অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୋବାଇଲ ପ୍ରଶାସନ

ମୋବାଇଲ ପ୍ରଶାସନ

  • ଅକ୍ଟୋବରରେ ଭାରତରେ ଆଇଫୋନ ୭
  • ବହୁ ଅପେକ୍ଷାର ଅନ୍ତ ଘଟାଇ ହ୍ୟାଣ୍ଡସେଟ ନିର୍ମାତା ଆପଲ ଏହାର ବହୁ ପ୍ରତୀକ୍ଷିତ ହ୍ୟାଣ୍ଡସେଟ ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସର ବଜାର ପ୍ରବେଶ କରାଇଛି ।

  • ଆକ୍ସିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେବ ଇ-ହସ୍ତାକ୍ଷର ସୁବିଧା
  • ଆକ୍ସିସ୍ ବ୍ୟାଙ୍କର ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆଉ ପାଦେ ଆଗେଇ ନେଇ ଇ-ମୁଦ୍ରା ଲିମିଟେଡ୍,ଏକ ଅଗ୍ରଣୀ ଡିଜିଟାଲ୍ ସିକୁ୍ୟରିଟି କଂପାନି ସହ ପାର୍ଟନର୍ ହୋଇ ଇ-ସାଇନ୍ ଆରମ୍ଭ କରିଛି

  • ଆପ୍ ରେ ବୁକ୍ ହେବ ବ୍ୟାଟେରି କାର
  • ଷ୍ଟେଶନ ପ୍ରାଙ୍ଗଣ ନିମନ୍ତେ ବ୍ୟାଟରିଚାଳିତ କାର ବୁକିଙ୍ଗ ଲାଗି ରେଳ ମନ୍ତ୍ରଣାଳୟ ଖୁବଶୀଘ୍ର ଏକ ମୋବାଇଲ ଆପ୍ଲିକେଶନ ପ୍ରଚଳନ କରିବ ।

  • ଆସିଲା ମୋବାଇଲ୍ ଆପ୍: ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ
  • ମୋବାଇଲ୍ ଆପ୍ ଜରିଆରେ ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ

  • କେତେ ନିରାପଦ ମୋବାଇଲ୍ ଓ କମ୍ପ୍ୟୁଟର
  • ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରିବାରେ ମହିଳାମାନେ ପଛରେ ନାହାନ୍ତି । ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବା ପୂର୍ବରୁ ସତର୍କତା ।

  • କ୍ୟାସଲେସ ଅର୍ଥନୀତିର ନୂଆ ଅସ୍ତ୍ର; ଭୀମ ଆପ୍
  • ଉଭୟ ସ୍ମାର୍ଟଫୋନ୍‌ ଓ ଫିଚର୍‌ ଫୋନ୍‌ରେ ଏହି ଆପ୍‌ କାମ କରିବ। ବିନା ଇଣ୍ଟରନେଟ୍‌ରେ ଏହି ଆପ୍‌ କାମ କରିବ। ଭିମ୍‌ ପାଇଁ କେବଳ ଦରକାର ଟିପ ଚିହ୍ନ।

  • ଜିପିଏସ୍
  • ମୋବାଇଲ୍ ଫୋନର ବ୍ୟବହାର ପରେ ଜିପିଏସ୍ ବାବଦରେ କିଏ ବା ନଜାଣେ । ସେ ସମ୍ବନ୍ଧୀୟ ତଥ୍ୟ ।

  • ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ
  • ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ ସୁଚନା ମିଳିବା

  • ନିର୍ଭୟା ମୋବାଇଲ ଆପ
  • ଏହି ଆପଟି ମହିଳାମାନଙ୍କ ମାନସିକ/ଶାରୀରିକ ଯନ୍ତ୍ରଣାରୁ ତତ୍କାଳିତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି

  • ଫେସ୍ବୁକ୍
  • ଫେସ୍ବୁକ୍ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।

  • ଫୋନ୍ ଓଦା ହୋଇଗଲେ
  • ଫୋନ୍ ଓଦା ହୋଇଗଲେ କଣ କରିବେ ସେ ସମ୍ବନ୍ଧୀୟ ସୂଚନା ।

  • ଫ୍ରି ୱାଇ–ଫାଇ ଜୋନରେ ସତର୍କତା
  • ଷ୍ଟେସନ, ବିମାନ ବନ୍ଦର, ବସଷ୍ଟାଣ୍ଡ, ପାଇଁ ଆଜି ବିଭିନ୍ନ ଅଞ୍ଚଳକୁ ଫ୍ରି ୱାଇ–ଫାଇ ଜୋନ ଭାବେ ଘୋଷଣା କରୁଛନ୍ତି ।

  • ବିମାନରେ ଇଣ୍ଟରନେଟ ଖୁବଶୀଘ୍ର
  • ଆସନ୍ତା ମାସ ପ୍ରାରମ୍ଭରେ ଏ ନେଇ ଏକ ନିଷ୍ପତ୍ତି ନିଆଯିବ ।

  • ଭାରତୀୟ ଷ୍ଟେଟ ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ସେବା
  • ଷ୍ଟେଟ ବ୍ୟାଙ୍କ ଫ୍ରିଡମ- ନିଜ ବ୍ୟାଙ୍କ ଏବେ ନିଜ ମୋବାଇଲରେ

  • ମହିଳାଙ୍କ ପାଇଁ ମୋବାଇଲ ଆପ୍‌:
  • ମହିଳାମାନେ ନିଜ ସ୍ମାର୍ଟଫୋନରେ ରଖୁଥିବା କିଛି ଆପ୍‌ ସମ୍ପର୍କରେ ଜାଣିବା

  • ମିସଡ୍ କଲ୍ କରି ମୋବାଇଲ୍ ରିଚାର୍ଜ କରନ୍ତୁ
  • ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ ମିସ୍ଡ୍ କଲ୍ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରିବେ ।

  • ମୋବାଇଲ ପାସପୋର୍ଟ ସେବା
  • ଇ-ଗଭର୍ନାନ୍ସର ବହୁଳ ପ୍ରଚାର ଓ ପ୍ରସାର ପାଇଁ ମୋବାଇଲ ପାସପୋର୍ଟ ସେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ

  • ମୋବାଇଲ ପ୍ରଶାସନ
  • ଏମ-ଗଭର୍ଣାନ୍ସର ଉଦ୍ଦେଶ୍ୟ ମୋବାଇଲ ଫୋନ: ସେବା ପ୍ରଦାନ ପାଇଁ ଉଭା ହେଉଥିବା ଚାନେଲ ଭାରତରେ ଏମ – ଗଭର୍ଣାନ୍ସ ମୋବାଇଲ ସେବା ପ୍ରଦାନ ଗେଟବେ (ଏସଏସଡିଜି) ବାନ ବେବ ଆପ୍ରୋଚ ଏମ ଗଭର୍ଣାନ୍ସର ଲାଭ ଏମ- ଗଭର୍ଣାନ୍ସ ସେବା

  • ମୋବାଇଲରେ ସର୍ବଭାରତୀୟ ରେଡିଓ ଖବର
  • ବ୍ୟବହାରକାରୀ ଏବେ ମୋବାଇଲ ଏସଏମଏସ ଦ୍ଵାରା ସମ୍ପୂର୍ଣ ମାଗଣାରେ ସର୍ବଭାରତୀୟ ରେଡିଓ ଖବର ପାଇପାରିବେ

  • ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍
  • ଭୋଡାଫୋନ୍ ଇଣ୍ଡିଆ, ଦେଶର ଅଗ୍ରଣୀ ଦୂର ସଂଚାର ସେବା ପ୍ରଦାନକାରୀ ଓଡ଼ିଶା ଡିସକମ (ସାଉଥକୋ ୟୁଟିଲିଟି) ସହ ମିଶି କ୍ୟାସଲେସ୍, ସୁରକ୍ଷିତ ଓ ସହଜ ବିଦ୍ୟୁତ ବିଲ୍ ପଇଠ ବ୍ୟବସ୍ଥା ବିଷୟରେ ଘୋଷଣା କରିଛି

  • ରାଇସ୍ ଏକ୍ସପର୍ଟ ( riceXpert) ମୋବାଇଲ ଆପ୍
  • ଏହା ଏକ ବହୁଭାଷୀ ମୋବାଇଲ ଆପ ‘ରାଇସ୍ ଏକ୍ସପର୍ଟ (riceXpert)’ ପ୍ରସ୍ତୁତ କରାଯାଇଛି ।

  • ରେଳ ଯାତ୍ରା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୂଚନା ଦେବ ମୋବାଇଲ୍ ଆପ୍
  • ରେଳ ଯାତ୍ରା ସମୟରେ ଚିକିତ୍ସା ସୁବିଧା ସମ୍ପର୍କିତ ସୁଚନା ମୋବାଇଲରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ରେଳଯାତ୍ରୀ ଡଟ୍ କମ୍ ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ ହୋଇଛି

  • ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ
  • ସ୍ମାର୍ଟ ଫୋନ୍ ବ୍ୟବହାର କଲେ ତାହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ସେ ସମ୍ବନ୍ଧୀୟ ସୂଚନା ।

  • ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍
  • ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍ ଏବଂ ଉପଯୁକ୍ତ ବର୍ଜ୍ୟ ପରିଚାଳନାବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

  • ହ୍ଵାଟ୍ସଆପ୍
  • ସୋସିଆଲ କମ୍ୟୁନିକେଶନ୍ ସାଇଟ୍ସଗୁଡିକ ମଧ୍ୟରେ ବର୍ତ୍ତମାନ ହ୍ଵାଟ୍ସଆପ୍ ର ଡିମାଣ୍ଡ ଯେ, କେତେ ତାହା କହିବା ବାହୁଲ୍ୟ ମାତ୍ର । କାରଣ ସାରା ବିଶ୍ଵରେ କୋଟି କୋଟି ସଂଖ୍ୟାରେ ଯୁବପିଢି ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ଚାଟିଂ କରିବା ତଥା ଫଟୋ ଏବଂ ଭିଡିଓ ଶେୟାର କରିବାରେ ଏହାକୁ ବ୍ୟବହାର କରୁଛନ୍ତି ।

  • ହ୍ୟାକିଂ ବାବଦରେ ସବୁକିଛି
  • ସାଇବର ସୁରକ୍ଷା ପ୍ରଣାଳୀରେ ଯେଉଁ ବ୍ୟକ୍ତି ସିଷ୍ଟମ କିମ୍ବା ନେଟୱର୍କରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ସହିତ ତାକୁ ବ୍ୟବହାର କରି ନିଜର ଲକ୍ଷ୍ୟ (ଭଲ କିମ୍ବା ଖରାପ ହୋଇପାରେ) ହାସଲ କରିଥାଏ ତାକୁ ହ୍ୟାକର କୁହାଯାଏ

  • ୨୦୨୦ ସୁଦ୍ଧା ଅନ୍ଲାଇନ୍ ରେ ରହିବେ ଭାରତର ୫୦କୋଟି ଲୋକ
  • ୨୦୨୦ ସୁଦ୍ଧା ଅନ୍ଲାଇନ୍ ରେ ରହିବେ ଭାରତର ୫୦କୋଟି ଲୋକ ସେ ସମ୍ବନ୍ଧୀୟ ସୂଚନା ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate