ଉପକ୍ରମ
୨୦୦୬ ରେ ଭାରତ ସରକାର ଦ୍ଵାରା ଇ ପରିବହନ ସେବା ଆରମ୍ଭ ହୋଇଥିଲା । କମ୍ପ୍ୟୁଟର ଦ୍ଵାରା ସାଧାରଣ ଲୋକ କିପରି ସୁବିଧାରେ ସରକାରୀ ସେବା ପାଇପାରିବେ ସେହି ଉପରେ ପ୍ରୟାସ ଜାରି ରହିଛି । ଇ-ଗଭର୍ନାନ୍ସ ଯୋଜନା ମାଧ୍ୟମରେ ଇ-ପରିବହନ ସେବା ଯଥା ସଡକ, ରେଳ ଏବଂ ବିମାନ ପରିବହନ ସେବା ଅନଲାଇନରେ ହେଉଛି ।
ଅନଲାଇନ ରେଳ ଟିକଟ କରିବା ପାଇଁ ଅନଲାଇନ ସେବା 
- ଅନଲାଇନ ରେଳ ଟିକଟ ବୁକିଙ୍ଗ
- ପିଏନଆର ସ୍ଥିତି ଜାଣିବା
- ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନ ବିଷୟରେ ଜାଣିବା ପାଇଁ
- ରେଳ ଭଡା ଓ ସଂରକ୍ଷଣ ସୁବିଧା
- ରେଳ ଏସଏମଏସ ସେବା ଆଦି
- ଆଇ-ଟିକଟ ସେବା
ଅଧିକ ଜାଣିବା ପାଇଁ ଦେଖନ୍ତୁ
"www.indianrail.gov.in"
"www.irctc.co.in"
"www.erail.in"
ରେଳ ସମ୍ପର୍କରେ ଅନଲାଇନ ସୂଚନା
- ରେଳର ବର୍ତ୍ତମାନ ସ୍ଥିତି
- ବାତିଲ ଏବଂ ରୁଟ ପରିବର୍ତ୍ତନ କରାଯାଇଥିବା ରେଳ ସମ୍ବନ୍ଧୀୟ ସୂଚନା
- ରେଳର ସମୟ ବିବରଣୀ
- ପିଏନଆର ସ୍ଥିତି ଜାଣିବା
ଅଧିକ ଜାଣିବା ପାଇଁ ଦେଖନ୍ତୁ
"www.trainenquiry.com"
ଭାରତୀୟ ବିମାନ ସେବା ପାଇଁ ଅନଲାଇନ ଟିକଟ ବୁକିଙ୍ଗ 
ଅନଲାଇନ ଟିକଟ ବୁକିଙ୍ଗ
ବିମାନ ସମୟ ବିବରଣୀ
ବିମାନ ଭଡା ଏବଂ ସ୍ଥିତି
ଅଧିକ ଜାଣିବା ପାଇଁ ଦେଖନ୍ତୁ
"www.airindia.com"
ଓଡିଶା ସରକାରଙ୍କ ସଡକ ପରିବହନ ସେବା 
ଅନଲାଇନ ଟିକଟ ବୁକିଙ୍ଗ
ବସର ସମୟ ସୂଚୀ
ଅଧିକ ଜାଣିବା ପାଇଁ ଦେଖନ୍ତୁ
"www.osrtc.in"
ମୋବାଇଲରେ ଟିକଟ ବୁକିଙ୍ଗ ପାଇଁ ଲଗ ଅନ କରନ୍ତୁ
"m.osrtc.in"
ଆଧାର
"www.indianrail.gov.in"
"www.irctc.co.in"
"www.airindia.com"
"www.osrtc.in"
ଏହି ଇ-ସେବା ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ ଅଟେ ତେଣୁ ଇ-ସେବାର ଲାଭ ନେବା ପାଇଁ ବିକାଶପିଡିଆ ମାଧ୍ୟମରେ ଏବେ ସମ୍ପୂର୍ଣ ତଥ୍ୟ ଜାଣିହେବ