶା,ଫୋନ-୯୧୯୭୭୮୦୦୩୫୦୦

କ୍ଳାସ

ମେଷର୍ସ ହୀରାକୁଦ ମୋଟର୍ସ ,ଲକ୍ଷ୍ମୀଟକିଜ ରୋଡ,ସମ୍ବଲପୁର,ଓଡିଶା,ଫୋନ:୦୬୬୩-୨୫୩୨୬୮୧/୨୫୨୦୧୩୮,ମୋବାଇଲ-୯୮୬୧୦୧୩୧୦୮

କ୍ଳାସ

ମେସର୍ସ ସୌରଭ ଏଗେଂସୀ,ଗ୍ରାଉଣ୍ଡ ଫ୍ଲୋର,ହରାଭୈରଭ କମ୍ପ୍ଲେକ୍ସ ,ଯମହ ସୋରୁମ ନିକଟ,ଏନଏଚ -୬,ବରଗଡ ଓଡିଶା -୭୬୮୦୨୬,

ମୋବାଇଲ:୦୯୯୩୭୦୭୪୨୫୫

ଇମେଲ:claasodisha@gmail।com

କ୍ଳାସ

ମେସର୍ସ କମଳ ଏଜେନସି ,ହଲପଣ୍ଡା ରାଇସମିଲକମ୍ପ୍ଲେକ୍ସ ,ବାଇପାସ୍ସ ରୋଡ ,ଏନଏଚ -୩,ଜୟପୁର,ଜିଲ୍ଲା –କୋରାପୁଟ,ଓଡିଶା -୭୬୪୦୦୧,ମୋବାଇଲ:୯୧୨୪୮୦୮୦୬୩

ଇମେଲ:komalenterprise48@gmail.com

୧୦

କ୍ଳାସ

ମେସର୍ସ ନର୍ମଦା ଇଣ୍ଡଷ୍ଟ୍ରି,ସଦର ଥାନା ନିକଟ,ପରମାଣ ପୁର ,ଭାବନିପାଟଣ।,ଜିଲ୍ଲା:କଳାହାଣ୍ଡି,ଓଡିଶା

ମୋବାଇଲ:୯୯୩୭୦୫୫୪୪୦

ଇମେଲ:ansumanandada83@gmail.com

୧୧

କ୍ଳାସ

ମେସର୍ସ କ୍ରୀଷ୍ଣା ମୋଟର୍ସ ,ଏନଏଚ -5,ପଥରା ,ବାଇପସ ଛକ ,ପୋ:ବାହାଦୁର ପେଟା,ଜିଲ୍ଲା-ଗଞ୍ଜାମ,ଓଡିଶା-760007,

ମୋବାଇଲ:୮୯୦୮୫୮୯୦୮୫

ଇମେଲ:krishnamotors@gmail.com

୧୨

ବିହାର

ଭିଏସଟି

ବିକ୍ରୟ କେ ନଂ ୧୩/୨,ବିନୋଦ ଭବନ,ଭୂମି ବିକାଶ ବ୍ୟାଙ୍କ ସମ୍ମୁଖ,ବୃଦ୍ଧ ମାର୍ଗ ,ପାଟନା-୮୦୦୦୦୧,ବିହାର,

ଫୋନ:+୯୧-୬୧-୨୨୨୨୪୫୭୦

୧୩

କୁବୋଟା

ତ୍ରିବେଣୀ ଏଣ୍ଟରପ୍ରାଇଜ,ଟ୍ରାନ୍ସପୋର୍ଟ ନଗର ସମ୍ମୁଖ,ଜକରୀୟପୁର,ବାଡି ପହରୀ ,ପାଟନା,ବିହାର -୮୦୦୦୦୧

ଇମେଲ:tribeni.enterprise75@gmail.com

ଫୋନ:+୯୧୯୩୩୪୧୫୯୫୧୨

୧୪

କ୍ଳାସ

ଗୌତମ ଟ୍ରେଡିଙ୍ଗ ,ପୁଲିସ ଲାଇନର ଦକ୍ଷିଣ ,ଚୋର ବଗିଚା ,ଏନଏଚ-୩୧,ବିହାର ସରିଫ,ନାଳ,ବିହାର-୮୦୩୧୦୧

ଇମେଲ:skumar1711@gmail।com

ଫୋନ:୯୩୩୪୧୩୮୨୭୮

୧୫

କ୍ଳାସ

ମେସର୍ସ କୋସି ଅଟୋ ଆଣ୍ଡ ଫର୍ମ ଇକ୍ବିପମେଣ୍ଟ ପ୍ରାଇଭେଟ ଲିମିଟେଡ,ବସଷ୍ଟାଣ୍ଡ ନିକଟ ,ବିକାଶ ବଜାର ପଛ,ପୁରଣିଆ-୮୫୪୩୦୧,ବିହାର,

ଫୋନ:୦୬୪୫୪-୨୪୨୬୬୫

ମୋବାଇଲ:୯୪୩୧୨୩୦୦୫୪

ଇମେଲ:kafepurnea@claasserice.com

୧୬

କ୍ଳାସ

ମେସର୍ସ ତିରୁପତି ଟ୍ରାକଟରସ,ଆର.କେ କଲେଜ ଗେଟ,ମଧୁବଣି-୮୪୭୨୧୧

ଇମେଲ:ttmadhubani@କ୍ଲାସ୍ସେରିକେ.com

୧୭

କ୍ଳାସ

ମେସର୍ସ  ଜେବ କୃଷି କେ,ସଇଦପୁର,ଲାଖିସରାଇ,ବିହାର-୮୧୧୩୧୧,ଫୋନ:୯୯୩୯୯୫୨୫୭୭

ଇମେଲ:ttmadhubani@daasserrice.com

୧୮

କ୍ଳାସ

ମେସର୍ସ କିଶାନ ଏଗ୍ରିକଲଚରାଲ ମେସିନରୀ,ଷ୍ଟେସନ ରୋଡ,ଜ୍ଯୋତି ଛକ ନିକଟ ,ବକସାର,ବିହାର -802101,ଫୋନ:୯୯୩୪୨୫୨୩୦୮

