ହୋମ / ଇ-ଗଭର୍ଣ୍ଣ।ନ୍ସ / ମୋବାଇଲ ପ୍ରଶାସନ
ସେଆର କରନ୍ତୁ

ମୋବାଇଲ ପ୍ରଶାସନ

ମୋବାଇଲ ପ୍ରଶାସନ
ଏମ-ଗଭର୍ଣାନ୍ସର ଉଦ୍ଦେଶ୍ୟ ମୋବାଇଲ ଫୋନ: ସେବା ପ୍ରଦାନ ପାଇଁ ଉଭା ହେଉଥିବା ଚାନେଲ ଭାରତରେ ଏମ – ଗଭର୍ଣାନ୍ସ ମୋବାଇଲ ସେବା ପ୍ରଦାନ ଗେଟବେ (ଏସଏସଡିଜି) ବାନ ବେବ ଆପ୍ରୋଚ ଏମ ଗଭର୍ଣାନ୍ସର ଲାଭ ଏମ- ଗଭର୍ଣାନ୍ସ ସେବା
ମୋବାଇଲ ପାସପୋର୍ଟ ସେବା
ଇ-ଗଭର୍ନାନ୍ସର ବହୁଳ ପ୍ରଚାର ଓ ପ୍ରସାର ପାଇଁ ମୋବାଇଲ ପାସପୋର୍ଟ ସେବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ
ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ
ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ ସୁଚନା ମିଳିବା
ଭାରତୀୟ ଷ୍ଟେଟ ବ୍ୟାଙ୍କର ମୋବାଇଲ ବ୍ୟାଙ୍କିଙ୍ଗ ସେବା
ଷ୍ଟେଟ ବ୍ୟାଙ୍କ ଫ୍ରିଡମ- ନିଜ ବ୍ୟାଙ୍କ ଏବେ ନିଜ ମୋବାଇଲରେ
ମୋବାଇଲରେ ସର୍ବଭାରତୀୟ ରେଡିଓ ଖବର
ବ୍ୟବହାରକାରୀ ଏବେ ମୋବାଇଲ ଏସଏମଏସ ଦ୍ଵାରା ସମ୍ପୂର୍ଣ ମାଗଣାରେ ସର୍ବଭାରତୀୟ ରେଡିଓ ଖବର ପାଇପାରିବେ
ନିର୍ଭୟା ମୋବାଇଲ ଆପ
ଏହି ଆପଟି ମହିଳାମାନଙ୍କ ମାନସିକ/ଶାରୀରିକ ଯନ୍ତ୍ରଣାରୁ ତତ୍କାଳିତ ସେବା ଯୋଗାଇବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି
ମୋବାଇଲ୍ ପର୍ସର ଡିଜିଟାଲ୍ ଟଙ୍କା ଦେଇ ପଇଠ କରନ୍ତୁ ବିଜୁଳି ବିଲ୍
ଭୋଡାଫୋନ୍ ଇଣ୍ଡିଆ, ଦେଶର ଅଗ୍ରଣୀ ଦୂର ସଂଚାର ସେବା ପ୍ରଦାନକାରୀ ଓଡ଼ିଶା ଡିସକମ (ସାଉଥକୋ ୟୁଟିଲିଟି) ସହ ମିଶି କ୍ୟାସଲେସ୍, ସୁରକ୍ଷିତ ଓ ସହଜ ବିଦ୍ୟୁତ ବିଲ୍ ପଇଠ ବ୍ୟବସ୍ଥା ବିଷୟରେ ଘୋଷଣା କରିଛି
ଆକ୍ସିସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେବ ଇ-ହସ୍ତାକ୍ଷର ସୁବିଧା
ଆକ୍ସିସ୍ ବ୍ୟାଙ୍କର ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ସେବାକୁ ଆଉ ପାଦେ ଆଗେଇ ନେଇ ଇ-ମୁଦ୍ରା ଲିମିଟେଡ୍,ଏକ ଅଗ୍ରଣୀ ଡିଜିଟାଲ୍ ସିକୁ୍ୟରିଟି କଂପାନି ସହ ପାର୍ଟନର୍ ହୋଇ ଇ-ସାଇନ୍ ଆରମ୍ଭ କରିଛି
ରେଳ ଯାତ୍ରା ସମୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସୂଚନା ଦେବ ମୋବାଇଲ୍ ଆପ୍
ରେଳ ଯାତ୍ରା ସମୟରେ ଚିକିତ୍ସା ସୁବିଧା ସମ୍ପର୍କିତ ସୁଚନା ମୋବାଇଲରେ ଉପଲବ୍ଧ କରାଇବା ଲକ୍ଷ୍ୟରେ ରେଳଯାତ୍ରୀ ଡଟ୍ କମ୍ ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଆରମ୍ଭ ହୋଇଛି
ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍
ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସେବା ସମନ୍ୱିତ ମୋବାଇଲ୍ ଆପ୍ ଏବଂ ଉପଯୁକ୍ତ ବର୍ଜ୍ୟ ପରିଚାଳନାବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ନେବିଗତିଓଂ
Back to top