ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ
ସେଆର କରନ୍ତୁ

ଇ- ଶାସନ ସେବା ଅନଲାଇନ

ଏହି ବିଭାଗ ଅନଲାଇନ ନାଗରିକ ସେବା ସମନ୍ଧୀୟ ବିସ୍ତ୍ରୁତ ଓ ଏହା ସହିତ ସମ୍ପର୍କିତ ଅନ୍ୟ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ), ସୂଚନା ଓ ସଂକ୍ଷିପ୍ତ ପରିଚଯ ପ୍ରଦାନ କରେ l

ନାଗରିକ ସେବା ପାଇଁ ସରକାର (ଜି2ସି) ( ପୃଷ୍ଠା ଥିବା ବିଭିନ୍ନ ଫୋଲ୍ଡର ଖୋଲିବ)
ଏହି ସେକ୍ସନରେ ଆପଣ ଜି2ସି ବର୍ଗରେ ଇ – ଗଭ ସେବା ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପାଇ ପାରିବେ, ଯ଼ାହା କେନ୍ଦ୍ର ଓ ରାଜ୍ଯ କେନ୍ଦ୍ର ଶାସିତ ଅଞ୍ଚଳସରକାର ମାନଙ୍କ ଦ୍ବାରା ପ୍ରଦାନ କରାଯ଼ାଉଛି.
ଇ – ରେଜିଷ୍ଟ୍ରେସନ
ରାଜ୍ୟ ସରକାରଙ୍କ ଇ – ରେଜିଷ୍ଟ୍ରେସନ ସେବା ସମ୍ପର୍କରେ ସୂଚନା ଏଠାରେ ମିଳିବ
ଇ-ପରିବହନ ସେବା
ସରକାରଙ୍କ ଦ୍ଵାରା ଥିବା ଇ-ପରିବହନ ସେବା ସମ୍ପର୍କରେ ସୂଚନା ଏଠାରେ ମିଳିବ
ଇ-ନାଗରିକ ସେବା
ରାଷ୍ଟ୍ରୀୟ ଇ-ଶାସନ ଯୋଜନାର ଅନଲାଇନ ନାଗରିକ ସେବା ସମ୍ପର୍କରେ ସୂଚନା
ଇ-ଔଷଧୀ ସେବା
ସମସ୍ତଙ୍କୁ ମାଗଣା ଔଷଧ ଦେବାର ପ୍ରୟାସ ‘ଇ-ଔଷଧୀ’ କରିବ ସହାୟତା
ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍
ଫାଇଲ ବଦଳରେ ଏବେ ଇ-ଅଫିସ । କିଭଳି ସାଧାରଣ ଲୋକଟିଏ ତୁରନ୍ତ ସରକାରୀ ସେବା ପାଇବ ଓ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେବ |
ଭୁବନେଶ୍ୱରରେ ଗଡ଼ିବ ଧୂଆଁବିହୀନ ଇ-ରିକ୍ସା
ରାଜଧାନୀ ରାଜରାସ୍ତାରେ ବ୍ୟାପକ ଭାବେ ଇ-ରିକ୍ସା ବା ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ରିକ୍ସା ଗଡିବ
ଏଣିକି ଜିଲ୍ଲାପାଳ କରିବେ ହସ୍ପିଟାଲ ପଞ୍ଜୀକରଣ
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ମିଳିଛି ହସ୍ପିଟାଲ ଲାଇସେନ୍ସ ପଞ୍ଜୀକରଣ ଓ ନବୀକରଣ ଦାୟିତ୍ଵ
ଓଡିଶାରେ ଅନଲାଇନ ନାଗରିକ ସେବା
ଜଣେ ପଞ୍ଜୀକୃତ ନାଗରିକ ବିଭିନ୍ନ ସେବା ମାଧ୍ୟମରେ ବିଭିନ୍ନ ଦେୟର ପାଉଣା ପ୍ରଦାନ କରିପାରିବେ ।
ଓଡିଶାରେ ଇ-ଶିଶୁ ଯୋଜନା
ଓଡିଶାରେ ଇ-ଶିଶୁ ଯୋଜନା ର ସୁଚନା
ନେବିଗତିଓଂ
Back to top