ଇମେଲ:kisan.agricultural@ଜିମେଇଲ।com

୧୯

କ୍ଳାସ

ମେସର୍ସ କିଶାନ ଇଂଜିନିୟରିଂ ୱାର୍କର୍ସ,ବେଳା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ,ପୋ:ଏମଆଇସି ବେଲା,ଅରକେ ଆଶ୍ରମ ,ମୁଜାଫରପୁର ,ବିହାର,

ଫୋନ:୯୯୩୧୪୩୬୯୫୦

ଇମେଲ:କିଶାନ.ମହେଶ1972@gmail।com

୨୦

ପଶ୍ଚିମବଙ୍ଗ

ଭିଏସଟି

ପି-୩୮୩,କେୟାତିଭା ଲେନ,ତଳ ମହଲା,କୋଲକାତା-୭୦୦୦୨୯,

ଫୋନ:+୯୧-୩୧-୨୪୬୫୬୦୫୪/୪୦୬୨୩୨୭୧

୨୧

କୁବୋଟା

ବେଙ୍ଗଲ ଆଗ୍ରୋ ମେସିନରୀ କର୍ପୋରେସନ,ଏସକେ ସାରୱାର ୨୦,ପାୟ ମେଣ୍ଥଲ ଗାର୍ଡେନ ଲେନ,କୋଲକାତା,ପଶ୍ଚିମବଙ୍ଗ-୭୦୦୦୧୫,ଫୋନ:୦୩୩-୨୩୨୯୮୪୬୧,+୯୧-୯୮୩୬୧୩୬୪୭୬/୯୮୩୦୦୦୭୬୬୦

ଇମେଲ:bengal.agro.mc@gmail.com

୨୨

ମଧ୍ୟପ୍ରଦେଶ

ଭିଏସଟି

ଲେଣ୍ଟାସ ଆଗ୍ରୋଇକ୍ଵିପମେନତସ,ବି-୭୨,ରାଣୀ ଅବନତିବାଇ ,ଟ୍ରାନ୍ସପୋର୍ଟ ନଗର,କୋକତା,ଭେଜେଂରୋଦ,ଭୋପାଲ,ମଧ୍ୟପ୍ରଦେଶ-୪୬୨୦୨୨,ଫୋନ:+୯୧୯୪୦୭୪୦୬୨୪୧/୮୮୮୯୫୧୧୧୯୫

୨୩

ଗୁଜୁରାଟ

ଭିଏସଟି

ଗଣାଦେବୀ ତାଲୁକ ଖେଦୁତ,ଶର୍କର ସଂଘ ଲିମିଟେଡ,ପୋଷ୍ଟ ବାକ୍ସ ନଂ-୩୧,ପୋଷ୍ଟ ଓ ତାଲୁକ-ଗଣାଦେବୀ,ଭାୟା ବିଳିମୋର(ଡବ୍ଲୁଆର)-୩୯୬୩୬୦,ଡିଟି-ଅଭସାରି,ବୁଲସାର,ଗୁଜରାଟ,

+୯୧-୨୬୩୪-୨୬୨୩୨୨/୨୬୨୫୨୨

୨୪

ମହାରାଷ୍ଟ୍ର

ଭିଏସଟି

ପଦଳକର ଆଗ୍ରୋ ଏଜେନସିଜ,ପ୍ଲଟ ନଂ-୨୬୯/୪,ମହାଲକ୍ଷ୍ମୀଷ୍ଟିଲ ଇଣ୍ଡଷ୍ଟ୍ରିଜ ସମ୍ମୁଖ ,ହୁପରି ରୋଡ,ଗଡମୁଦଶିଙ୍ଗୀ ଫଟା ଉଞ୍ଚାଗାଁ,କୋଲାପୁର,ମହାରାଷ୍ଟ୍ର ,ଫୋନ:+୯୧-୨୩୧-୨୬୬୪୧୮୯

୨୫

ଆସାମ

ଭିଏସଟି

ସେଲସ ଅଫିସ ,ସେଠୀ ଟ୍ରଷ୍ଟ ,ୟୁନିଟ ୩,ପୋ:ବଙ୍ଗରା ,ଗୌହାଟି -୭୮୧୦୦,ଫୋନ:+୯୧-୩୬୧-୨୬୬୪୧୮୯

୨୬

ଆନ୍ଧ୍ର ପ୍ରଦେଶ

ଭିଏସଟି

ପେପିରେଡି ପିଡାପା,ସର୍ଭେ ନଂ୨୭/୧,ବୁଟିରୋଡ,ବିଦ୍ୟୁତ କଳା ପଛ,ଭାରତି,ବୁକ୍ବରା ସମୁଦ୍ରମ (ଭି)ଆଣ୍ଡ (ଏମ),ଅନନ୍ତପୁର ୫୦୫୦୦୧,ଆନ୍ଧ୍ରପ୍ରଦେଶ ,ଫୋନ:+୯୧-୯୪୪୦୬୮୩୪୮୪

୨୭

ଭିଏସଟି

ମି.ଏନ.ଭି।ଏସ.ରାଜାରାମ ୮/୪୬୮,କାପୁ କଲ୍ୟାଣ ମଣ୍ଡପମ ନିକଟ,ବେଦିରେଶ୍ଵରମ ରୋଡ,ରଭୁଲାପାଲେମ:ଇଷ୍ଟ ଗୋଦାବରୀ,ପିନ-୫୩୩୨୦୮,ଆନ୍ଧ୍ରପ୍ରଦେଶ

