ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଦିଲ୍ଲୀରେ ଓଡ଼ିଆ ଛାତ୍ରଙ୍କ ପାଠପଢା ସୁଯୋଗ
ସେଆର କରନ୍ତୁ

ଦିଲ୍ଲୀରେ ଓଡ଼ିଆ ଛାତ୍ରଙ୍କ ପାଠପଢା ସୁଯୋଗ

ଦିଲ୍ଲୀରେ ଓଡ଼ିଆ ଛାତ୍ରଙ୍କ ପାଠପଢା ସୁଯୋଗ ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସମ୍ବନ୍ଧିତ ତଥ୍ୟ ।

ଭାରତର ରାଜଧାନୀ ନୂଆଦିଲ୍ଲୀ। ଦେଶର ଅନ୍ୟତମ। ଶିକ୍ଷାନଗରୀ ବିଶ୍ଵସ୍ତରର ଗୁଣାସକ ଶିକ୍ଷା ପାଇଁ କେବଳ ଦେଶର କୋଣ ଅନୁକୋଣ ନୁହେଁ ବିଦେଶରୁ ମଧ୍ୟ ବହୁ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି । ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ଜାଣିବା ପାଇଁ ଦିଲ୍ଲୀ ଏକ ଉପଯୁକ୍ତ ସ୍ନାନ ।

ଏଠାରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ସହ ଡିପ୍ଲୋମା ପ୍ରଦାନ କରିଥାନ୍ତି । ବିଶ୍ଵବିଦ୍ୟାଳୟଗୁଡିକ ପକ୍ଷରୁ ପିଏଚଡି ମଧ୍ୟ ପ୍ରଦାନ କରାଯାଇଥାଏ । ଓଡ଼ିଶାରେ ବହୁ ଛାତ୍ରଛାତ୍ରୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି । ନିଜର ରୁଚି ଅନୁସାରେ ଓଡ଼ିଆ ବିଦ୍ୟାର୍ଥୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ ।

ରହଣି ବ୍ୟବସ୍ଥା

ଦିଲ୍ଲୀରେ ରହିବା ପାଇଁ ବିଭିନ୍ନ ବିକଳ୍ପ ରହିଛି । ସଶୁଳ୍କ ଅତିଥ୍ ବା ପାଇଁ ଗୋଷ୍ଟ ଏଠାକାର ଅନ୍ୟତମ ଲୋକପ୍ରିୟ ରହଣୀ ବ୍ୟବସ୍ଥା। ବାହାରୁ ଯାଉଥିବା ବହୁ ଛାତ୍ରଛାତ୍ରୀ ପାଇଁ ଗୋଷ୍ଟ ଭାବେ ଏଠାରେ ରହିବା ପାଇଁ ବିଶେଷ ଭାବେ ପସନ୍ଦ କରିଥାନ୍ତି । ଏହା ଦ୍ଵାରା ପାରିବାରିକ ପରିବେଶ ମିଳି ପାରିଥାଏ ।

ସେହିପରି ଗୋଟିଏ ବା ଦୁଇଟି ଶୋଇବା ଘର ରହୁଥିବା ଆପାର୍ଟମେଣ୍ଟ ଗୁଡିକରେ ରହଣି ବ୍ୟବସ୍ଥା କରାଯାଇ ପାରେ । ଏକାଧିକ ଛାତ୍ର ଏକାଠି ରହିବା ଦ୍ଵାରା ଖର୍ଚ୍ଚରେ ଭାଗ ହୋଇଯାଇଥାଏ । ଏହା ସହ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବେସରକାରୀ ହଷ୍ଟେଲ ବ୍ୟବସ୍ଥା ସବୁ ରହିଛି । ଏହି ସବୁ ହଷ୍ଟେଲଗୁଡିକରେ ଡାକ୍ତର ସେବା, ଲଣ୍ଡି, କେବୁଲ ଟିଭି, ସୁରକ୍ଷା ଗାର୍ଡ, ପାୱାର ବ୍ୟାକଅପ ଆଦି ବ୍ୟବସ୍ଥା ମଧ୍ୟ ରହିଥାଏ ।

