ହୋମ / ଇ-ଗଭର୍ଣ୍ଣ।ନ୍ସ / ନିଯୁକ୍ତି ଖବର
ସେଆର କରନ୍ତୁ

ନିଯୁକ୍ତି ଖବର

ଡାକଘର

ରେଲୱେ

୧୦ମ ପାସଙ୍କ ପାଇଁ ରେଲୱେରେ ନିଯୁକ୍ତି: ନିଶୁକ୍ଳ ଆବେଦନ, ଦରମା ୨୫ହଜାର

ଉତର ପୂର୍ବ ରେଲୱେରେ ୯୫୪ଟି ଗେଟମ୍ୟାନ ଭର୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଇଛୁକ ଆବେଦନକାରୀମାନେ ୨୦୧୮ ଅଗଷ୍ଟ ୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ । ସମସ୍ତ ବର୍ଗ ପାଇଁ ନିଶୁକ୍ଳ ଆବେଦନ ବ୍ୟବସ୍ଥା ରହିଛି । ଆବେଦନକାରୀ ସଂପୃକ୍ତ ୱେବସାଇଟରେ ଯାଇ ଆବେଦନ କରନ୍ତୁ ଏବଂ ଆଗାମୀ ଚୟନ ପ୍ରକ୍ରିୟା ପାଇଁ ଅନଲାଇନ ଆବେଦନ ପତ୍ରକୁ ସୁରକ୍ଷିତ ଭାବରେ ରଖି ନିଅନ୍ତୁ ।

ରେଲୱ ସେଲ, ପୂର୍ବୋତର ରେଲୱେ, ଗୋରଖପୁର

ପଦବୀ ସଂଖ୍ୟ ; ୯୫୪

ବାରଣାସୀ ଜୋନ ; ୭୨୪

ପଦବୀର ବିବରଣୀ ; ଗେଟ ମ୍ୟାନ

ଶିକ୍ଷାଗତ ଯୋଗ୍ୟତା ; ଏହି ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ମାନ୍ୟତାପ୍ରପ୍ତ ସଂସ୍ଥାରୁ ଦଶମ ପାସ ହୋଇଥିବା ଆବଶ୍ୟକ

ବୟସ ସୀମା ; ୧୮ବର୍ଷରୁ କମ ଏବଂ ୨୬ବର୍ଷରୁ ଅଧିକ

ବେତନ ରାଶି ; ୨୫,୦୦୦ ପ୍ରତି ମାସ

ଆବେଦନ ଶୁକ୍ଳ ; ସମସ୍ତ ବର୍ଗ ପାଇଁ ନିଃଶୁକ୍ଳ

ଚୟନ ପ୍ରକ୍ରିୟା ; ଏହି ପଦବୀ ପାଇଁ ଯୋଗ୍ୟ ପରୀକ୍ଷାର୍ଥୀଙ୍କୁଚୟନ ସଂସ୍ଥାର ନିୟମ ଅନୁସାରେ କରାଯିବ ।

ଆବେଦନ ପ୍ରକ୍ରିୟା ; ସମ୍ବନ୍ଧିତ ୱେବସାଇଟରେ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ଆଗାମୀ ଚୟନ ପ୍ରକ୍ରିୟା ପାଇଁ ଆବେଦନ ପତ୍ର ପ୍ରିଂଟ ଆଉଟ ସୁରକ୍ଷିତ ଭାବରେ ରଖିବାକୁ ପଡିବ ।

ଅନ୍ତିମ ତାରିଖ ; ୨୦୧୮ ଅଗଷ୍ଟ ୩୦

ବାଙ୍କ

ଆଇବିପିଏସ ନିଯୁକ୍ତି: ପିଓ-୮ ପାଇଁ ୪୧୦୨ ପଦ ଖାଲି, ମାସିକ ଦରମା ୪୦,୦୦୦

ଇଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପରର୍ସନାଲ ସିଲେକସନ(ଆଇପିଏସ) ପିଓ-୮ ପାଇଁ ଖାଲିଥିବା ୪୧୦୨ଟି ପଦବୀ ପୂରଣ କରିବ । ଆଇବିପିଏସ ଏହି ପଦବି ଗୁଡ଼ିକର ନିଯୁକ୍ତି ପାଇଁ ଘୋଷଣା କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଓ ମୌଖିକ ଦେବାକୁ ପଡ଼ିବ । ଜବ ସରକାରୀ ଡଟକମ ମାଧ୍ୟମରେ ପ୍ରାର୍ଥୀଙ୍କୁ ୨୦୧୮ ସେପ୍ଟେମ୍ବର ୪ ପୂର୍ବରୁ ଅନଲାଇନ ଆବେଦନ କରିବାକୁ ହେବ । ଏଥି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଅତି କମରେ ସ୍ନାତକ ହେବା ଦରକାର । ସେହିଭଳି ଏହି ପଦଗୁଡ଼ିକ ପାଇଁ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ବୟସ ୨୦ ଓ ସର୍ବୋଚ୍ଚ ବୟସ ୩୦ ହେବା ଦରକାର । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ୫ ବର୍ଷ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୩ ବର୍ଷ ବୟସ କୋହଳ କରାଯିବ ।

ଗୁରତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ: ୨୦୧୮ ଅଗଷ୍ଟ ୧୪

ଆବେଦନର ଶେଷ ତାରିଖ: ୨୦୧୮ ସେପ୍ଟେମ୍ବର ୪

ଶୁଲ୍କ ଜମା କରିବାର ଅନ୍ତିମ ତିଥି: ୨୦୧୮ ସେପ୍ଟେମ୍ବର ୪

ପ୍ରି ପରୀକ୍ଷା ତାଲିମ: ୨୦୧୮ ଅକ୍ଟୋବର ୧-୭

ଡାଉନଲୋଡ କଲ ଲେଟର: ୨୦୧୮ ଅକ୍ଟୋବର

ପ୍ରିଲିମିନାରୀ ପରୀକ୍ଷା: ୨୦୧୮ ଅକ୍ଟୋବର ୧୩, ୧୪, ୨୦ ଓ ୨୧

ଆବେଦନ ପାଇଁ ଶୁଲ୍କ: ୬୦୦ ଟଙ୍କା ମାତ୍ର, ଅନୁସୂଚତି ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା

କେଉଁ ବ୍ୟାଙ୍କ ପାଇଁ କେତେ ପଦ ଖାଲି

ଆନ୍ଧ୍ରା ବ୍ୟାଙ୍କ: ୭୮୪ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୩୯୫ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୧୨ଟି, ଅନୁସୂଚିତ ଜାତି ୧୧୮ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୫୯ଟି ପଦ ଖାଲି ପଡ଼ିଛି ।

ବ୍ୟାଙ୍କ ଅଫ ଇଣ୍ଡିଆ: ୯୬୫ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୪୮୯ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୬୦ଟି, ଅନୁସୂଚିତ ଜାତି ୧୪୪ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୭୨ଟି ପଦ ଖାଲି ପଡ଼ିଛି ।

କାନଡା ବ୍ୟାଙ୍କ: ୧୨୦୦ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୬୦ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୩୨୪ଟି, ଅନୁସୂଚିତ ଜାତି ୧୮୦ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୯୦ଟି ପଦ ଖାଲି ପଡ଼ିଛି ।

କର୍ପୋରେସନ ବ୍ୟାଙ୍କ: ୮୪ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୪୨ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୨୧ଟି, ଅନୁସୂଚିତ ଜାତି ୧୫ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୦୬ଟି ପଦ ଖାଲି ପଡ଼ିଛି ।

ୟୁକୋ ବ୍ୟାଙ୍କ: ୫୫୦ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୨୪୨ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୯୬ଟି, ଅନୁସୂଚିତ ଜାତି ୮୩ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୯ଟି ପଦ ଖାଲି ପଡ଼ିଛି ।

ୟୁନିୟନ ବ୍ୟାଙ୍କ: ୫୧୯ଟି ପଦ ଖାଲି । ସାଧାରଣ ବର୍ଗଙ୍କ ପାଇଁ ୨୫୯ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୭୨ଟି, ଅନୁସୂଚିତ ଜାତି ୫୯ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୨୯ଟି ପଦ ଖାଲି ପଡ଼ିଛି ।

 

ବୈଜ୍ଞାନିକ / ଇଞ୍ଜିନିୟର

ହସ୍ପିଟାଲ

ଦିଲ୍ଲୀ ଏମ୍‌ସରେ ନିଯୁକ୍ତି ସୁଯୋଗ: ୧୫୦ ପଦବୀ ପାଇଁ ମଗାଯାଇଛି ଦରଖାସ୍ତ

ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସ (ଏମ୍‌ସ)ରେ ୧୫୦ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ଏହାର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଜାଣି ରଖନ୍ତୁ ଏ ସମ୍ପର୍କରେ କିଛି ଆବଶ୍ୟକ ସୂଚନା।

ପଦବୀ: ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ (ନର୍ସିଂ)

ପଦବୀ ସଂଖ୍ୟା: ୧୫୦

ଯୋଗ୍ୟତା ଓ ବୟସ ସୀମା: ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜ୍‌ରୁ ଏ ସମ୍ପର୍କିତ ପାଠ୍ୟ ବିଷୟରେ ପୋଷ୍ଟ ଗ୍ରାଜୁଏସନ କରିଥିବା ଆବଶ୍ୟକ। ଏହାସହ ପଢ଼ାଇବାର ଅଭିଜ୍ଞତା ଥିବା ଆବଶ୍ୟକ। ଏଥିପାଇଁ ବୟସ ସୀମା ସର୍ବାଧିକ ୫୦ ବର୍ଷ ରଖାଯାଇଛି। ଏସ୍‌ସି/ଏସ୍‌ଟିଙ୍କ ପାଇଁ କୌଣସି ବୟସ ସୀମା ରଖାଯାଇନାହିଁ।

ଚୟନ ପ୍ରକ୍ରିୟା: ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା: ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧ ଲକ୍ଷ ୧ ହଜାର ୫୦୦ ଟଙ୍କାରୁ ୧ ଲକ୍ଷ ୬୭ ହଜାର ୪୦୦ ଟଙ୍କା। ଅଧ୍ୟାପକ (ନର୍ସିଂ) ପାଇଁ ୬୭ ହଜାର ୭୦୦ ଟଙ୍କାରୁ ୨ ଲକ୍ଷ ୮ ହଜାର ୭୦୦ ଟଙ୍କା।

ଆବେଦନ ଫି: ଓବିସି ଓ ସାଧାରଣ ବର୍ଗଙ୍କ ପାଇଁ ୫୦୦ ଟଙ୍କା। ଏସ୍‌ସି କିମ୍ବା ଏସ୍‌ଟିଙ୍କ ପାଇଁ ୧୦୦ ଟଙ୍କା ଆବେଦନର ଶେଷ ତାରିଖ: ୯ ଜୁଲାଇ ୨୦୧୮

କେମିତି କରିବେ ଆବେଦନ: ଏହାର ୱେବ୍‌ସାଇଟ୍‌ "https://www.aiims.edu/en/notices/recruitment/aiims-recruitment.html?id=8334"ଯାଇ ଆବେଦନ କରିପାରିବେ। ଏତତ୍‌ ବ୍ୟତୀତ ଆବଶ୍ୟକ କାଗଜପତ୍ର ସହ ତଳେ ଦିଆଯାଇଥିବା ଠିକଣାକୁ ଯାଇ ମଧ୍ୟ ଆବେଦନ କରିପାରିବେ।

ଠିକଣା ହେଲା: The Administrative Officer, Administrative Block, First Floor, All India Institute of Medical Sciences, Ansari Nagar, New Delhi-110029

ଶିକ୍ଷା

ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଚାକିରୀର ସୁଯୋଗ, ୧୫୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ କରନ୍ତୁ ଆବେଦନ

ନିଯୁକ୍ତି ବିଭାଗ

ମୁମ୍ବାଇ ୟୁନିଭରସିଟି ଆସିଷ୍ଟାଣ୍ଟ ପ୍ରଫେସର ଅନଲାଇନ ଫର୍ମ ୨୦୧୮

ପଦବୀ ତାରିଖ – ୨୨-୦୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା – ୧୫୪

ପଦବୀ ବିବରଣୀ : ମୁମ୍ବାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସିଷ୍ଟାଣ୍ଟ ପ୍ରେଫେସର ପଦବୀରେ ରହିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯୋଗ୍ୟତା ଓ ନୋଟିସ ଦେଖି ଆବେଦନ କରନ୍ତୁ । ଅଧିକନ୍ତୁ ନିମ୍ନରେ ବର୍ଣ୍ଣନା କରାଗଲା –

ପଦବୀ ନାମ : ଆସିଷ୍ଟାଣ୍ଟ ପ୍ରଫେସର

ପଦବୀ ସଂଖ୍ୟା : ୧୫୪

ଯୋଗ୍ୟତା :

ଯେ କୈଣସି ବିଷୟରେ ଡିଗ୍ରୀ, ପିଜି ସହ ନେଟ୍ ଏବଂ ପିଏଚଡି

ଆବେଦନ ଶୁଳ୍କ :

ଜେନେରାଲ -୧୦୦୦ ଟଙ୍କା

ଅନ୍ୟାନ୍ୟ – ୫୦୦ ଟଙ୍କା

- ଡିମାଣ୍ଡ ଡ୍ରାଫ୍ଟ ଦ୍ୱାରା ଶୁଳ୍କ ପୈଠ କରିବାକୁ ପଡିବ

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ତାରିଖ – ୨୪-୦୬-୨୦୧୮

ଶେଷ ତାରିଖ – ୦୩-୦୭-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ -

ଆବେଦନ ପ୍ରକ୍ରିୟା ୨୪.୦୬.୨୦୧୮ ରୁ ଆରମ୍ଭ ହେବ

ବିଜ୍ଞପ୍ତି ନୋଟିସ –"http://www.freejobalert.com/wp-content/uploads/2017/07/Notification-Mumbai-University-Asst-Professor-Posts.pdf

ୱେବସାଇଟ – "http://mu.ac.in"

ୟୂପିଏସସି / ସ୍ଟେଟ ପିସିଏସ / ଷ୍ଟାଫ ସିଲେକସନ କମିଶନ

ଦଶମ ପାସଙ୍କ ପାଇଁ ନିଯୁକ୍ତି: କନଷ୍ଟେବଳରେ ୫୫ ହଜାର ପଦବୀ ଖାଲି, ମାସେ ଭିତରେ କରନ୍ତୁ ଆବେଦନ

ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି) ପକ୍ଷରୁ କନଷ୍ଟେବଳ(ଜେନେରାଲ ଡ୍ୟୁଟି) ୫୪ ହଜାର ୯୫୩ ପଦବୀରେ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପି, ଏସଏସବି, ଏନଆଇଏ, ଏସଏସଏଫ ଏବଂ ଆସାମର ସୁରକ୍ଷା ବଳରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ରହିବାର ସୁଯୋଗ ପାଇବେ। ଅଧିକନ୍ତୁ ନିମ୍ନରେ ପ୍ରଦାନ କରାଗଲା

ପଦବୀ ବିବରଣୀ :

ଜେନେରାଲ - ୩୨,୨୪୧

ଓବିସି -୧୧,୯୬୬

ଏସଟି - ୯୯୯୫

ଏସଟି - ୪୯୧୩

ବୟସ ସୀମା : ୧୮ ରୁ ୨୩ (ନିୟମନୁସାରେ କୋହଳ)

ଶିକ୍ଷାଗତ ଯୋଗ୍ୟତା : ଦଶମ

ଆବେଦନ ଶୁଳ୍କ : ଜେନେରାଲ , ଓବିସି – ୧୦୦ ଟଙ୍କା

ମହିଳା ପ୍ରାର୍ଥୀ,ଏଲଲସ୍,ଏସଟି, ଏକ୍ସ ସର୍ଭିସ ମ୍ୟାନ – ଦେୟମୁକ୍ତ

ପେମେଣ୍ଟ ମୋଡ : ଅନଲାଇନ୍

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଆବେଦନ ଆରମ୍ଭ ତାରିଖ – ୨୧-୦୭-୨୦୧୮

ଶେଷ ତାରିଖ – ୨୦-୦୮-୨୦୧୮

ଶୁଳ୍କ ପୈଠ କରିବା ଶେଷ ତାରିଖ – ୨୩-୦୮-୨୦୧୮

ନୋଟିସ ବିଜ୍ଞପ୍ତି – http://www.freejobalert.com/wp-content/uploads/2018/07/Notification-SSC-Constable-GD-Riffleman-Posts.pdf

ୱେବସାଇଟ୍-http://ssconline.nic.in/

+୨ ଓ +୩ଙ୍କ ପାଇଁ ସରକାରୀ ଚାକିରୀର ସୁଯୋଗ, କନିଷ୍ଠ କିରାଣୀ ଓ ହିସାବରକ୍ଷକ ପାଇଁ କରନ୍ତୁ ଆବେଦନ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନରେ ଜୁନିୟର କ୍ଲର୍କ ,ଆକାଉଟାଣ୍ଟ, ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରିହୋଇଛି। ଇଚ୍ଛୁକ ପାର୍ଥୀମାନେ ସଂବୋଧିତ ୱେବସାଇଟ "http://www.ossc.gov.in/" କୁ ଯାଇ ପଦବୀ ବିବରଣୀ, ନୋଟିସ ଦେଖି ଆବେଦନ କରନ୍ତୁ ।

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ

ସମୁଦାୟ ପଦବୀ ସଂଖ୍ୟା – ୯୫

ପଦବୀ ନାମ – କନିଷ୍ଠ କିରାଣୀ, କନିଷ୍ଠ ହିସାବରକ୍ଷକ ଓ କନିଷ୍ଠ ସହପଦବୀ (ଚୁକ୍ତିବିତ୍ତିକ)

କନିଷ୍ଠ ସହପଦବୀ – ୧୯

କନିଷ୍ଠ କିରାଣୀ – ୭୫

କନିଷ୍ଠ ହିସାବରକ୍ଷକ – ୦୧

ସ୍କେଲ ପେ – ୫,୨୦୦ + ଗ୍ରେଡ୍ ପେ ୧୯୦୦ ଟଙ୍କା (କନିଷ୍ଠ ସହପଦବୀ ଓ କନିଷ୍ଠ କିରାଣୀ) ଏବଂ କନିଷ୍ଠ ହିସାବରକ୍ଷକ ପାଇଁ – ୫,୨୦୦ ରୁ ୨୪୦୦ ଟଙ୍କା

ବୟସ ସୀମା – ୧୮ ରୁ ୩୨ (୦୧.୦୧.୨୦୧୭ ସୁଦ୍ଧା)

ଶିକ୍ଷାଗତ ଯୋଗ୍ୟତା – କନିଷ୍ଠ ହିସାବରକ୍ଷକ -ଦ୍ୱାଦଶ , କନିଷ୍ଠ ସହପଦବୀ ଓ କନିଷ୍ଠ କିରାଣୀ-(ସ୍ନାତକ)ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଦରକାର ।

ଚୟନ ପ୍ରକ୍ରିୟା – ପ୍ରିଲିମିନାରୀ, ମେନ୍, କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା ଏବଂ ସାର୍ଟିଫିକେଟ୍ ଭେରିଫିକେସନ୍ ଆଧାରରେ

ଆବେଦନ ଶୁଳ୍କ – ଏସସି, ଏସଟି, ପିଡବ୍ଲ୍ୟୁଡ଼ିଙ୍କୁ ବ୍ୟତିତ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ – ୧୦୦ ଟଙ୍କା

ନୋଟିସ - http://www.ossc.gov.in/pdf/INDICATIVE%20ADVERTISEMENT%20FOR%20COMBINED%20RECRUITMENT%20FOR%20THE%20POSTS%20OF%20JUNIOR%20ASSISTANT,%20JUNIOR%20CLERK%20&%20JUNIOR%20ACCOUNTANT.pdf

ଓଡ଼ିଶା ସବ୍ ଅର୍ଡ଼ିନେଟ୍ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ନିଯୁକ୍ତି – ୨୦୧୮

ସମୁଦାୟ ପଦବୀ ସଂଖ୍ୟା – ୨୩୮

ପଦବୀ ନାମ - ୱାର୍ଡର (କାରାରକ୍ଷୀ)

୧.   ବାରିପଦା ଅଞ୍ଚଳ– ୨୯

୨.   କଟକର ଚୌଦ୍ୱାର ଅଞ୍ଚଳ- ୪୮

୩.   କୋରାପୁଟ – ୧୩୫

୪.   ସମ୍ବଲପୁର – ୨୬

ବୟସ ସୀମା – ୧୮ରୁ୨୫ (୩୧.୦୧.୨୦୧୭ ସୁଦ୍ଧା)

ଶିକ୍ଷାଗତ ଯୋଗ୍ୟତା – ଦ୍ୱାଦଶ

ଚୟନ ପ୍ରକ୍ରିୟା – ଲିଖିତ ଓ ଶାରୀରିକ ଓ ଯୋଗ୍ୟତା ଆଧାରରେ

ଆବେଦନ ଶୁଳ୍କ – ୧୦୦ ଟଙ୍କା , ଏସସି/ଏସଟି – ଦେୟମୁକ୍ତ


ଭାରତୀୟ ସେନା

ବାୟୁସେନାରେ ଚାକିରି କରିବାକୁ ଚାହୁଁଛନ୍ତି: ୧୮୨ ପଦବୀରେ ନିଯୁକ୍ତି ପାଇଁ ମଗାଯାଇଛି ଆବେଦନ ପତ୍ର

ଭାରତୀୟ ବାୟୁସେନାରେ ଏଏଫ୍‌ସିଏଟି ଏଣ୍ଟ୍ରି, ଏନସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ନିଜର ଯୋଗ୍ୟତା ଅନୁସାରେ ଆପଣ ଏହି ପଦବୀ ପାଇଁ ଆବେଦନ କରିପାରିବେ। କିପରି ଆବେଦନ କରିବେ ଏସମ୍ପର୍କରେ ଜାଣିରଖନ୍ତୁ କିଛି ଆବଶ୍ୟକ ସୂଚନା।

ପଦବୀ ସଂଖ୍ୟା- ୧୮୨

ଏସ୍‌ସି ଏସ୍‌ଟି ପାଇଁ ମୋଟ ୧୫୮ଟି ପବଦୀ ସଂରକ୍ଷିତ ରହିଛି। ସେଥିମଧ୍ୟରୁ ପାଣିପାଗ ବିଭାଗରେ ୨୪ଟି ସିଟ୍ ସଂରକ୍ଷିତ ଅଛି। ସେହିଭଳି ଏନ୍‌ସିସି ସ୍ପେଶାଲ ଏଣ୍ଟ୍ରି ପାଇଁ ପଦବୀ ସଂଖ୍ୟା ନିର୍ଦ୍ଧାରଣ କରାଯାଇ ନାହିଁ।

ଦରମା- ୫୬ହଜାର ଶହେରୁ ୧ ଲକ୍ଷ ୧୦ ହଜାର ୭୦୦ ଟଙ୍କା

ଯୋଗ୍ୟତା: ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି। ଟେକ୍ନିକାଲ ଓ ନନ୍ ଟେକ୍ନକାଲ ପଦବୀ ଆଧାରରେ ଚୟନ କରାଯିବ।

ଆବେଦନ ଫି: ଏସ୍‌ସି ଓ ଏସ୍‌ଟି ପାଇଁ ୨୫୦ ରଖାଯାଇଥିବା ବେଳେ ଏନ୍‌ସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପାଇଁ କୌଣସି ଫି ରଖାଯାଇ ନାହିଁ। ଡେବିଡ୍‌ କାର୍ଡ, କ୍ରେଡିଟ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ଫି ଭରି ପାରିବେ।

ଆବେଦନର ଶେଷ ତାରିଖ: ୧୫ ଜୁଲାଇ ୨୦୧୮

ଚୟନ ପ୍ରକ୍ରିୟା: ଲିଖିତ ପରୀକ୍ଷା ଓ ଫିଜିକାଲ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।


ଆଈନ

ସୁପ୍ରିମ୍‌କୋର୍ଟରେ ଚାକିରି କରିବାକୁ ସୁଯୋଗ

ନୂଆଦିଲ୍ଲୀ: ବିଚାର ବିଭାଗୀୟ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୮ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରଖାଯାଇଛି। ଆବେଦନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖନ୍ତୁ।

ଖାଲି ଥିବା ପଦବୀ ସଂଖ୍ୟା: ମୋଟ ୭୮ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯେଉଁଥିରେ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୬୫ଟି ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୧୩ଟି ପଦବୀ ଖାଲି ରହିଛି।

ଯୋଗ୍ୟତା: ଆବେଦନକାରୀ ମାନ୍ୟାତା ପ୍ରାପ୍ତ ସ୍କୁଲରୁ ୧୦ ଶ୍ରେଣୀ ପାସ୍ କରିଥିବା ନିହାତି ଆବଶ୍ୟକ।

ଚୟନ ପ୍ରକ୍ରିୟା: ଏଥିପାଇଁ ଲିଖିତ ପରୀକ୍ଷା ପରେ ଦକ୍ଷତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଦରମା: ୩୩,୩୧୫ ଟଙ୍କା ରଖାଯାଇଛି।

ସ୍ଥାନ ଓ ଆବେଦନର ଫିସ୍: ସାଧାରଣ (ଜେନେରାଲ୍) ବର୍ଗଙ୍କ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଫିସ୍‌ ରହିଥିବା ବେଳେ ଏସ୍‌ସି, ଏସ୍‌ଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଫିସ୍‌ ରହିଛି। ଏହାର ଜବ୍‌ ଲୋକେଶନ୍‌ ନୂଆଦିଲ୍ଲୀ।

ଆବେଦନର ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀ ୱେବ୍‌ସାଇଟ୍‌www.sci.nic.in କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ।

ଭାରତୀୟ ସୁପ୍ରିମକୋର୍ଟରେ ଆସିଷ୍ଟାଣ୍ଟ୍ ପଦ ପାଇଁ ବିଜ୍ଞପ୍ତି ଜାରିହୋଇଛି। ଆବେଦନ ପ୍ରକ୍ରିୟା ନିମ୍ନରେ ଦିଆଗଲା ।

 

ୱେବସାଇଟ - www.sci.nic.in

ପଦବୀ ବିବରଣୀ – କୋର୍ଟ ଆସିଷ୍ଟାଣ୍ଟ (ଟେକ୍ନିକାଲ ଆସିଷ୍ଟାଣ୍ଟ କମ୍ ପ୍ରୋଗ୍ରାମର)

ପଦବୀ ସଂଖ୍ୟା – ୧୫

ଶିକ୍ଷାଗତ ଯୋଗ୍ୟାତା – କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ଟେକନୋଲୋଜିରେ ବି.ଇ, ବିଟେକ୍ ଡିଗ୍ରୀ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ତିନି ବର୍ଷର ଅଭିଜ୍ଞତା ଶେଷ ତାରିଖ – ୨୦ ଫେବୃୟାରୀ ୨୦୧୮

ଆବେଦନ ଶୁଳ୍କ – ନିଃଶୁଳ୍କ

ବୟସ ସୀମା – ୩୦

ଏମିତି କରନ୍ତୁ ଆବେଦନ – ଆଶାୟୀ ପାର୍ଥୀ ନିର୍ଦ୍ଦାରିତ ଆବେଦନ ପତ୍ରକୁ ଡାଉନଲୋଡ଼ କରି ପୂରଣ କରନ୍ତୁ । ଆବେଦନ ପତ୍ର ସହ ସଂବଧିତ ଶିକ୍ଷାଗତ ପ୍ରମାଣପତ୍ରର ସାର୍ଟିଫିକେଟ ସଂଲଗ୍ନ କରି 'ରେଜିଷ୍ଟର, ଆଡମିନ୍, ସୁପ୍ରିମକୋର୍ଟ ଅଫ ଇଣ୍ଡିଆ, ତିଲକ ମାର୍ଗ, ନୂଆଦିଲ୍ଲୀ-୧୧୦୨୦୧' ଠିକଣାରେ ପଠାଇ ଦିଅନ୍ତୁ ।

ଦରମା – ୪୪,୯୦୦

ଚୟନ ଆଧାର – ଲିଖିତ ପରୀକ୍ଷା, ଅବଜେକ୍ଟିଭ୍ ଟେକ୍ନିକାଲ ଆପଚିଟିୟୁଡ୍ ଚେଷ୍ଟ, ପ୍ରକ୍ଟିକାଲ ଆପଚିଚିୟୁଡ୍ ଟେଷ୍ଟ ଏବଂ ସାକ୍ଷାତକାର

ବିଜ୍ଞପ୍ତି ନୋଟିସ ଲିଙ୍କ୍ -http://supremecourtofindia.nic.in/pdf/recruitment/tech%20post%20advertisement.pdf

ବିଭିନ୍ନ ପ୍ରକାର

AAI ନିଯୁକ୍ତି : ୧୮୬ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଦରମା ୩୩, ୫୦୦

ପଦବୀ ନାମ –: ସିନିୟର ଏଏଆଇ ଏବଂ ଜୁନିୟର ଆସିଷ୍ଟାଣ୍ଟ ଅନଲାଇନ ଫର୍ମ ୨୦୧୮

ପଦବୀ ତାରିଖ –: ୧୪-୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା – : ୧୮୬

ପଦବୀ ବିବରଣୀ – ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଏବଂ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଆବେଦନ କରିବା ପାଇଁ ଆମନ୍ତ୍ରିତ କରାଯାଇଛି । ଇଚ୍ଛୁକ ଥିବା ପ୍ରାର୍ଥୀମାନେ ପଦବୀ ବିବରଣୀ,ଯୋଗ୍ୟତା ଏବଂ ନୋଟିସ ଦେଖି ଆବେଦନ କରନ୍ତୁ ।

ପଦବୀ ବିବରଣୀ – : ଜୁନିୟର ଆସିଷ୍ଟାଣ୍ଟ (ଫାୟାର ସର୍ଭିସ)- ୧୪୭

ଯୋଗ୍ୟତା - ଦଶମ, ଦ୍ୱାଦଶ, ଡପ୍ଲୋମା, ଡ୍ରାଇଭିଂ ଲାଇନସେସ୍

ସିନିୟର ଆସିଷ୍ଟାଣ୍ଟ – ୩୯

ଯୋଗ୍ୟତା – ଡିପ୍ଲୋମା(ଇଲେକ୍ଟ୍ରୋନିକ୍ସ, ଟେଲି କମ୍ୟୁନିକେସନ, ରେଡିୋ ଇଂଜିନିୟରିଂ)

ଦରମା – ୧୫,୫୦୦ ରୁ ୩୩,୫୦୦

ବୟସ ସୀମା – (୩୧.୦୩.୨୦୧୭ ସୁଦ୍ଧା)

ସର୍ବନିମ୍ନ – ୧୮ ବର୍ଷ

ସର୍ବାଧିକ – ୩୦ ବର୍ଷ

ଓବିସି,ଏସସି,ଏସଟି ନିୟମନୁସାରେ କୋହଳ

ଆବେଦନ ଶୁଳ୍କ –:

