ହୋମ / ଇ-ଗଭର୍ଣ୍ଣ।ନ୍ସ / ମୋବାଇଲ ପ୍ରଶାସନ
ସେଆର କରନ୍ତୁ

ମୋବାଇଲ ପ୍ରଶାସନ

ହ୍ଵାଟ୍ସଆପ୍
ସୋସିଆଲ କମ୍ୟୁନିକେଶନ୍ ସାଇଟ୍ସଗୁଡିକ ମଧ୍ୟରେ ବର୍ତ୍ତମାନ ହ୍ଵାଟ୍ସଆପ୍ ର ଡିମାଣ୍ଡ ଯେ, କେତେ ତାହା କହିବା ବାହୁଲ୍ୟ ମାତ୍ର । କାରଣ ସାରା ବିଶ୍ଵରେ କୋଟି କୋଟି ସଂଖ୍ୟାରେ ଯୁବପିଢି ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସହିତ ଚାଟିଂ କରିବା ତଥା ଫଟୋ ଏବଂ ଭିଡିଓ ଶେୟାର କରିବାରେ ଏହାକୁ ବ୍ୟବହାର କରୁଛନ୍ତି ।
କେତେ ନିରାପଦ ମୋବାଇଲ୍ ଓ କମ୍ପ୍ୟୁଟର
ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରିବାରେ ମହିଳାମାନେ ପଛରେ ନାହାନ୍ତି । ଇଲେକ୍ଟ୍ରୋନିକ୍ ଗେଜେଟ୍ ବ୍ୟବହାର କରିବା ପୂର୍ବରୁ ସତର୍କତା ।
ସ୍ମାର୍ଟ ଫୋନ୍ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ
ସ୍ମାର୍ଟ ଫୋନ୍ ବ୍ୟବହାର କଲେ ତାହାର ଖରାପ ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ସେ ସମ୍ବନ୍ଧୀୟ ସୂଚନା ।
ଜିପିଏସ୍
ମୋବାଇଲ୍ ଫୋନର ବ୍ୟବହାର ପରେ ଜିପିଏସ୍ ବାବଦରେ କିଏ ବା ନଜାଣେ । ସେ ସମ୍ବନ୍ଧୀୟ ତଥ୍ୟ ।
ହ୍ୟାକିଂ ବାବଦରେ ସବୁକିଛି
ସାଇବର ସୁରକ୍ଷା ପ୍ରଣାଳୀରେ ଯେଉଁ ବ୍ୟକ୍ତି ସିଷ୍ଟମ କିମ୍ବା ନେଟୱର୍କରେ ରହିଥିବା ଦୋଷ ତ୍ରୁଟିକୁ ଆବିଷ୍କାର କରିବା ସହିତ ତାକୁ ବ୍ୟବହାର କରି ନିଜର ଲକ୍ଷ୍ୟ (ଭଲ କିମ୍ବା ଖରାପ ହୋଇପାରେ) ହାସଲ କରିଥାଏ ତାକୁ ହ୍ୟାକର କୁହାଯାଏ
ବିମାନରେ ଇଣ୍ଟରନେଟ ଖୁବଶୀଘ୍ର
ଆସନ୍ତା ମାସ ପ୍ରାରମ୍ଭରେ ଏ ନେଇ ଏକ ନିଷ୍ପତ୍ତି ନିଆଯିବ ।
ଅକ୍ଟୋବରରେ ଭାରତରେ ଆଇଫୋନ ୭
ବହୁ ଅପେକ୍ଷାର ଅନ୍ତ ଘଟାଇ ହ୍ୟାଣ୍ଡସେଟ ନିର୍ମାତା ଆପଲ ଏହାର ବହୁ ପ୍ରତୀକ୍ଷିତ ହ୍ୟାଣ୍ଡସେଟ ଆଇଫୋନ ୭ ଏବଂ ଆଇଫୋନ ୭ ପ୍ଲସର ବଜାର ପ୍ରବେଶ କରାଇଛି ।
ମିସଡ୍ କଲ୍ କରି ମୋବାଇଲ୍ ରିଚାର୍ଜ କରନ୍ତୁ
ଏଚଡିଏଫସି ବ୍ୟାଙ୍କ ଗ୍ରାହକମାନେ ମିସ୍ଡ୍ କଲ୍ ଜରିଆରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିପାରିବେ ।
ଫେସ୍ବୁକ୍
ଫେସ୍ବୁକ୍ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।
ଫୋନ୍ ଓଦା ହୋଇଗଲେ
ଫୋନ୍ ଓଦା ହୋଇଗଲେ କଣ କରିବେ ସେ ସମ୍ବନ୍ଧୀୟ ସୂଚନା ।
ନେବିଗତିଓଂ
Back to top