ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ ଇଣ୍ଡିଆ
ସେଆର କରନ୍ତୁ

ଡିଜିଟାଲ ଇଣ୍ଡିଆ

ବାଟ ଦେଖାଉଛି ‘ଟୁର୍ ଭୁବନେଶ୍ୱର’
ରାଜଧାନୀ ଭୁବନେଶ୍ୱରର ଗଳି, କନ୍ଦିର ସୂଚନା ମିଳିବ କେବଳ ଗୋଟିଏ କ୍ଲିକରେ ।
ସୋସିଆଲ ମିଡିଆରେ I LOVE BHUBANESWAR ଅଭିଯାନ
ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆରମ୍ଭ କରିଥିବା Citizen Connect ଅଭିଯାନରେ ସାମିଲ ହୋଇ ସମସ୍ତେ ଏହି ସ୍ୱର ଉଠାଉଛନ୍ତି ।
ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋର ରେ ଚାରି ଓ ଡିଆଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in
ମହିଳାମାନଙ୍କ ମଧ୍ୟରେ ଆଜିବି ତିଆରି ପୋଷାକ ପିନ୍ଧିବାର କ୍ରେଜ ରହିଛି । ସଠିକ ମାପ ଓ ନିଜ ପସନ୍ଦ ଅନୁସାରେ ଡିଜାଇନ ପାଇଁହିଁ ମହିଳାମାନେ ତିଆରି ପୋଷାକକୁ ରେଡିମେଡ ପୋଷାକ ଅପେକ୍ଷା ଅଧିକ ପସନ୍ଦ କରନ୍ତି।
ଓଡିଆ କଳାକୁ ବିଶ୍ଵ ଦରବାର ରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com
ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।

Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା
Paytm ମୋବାଇଲ୍ ୱାଲେଟର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମା ନିଜ ସଂଘର୍ଷ କାହାଣୀ ବିଷୟରେ ଆମିଟି ବିଶ୍ୱବିଦ୍ୟାଳୟରେ ବର୍ଣ୍ଣନା କରିଛନ୍ତି ।
ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେଉଛି iKure ସଫ୍ଟୱେର
iKure ସଫ୍ଟୱେର ସାହାଯ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା
ମୋବାଇଲ ଫୋନ ମାଧ୍ୟମରେ ଗାଁରେ ପହଞ୍ଚିବ ସ୍ଵାସ୍ଥ୍ୟସେବା
ମୋବାଇଲ୍ ଫୋନ୍ ମାଧ୍ୟମରେ ଅତି ସହଜରେ ମେଡିକାଲ୍ ଆବଶ୍ୟକତା ଉପଲବ୍ଧ ହବ ।
୧୧୫ କିମି ବେଗରେ ଦୌଡିବ ‘ଟାଲଗୋ’
ସ୍ପେନ୍ ରୁ ଆମଦାନି ହୋଇଥିବା ହାଲୁକା ଏବଂ ଦ୍ରୁତଗାମୀ ଟେନ୍ ର ପରୀକ୍ଷାମୂଳକ ଚଳାଚଳ ଆଜି ଉତ୍ତର ପ୍ରଦେଶର ବରେଲି ଏବଂ ମୋରଦାବାଦ ଷ୍ଟେସନ ମଧ୍ୟରେ ହୋଇଛି । ଭାରତୀୟ ରେଳ ଦେଶରେ ଅଧିକ ବେଗଗାମୀ ଟ୍ରେନ୍ ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛି ।
ସହରର ବର୍ଜ୍ୟଜଳ ବିଶୋଧନ ପାଇଁ IIMT ବୈଜ୍ଞାନିକଙ୍କ ନୂଆ ଟେକ୍ନୋଲୋଜି
ନୂଆ ଟେକ୍ନୋଲୋଜି ସାହାଯ୍ୟରେ ସହରର ବର୍ଜ୍ୟଜଳ ଟ୍ରିଟମେଣ୍ଟ କରିହେବ। କମ୍ ଖର୍ଚ୍ଚ ଓ ବିଦ୍ୟୁତ ଆଉ ବିନା ରାସାୟନିକ ପଦ୍ଧତିରେ ଏହା କାର୍ଯ୍ୟ କରିବ ।
ନେବିଗତିଓଂ
Back to top