অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଜ୍ଞାପନହୋର୍ଡିଂର ହେବ ଅନ୍ମାଇନ ପଞ୍ଜୀକରଣ

ବିଜ୍ଞାପନହୋର୍ଡିଂର ହେବ ଅନ୍ମାଇନ ପଞ୍ଜୀକରଣ

ବିଜ୍ଞାପନ ହୋର୍ଡିଂର ସ୍ଵଚ୍ଛତା

ବିଜ୍ଞାପନ ହୋର୍ଡିଂର ସଠିକ ମୂଲ୍ୟାୟନ ତଥା ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଘରେଇ ଆଡ୍ ଏଜେନ୍ ସିଗୁଡିକ ବିଭିନ୍ନ ସ୍ଥାନରେ ଲଗାଇଥିବା ହୋର୍ଡିଂର ବିଷୟରେ ସମସ୍ତେ ତଥ୍ୟ ଅନଲାଇନ୍ ମାଧ୍ୟମରେ ଜଣାଇବାକୁ କୁହାଯାଇଛି । ଏଜେନସିଗୁଡିକ କେଉଁଠାରେ କେତେଟି ହୋର୍ଡିଂର ଲଗାଇଛିନ୍ତି  ତାହାର ତଥ୍ୟ ବିଏମସି ପ୍ରସ୍ତୁତ କରିଥିବା ଏକ ନିର୍ଦ୍ଦିଷ୍ଟ ଫମାର୍ଟ ମାଧ୍ୟମରେ ଦେବା ସହ ହୋର୍ଡିଂଗୁଡିକର ସାଇଜ୍ ସମ୍ପର୍କରେ ବିଏମସିକୁ ଜଣାଇବାକୁ ପଡିବ , ସେହିପରି ହୋର୍ଡିଂ ଲାଗିଥିବା ସ୍ଥାନର ସୂଚନା ଦେବାକୁ ପଡିବ ଏହି ଫମାର୍ଟ ଜରିଆରେ । ଏହାଦ୍ଵାରା ସହରରେ ପ୍ରକୃତରେ କେତୋଟି ଘରୋଇ ବିଜ୍ଞାପନ ଲାଗିଛି ତାହାର ଏକ ବାସ୍ତବିକ ବିବରଣୀ ଉପଲବ୍ଧ ହୋଇପାରିବ । ଏଜେନସିଗୁଡିକ ଦ୍ଵାରା ସମସ୍ତ ତଥ୍ୟ ହାସଲ ହେବା ପରେ ହୋର୍ଡିଂର ସ୍ଥାନ ଏବଂ କ୍ଷେତ୍ରଫଳ ଅନୁସାରେ ରାଜସ୍ୱ ଆଦାୟ କରିବା ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ପ୍ରକୃତ ମୂଲ୍ୟୁ ନିର୍ଦ୍ଧାରଣ ସହ ଏଥିରେ ସ୍ଵଚ୍ଛତା ଅବଲମ୍ବନ ହୋଇପାରିବ ।

ଅଳଲାଇନ ଫର୍ମ

ଏବେ ଅଳଲାଇନ ଫର୍ମାଟରେ ତଥ୍ୟ ସଂଗ୍ରହ ହେବା ପରେ ତାହାର ଫିଲ୍ଡ ଭେରିଫିକେସନ୍  କରାଯିବ । ଏଥିରେ ଜାଣିଶୁଣି ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଟ ଫିଟିବ । ଆଗାମୀ ଦିନରେ ସମସ୍ତ ତଥ୍ୟକୁ ନେଇ ଏକ ଜିପିଏସ୍ ଡାଟାବେସ୍ ପ୍ରସ୍ତୁତ ହେବ । ସମଗ୍ର ଭୁବନେଶ୍ଵରର ଆଜି 30ଟି ଘରୋଇ ଆଡ୍ ଏଜେନ୍ ସିର ପ୍ରତିନିଧିଙ୍କ ସହ ମହାନଗର ନିଗମର ଅତିରକ୍ତି କମିଶନର ଆଲୋକ କର, ବିଭୁପ୍ରସାଦ ବେଉରା, ଅନୁରାଗ ଶତପଥୀ ଏବଂ ରୁଚିକା ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ ।

ଆଧାର ୟୌର ଷ୍ଟୋରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate