ହୋମ / ଇ-ଗଭର୍ଣ୍ଣ।ନ୍ସ / ଡିଜିଟାଲ୍ ଦେୟପୈଠ / ଡିଜିଟାଲ ଦେୟପୈଠର ବିଭିନ୍ନ କାର୍ଯ୍ୟକ୍ରମ
ସେଆର କରନ୍ତୁ

ଡିଜିଟାଲ ଦେୟପୈଠର ବିଭିନ୍ନ କାର୍ଯ୍ୟକ୍ରମ

ଏହି ବିଷୟରେ ଡିଜିଟାଲ ଦେୟପୈଠର ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ଦିଆଯାଇଛି

ତ୍ଵରିତ୍ଵ ମୁଦ୍ରାବିହୀନ ଦେଣଲେଣ ବ୍ୟବସ୍ଥା ତଥା ରାଜ୍ୟ ଏବଂ ବିଭିନ୍ନ ବିଭାଗରେ ଡିଜିଟାଲ ପୈଠ ଆଧାରିତ ଅର୍ଥନୈତିକ ସୁଦୃଢ କରିବା ପାଇଁ ନୀତି ଆୟୋଗ ଚାହିଦା ମୁତାବକ ବିଭିନ୍ନ ମାଧ୍ୟମ ଏବଂ ପଦକ୍ଷେପ ନେବାପାଇଁ ପ୍ରୟାସଜାରୀ ରଖିଛି । ଡିଜିଟାଲ ଲେଣଦେଣକୁ ସମସ୍ତଙ୍କ ବ୍ୟବହାର ପାଇଁ ସୁଗମ ଏବଂ ଉପଯୋଗୀ କରିବା ଏହି ପ୍ରଚେଷ୍ଟାର ଏକ ମୁଖ୍ୟଲକ୍ଷ୍ୟ । କେତେକ ଡିଜିଟାଲ ପୈଠ ବ୍ୟବସ୍ଥାର ସର୍ବଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାକୁ ଆୟତ୍ତ କରିବା ପାଇଁ ନେବାକୁ ଥିବା କାର୍ଯ୍ୟ ଗୁଡିକୁ କ୍ରମ ଅନୁସାରେ ସଜାଇ ବୁଝାଯାଇଛି ।

ବ୍ୟାଙ୍କ କାର୍ଡ

ବ୍ୟାଙ୍କ କାର୍ଡ଼ ନିଅନ୍ତୁ

ନିଜ ଆକାଉଣ୍ଟରେ କେମିତି କାର୍ଡ଼ ଇସ୍ୟୁ କରିବେ ।

  • ନିକଟସ୍ଥ ବ୍ୟାଙ୍କ ବ୍ରାଞ୍ଚରେ ଅନୁରୋଧ କରନ୍ତୁ ।
  • ଗୋଟିଏ ଆକାଉଣ୍ଟର ବିଭିନ୍ନ କାର୍ଡ଼ ।
  • ବ୍ୟାଙ୍କରୁ ପିନ ଗ୍ରହଣ କରନ୍ତୁ ।
  • ନିଜର କାର୍ଡକୁ ସକ୍ରିୟ କରାନ୍ତୁ ।
  • ନିଜର ବ୍ୟାଙ୍କ ବ୍ରାଞ୍ଚରେ କୌଣସି ଲେଣଦେଣ କରନ୍ତୁ ।
  • କାର୍ଡ଼ର ପ୍ରକାର ଏବଂ ବ୍ୟବହାର
  • ପ୍ରିପେଡ଼ କାର୍ଡ଼
  • ସୁରକ୍ଷା ପାଇଁ ଅଳ୍ପ ଲେଣଦେଣ
  • ମୋବାଇଲ ରିଚାର୍ଜ ପରି ରିଚାର୍ଜ ଆବଶ୍ୟକ କି ?

ଡେବିଟ କାର୍ଡ଼

ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରାନ୍ତୁ ।

  • ଦୋକାନରେ ଏଟିଏମ, ଇ-ପର୍ସ, ଅଣୁ ଏଟିଏମ, ଅନ୍ଲାଇନ କ୍ରୟ ଇତ୍ୟାଦି ଦ୍ଵାରା ପୈଠ କରନ୍ତୁ ।
  • କ୍ରୟ ବିକ୍ରୟ ଲେଣଦେଣ ଦ୍ଵାରା ପୈଠ ।

