অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂଆପଡା – ଅନଲାଇନ ସେବା

ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର

କିପରି ସ୍ଵତ୍ତ୍ଵ ଲିପି ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  • ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  • ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  • ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  • ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  • ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଇ ଡିଷ୍ଟ୍ରିକ ପୋର୍ଟାଲ

ଟେଲିଫୋନ ବିଲ୍

ଟେଲିଫୋନ ବିଲ ଦବା ପାଇଁ ନିମ୍ନ ଲିଖିତ ଲିଙ୍କରେ କ୍ଲିକ କରିକି ପ୍ରଦାନ କରି ପାରିବେ ।

ଯାଆନ୍ତୁ: ବିଏସଏନଲ

କେମିତି ଜମି ପଟ୍ଟା ଦେଖିବେ?

ଜମି ପଟ୍ଟା ଦେଖିବା ପାଇଁ ନିମ୍ନ ଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ

ଯାଆନ୍ତୁ: ଭୁଲେକ

ସମ୍ପତ୍ତି/ହୋଲଡିଙ୍ଗ ଟ୍ୟାକ୍ସ

ସମ୍ପତ୍ତି ଟ୍ୟାକ୍ସ ଦେବା ପାଇଁ ନିମ୍ନ ଲିଖି ଲିଙ୍କ ଉପରେ କ୍ଲିକ କରନ୍ତୁ ।

ଯାଆନ୍ତୁ: ଟ୍ୟାକ୍ସ

ସ୍ଥାନ : ବିଜ୍ଞାପିତ ଅଞ୍ଚଳ ପରିଷଦ,ନୂଆପଡା,ବିଜ୍ଞାପିତ ଅଞ୍ଚଳ ପରିଷଦ,ଖରିଆର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ,ଖରିଆର ରୋଡ

କିପରି ଭୋଟ ପରିଚୟ ପତ୍ର ପାଇବେ?

ଭୋଟର ପରିଚୟ ପତ୍ର (ଏପିକ)

  • ଯେବେବି କୌଣସି ଭାରତୀୟ ନାଗରୀକଙ୍କ ନାମ ନିର୍ବାଚକ ତାଲିକାରେ ପ୍ରଥମ ଥର ପାଇଁ ପଞ୍ଜିକୃତ ହୁଏ, ନୂଆ ଭୋଟର ପରିଚୟ ପତ୍ର ସ୍ୱତଃପ୍ରବୃତ ଭାବେ ବିନା କୌଣସି ଆବେଦନରେ ଓ ବିନା ମୂଲ୍ୟରେ ସ୍ପିଡ ପୋଷ୍ଟ ଜରିଆରେ ଉପଯୁକ୍ତ ପ୍ରାପ୍ତିସ୍ୱିକାର ପତ୍ର ସହ ପ୍ରଦାନ କରାଯିବ ।
  • ସ୍ଥାନ ପରିବର୍ତ୍ତନ ଯୋଗୁଁ ନୂତନ ଭୋଟର ପରିଚୟ ପତ୍ର– ଯଦି ଦରଖାସ୍ତକାରୀ ନିଜ ଠିକଣା ପରିବର୍ତ୍ତନ କରିଥାନ୍ତି ଏବଂ ଫର୍ମ ୬ କିମ୍ୱା ୮(କ) ରେ ଆବେଦନ କରିଥାନ୍ତି ତେବେ ତାଙ୍କ ସପକ୍ଷରେ ପୂର୍ବତନ ନିର୍ବାଚନମଣ୍ଡଳୀ ଠିକଣାରେ ପଞ୍ଜିକୃତ ହୋଇଥିବା ଭୋଟର ପରିଚୟ ପତ୍ର ସଂଖ୍ୟା ଓ ନିର୍ଦ୍ଧିଷ୍ଟ ସ୍ଥାନ ଉଲ୍ଲେଖ କରିବେ । ଯଦି ସେ ସ୍ଥାନ ପରିବର୍ତ୍ତନ ଜନିତ ଭୋଟର ପରିଚୟ ପତ୍ର ନୂଆ ଠିକଣାରେ ଚାହାନ୍ତି ତେବେ ତାଙ୍କୁ ଫର୍ମ-୬ କିମ୍ବା ଫର୍ମ-୮(କ) ଆଧାରରେ ନୂଆସ୍ଥାନରେ ପଞ୍ଜିକୃତ ହୋଇସାରିଲା ପରେ ସେ ଫର୍ମ ଇପିଆଇସି-001 (ଏପିକ-001) ରେ (ପରିଶିଷ୍ଟ-5 ରେ ଦିଆଯାଇଥିବା ଫର୍ମାଟ ଅନୁଯାୟୀ) ପୂର୍ବରୁ ପ୍ରାପ୍ତ ହୋଇଥିବା ଇପିଆଇସି (ଏପିକ) କୁ ଆବଶ୍ୟକୀୟ ଦେୟ ସହ ଦରଖାସ୍ତ କରିବେ ।

କୃଷି ସେବା

ସେବା ନାମ

ଠିକଣା

ମୋବାଇଲ ନଂ

ଇମେଲ ଆଡି

ଅନୁସରଣ ୱେବସାଇଟ

ଅନ୍ ଲାଇନ୍ ବିହନ ଲାଇସେନ୍ସିଂ

ନୂଆପଡା,ଖରିଆର

୯୪୩୭୪୧୯୬୨୯,
୯୬୬୮0୭୮0୬୩

daonuapada.dag@nic.in /
daokhariar@rediffmail.com

ଅନ୍ ଲାଇନ୍ ବିହନ ଲାଇସେନ୍ସିଂ

ଫର୍ଟିଲାଇଜର ଲାଇସେନ୍ସିଂ

ନୂଆପଡା,ଖରିଆର

୯୪୩୭୪୧୯୬୨୯,
୯୬୬୮0୭୮0୬୩

daonuapada.dag@nic.in /
daokhariar@rediffmail.com

ଫର୍ଟିଲାଇଜର ପଞିକରଣ

କୀଟନାସକ ଲାଇସେନ୍ସିଂ

ନୂଆପଡା,ଖରିଆର

୯୪୩୭୪୧୯୬୨୯,
୯୬୬୮0୭୮0୬୩

daonuapada.dag@nic.in /
daokhariar@rediffmail.com

କୀଟନାସକ ଲାଇସେନ୍ସିଂ ସିଷ୍ଟମ

ମୃତ୍ତିକା ସ୍ୱାସ୍ଥ କାର୍ଡ

ନୂଆପଡା,କୋମନା ,ବୋଡେନ,ଖରିଆର,ସିନାପାଲି

୯୯୩୭୨୫୪୯0୭,
୭୭୪୯୮୭୧୮୬୧,
୯୪୩୭୪୨୮୨୪0,
୯୪୩୭୭0୨୩୮୧,
୯୪୩୯୨୪୨୧୫୫

aaonuapada.npd@gmail.com /
aaokomna@gmail.com /
Pradiptrivedi59
@gmail.com /
neetasabar@gmail.com /
Susanta03_s@yahoo.co.in

ମୃତ୍ତିକା ସ୍ୱାସ୍ଥ କାର୍ଡ

ଜାତିଗତ ପ୍ରମାଣପତ୍ର

କିପରି ଜାତିଗତ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  • ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  • ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  • ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  • ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  • ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଜାତିଗତ ପ୍ରମାଣପତ୍ର

ଆବାସିକ ପ୍ରମାଣପତ୍ର

କିପରି ଆବାସିକ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  • ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ ।
  • ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  • ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  • ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  • ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଇ ଡିଷ୍ଟ୍ରିକ ପୋର୍ଟାଲ

ପରିଶୋଧକ୍ଷମ ପ୍ରମାଣପତ୍ର

କିପରି ପରିଶୋଧକ୍ଷମ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |

  • ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  • ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  • ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  • ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ପରିଶୋଧକ୍ଷମ ପ୍ରମାଣପତ୍ର

ଉତ୍ତରାଧିକାରୀ ପ୍ରମାଣପତ୍ର

କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  • ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ ।
  • ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  • ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  • ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।

ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଉତ୍ତରାଧିକାରୀ ପ୍ରମାଣପତ୍ର

କେମିତି ଅଭିଯୋଗ କରିବେ ?

ନୂଆପଡା ନାଗରିକ କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ଯୋଗାଯୋଗ ପାଇଁ ନିମ୍ନ ଲିଖିତ ଲିଙ୍କରେ କ୍ଲିକ କରନ୍ତୁ ।

ଯାଆନ୍ତୁ: ଅଭିଯୋଗ ଦାଖଲ

ଆଧାର – ନୂଆପଡା ଡିଷ୍ଟ୍ରିକ ୱେବପୋର୍ଟାଲ

Last Modified : 5/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate