অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆଧାର ବିଷୟରେ ସବୁ ସୂଚନା

ଆଧାର ବିଷୟରେ ସବୁ ସୂଚନା

  • ଆଧାର ରେଜିଷ୍ଟ୍ରାର୍
  • ରେଜିଷ୍ଟ୍ରାର୍ ହେଉଛି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ UIDAI ଦ୍ୱାରା ଅଧିକାରପ୍ରାପ୍ତ କିମ୍ୱା ଚିହ୍ନଟ ହୋଇଥାଏ ।

  • ଆଧାର ଅନୁରୋଧକାରୀ ସଂସ୍ଥାମାନେ (AUA ଓ KUA)
  • ଆଧାର ଅନୁରୋଧକାରୀ ସଂସ୍ଥାମାନେ (AUA ଓ KUA) କାର୍ଯ୍ୟ ସମ୍ବନ୍ଧିତ ତଥ୍ୟ ।

  • ଆଧାର କାର୍ଡ଼ ପାଇଁ ବାୟୋମେଟ୍ରିକ୍ ଉପକରଣମାନ
  • ଆଧାର କାର୍ଡ଼ ପାଇଁ ବାୟୋମେଟ୍ରିକ୍ ଉପକରଣମାନ କଣ ସେ ସମ୍ବନ୍ଧିତ ତଥ୍ୟ ।

  • ଆଧାର ତଥ୍ୟ ନବୀକରଣ
  • ଆଧାରକୁ ସବସିଡି ସୁବିଧା, ପେନସନ୍, ବୃତ୍ତି, ସାମାଜିକ ସୁବିଧା, ବ୍ୟାଙ୍କ ସେବା, ଆଦି ଭଳି ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ପାଇଁ ବ୍ୟବହାରଯୋଗ୍ୟ ।

  • ଆଧାର ପଞ୍ଜୀକରଣ
  • ଆଧାର ପଞ୍ଜୀକରଣ କେଉଁ ଉପାୟରେ କରିବେ ସେ ସମ୍ବନ୍ଧରେ ସୂଚନା ।

  • ଆଧାର ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ
  • ଆଧାର ପଞ୍ଜୀକରଣ ଏଜେନ୍ସୀ ଓ କାର୍ଯ୍ୟକଳାପ ସମ୍ବନ୍ଧରେ ସୂଚନା ।

  • ଆଧାର ପଞ୍ଜୀକରଣ ସହଯୋଗୀ
  • ଆଧାର ପଞ୍ଜୀକରଣ କେଉଁ ମାନେ କରିବେ ସେ ସମ୍ବନ୍ଧରେ ତଥ୍ୟ ।

  • ଆଧାର ପ୍ରମାଣୀକରଣ ଅବଲୋକନ
  • ଆଧାର ପ୍ରମାଣୀକରଣର ଉଦ୍ଦେଶ୍ୟ ହେଉଛି, ଅନଲାଇନ୍ ପରିଚୟ ପ୍ଲାଟଫର୍ମ , ଯେଉଁଥିରୁ ଆଧାର ସଂଖ୍ୟା ଧାରକଙ୍କ ପରିଚୟ, ଯେକୌଣସି ସମୟରେ, ଯେକୌଣସି ‍ସ୍ଥାନରେ ପୁଷ୍ଟି କରାଯାଇପାରିବ ।

  • ଆଧାର ପ୍ରମାଣୀକରଣର କାର୍ଯ୍ୟ ମୋଡେଲ
  • ଆଧାର ପ୍ରମାଣୀକରଣର କାର୍ଯ୍ୟ ମୋଡେଲ ସମ୍ବନ୍ଧିତ ତଥ୍ୟ ।

  • ଆଧାର ସେବା
  • ଆଧାରଧାରକ ଏବଂ ସେବା ପ୍ରଦାତାମାନଙ୍କ ପାଇଁ ନିମ୍ନଲିଖିତ ସେବାର ସୂଚନା ।

  • ଆଧାରର ଉତ୍ପାଦନ
  • ଆଧାର ଜେନେରେଶନ୍ ରେ, ଉତ୍କର୍ଷତା ଯାଞ୍ଚ, ପ୍ୟାକେଟ୍ ମାନ୍ୟତା, ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ପୁନଃ-ପ୍ରତିଲିପିକରଣ ଆଦି ଅନ୍ତର୍ଭୁକ୍ତ ଅଛି ।

  • ଆଧାରର ବୈଶିଷ୍ଟ୍ୟ
  • ଆଧାରର ଚାରିଟି ମୌଳିକ ବୈଶିଷ୍ଠ୍ୟ ସ୍ୱତନ୍ତ୍ରତା, ପ୍ରମାଣ, ଆର୍ଥିକ ଠିକଣା ଏବଂ e-KYC ରହିଛି ।

  • ଆଧାରର ବ୍ୟବହାର
  • ଆଧାର ଓ ତାହାର ପ୍ଲାଟଫର୍ମ, ସରକାରଙ୍କୁ, ସେମାନଙ୍କର କଲ୍ୟାଣ ବିତରଣ କୌଶଳ ସୁପ୍ରବାହୀ କରିବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରେ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate