ସେଆର କରନ୍ତୁ

ଜନ୍ମ ସାର୍ଟିଫିକେଟ୍

ଜନ୍ମ ସାର୍ଟିଫିକେଟ୍ ଫର୍ମ ର ସୂଚନା

ଉପକ୍ରମ

ବର୍ତ୍ତମାନ ଯୁଗରେ ସ୍କୁଲ ଏଡମିଶନ ପାଇଁ ଜନ୍ମ ସାର୍ଟିଫିକେଟ୍  କୁ ବାଧ୍ୟମୁଲକ କରାଯାଇଛି । ଶିଶୁଟି ଜନ୍ମ ହେବ ମାତ୍ରେ ତାହାର ଜନ୍ମ ସାର୍ଟିଫିକେଟ କରାଇବା ଅତି ଆବଶ୍ୟକ । ଯଦି ଶିଶୁଟି ଡାକ୍ତରଖାନାରେ ଜନ୍ମ ହେଇଛି ତାହାହେଲେ ଜନ୍ମମୃତ୍ୟୁ ଅଫିସକୁ ସୂଚନା ପଠାଇବା ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଦଇତ୍ଵ ଯଦି ଶିଶୁଟି ଘରେ ଜନ୍ମ ହେଇଛି ତାହାହେଲେ ତୁରନ୍ତ ଜନ୍ମମୃତ୍ୟୁ ଅଫିସକୁ ସୂଚନା ଦେବା ପିତା ମାତାଙ୍କ ଦଇତ୍ଵ । ସେଥିପାଇଁ ଫର୍ମ ନଂ ୭ ଓ ୮ ରେ ଆବେଦନ କରିପାରିବେ ।

ଫର୍ମ

"ଜନ୍ମ ସାର୍ଟିଫିକେଟ୍ ଫର୍ମ "

ଆଧାର :ସ୍ୱାସ୍ଥ୍ୟ ଓ ପରିବାର କଲିୟାଣ ବିଭାଗ ଓଡିଶା ସରକାର

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top