ବିଭିନ୍ନ କାର୍ଡ଼ ଦ୍ଵାରା ବ୍ୟାଙ୍କ ପୈଠ

  1. କ୍ରେଡ଼ିଟ କାର୍ଡ଼
  2. ଡେବିଟ କାର୍ଡ଼
  3. ପ୍ରିପେଡ କାର୍ଡ଼

କିଣାକିଣି ପାଇଁ ନିଜର କାର୍ଡ଼ ବ୍ୟବହାର କରନ୍ତୁ

  • କ୍ରୟ ବିକ୍ରୟ ଦେଣଲେଣ ଉପରେଣ
  • ଏଟିଏମ
  • ଅନ୍ଲାଇନ କିଣାକିଣି

ପ୍ରିପେଡ କାର୍ଡ଼ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ

  • ସୁବିଧା ସୁଯୋଗ
  • ପ୍ରି-ଲୋଡ କାର୍ଡ଼
  • ଟଙ୍କା ସହ ସମକକ୍ଷ
  • ଅନେକଥର ରିଚାର୍ଜ ହୋଇପାରିବ, ଏବଂ କ୍ରୟ ବିକ୍ରୟ ଦେଣଲେଣ ଉପକରଣ, ଏଟିଏମ ବ୍ୟବହାର କରାଯାଇ ପାରିବ ।

ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା

*99# ଜାତୀୟ ଏକ ବୀକୃତ ସେବା ସମ୍ବନ୍ଧୀୟ ଅତିରିକ୍ତ ସୂଚନା ସକ୍ରିୟ ଜରୁରୀ ।

  1. ବ୍ୟାଙ୍କରେ ଆକାଉଣ୍ଟ
  2. GSM ନେଟୱାର୍କ ସହ

ଯେ କୌଣସି ମୋବାଇଲ ଫୋନରେ ଜଣେ ଗ୍ରାହକଙ୍କୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ପୈଠ କରାଯାଇ ପାରିବ ।

ରେଜିସ୍ଟ୍ରେଶନ କରିବେ କିପରି

  1. ନିଜର ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ମୋବାଇଲ ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ, ଏଟିଏମ ଏବଂ ଅନ୍ଲାଇନ ସଂଯୋଗ କରନ୍ତୁ ।
  2. ଆପଣ ନିଜର ମୋବାଇଲ ମନି ନଂ ଏବଂ ମୋବାଇଲ ପିନ ରେଜିଷ୍ଟ୍ରେସନ କରିପାରିବେ ।
  3. ନିଜର MMID ଏବଂ MPINକୁ ମନେରଖନ୍ତୁ ।

ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠ ପକ୍ରିୟା

  • ଆଧାର ଦ୍ଵାରା ପରିଚାଳିତ ଦୈୟ ଦ୍ଵାରା ବ୍ୟାଙ୍କରୁ ବ୍ୟାଙ୍କକୁ ଲେଣଦେଣ କରାଯିବ ।
  • କେବଳ ଆଧାର କାର୍ଡ଼ ଦରକାର
  • ବାଲାନ୍ସ ତଦନ୍ତ
  • ଟଙ୍କା ଉଠାଣ
  • ଟଙ୍କା ସଞ୍ଚୟ
  • ଆଧାରରୁ ଆଧାରକୁ ଟଙ୍କା ସ୍ଥାନିତ

ଆଧାର ଦ୍ଵାରା ପରିଚାଳିତ ପୈଠ

  1. ଅଣୁ ଏଟିଏମ ରୁ କିମ୍ବା ବ୍ୟାଙ୍କ ଲେଣଦେଣ କରନ୍ତୁ ।
  2. ନିଜର ବ୍ୟାଙ୍କ ନାମ ଏବଂ ଆଧାର ନଂ ଦିଅନ୍ତୁ ।
  3. କେଉଁ ଲେଣଦେଣ କରାଯିବ ତାହା ସଠିକ ଭାବରେ କରନ୍ତୁ ।
  4. ସ୍କାନରେ ଆଙ୍ଗୁଠି ଛାପ ଦିଅନ୍ତୁ ।
  5. ସଫଳ ଲେଣଦେଣ ପରେ ପ୍ରିଣ୍ଟ ସ୍ଲିପ ନିଅନ୍ତୁ ।
  6. କାର୍ଯ୍ୟଧାରା ସମ୍ପୂର୍ଣ୍ଣ ।

ଆଧାର ଦ୍ଵାରା ପରିଚାଳିତ ଦେୟ ପୈଠର ପକ୍ରିୟା

  • ନିଜର ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ ଯୋଡନ୍ତୁ ।
  • ବର୍ତ୍ତମାନ ଆପଣ ଅନେକ ଲେଣଦେଣ ଆଧାର ଦ୍ଵାରା ପରିଚାଳିତ ଯେ କୌଣସି ପଦ୍ଧତ୍ତି ଦ୍ଵାରା କରିପାରିବେ ।

