ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ ଇଣ୍ଡିଆ
ସେଆର କରନ୍ତୁ

ଡିଜିଟାଲ ଇଣ୍ଡିଆ

ପରିଚୟ
ଡିଜିଟାଲ ଇଣ୍ଡିଆ ହେଉଛି ଏପରି ଏକ କାର୍ଯ୍ୟକ୍ରମ ଯ଼ାହା ଦ୍ବାରା ଭାରତକୁ ଡିଜିଟାଲ ସଶକ୍ତିକୃତ ସମାଜ ଓ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରାଯ଼ାଇ ପାରିବ ଭିଜନ ଅଂଚଳ ପ୍ରତ୍ୟେକ ନାଗରିକର ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି ଚାହିଦା ଅନୁସାରେ ପ୍ରଶାସନ ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ ଡିଜିଟାଲ ଇଣ୍ଡିଆର ସମ୍ଭାବନା ଡିଜିଟାଲ ଇଣ୍ଡିଆର ନଅଟି ସ୍ତମ୍ଭ
କେବୁଲ ଟୀବୀ ହେଉଛି ଡିଜିଟାଲ
କେବୁଲ ଟୀବୀ ହେଉଛି ଡିଜିଟାଲ
ଭୁବନେଶ୍ଵର ଷ୍ଟେସନ ୱାଇଫାଇ
ରବିବାରଠାରୁ ଆପଣ ଯଦି ସ୍ମାର୍ଟଫୋନ ଧରି ଭୁବନେଶ୍ଵର ରେଳ ଷ୍ଟେସନକୁ ଯାଉଛନ୍ତି ସେଠାରେ ଆପଣଙ୍କୁ ମାଗଣାରେ ୱାଇଫାଇ ଇଣ୍ଟରନେଟ ସେବା ମିଳିପାରିବ । ଭାରତୀୟ ରେଳବାଇର ସହଯୋଗୀ ସଂସ୍ଥା ରେଲଟେଲ ପକ୍ଷରୁ ଭୁବନେଶ୍ଵର ରେଳ ଷ୍ଟେସନ ହାଇସ୍ପିଡ ମାଗଣା ୱାଇଫାଇ ସେବା ଆରମ୍ଭ କରାଯାଇଛି । ଆସନ୍ତା ରବିବାର ସକାଳେ ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ ଏବଂ ରେଳ ମନ୍ତ୍ରୀ ମନୋଜ ସିହ୍ନା ଯାତ୍ରୀଙ୍କ ପାଇଁ ୱାଇଫାଇ ସେବାର ଉଦଘାଟନ କରିବେ ।
ରାଜଧାନୀରେ ଗେମିଂ ଜୋନ୍ ଖୋଲିଲେ ତିନି ବନ୍ଧୁ ଅଙ୍କିତା, ସମ୍ପଦ ଓ ସମ୍ରାଟ
ରାଜଧାନୀରେ ଗେମିଂ ଜୋନ୍ ର ସୁଚନା
ଟେକ୍ନୋଲୋଜିକୁ ନିଶା କରିଥିବା ସୀମା ଏବେ ଶିଖରରେ
ଟେକ୍ନୋଲୋଜିକୁ ନିଶା ର ସୁଚନା
ରୁଟି ତିଆରି ରୋବୋଟ୍ ବାହାର କଲେ ‘ପ୍ରଣୋତି’
ରୁଟି ତିଆରି ରୋବୋଟ୍ ର ସୁଚନା
ଘରୋଇ ଖାଦ୍ୟର ସ୍ୱାଦ ଦେଉଛି ‘Easy Khaana’
ଘରୋଇ ଖାଦ୍ୟର ସ୍ୱାଦ ର ସୁଚନା
ରାଜଧାନୀରେ ଖୋଲିବ MUSICAL ଫୁଡ୍ କୋର୍ଟ
ରାଜଧାନୀରେ ଖୋଲିବ MUSICAL ଫୁଡ୍ କୋର୍ଟ ର ସୁଚନା
ମାଷ୍ଟରକ୍ୟାଣ୍ଟିନ୍ ହେବ ସ୍ମାର୍ଟ ଏରିଆ
ଆସନ୍ତା ୫ବର୍ଷ ମଧ୍ୟରେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟି କରିବାକୁ ଯୋଜନା ପ୍ରସ୍ତୁତ କରିବ ଭୁବନେଶ୍ୱର ମହାନଗର ନିଗମ
ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍
ଚଲାବୁଲା କରିବ ରୋବୋଟ୍ । ଆଉ ଫୁଟବଲ୍ ବି ଖେଳିବ । ଖାଲି ସେତିକି ନୁହେଁ ଉଠିବ, ବସିବ ଓ ସବୁଠୁ ବଡ କଥା ହେଉଛି ମଣିଷ ଡାକିଲେ ଶୁଣିବ ।
ନେବିଗତିଓଂ
Back to top