ସାଧାରଣ ବର୍ଗ (ଜେନେରାଲ) ଏବଂ ଓବିସି – ୧୦୦୦ ଟଙ୍କା

ମହିଳା, ଏସସି,ଏସଟି, ଏକ୍ସ ସର୍ଭିସ ମ୍ୟାନ ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀ – ଦେୟମୁକ୍ତ

ପେମେଣ୍ଟ ମୋଡ – ଅନଲାଇନ

ଗୁରୁତ୍ୱପୂର୍ଣ୍ଣ ତାରିଖ –:

ଆବେଦନ ତାରିଖ - ୧୬.୦୬.୨୦୧୮

ଶେଷ ତାରିଖ – ୧୫-୦୭-୨୦୧୮

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍ –

ଅନଲାଇନ ଆବେଦନ – https://cdn.digialm.com/EForms/configuredHtml/1258/56367/Instruction.html

ବିଜ୍ଞପ୍ତି ନୋଟିସ – https://cdn.digialm.com//per/g01/pub/1258/EForms/image/Notification_AAI_SR.pdf

ୱେବସାଇଟ -https://www.aai.aero/

ଓଏମସିରେ ମ୍ୟାନେଜର ପଦବୀରେ ଭର୍ତ୍ତି, ଆବେଦନର ଶେଷ ତାରିଖ ୫ ଜୁଲାଇ

ଓଏମସି ଲିମିଟେଡ୍ ମ୍ୟାନେଜର ଅଫଲାଇନ ଫର୍ମ ୨୦୧୮

ପଦବୀ ତାରିଖ : ୧୪-୦୬-୨୦୧୮

ଖାଲିଥିବା ପଦବୀ ସଂଖ୍ୟା : ୧୭

ପଦବୀ ବିବରଣୀ : ଓଡିଶା ମାଇନିଂ କର୍ପୋରେସନରେ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ସିନିୟର ମ୍ୟାନେଜର, ଡେପୁଟି ମ୍ୟାନେଜର ଏବଂ ମ୍ୟାନେଜର ପଦରେ ରହିବା ପାଇଁ ନିମ୍ନରେ ଦିଆଯାଇଥିବା ବିବରଣୀ ଦେଖନ୍ତୁ। ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନୋଟିସ, ୱେବସାଇଟ, ଯୋଗ୍ୟତା ଦେଖି ଏହି ପଦବୀ ପାଇଁ ଆବେଦନ କରିପାରିବେ ।

ପଦବୀ ବିବରଣୀ :

  1. ଜେନେରାଲ ମ୍ୟାନେଜର :
    ପଦବୀ - ୦୧
    ଯୋଗ୍ୟତା – ଏମବିଏ/ ପିଜିଡିଏମ
  2. ସିନିୟର ମ୍ୟାନେଜର
    ପଦବୀ -୦୩
    ଯୋଗ୍ୟତା - ପିଜି ଡିଗ୍ରୀ/ଡିପ୍ଲୋମା, ଏମବିଏ/ପିଜିଡିଏମ
  3. ଡେପୁଟି ମ୍ୟାନେଜର
    ପଦବୀ – ୦୫
    ଯୋଗ୍ୟତା – ଏମବିଏ/ ପିଜିଡିଏମ
  4. ଡେପୁଟି ଜେନେରାଲ ମ୍ୟାନେଜର -୦୬
  5. ମ୍ୟାନେଜର -୦୨

 

ଏହି ଦୁଇଟି ଯାକ ପଦବୀ ପାଇଁ ଯୋଗ୍ୟତା - ଆଇସିଏଆଇର ସଦସ୍ୟ/ ଆଇସିଡବ୍ଲ୍ୟୁଏଆଇ/ଏମବିଏ/ ପିଜିଡିଏମ୍

ଗୁରୁତ୍ୱପୂର୍ଣ୍ଣ ତାରିଖ :

ଶେଷ ତାରିଖ - ୦୫-୦୭-୨୦୧୮

ବୟସ ସୀମା : ୨୧ ରୁ ୫୦ ବର୍ଷ (୩୧.୦୫.୨୦୧୮)

ବୟସ କୋହଳ – ଏସସି,ଏସଟି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ

ବିଜ୍ଞପ୍ତି ନୋଟିସ –http://www.freejobalert.com/wp-content/uploads/2018/05/Notification-OMC-Ltd-Manager-Posts.pdf

ୱେବସାଇଟ୍-https://omcltd.in/

Source: Portal Content Team

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top