ଫୋନ:+୯୧୯୯୪୮୧୬୫୫୫୫

୨୮

ଛତିଶଗଡ

ଭିଏସଟି

ଏସ.ଏସ ଷ୍ଟିଲ ସେଣ୍ଟର,୧/୧୦,ନେହେରୁ କଲୋନୀ,ବ୍ୟାପାର ବିହାର,ବିଲାସପୁର -୪୨୩୭୩୩,ଛତିଶଗଡ,ଫୋନ :+୯୧-୭୭୨୨-୪୨୩୭୩୩

୨୯

ଉତ୍ତରପ୍ରଦେଶ

ଭିଏସଟି

ପ୍ଲଟ ନଂ୭୯୧,ନିଉ ଆର୍ଯ୍ୟନଗର ,ଘୁକାନା ମୋରେ ସାମନା,ଦିଲ୍ଲୀ-ମିରଟ ରୋଡ,ଗଜିଆବାଦ୨୦୧୦୦୧,ଉତ୍ତରପ୍ରଦେଶ –ଗଜିଆବାଦ

ଫୋନ:+୯୧-୧୨୦-୨୮୩୪୦୮୬

୩୦

କ୍ଳାସ

ମେସର୍ସ ବିଶେନ ସେଲସ କର୍ପୋରେସନ ,ଗୋଦରା ବଜାର,ଉଡ଼ିୟାଆନ,ତାଲଲାଲଗଞ୍ଜ ,ଜିଲ୍ଲା:ଆଦମଗଡ,ଉତ୍ତରପ୍ରଦେଶ -୨୭୬୩୦୧,ଫୋନ:୯୪୫୦୧୧୬୨୩୫

ଇମେଲ-vscazamgarh@claasserrice.com

୩୧

କ୍ଳାସ

ମେଫିଲଡ ଟ୍ରାକଟରସ,୨୬/୨,ବି.ଏନ.ରୋଡ.ଇସଲମିଆ କଲେଜ ସମ୍ମୁଖ ,ଦୟା ଭବନ ,ଲକ୍ଷ୍ନୌ-୨୨୬୦୦୧(ଉତ୍ତରପ୍ରଦେଶ)

ଫୋନ:୯୪୧୫୫୧୭୮୬୦

ଇମେଲ:mtlucknow@claasserrice.com

୩୨

କ୍ଳାସ

ମେସର୍ସ ଶ୍ରୀ ପରମହଂସ ଆଗ୍ରୋ ସପଲ୍ୟର,ବାଇପାସ୍ସ,ଅନଜ ମାଣ୍ଡି ସାମନା,କୋସି କଳନ,ମଥୁରା -୨୮୧୪୦୨(ଉତ୍ତରପ୍ରଦେଶ ),ଫୋନ:୦୫୬୬୨-୨୩୧୩୧୪

ମୋବାଇଲ:୯୪୧୦୮୧୩୬୯୪/୯୮୧୨୭୫୫୦୫୦

ଇମେଲ:spasmathura@daasserrice.com

୩୩

କର୍ଣ୍ଣାଟକ

ଶ୍ରୀ କୁଚନା ଟାୱାର,୪,ଫାଷ୍ଟ ଶେନ,୭ଏ କ୍ରସ,ମାରୁତି ଲେ ଆଉଟ,ଦାନରାହଲ୍ଲୀ,ଏଚ।ଏ।ଏଫ,ପୋଷ୍ଟ ହେବାଲ,ବାଙ୍ଗାଲୋର-୫୬୦୦୨୪,କର୍ଣ୍ଣାଟକ,ଭରତ

ଫୋନ:+୯୧-୮୦-୨୨୧୭୮୨୦୦

୩୪

ତାମିଲନାଡୁ

କୁବୋଟା ଏଗ୍ରିକଲଚରାଲ ମେସିନରୀ ପ୍ରାଇଭେଟ ଲିମିଟେଡ,ନଂ-୧୫,ମେଡାବାକମ ରୋଡ, ସୋଲିଙ୍ଗାନାଲୁର,ଚେନ୍ନାଇ-୬୦୦୧୧୯,ଫୋନ:୦୪୪-୬୧୦୪-୧୫୦୦

୩୫

କେରଳ

ରେଡଲ୍ୟାଣ୍ଡସ ହାଉସ,କରିକାଥା ଲେନ,ଏମର୍ଜି ରୋଡ,ତ୍ରିଶୁର,କେରଳ-୬୮୦୦୧,ଭରତ,

ଫୋନ:+୯୧-୪୮୭୨୪୨୭୩୯୨

ଯାନ୍ତ୍ରିକ ପଦ୍ଧତି ରେ ଧନରୋପଣ

2.ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ପାଇଁ କ’ଣ ଆବଶ୍ୟକ ହୋଇଥାଏ ?

ସମତଳ ତଳି ପଟାଳି

ଅଧିକ ଉଚ୍ଚ ତଳି ପଟାଳି

ମସିଣା ପ୍ରକାର ତଳି ପଟାଳି

3.ଏକ ଏକର ଜମିରେ ରୋଇବା ନିମନ୍ତେ ମସିଣା ନର୍ସରୀ କରିବା ପାଇଁ କେତେ ଜାଗା ଦରକାର ?

୧୦୦ ସେ .ମି

୫୦ ବର୍ଗ ମି.

30 ବର୍ଗ ମି.

4.ଧାନ ରୋଇବା ପାଇଁ ତଳିର ବୟସ କେତେ ହୋଇଥିବା ଦରକାର ?

୧୪-୧୮ ଦିନ

୨୧-୩୦ ଦିନ

୩୧-୪୦ ଦିନ

5.ବିହନ ବିଶୋଧନ ପାଇଁ କେଉଁ ରାସାଯନିକ ପଦାର୍ଥ ଦରକାର?

ବାଭିଷ୍ଟିନ

ପ୍ରେଟିଲାକ୍ଟୋର

ବିସପାଇଋବାକ ସୋଡିୟମ

ରୋଇବା ସମ୍ପର୍କିତ ପ୍ରଶ୍ନାବଳୀ

6.ଘାସ ଗଜା ହେବା ପୂର୍ବ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ?

ଘାସଗଜା ହେବା ପୂର୍ବରୁ ବ୍ୟବହାର ହେଉଥିବା ଘାସମର ଔଷଧ

ଫସଲରୁ ଗଛ ଉଠିବା ପୂର୍ବରୁ ବ୍ୟବହାର ହେଉଥିବା ଘାସମର ଔଷଧ

ଘାସ ଗଜା ହେବା ପରେ ବ୍ୟବହାର ହେଉଥିବା ଘାସମରା  ଔଷଧ

7.ଘାସ ଗଯା ହେବା ପରେ ବ୍ୟବହ୍ରୁତ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ ?

ଘାସ ଉଠିବା ପରେ ବ୍ୟବହୃତ ଘାସମରା ଔଷଧ

ଫସଲର ଗଛ ଉଠିବା ପରେ ବ୍ୟବହ୍ରୁତ ଘାସମର ଔଷଧ

ଘାସ ଉଠିବା ପୂର୍ବରୁ ବ୍ୟବହ୍ରୁତ ଘାସମରା ଔଷଧ

8.ଧାନରୁଆ ଯନ୍ତ୍ର ବ୍ୟବହାର ପାଇଁ କେତେ ଠିଆ ପାଣି ରହିବା ଆବଶ୍ୟକ ?

୧-୨ ସେ.ମି

୨-୩ ସେ.ମି

୩-୫ ସେ.ମି

9.କେତେବେଳେ ଫସଫରସ ଜାତୀୟ ସାର ବ୍ୟବହାର କରାଯିବ ?

ଥୋଡ ହେବା ବେଳେ

ସକ୍ରିୟ ପିଲ ହେବାବେଳେ

ମୂଳସାର/ଜମି ପ୍ରସ୍ତୁତି ବେଳେ

10. ଘାସମରା ଔଷଧ ବ୍ୟବହାର ପାଇଁ କେଉଁଟି ଉପଯୁକ୍ତ ନୋଜଲ ଅଟେ ?

ଫ୍ଲାଟ ଫ୍ୟାନ

ଫ୍ଲଡ଼ ଜେଟ

ହ୍ଯାଲୋ କୋନ

11. ବସିବା ପ୍ରକାର ଧାନରୁଆ ଯନ୍ତ୍ରରେ ସାଧାରଣତଃ କେତେ ଧାଡି ରୁଆଯାଏ ?

୧୦

12. ରୋଇବା ବେଳେ ଧାନରୁଆ ଯନ୍ତ୍ର ର କେଉଁ ଅଂଶ ସିଧା ରୋଇବାରେ ସହଜୟା କରେ ?

ରୋପଣ ମାର୍କର

କ୍ଲଚ

ଲିଭର

ପରିଶିଷ୍ଟ 2:ତାଲିମ ପରେ ଜ୍ଞାନ ପରୀକ୍ଷା ଫର୍ମ

ସଂପ୍ରସାରଣ କର୍ମୀ,କୃଷକ ଓ ସେବା ପ୍ରଦାନକାରୀଙ୍କ ତାଲିମ ପରେ ଜ୍ଞାନ ଆକଳନ ଫର୍ମ

ସ୍ଥାନ:

ଶିକ୍ଷାର୍ଥୀଙ୍କ ନାମ:

ବୃତ୍ତି:

ଦୟାକରି ସଠିକ ଉତ୍ତରରେ ଠିକ ଚିହ୍ନ ଦିଅନ୍ତୁ                               ସମୟ:10 ମିନିଟ

ପ୍ରଶ୍ନ

ଉତ୍ତର

ମ୍ୟାଟ ବା ମସିଣା ନର୍ସରୀ ସମ୍ପର୍କିତ ପ୍ରଶ୍ନାବଳୀ

1.ଏକ ଏକର ଜମିରେ ଶଙ୍କର ଧାନ ରୋଇବା ପାଇଁ ତଳି ପକାଇବା ନିମନ୍ତେ କେତେ ବିହନ ଆବଶ୍ୟକ ହେବ ?

ଏକର ପ୍ରତି ୮-୧୦ କି.ଗ୍ରା

ଏକର ପ୍ରତି ୧୦-୧୨ କି.ଗ୍ରା.

ଏକର ପ୍ରତି ୧୫-୧୮ କି.ଗ୍ରା.

2. ଯାନ୍ତ୍ରିକ ପଦ୍ଧତିରେ ଧାନ ରୋଇବା ପାଇଁ କ’ଣ ଆବଶ୍ୟକ ହୋଇଥାଏ ?

ସମତଳ ତଳି ପଟାଳି

ଅଧିକ ଉଚ୍ଚ ତଳି ପଟାଳି

ମସିଣା ପ୍ରକାର ତଳି ପଟାଳି

3.ଏକ ଏକର ଜମିରେ ରୋଇବା ନିମନ୍ତେ ମସିଣା ନର୍ସରୀ କରିବା ପାଇଁ କେତେ ଜାଗା ଦରକାର?

୧୦୦ ସେ.ମି

୫୦ ବର୍ଗ ମି.

୩୦ ବର୍ଗ ମି

4.ଧାନ ରୋଇବା ପାଇଁ ତଳିର ବୟସ କେତେ ହୋଇଥିବା ଦରକାର ?

୧୪-୧୮ ଦିନ

୨୧-୩୦ ଦିନ

୩୧-୪୦ ଦିନ

5.ବିହନ ବିଶୋଧନ ପାଇଁ କେଉଁ ରାସାଯନିକ ପଦାର୍ଥ ଦରକାର?

ବାଭିଷ୍ଟିନ

ପ୍ରେତିଲାକ୍ଲୋର

ବିଷପାଇରିବାକ ସୋଡିଅମ

ରୋଇବା ସମ୍ପର୍କିତ ପ୍ରଶ୍ନାବଳୀ

6.ଘାସ ଗଜା ହେବା ପୂର୍ବ ଘାସମରା ଔଷଧ କହିଲେ କ’ଣ ବୁଝାଯାଏ?

ଘାସଗଜା ହେବା ପୂର୍ବରୁ ବ୍ୟବହାର ହେଉଥିବା ଘାସମରା ଔଷଧ

ଫସଲରୁ ଗଛ ଉଠିବା ପୂର୍ବରୁ ବ୍ୟବହାର ହେଉଥିବା ଘାସମରା ଔଷଧ

ଘାସ ଗଜାହେବା ପରେ ବ୍ୟବହାର ହେଉଥିବା ଘାସମର ଔଷଧ

7.ଘାସ ଗଜା ହେବା ପରେ ବ୍ଯବହ୍ରୁତ ଘାସମର ଔଷଧ କହିଲେ କ’ଣ ବୁଝାଯାଏ?

ଘାସ ଉଠିବା ପରେ ବ୍ଯବହ୍ରୁତ ଘାସମର ଔଷଧ

ଫସଲର ଗଛ ଉଠିବା ପରେ ବ୍ଯବହ୍ରୁତ ଘାସମର ଔଷଧ

ଘାସ ଉଠିବା ପୂର୍ବରୁ ବ୍ଯବହ୍ରୁତ ଘାସମର ଔଷଧ

8.ଧାନରୁଆ ଯନ୍ତ୍ରବ୍ୟବହାରପାଇଁ କେତେ ଠିଆ ପାଣି ରହିବା ଆବଶ୍ୟକ ?

୧-୨ ସେ .ମି

୨-୩ ସେ.ମି

୩-୫ ସେ.ମି

9.କେତେବେଳେ ଫସଫରସ ଜାତୀୟ ସାରା ବ୍ୟବହାର କରାଯିବ?

ଥୋଡ ହେବା ବେଳେ

ସକ୍ରିୟ ପିଆଇଏଲ ହେବାବେଳେ

ମୂଳସାର/ଜମି ପ୍ରସ୍ତୁତି ବେଳେ

10.  ଘାସମରା ଔଷଧ ବ୍ୟବହାର ପାଇଁ କେଉଁଟି ଉପଯୁକ୍ତ ନୋଜଲ ଅଟେ?

ଫ୍ଲାଟ ଫ୍ୟାନ

ଫ୍ଲୂଡ ଜେଟ

ହ୍ଯାଲୋ କୋନ

11.  ବସିବା ପ୍ରକାର ଧାନରୁଆ ଯନ୍ତରରେ ସାଧାରଣତଃ କେତେ ଧାଡି ରୁଆଯାଏ?

୧୦

12.  ରୋଇବା ବେଳେ ଧାନରୁଆ ଯନ୍ତ୍ରର କେଉଁ ଅଂଶ ସିଧା ରୋଇବାରେ ସାହାଯ୍ୟ କରେ?

ରୋପଣ ମାର୍କର

କ୍ଲଚ

ଲିଭର

ଉତ୍ତର

୧୦

୧୧

୧୨

ପରିଶିଷ୍ଟ ୩:ଭାରତର ଧାନରୁଆ ଯନ୍ତ୍ର ନିର୍ମାଣକରୀ ଏବଂ ଯୋଗାଣକାରୀଙ୍କ ତାଲିକା

କ୍ରମିକ ନଂ

ରାଜ୍ୟ

କମ୍ପାନୀ

ଠିକଣା

ଓଡିଶା

ଭିଏସଟି

ମାରଫତ:ଡି ଶାନ୍ତିଲତା ଟ୍ରଷ୍ଟ ,ପ୍ଲଟ ନଂ ୧୨୯୪,ଗୋପାଳପୁର ,ଏନେଚ-୫(କଟକ-ଭୁବନେଶ୍ବର ରାଜପଥ),କଟକ -୭୫୩୦୧୧,ଓଡିଶା,ଫୋନ ନଂ-+୯୧-୬୭୧-୨୫୮୬୬୮୬,

କ୍ଲୁବୋଟା

ନିଗମାନନ୍ଦ ଆସୋସିଏସନ,ମେଘଡମ୍ବରୁ,ତାଲୁଳିଆ ଗେଟ ନିକଟ,ବାଲେଶ୍ଵର,ଓଡିଶା,୭୫୬୦୫୬

ଫୋନ:+୯୧ ୯୦୪୦୩୫୩୦୮୯/୯୭୭୭୦୮୬୪୨୧

କ୍ଲୁବୋଟା

ଅରୂପ ଇନଫ୍ରାଟେକସ,ସା:ଏକଚାଳିଆ ,ପୋ:ପିପିଲି,ପୁରୀ,ଓଡିଶା ,ଫୋନ:+୯୧୯୪୩୭୦୧୮୮୯୫

କ୍ଲୁବୋଟା

ସାମସାନ ଆଗ୍ରା ପାୱାର ଇକ୍ବିପମେଣ୍ଟସ ପ୍ରାଇଭେଟ ଲିମିଟେଡ,୨୩୬,ରାଉତ କାକଲେସ,ଲକ୍ଷ୍ମୀସାଗର ଛକ ,କଟକ ରୋଡ ,ଭୁବନେଶ୍ବର ,ଓଡିଶା-୭୫୧୦୦୬,

ଫୋନ:୦୬୭୪-୩୧୯୨୦୫୫/୯୪୩୭୦୨୪୪୪୫

ମହିନ୍ଦ୍ରା

ବିକ୍ରାନ୍ତ ଇଞ୍ଜିନିୟର୍ସ,ଏ-୩୮,ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ,କଟକ-୭୫୩୦୧୦,ଓଡିଶା ,ଭରତ

ଫୋନ:୧୮୦୦୪୨୫୬୫୭୬,+୯୧୯୭୭୮୯୫୫୫୬

କ୍ଳାସ

ମେଷର୍ସ ରାମଲିଙ୍ଗରାଜ ଅଟୋମୋବାଇଲସ,୧୦୧-ଏ,ଆକରକ ଗୋକୁଳ ପ୍ଲଜା,ବମିଖାଲ,କଟକ-ପୁରୀ ରୋଡ,ଭୁବନେଶ୍ବର,ଓଡିଶା,ଫୋନ-୯୧୯୭୭୮୦୦୩୫୦୦

କ୍ଳାସ

ମେଷର୍ସ ହୀରାକୁଦ ମୋଟର୍ସ ,ଲକ୍ଷ୍ମୀଟକିଜ ରୋଡ,ସମ୍ବଲପୁର,ଓଡିଶା,ଫୋନ:୦୬୬୩-୨୫୩୨୬୮୧/୨୫୨୦୧୩୮,ମୋବାଇଲ-୯୮୬୧୦୧୩୧୦୮

କ୍ଳାସ

ମେସର୍ସ ସୌରଭ ଏଗେଂସୀ,ଗ୍ରାଉଣ୍ଡ ଫ୍ଲୋର,ହରାଭୈରଭ କମ୍ପ୍ଲେକ୍ସ ,ଯମହ ସୋରୁମ ନିକଟ,ଏନଏଚ -୬,ବରଗଡ ଓଡିଶା -୭୬୮୦୨୬,

ମୋବାଇଲ:୦୯୯୩୭୦୭୪୨୫୫

ଇମେଲ:claasodisha@gmail।com

କ୍ଳାସ

ମେସର୍ସ କମଳ ଏଜେନସି ,ହଲପଣ୍ଡା ରାଇସମିଲକମ୍ପ୍ଲେକ୍ସ ,ବାଇପାସ୍ସ ରୋଡ ,ଏନଏଚ -୩,ଜୟପୁର,ଜିଲ୍ଲା –କୋରାପୁଟ,ଓଡିଶା -୭୬୪୦୦୧,ମୋବାଇଲ:୯୧୨୪୮୦୮୦୬୩

ଇମେଲ:komalenterprise48@gmail.com

୧୦

କ୍ଳାସ

ମେସର୍ସ ନର୍ମଦା ଇଣ୍ଡଷ୍ଟ୍ରି,ସଦର ଥାନା ନିକଟ,ପରମାଣ ପୁର ,ଭାବନିପାଟଣ।,ଜିଲ୍ଲା:କଳାହାଣ୍ଡି,ଓଡିଶା

ମୋବାଇଲ:୯୯୩୭୦୫୫୪୪୦

ଇମେଲ:ansumanandada83@gmail.com

୧୧

କ୍ଳାସ

ମେସର୍ସ କ୍ରୀଷ୍ଣା ମୋଟର୍ସ ,ଏନଏଚ -5,ପଥରା ,ବାଇପସ ଛକ ,ପୋ:ବାହାଦୁର ପେଟା,ଜିଲ୍ଲା-ଗଞ୍ଜାମ,ଓଡିଶା-760007,

ମୋବାଇଲ:୮୯୦୮୫୮୯୦୮୫

ଇମେଲ:krishnamotors@gmail.com

୧୨

ବିହାର

ଭିଏସଟି

ବିକ୍ରୟ କେ ନଂ ୧୩/୨,ବିନୋଦ ଭବନ,ଭୂମି ବିକାଶ ବ୍ୟାଙ୍କ ସମ୍ମୁଖ,ବୃଦ୍ଧ ମାର୍ଗ ,ପାଟନା-୮୦୦୦୦୧,ବିହାର,

ଫୋନ:+୯୧-୬୧-୨୨୨୨୪୫୭୦

୧୩

କୁବୋଟା

ତ୍ରିବେଣୀ ଏଣ୍ଟରପ୍ରାଇଜ,ଟ୍ରାନ୍ସପୋର୍ଟ ନଗର ସମ୍ମୁଖ,ଜକରୀୟପୁର,ବାଡି ପହରୀ ,ପାଟନା,ବିହାର -୮୦୦୦୦୧

ଇମେଲ:tribeni.enterprise75@gmail.com

ଫୋନ:+୯୧୯୩୩୪୧୫୯୫୧୨

୧୪

କ୍ଳାସ

ଗୌତମ ଟ୍ରେଡିଙ୍ଗ ,ପୁଲିସ ଲାଇନର ଦକ୍ଷିଣ ,ଚୋର ବଗିଚା ,ଏନଏଚ-୩୧,ବିହାର ସରିଫ,ନାଳ,ବିହାର-୮୦୩୧୦୧

ଇମେଲ:skumar1711@gmail।com

ଫୋନ:୯୩୩୪୧୩୮୨୭୮

୧୫

କ୍ଳାସ

ମେସର୍ସ କୋସି ଅଟୋ ଆଣ୍ଡ ଫର୍ମ ଇକ୍ବିପମେଣ୍ଟ ପ୍ରାଇଭେଟ ଲିମିଟେଡ,ବସଷ୍ଟାଣ୍ଡ ନିକଟ ,ବିକାଶ ବଜାର ପଛ,ପୁରଣିଆ-୮୫୪୩୦୧,ବିହାର,

ଫୋନ:୦୬୪୫୪-୨୪୨୬୬୫

ମୋବାଇଲ:୯୪୩୧୨୩୦୦୫୪

ଇମେଲ:kafepurnea@claasserice.com

୧୬

କ୍ଳାସ

ମେସର୍ସ ତିରୁପତି ଟ୍ରାକଟରସ,ଆର.କେ କଲେଜ ଗେଟ,ମଧୁବଣି-୮୪୭୨୧୧

ଇମେଲ:ttmadhubani@କ୍ଲାସ୍ସେରିକେ.com

୧୭

କ୍ଳାସ

ମେସର୍ସ  ଜେବ କୃଷି କେ,ସଇଦପୁର,ଲାଖିସରାଇ,ବିହାର-୮୧୧୩୧୧,ଫୋନ:୯୯୩୯୯୫୨୫୭୭

ଇମେଲ:ttmadhubani@daasserrice.com

୧୮

କ୍ଳାସ

ମେସର୍ସ କିଶାନ ଏଗ୍ରିକଲଚରାଲ ମେସିନରୀ,ଷ୍ଟେସନ ରୋଡ,ଜ୍ଯୋତି ଛକ ନିକଟ ,ବକସାର,ବିହାର -802101,ଫୋନ:୯୯୩୪୨୫୨୩୦୮

ଇମେଲ:kisan.agricultural@ଜିମେଇଲ।com

୧୯

କ୍ଳାସ

ମେସର୍ସ କିଶାନ ଇଂଜିନିୟରିଂ ୱାର୍କର୍ସ,ବେଳା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ,ପୋ:ଏମଆଇସି ବେଲା,ଅରକେ ଆଶ୍ରମ ,ମୁଜାଫରପୁର ,ବିହାର,

ଫୋନ:୯୯୩୧୪୩୬୯୫୦

ଇମେଲ:କିଶାନ.ମହେଶ1972@gmail।com

୨୦

ପଶ୍ଚିମବଙ୍ଗ

ଭିଏସଟି

ପି-୩୮୩,କେୟାତିଭା ଲେନ,ତଳ ମହଲା,କୋଲକାତା-୭୦୦୦୨୯,

ଫୋନ:+୯୧-୩୧-୨୪୬୫୬୦୫୪/୪୦୬୨୩୨୭୧

୨୧

କୁବୋଟା

ବେଙ୍ଗଲ ଆଗ୍ରୋ ମେସିନରୀ କର୍ପୋରେସନ,ଏସକେ ସାରୱାର ୨୦,ପାୟ ମେଣ୍ଥଲ ଗାର୍ଡେନ ଲେନ,କୋଲକାତା,ପଶ୍ଚିମବଙ୍ଗ-୭୦୦୦୧୫,ଫୋନ:୦୩୩-୨୩୨୯୮୪୬୧,+୯୧-୯୮୩୬୧୩୬୪୭୬/୯୮୩୦୦୦୭୬୬୦

ଇମେଲ:bengal.agro.mc@gmail.com

୨୨

ମଧ୍ୟପ୍ରଦେଶ

ଭିଏସଟି

ଲେଣ୍ଟାସ ଆଗ୍ରୋଇକ୍ଵିପମେନତସ,ବି-୭୨,ରାଣୀ ଅବନତିବାଇ ,ଟ୍ରାନ୍ସପୋର୍ଟ ନଗର,କୋକତା,ଭେଜେଂରୋଦ,ଭୋପାଲ,ମଧ୍ୟପ୍ରଦେଶ-୪୬୨୦୨୨,ଫୋନ:+୯୧୯୪୦୭୪୦୬୨୪୧/୮୮୮୯୫୧୧୧୯୫

୨୩

ଗୁଜୁରାଟ

ଭିଏସଟି

ଗଣାଦେବୀ ତାଲୁକ ଖେଦୁତ,ଶର୍କର ସଂଘ ଲିମିଟେଡ,ପୋଷ୍ଟ ବାକ୍ସ ନଂ-୩୧,ପୋଷ୍ଟ ଓ ତାଲୁକ-ଗଣାଦେବୀ,ଭାୟା ବିଳିମୋର(ଡବ୍ଲୁଆର)-୩୯୬୩୬୦,ଡିଟି-ଅଭସାରି,ବୁଲସାର,ଗୁଜରାଟ,

+୯୧-୨୬୩୪-୨୬୨୩୨୨/୨୬୨୫୨୨

୨୪

ମହାରାଷ୍ଟ୍ର

ଭିଏସଟି

ପଦଳକର ଆଗ୍ରୋ ଏଜେନସିଜ,ପ୍ଲଟ ନଂ-୨୬୯/୪,ମହାଲକ୍ଷ୍ମୀଷ୍ଟିଲ ଇଣ୍ଡଷ୍ଟ୍ରିଜ ସମ୍ମୁଖ ,ହୁପରି ରୋଡ,ଗଡମୁଦଶିଙ୍ଗୀ ଫଟା ଉଞ୍ଚାଗାଁ,କୋଲାପୁର,ମହାରାଷ୍ଟ୍ର ,ଫୋନ:+୯୧-୨୩୧-୨୬୬୪୧୮୯

୨୫

ଆସାମ

ଭିଏସଟି

ସେଲସ ଅଫିସ ,ସେଠୀ ଟ୍ରଷ୍ଟ ,ୟୁନିଟ ୩,ପୋ:ବଙ୍ଗରା ,ଗୌହାଟି -୭୮୧୦୦,ଫୋନ:+୯୧-୩୬୧-୨୬୬୪୧୮୯

୨୬

ଆନ୍ଧ୍ର ପ୍ରଦେଶ

ଭିଏସଟି

ପେପିରେଡି ପିଡାପା,ସର୍ଭେ ନଂ୨୭/୧,ବୁଟିରୋଡ,ବିଦ୍ୟୁତ କଳା ପଛ,ଭାରତି,ବୁକ୍ବରା ସମୁଦ୍ରମ (ଭି)ଆଣ୍ଡ (ଏମ),ଅନନ୍ତପୁର ୫୦୫୦୦୧,ଆନ୍ଧ୍ରପ୍ରଦେଶ ,ଫୋନ:+୯୧-୯୪୪୦୬୮୩୪୮୪

୨୭

ଭିଏସଟି

ମି.ଏନ.ଭି।ଏସ.ରାଜାରାମ ୮/୪୬୮,କାପୁ କଲ୍ୟାଣ ମଣ୍ଡପମ ନିକଟ,ବେଦିରେଶ୍ଵରମ ରୋଡ,ରଭୁଲାପାଲେମ:ଇଷ୍ଟ ଗୋଦାବରୀ,ପିନ-୫୩୩୨୦୮,ଆନ୍ଧ୍ରପ୍ରଦେଶ

ଫୋନ:+୯୧୯୯୪୮୧୬୫୫୫୫

୨୮

ଛତିଶଗଡ

ଭିଏସଟି

ଏସ.ଏସ ଷ୍ଟିଲ ସେଣ୍ଟର,୧/୧୦,ନେହେରୁ କଲୋନୀ,ବ୍ୟାପାର ବିହାର,ବିଲାସପୁର -୪୨୩୭୩୩,ଛତିଶଗଡ,ଫୋନ :+୯୧-୭୭୨୨-୪୨୩୭୩୩

୨୯

ଉତ୍ତରପ୍ରଦେଶ

ଭିଏସଟି

ପ୍ଲଟ ନଂ୭୯୧,ନିଉ ଆର୍ଯ୍ୟନଗର ,ଘୁକାନା ମୋରେ ସାମନା,ଦିଲ୍ଲୀ-ମିରଟ ରୋଡ,ଗଜିଆବାଦ୨୦୧୦୦୧,ଉତ୍ତରପ୍ରଦେଶ –ଗଜିଆବାଦ

ଫୋନ:+୯୧-୧୨୦-୨୮୩୪୦୮୬

୩୦

କ୍ଳାସ

ମେସର୍ସ ବିଶେନ ସେଲସ କର୍ପୋରେସନ ,ଗୋଦରା ବଜାର,ଉଡ଼ିୟାଆନ,ତାଲଲାଲଗଞ୍ଜ ,ଜିଲ୍ଲା:ଆଦମଗଡ,ଉତ୍ତରପ୍ରଦେଶ -୨୭୬୩୦୧,ଫୋନ:୯୪୫୦୧୧୬୨୩୫

ଇମେଲ-vscazamgarh@claasserrice.com

୩୧

କ୍ଳାସ

ମେଫିଲଡ ଟ୍ରାକଟରସ,୨୬/୨,ବି.ଏନ.ରୋଡ.ଇସଲମିଆ କଲେଜ ସମ୍ମୁଖ ,ଦୟା ଭବନ ,ଲକ୍ଷ୍ନୌ-୨୨୬୦୦୧(ଉତ୍ତରପ୍ରଦେଶ)

ଫୋନ:୯୪୧୫୫୧୭୮୬୦

ଇମେଲ:mtlucknow@claasserrice.com

୩୨

କ୍ଳାସ

ମେସର୍ସ ଶ୍ରୀ ପରମହଂସ ଆଗ୍ରୋ ସପଲ୍ୟର,ବାଇପାସ୍ସ,ଅନଜ ମାଣ୍ଡି ସାମନା,କୋସି କଳନ,ମଥୁରା -୨୮୧୪୦୨(ଉତ୍ତରପ୍ରଦେଶ ),ଫୋନ:୦୫୬୬୨-୨୩୧୩୧୪

ମୋବାଇଲ:୯୪୧୦୮୧୩୬୯୪/୯୮୧୨୭୫୫୦୫୦

ଇମେଲ:spasmathura@daasserrice.com

୩୩

କର୍ଣ୍ଣାଟକ

ଶ୍ରୀ କୁଚନା ଟାୱାର,୪,ଫାଷ୍ଟ ଶେନ,୭ଏ କ୍ରସ,ମାରୁତି ଲେ ଆଉଟ,ଦାନରାହଲ୍ଲୀ,ଏଚ।ଏ।ଏଫ,ପୋଷ୍ଟ ହେବାଲ,ବାଙ୍ଗାଲୋର-୫୬୦୦୨୪,କର୍ଣ୍ଣାଟକ,ଭରତ

ଫୋନ:+୯୧-୮୦-୨୨୧୭୮୨୦୦

୩୪

ତାମିଲନାଡୁ

କୁବୋଟା ଏଗ୍ରିକଲଚରାଲ ମେସିନରୀ ପ୍ରାଇଭେଟ ଲିମିଟେଡ,ନଂ-୧୫,ମେଡାବାକମ ରୋଡ, ସୋଲିଙ୍ଗାନାଲୁର,ଚେନ୍ନାଇ-୬୦୦୧୧୯,ଫୋନ:୦୪୪-୬୧୦୪-୧୫୦୦

୩୫

କେରଳ

ରେଡଲ୍ୟାଣ୍ଡସ ହାଉସ,କରିକାଥା ଲେନ,ଏମର୍ଜି ରୋଡ,ତ୍ରିଶୁର,କେରଳ-୬୮୦୦୧,ଭରତ,

ଫୋନ:+୯୧-୪୮୭୨୪୨୭୩୯୨

ଆଧାର  :ଯାନ୍ତ୍ରିକ ପଦ୍ଧତି ରେ ଧନରୋପଣ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top