ସେଆର କରନ୍ତୁ

ଆଧାର ବିଷୟରେ ସବୁ ସୂଚନା

ଏଠାରେ ଆଧାର ବିଷୟରେ ସବୁ ସୂଚନା ମିଳିବ

ଆଧାରର ବୈଶିଷ୍ଟ୍ୟ
ଆଧାରର ଚାରିଟି ମୌଳିକ ବୈଶିଷ୍ଠ୍ୟ ସ୍ୱତନ୍ତ୍ରତା, ପ୍ରମାଣ, ଆର୍ଥିକ ଠିକଣା ଏବଂ e-KYC ରହିଛି ।
ଆଧାରର ବ୍ୟବହାର
ଆଧାର ଓ ତାହାର ପ୍ଲାଟଫର୍ମ, ସରକାରଙ୍କୁ, ସେମାନଙ୍କର କଲ୍ୟାଣ ବିତରଣ କୌଶଳ ସୁପ୍ରବାହୀ କରିବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରେ ।
ଆଧାର ପଞ୍ଜୀକରଣ
ଆଧାର ପଞ୍ଜୀକରଣ କେଉଁ ଉପାୟରେ କରିବେ ସେ ସମ୍ବନ୍ଧରେ ସୂଚନା ।
ଆଧାରର ଉତ୍ପାଦନ
ଆଧାର ଜେନେରେଶନ୍ ରେ, ଉତ୍କର୍ଷତା ଯାଞ୍ଚ, ପ୍ୟାକେଟ୍ ମାନ୍ୟତା, ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ପୁନଃ-ପ୍ରତିଲିପିକରଣ ଆଦି ଅନ୍ତର୍ଭୁକ୍ତ ଅଛି ।
ଆଧାର ତଥ୍ୟ ନବୀକରଣ
ଆଧାରକୁ ସବସିଡି ସୁବିଧା, ପେନସନ୍, ବୃତ୍ତି, ସାମାଜିକ ସୁବିଧା, ବ୍ୟାଙ୍କ ସେବା, ଆଦି ଭଳି ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ପାଇଁ ବ୍ୟବହାରଯୋଗ୍ୟ ।
ଆଧାର ସେବା
ଆଧାରଧାରକ ଏବଂ ସେବା ପ୍ରଦାତାମାନଙ୍କ ପାଇଁ ନିମ୍ନଲିଖିତ ସେବାର ସୂଚନା ।
ଆଧାର ପଞ୍ଜୀକରଣ ସହଯୋଗୀ
ଆଧାର ପଞ୍ଜୀକରଣ କେଉଁ ମାନେ କରିବେ ସେ ସମ୍ବନ୍ଧରେ ତଥ୍ୟ ।
ଆଧାର ରେଜିଷ୍ଟ୍ରାର୍
ରେଜିଷ୍ଟ୍ରାର୍ ହେଉଛି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ UIDAI ଦ୍ୱାରା ଅଧିକାରପ୍ରାପ୍ତ କିମ୍ୱା ଚିହ୍ନଟ ହୋଇଥାଏ ।
ଆଧାର ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ
ଆଧାର ପଞ୍ଜୀକରଣ ଏଜେନ୍ସୀ ଓ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନା ।
ଆଧାର ପ୍ରମାଣୀକରଣ ଅବଲୋକନ
ଆଧାର ପ୍ରମାଣୀକରଣର ଉଦ୍ଦେଶ୍ୟ ହେଉଛି, ଅନଲାଇନ୍ ପରିଚୟ ପ୍ଲାଟଫର୍ମ , ଯେଉଁଥିରୁ ଆଧାର ସଂଖ୍ୟା ଧାରକଙ୍କ ପରିଚୟ, ଯେକୌଣସି ସମୟରେ, ଯେକୌଣସି ‍ସ୍ଥାନରେ ପୁଷ୍ଟି କରାଯାଇପାରିବ ।
ନେବିଗତିଓଂ
Back to top