ଗମନାଗମନ ବ୍ୟବସ୍ଥା

ଦିଲ୍ଲୀ ଏକ ସୁପରିକଳ୍ପିତ ଏବଂ ବ୍ୟବସ୍ଥିତ ସହର । ରାସ୍ତାଗୁଡିକ ଚଉଡା ହେବା ସହିତ ଯୋଗାଯୋଗର ଉତ୍ତମ ବ୍ୟବସ୍ଥା ରହିଛି । ଯିବା ଆସିବା ପାଇଁ ଏଠାରେ ଅନ୍ୟ ସହର ପରି ବହୁ ବିକଳ୍ପ ରହିଥିବାବେଳେ ଦିଲ୍ଲୀ ମେଟ୍ରୋ ହେଉଛି ସବୁଠାରୁ ବେଶୀ ଲୋକପ୍ରିୟ। ଏହା ସହ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ ବିଶ୍ଵର ସର୍ବବୃହତ ସିଏନର୍ଜି ବସ ସେବାକୁ ପରିଚାଳନା କରିଥାଏ । ସାର୍ବଜନିକ ପରିବହନ ପାଇଁ ଅଟୋ ରିକ୍ସା ଅନ୍ୟତମ ବିକନ୍ଧ । ଭାରତର ଅନ୍ୟ ସହର ସହିତ ଦିଲ୍ଲୀ ସଡ଼କ, ରେଳ ଓ ଆକାଶପଥ ସହ ଜଡିତ ହୋଇରହିଛି।

ବିଭିନ୍ନ ଶିକ୍ଷାନୁଷ୍ଠାନ

ଦିଲ୍ଲୀର ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ

  • ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ
  • ଦିଲ୍ଲୀ ବିଶ୍ଵବିଦ୍ୟାଳୟ
  • ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ଵବିଦ୍ୟାଳୟ
  • ଇନ୍ଦିରା ଗାନ୍ଧି ନ୍ୟାସନାଲ ଅପନ୍ ୟୁନିଭରସିଟି
  • ଜାମିଆ ମିଲିଆ ଇସଲାମିଆ
  • ନ୍ୟାସନାଲ ୟୁନିଭରସିଟି ଅଫ୍ ଏଜୁକେସନାଲ ପ୍ଲାନିଂ ଏଣ୍ଡ ଆଡମିନିଷ୍ଟ୍ରେସନ
  • ନ୍ୟାସନାଲ ଲ' ୟୁନିଭରସିଟି
  • ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି

ଏହାସହିତ ଦିଲ୍ଲୀରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରହିଛି ।

ଇଞ୍ଜିନିୟରିଂ କଲେଜ

  • ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦିଲ୍ଲୀ
  • ଆମେଠି ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି
  • ଭଗବାନ ପର୍ଶୁରାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
  • ଭାରତୀ ବିଦ୍ୟାପୀଠ କଲେଜ ଅଫ ଇଞ୍ଜିନିୟରିଂ
  • ବ୍ରହ୍ମପ୍ରକାଶ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟୟ
  • ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଟୁଲ ଇଞ୍ଜିନିୟରିଂ
  • ଦ୍ରୋନାଚାର୍ଯ୍ୟ କଲେଜ ଅଫ ଇଞ୍ଜିନିୟରିଂ
  • ଫାକଲ୍ଟି ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି
  • ଜି.ବି ପନ୍ଥ ଇଞ୍ଜିନିୟରିଂ କଲେଜ
  • ଗୁରୁ ପ୍ରେମସୁଖ ମେମୋରିଆଲ କଲେଜ ଅଫ ଇଞ୍ଜିନିୟରିଂ
  • ଏଚଏମାଆର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକାଲ
  • ଇନ୍ଦିରା ଗାନ୍ଧି ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି ଫର ଓ ମେନ
  • ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି
  • ଜଗନ୍ନାଥ ଗୁପ୍ତ ମେମୋରିଆଲ ଏଜୁକେସନ ସୋସାଇଟି
  • ଦିଲ୍ଲୀ ଟେକନୋଲୋଜିକାଲ ୟୁନିଭରସିଟି ସୋସାଇଟି
  • ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
  • ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ ଦିଲ୍ଲୀ ଟେକ୍ନୋଲୋଜି
  • ନର୍ଦେନ ଇଣ୍ଡିଆ ଇଞ୍ଜିନିୟରିଂ କଲେଜ
  • ପୁଷା ପଲିଟେକ୍ନିକ୍
  • ଶ୍ରୀ ବଲୱନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
  • ୟୁନିଭରସିଟି ସ୍କୁଲ ଅଫ ବାୟୋଟେକ୍ନୋଲୋଜି
  • ୟୁନିଭରସିଟି ସ୍କୁଲ ଅଫ କେମିକାଲ ଟେକ୍ନୋଲୋଜି
  • ୟୁନିଭରସିଟି ସ୍କୁଲ ଅଫ ଇନଫରମେସନ, କମ୍ୟୁନିକେସନ ଏଣ୍ଡ ଟେକ୍ନୋଲୋଜି
  • ଅନ୍ୟାନ୍ୟ

