ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ ଇଣ୍ଡିଆ / ବିଜ୍ଞାପନହୋର୍ଡିଂର ହେବ ଅନ୍ମାଇନ ପଞ୍ଜୀକରଣ
ସେଆର କରନ୍ତୁ

ବିଜ୍ଞାପନହୋର୍ଡିଂର ହେବ ଅନ୍ମାଇନ ପଞ୍ଜୀକରଣ

ବିଜ୍ଞାପନ ହୋର୍ଡିଂର ସଠିକ ମୂଲ୍ୟାୟନ ତଥା ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି ।

ବିଜ୍ଞାପନ ହୋର୍ଡିଂର ସ୍ଵଚ୍ଛତା

ବିଜ୍ଞାପନ ହୋର୍ଡିଂର ସଠିକ ମୂଲ୍ୟାୟନ ତଥା ସ୍ଵଚ୍ଛତାକୁ ପ୍ରାଧାନ୍ୟ ଦେବା ପାଇଁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏକ ନୂଆ ନିଷ୍ପତି ନିଆଯାଇଛି । ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଘରେଇ ଆଡ୍ ଏଜେନ୍ ସିଗୁଡିକ ବିଭିନ୍ନ ସ୍ଥାନରେ ଲଗାଇଥିବା ହୋର୍ଡିଂର ବିଷୟରେ ସମସ୍ତେ ତଥ୍ୟ ଅନଲାଇନ୍ ମାଧ୍ୟମରେ ଜଣାଇବାକୁ କୁହାଯାଇଛି । ଏଜେନସିଗୁଡିକ କେଉଁଠାରେ କେତେଟି ହୋର୍ଡିଂର ଲଗାଇଛିନ୍ତି  ତାହାର ତଥ୍ୟ ବିଏମସି ପ୍ରସ୍ତୁତ କରିଥିବା ଏକ ନିର୍ଦ୍ଦିଷ୍ଟ ଫମାର୍ଟ ମାଧ୍ୟମରେ ଦେବା ସହ ହୋର୍ଡିଂଗୁଡିକର ସାଇଜ୍ ସମ୍ପର୍କରେ ବିଏମସିକୁ ଜଣାଇବାକୁ ପଡିବ , ସେହିପରି ହୋର୍ଡିଂ ଲାଗିଥିବା ସ୍ଥାନର ସୂଚନା ଦେବାକୁ ପଡିବ ଏହି ଫମାର୍ଟ ଜରିଆରେ । ଏହାଦ୍ଵାରା ସହରରେ ପ୍ରକୃତରେ କେତୋଟି ଘରୋଇ ବିଜ୍ଞାପନ ଲାଗିଛି ତାହାର ଏକ ବାସ୍ତବିକ ବିବରଣୀ ଉପଲବ୍ଧ ହୋଇପାରିବ । ଏଜେନସିଗୁଡିକ ଦ୍ଵାରା ସମସ୍ତ ତଥ୍ୟ ହାସଲ ହେବା ପରେ ହୋର୍ଡିଂର ସ୍ଥାନ ଏବଂ କ୍ଷେତ୍ରଫଳ ଅନୁସାରେ ରାଜସ୍ୱ ଆଦାୟ କରିବା ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ସପୃକ୍ତ ସଂସ୍ଥାଗୁଡିକୁ ନୋଟିସ୍ ଜାରି କରାଯାଇପାରିବ । ଏହାଦ୍ଵାରା ରାଜସ୍ୱ ଆଦାୟ ପାଇଁ ପ୍ରକୃତ ମୂଲ୍ୟୁ ନିର୍ଦ୍ଧାରଣ ସହ ଏଥିରେ ସ୍ଵଚ୍ଛତା ଅବଲମ୍ବନ ହୋଇପାରିବ ।

ଅଳଲାଇନ ଫର୍ମ

ଏବେ ଅଳଲାଇନ ଫର୍ମାଟରେ ତଥ୍ୟ ସଂଗ୍ରହ ହେବା ପରେ ତାହାର ଫିଲ୍ଡ ଭେରିଫିକେସନ୍  କରାଯିବ । ଏଥିରେ ଜାଣିଶୁଣି ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଟ ଫିଟିବ । ଆଗାମୀ ଦିନରେ ସମସ୍ତ ତଥ୍ୟକୁ ନେଇ ଏକ ଜିପିଏସ୍ ଡାଟାବେସ୍ ପ୍ରସ୍ତୁତ ହେବ । ସମଗ୍ର ଭୁବନେଶ୍ଵରର ଆଜି 30ଟି ଘରୋଇ ଆଡ୍ ଏଜେନ୍ ସିର ପ୍ରତିନିଧିଙ୍କ ସହ ମହାନଗର ନିଗମର ଅତିରକ୍ତି କମିଶନର ଆଲୋକ କର, ବିଭୁପ୍ରସାଦ ବେଉରା, ଅନୁରାଗ ଶତପଥୀ ଏବଂ ରୁଚିକା ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ ।

ଆଧାର ୟୌର ଷ୍ଟୋରୀ

3.08
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top