ହୋମ / କୃଷି / ଶସ୍ୟ ଉତ୍ପାଦନ
ସେଆର କରନ୍ତୁ

ଶସ୍ୟ ଉତ୍ପାଦନ

ବିଭିନ୍ନ ଶସ୍ୟକୁ କିପରି ପ୍ୟାକେଜିଙ୍ଗ କରାଯିବ, ଆଇପିଏମ, ନୂତନ ବୈଷୟିକ ଜ୍ଞାନ କୌଶଳ, ପାଣିପାଗ, ବଜାର ସମ୍ପର୍କରେ ସୂଚନା ଦିଆଯାଏ

କଫି ଚାଷ
ଏହି ପୋର୍ଟାଲରେ କଫି ଚାଷ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।
ବିଭିନ୍ନ ପ୍ରକାର ଚାଷ
ପିଆଜ,ଆଳୁ ଅମଳ ପାଇଁ କେଉଁ ସମୟ କେତେବେଳେ କରିବ କଥା ଓ ରସୁଣରେ ଥିବା ପତ୍ରପୋଡା ରୋଗ ବିଷୟରେ ଜାଣିବା କଥା ।
କିପରି କରିବେ କଲରା ଚାଷ
କଥାରେ ଅଛି ‘ ରୁଚୁ ନ ରୁଚୁ ଖାଅ ପିତା, ବୁଝୁ ନ ବୁଝୁ ପଢ ଗୀତା ’ ।
ଧାନଚାଷ ସହ କୁକୁଡା ଓ ମତ୍ସ୍ୟ ପାଳନ
ଧାନଚାଷ, କୁକୁଡା ପାଳନ ସହିତ ମତ୍ସ୍ୟ ପାଳନର ସମନ୍ଵିତ କୃଷି ପ୍ରାୟ ପନ୍ଦରସହବର୍ଷ ପୂର୍ବେ ଭାରତରେ ପ୍ରଥମଥର ପାଇଁ ହୋଇଥିଲା ।
ଜୈବିକ ଚାଷ
ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ, ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣ ଲକ୍ଷ ନେଇ, ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ ।
କାଦୁଅ ତଳିଘରା
କାଦୁଅ ତଳିଘରା ପ୍ରସ୍ତୁତ କରି କିପରି ଚାଷ କରିବେ ସମ୍ବନ୍ଧୀୟ ସୂଚନା ।
କିପରି କରିବେ ଅମୃତଭଣ୍ଡା ଚାଷ
ଉଷ୍ମ ଓ ଆଦ୍ର ଜଳବାଯୁ ଅମୃତଭଣ୍ଡା ଚାଷ ପାଇଁ ଉପଯୋଗୀ ।
ଟଗର ଚାଷ
ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata ।
ଟଭାଲେମ୍ବୁ ଚାଷ
ଟଭାଲେମ୍ବୁ ଏକ ଦ୍ରୁମ ଜାତୀୟ ଉଦ୍ଭିଦ। କାଗିଜିଲେମ୍ବୁ ଓ କମଳାଲେମ୍ବୁ ଠାରୁ ଏଇ ଗଛ ବଡ ହୋଇଥାଏ।
ଚା’ ଚାଷ
ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ
ନେବିଗତିଓଂ
Back to top