ହୋମ / ଇ-ଗଭର୍ଣ୍ଣ।ନ୍ସ / ଇ- ଶାସନ ସେବା ଅନଲାଇନ
ସେଆର କରନ୍ତୁ

ଇ- ଶାସନ ସେବା ଅନଲାଇନ

ଏହି ବିଭାଗ ଅନଲାଇନ ନାଗରିକ ସେବା ସମନ୍ଧୀୟ ବିସ୍ତ୍ରୁତ ଓ ଏହା ସହିତ ସମ୍ପର୍କିତ ଅନ୍ୟ ଆବଶ୍ୟକୀୟ ସଂଯୋଗ (ଇଂରାଜୀରେ ଲିଙ୍କ), ସୂଚନା ଓ ସଂକ୍ଷିପ୍ତ ପରିଚଯ ପ୍ରଦାନ କରେ l

ଶିଳ୍ପ ସଂସ୍ଥାଙ୍କ ପାଇଁ ଏଣିକି ଅନଲାଇନରେ ସରକାରୀ କାମ
ଶିଳ୍ପ ସଂସ୍ଥାଙ୍କ ପାଇଁ ସହଜ ବ୍ୟବସ୍ଥା, ଏଣିକି ଅନଲାଇନରେ ସରକାରୀ କାମ
ଓଡିଶାରେ ଇ-ଡ଼େସପାଚ ସେବା
ଏହା ଏକ ୱେବ ସେବା ଯାହା ଦ୍ଵାରା ଇଣ୍ଟରନେଟ ମାଧ୍ୟମରେ ଅଫିସ ପତ୍ର ବା ଅନ୍ୟ ଦରକାରୀ ସରକାରୀ ନଥି ସଙ୍ଗେ ସଙ୍ଗେ ଅନ୍ୟ ପାଖକୁ ପଠାଯାଇପାରିବ ।
ଛୋଟ ବ୍ୟବସାୟିକ ସଂସ୍ଥା ପାଇଁ କ୍ଲାଉଡ ଟେକ୍ନୋଲୋଜି ସେବା ଯୋଗାଉଛି ମାଇକ୍ରୋସଫ୍ଟ
ଏବେ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ନିଜ ସଂସ୍ଥାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ କରିପରିବେ
ଷ୍ଟାର୍ଟ-ଅପ୍‍ ନୀତି ଆଣିବେ ଓଡ଼ିଶା ସରକାର
ନବ-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟରେ ଷ୍ଟାର୍ଟ-ଅପ୍‍ ନୀତି ପ୍ରଣୟନ କରିବାକୁ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି
ନିରାମୟ’ ଔଷଧ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା
ଜିପିଏସ୍ ସୁବିଧା ସହିତ ଚାଲିଲା ୫୦ଟି ଗାଡି
ଓଡିଶାର ଇ-ଜିଲ୍ଲା ସେବା
ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି
ଇ-କମର୍ସ ବ୍ୟବସାୟରେ ଟାଟା
ଭାରତର ଅନ୍ୟତମ ବୃହତ୍ ବ୍ୟବସାୟିକ ସାମ୍ରାଜ୍ୟ ଟାଟା ଗ୍ରୁପ ଇ-କମର୍ସ ବ୍ୟବସାୟରେ ପ୍ରବେଶ କରିଛି
ଶିକ୍ଷକମାନଙ୍କ ପାଇଁ ଷ୍ଟାର୍ଟଅପ୍
ଶିକ୍ଷଣ ପ୍ରଣାଳୀ, ଗବେଷଣା ଓ ସେମିନାର ବିଷୟରେ ସୂଚନା ଦେବ ଏହି ସେବା ।
ହ୍ୟାକିଂ ବାବଦରେ ସବୁକିଛି
ସାଇବର ସୁରକ୍ଷା ପ୍ରଣାଳୀରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ହିଁ ଏହାର ମୂଳଲକ୍ଷ୍ୟ
ଇ- ହସ୍ପିଟାଲ
ଏସସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲ ଏବେ ଅନଲାଇନରେ ପରିଚାଳିତ ହେବ । ଆଉଟଡୋରଠାରୁ ଆରମ୍ଭ କରି ଇନଡୋରରେ ରୋଗୀ କେଉଁଭଳି ସେବା ପାଉଛି, ଡାକ୍ତର କ’ଣ ପରାମର୍ଶ ଦେଉଛନ୍ତି ପରୀକ୍ଷା ରିପୋର୍ଟ କ’ଣ ବାହାରିଛି ଏସବୁ ଅନଲାଇନରେ ଜାଣି ହେବ ।
ନେବିଗତିଓଂ
Back to top