ଏକକୀକୃତ୍ତ ପୈଠ ପାଇଁ ପଞ୍ଜୀକରଣ ସୁବିଧା

  • ଇଣ୍ଟେର୍ନେଟ ସୁବିଧା ଥିବା ସ୍ମାର୍ଟ ଫୋନ୍
  • ବ୍ୟାଙ୍କ ଆକାଉଣ୍ଟ ଡିଟେଲ (ରେଜିଷ୍ଟ୍ରେସନ ପାଇଁ ) ବ୍ୟାଙ୍କ ଆପ୍ ।
  • ଏସବିଆଇ ଆପ, ପି.ଏନ.ବି PNB ଏକାକୀ ପଞ୍ଜୀକୃତ ପୈଠ

ଆଇସିଆଇ, ଆକ୍ସିସ ଦେୟ, କାନାଡା ବ୍ୟାଙ୍କ, ୟୁକୋ ଏକକୀ ପଞ୍ଜୀକୃତ୍ତ ପୈଠ ୟୁନିୟନ ବ୍ୟାଙ୍କ, ଓବିସି ଏବଂ ଅନ୍ୟ ୨୦ଟି ବ୍ୟାଙ୍କ ।

ଏକାକୀ ପଞ୍ଜିକୃତର ପ୍ରକ୍ରିୟା

ଯେକୌଣସି ବ୍ୟାଙ୍କର ଆପ ଡାଉନ୍ଲୋଡକିମ୍ବା ଅନ୍ୟ କୌଣସି ତୃତୀୟ ପକ୍ଷର ଆପ ଡାଉନ୍ଲୋଡ କରନ୍ତୁ ।

  • ନିଜର ୟୁନିକ୍ୟୁ ID (ଆଧାର, ମୋବାଇଲ ନଂ)ଚୟନ କରନ୍ତୁ ।
  • ନିଜର ବ୍ୟାଙ୍କ ଚୟନ କରନ୍ତୁ ।
  • ନିଜର ଆକାଉଣ୍ଟ ବିବରଣୀ ଦିଅନ୍ତୁ ।
  • ନିଜର M – Pinକୁ ସେଟ କରନ୍ତୁ ଟ୍ରାଞ୍ଜାକସନ ପାଇଁ ପଞ୍ଜିକରଣ ସମାପ୍ତ ।
  • “Send money” ଚୟନ କରନ୍ତୁ ।
  • ପ୍ରକୃତ ଦେୟ ଠିକଣା ଦିଅନ୍ତୁ ।
  • କେତେ ଟଙ୍କା ଲେଖନ୍ତୁ ।
  • ଦେଣଲେଣର ମନ୍ତବ୍ୟ ଲେଖନ୍ତୁ
  • ସମସ୍ତ ବିବରଣୀ ନିର୍ଭୁଲତାକୁ ପରଖନ୍ତୁ
  • ‘Send’ କରନ୍ତୁ ।

ପର୍ସ

ଇ-ପର୍ସ କଣ ?

  • ଇଲେକ୍ଟ୍ରୋନିକ ପ୍ରି-ପେଡ଼ ଦେୟ ପକ୍ରିୟା, ପ୍ରଥମ ହେଲା ମୋବାଇଲ।
  • ଦ୍ରବ୍ୟ ଅନ୍ଲାଇନ କିଣନ୍ତୁ, କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ୍ ଜରିଆରେ ।
  • ଡିଜିଟାଲ ପର୍ସ ପାଇଁ ବ୍ୟକ୍ତିଗତ ଆକାଉଣ୍ଟ ଜରୁରୀ ଯେଉଁଥିରେ ଟଙ୍କା ଭରଣା କରାଯାଇ ପାରିବ ।
  • ଅନେକବ୍ୟାଙ୍କ ସେମାନଙ୍କର ଇ –ପର୍ସ ବ୍ୟବସ୍ଥା କରିଛନ୍ତି । ଅନ୍ୟ ପ୍ରାଇଭେଟ କମ୍ପାନୀ ମାନେ ମଧ୍ୟ ଏହାର ବ୍ୟବସ୍ଥା କରିଛନ୍ତି ।
  • ବ୍ୟବହାରକାରୀ ଏହି ଆପକୁ ସ୍ମାର୍ଟଫୋନରେ ଡାଉନ୍ଲୋଡ କରିବେ ।
  • ମୋବାଇଲ ବ୍ୟବହାର ପାଇଁ ସାଇନ ଆପ କରନ୍ତୁ ।
  • ଡେବିଟ/କ୍ରେଡ଼ିଟ କିମ୍ବା ନେଟ ବ୍ୟାଙ୍କଙ୍ଗ ଦ୍ଵାରା ପଇସା ଲୋଡ କରନ୍ତୁ ।
  • ଦେୟ ପାଇଁ ଇ –ପର୍ସ ବ୍ୟବହାର କରନ୍ତୁ ।

ବ୍ୟବସାୟୀ ଇ –ପର୍ସ ସୀମା – ୫୦,୦୦୦/ବ୍ୟକ୍ତିଗତ ଘୋଷଣାରେ ଏକ ଲକ୍ଷ ଟଙ୍କା ଉଠାଣ KYC ସହିତ

  • ବ୍ୟବସାୟୀ ଏହି ଆପକୁ ଡାଉନ୍ଲୋଡକରିବେ ।
  • ମୋବାଇଲ ବ୍ୟବହାର କରି ସାଇନଆପ କରନ୍ତୁ ।
  • ବ୍ୟବସାୟୀକଙ୍କ ଦ୍ଵାରା ବ୍ୟକ୍ତିଗତ ଘୋଷଣା
  • ଦେୟ ଗ୍ରହଣ କରିବା ଆରମ୍ଭ ।

କ୍ରୟବିକ୍ରୟ/ଦେଣଲେଣ ପକ୍ରିୟା

କ୍ରୟବିକ୍ରୟ/ଲେଣଦେଣ ମେସିନ ସ୍ଥାପନ

  1. ଲେଣଦେଣ ପାଇଁ ଏକ ଆକାଉଣ୍ଟ ଚୟନ
  2. ଆପ୍ଲିକେସନ ଫର୍ମ ପୂରଣ (ବ୍ରାଞ୍ଚ ଠାରେ ଅନ୍ଲାଇନ )
  3. କେଉଁ ପ୍ରକାର ମେସନ ନେବେ ଚୟନ କରନ୍ତୁ ( ଲ୍ୟାଣ୍ଡଲାଇନ/GPRs)
  4. ନିମ୍ନଲିଖିତ ପତ୍ର ଦାଖଲ କରନ୍ତୁ
  • ବ୍ୟବସାୟର ପ୍ରମାଣପତ୍ର
  • ଦୋକାନର ପଞ୍ଜିକୃତ ସାର୍ଟିଫିକେଟ
  • ଭ୍ୟାଟ ସାର୍ଟିଫିକେଟ
  • ବିକ୍ରିଦର
  • ଠିକଣା ପ୍ରମାଣ ପତ୍ର
  • ପ୍ରୋପାଇଟରଙ୍କ ଫଟ ଆଇଡେଣ୍ଟିକାର୍ଡ଼
  • ଅର୍ଥନୈତିକ ସର୍ବଶେଷ ବିବରଣୀ
  • ବ୍ୟାଙ୍କ ଷ୍ଟେଟମେଣ୍ଟ
  • ଆୟକର ରିଟନ
  • ବ୍ୟବସାୟୀଙ୍କ ଦ୍ଵାରା MDR ଗ୍ରହଣୀୟତା
  • ବ୍ୟବସାୟୀଙ୍କ ରାଜିନାମା ପ୍ରତିଷ୍ଠାକୁ ପାଳନ

ନୋଟ – ଏମ – ସ୍ଵାଇପ

ନୋଟ – ଏମ-ସ୍ଵାଇପ ହେଉଛି MPOSର ଉଦାହରଣ

  • କେତୋଟି POS ମେସିନ ଦରକାର
  • ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲେଣଦେଣ ପାଇଁ କିମ୍ବା କୋର୍ଡ଼ ଆବଶ୍ୟକ ।
  • ବ୍ୟବସାୟୀଙ୍କ ବ୍ୟାଙ୍କ ଆକାଉଣ୍ଟର ଏକାନ୍ତତା ଆବଶ୍ୟକ ।

ଅଭ୍ୟାସ କରନ୍ତୁ

  • ମୋବାଇଲ ନଂ ରେଜିଷ୍ଟର କରନ୍ତୁ, ବ୍ୟାଙ୍କରୁ ସବୁ ସମୟରେ ଆପଣଙ୍କ ପାଖକୁ SMS ଆସିପାରିବ ।
  • ନିଜର PIN ଏହାସହ ବାଣ୍ଟନ୍ତୁ ନାହିଁ
  • କେବଳ ବିଶ୍ଵସନୀୟ ବ୍ୟବସାୟୀଙ୍କ ସହ କାରବାର କରନ୍ତୁ ।
  • ATMରେ ଥିବା ବେଳେ ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କ ଉପରେ କାହାର ନଜର ନାହିଁ ।

ଆଧାର - ନୀତି ଆୟୋଗ

3.08571428571
Sukanta Kumar Mohapatra Feb 23, 2017 01:46 PM

ଡିଜିଟାଲ ଦେୟପୈଠର ବିଭିନ୍ନ କାର୍ଯ୍ୟକ୍ରମ ର ସୂଚନା ଆମମାନଙ୍କୁ ବହୁତ ସାହଯ୍ୟ କରିବା ଡିଜିଟାଲ ପେମେଂଟ ପାଇଁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top