ଆଇନ ପାଠ

  • ୟୁନିଭରସିଟି ସ୍କୁଲ ଅଫ ଲ’ ଏଣ୍ଡ ଲିଗାଲ ଷ୍ଟଡିଜ୍
  • ଆମେଠି ଲ’ ସ୍କୁଲ
  • ଫାକଲଟି ଅଫ ଲ', ୟୁନିଭରସିଟି ଅଫ ଦିଲ୍ଲୀ
  • ଆଇଡିଆଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି
  • ଇଣ୍ଡିଆନ ଲ' ଇନଷ୍ଟିଚ୍ୟୁଟ୍
  • ଇସାନ ଇନଷ୍ଟିଚ୍ୟୁଟ ଅଫ ଲ’
  • ନ୍ୟାସନାଲ ଲ’ ସ୍କୁଲ ଅଫ ଦିଲ୍ଲୀ

ବିଜିନେସ୍

  • ଆମେଠି ବିଜିନେସ ସ୍କୁଲ
  • ଏସିଆ ପାସିଫିକ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ
  • ସେଣ୍ଟମ ୟୁ
  • ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ ମାର୍କେଟିଂ
  • ଦିଲ୍ଲୀ ସ୍କୁଲ ଅଫ ମ୍ୟାନେଜମେଣ୍ଟ
  • ଦିଲ୍ଲୀ ସ୍କୁଲ ଅଫ କମ୍ୟୁନିକେସନ
  • ଦିଲ୍ଲୀ ସ୍କୁଲ ଅଫ ପ୍ରଫେସନାଲ ଷ୍ଟଡିଜ ଏଣ୍ଡ ରିସର୍ଚ୍ଚ
  • ଡିପାର୍ଟମେଣ୍ଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
  • ଫାକଲ୍ଲି ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
  • ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡ଼୍
  • ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପ୍ଲାନିଂ ଏଣ୍ଡ ମ୍ୟାନେଜମେଣ୍ଟ
  • ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଡେଭଲପମେଣ୍ଟ
  • ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବିଜିନେସ ଷ୍ଟଡିଜ
  • ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ
  • ଜଗନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
  • ଲାଲ ବାହାଦୁର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ
  • ମାଉଣ୍ଟ କାରମେଲ ବିଜିନେସ୍ ସ୍କୁଲ
  • ନ୍ୟୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ
  • ନିଲ୍ମ ସ୍କୁଲ ଅଫ ବିଜିନେସ
  • ସହିଦ ଶୁକଦେବ କଲେଜ ଅଫ ବିଜିନେସ୍ ଷ୍ଟଡିଜ
  • ସ୍କାଏ ଲାଇନ ବିଜିନେସ୍ ସ୍କୁଲ
  • ଟାଇମ୍ବ ବିଜିନେସ ସ୍କୁଲ
  • ୟୁନିଭରସିଟି ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ

ଏହାସହିତ ଅନ୍ୟ କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି ।

ବିଭିନ୍ନ ପାଠ୍ୟକ୍ରମ

ଦିଲ୍ଲୀରେ ରହିଥିବା ଶିକ୍ଷାନୁଷ୍ଠାନଗୁଡିକରେ ବିଭିନ୍ନ ବିଭାଗର ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଆଦି ପାଠ୍ୟକ୍ରମର ସୁଯୋଗ ରହିଛି । ହିନ୍ଦୀ, ଇଂରାଜୀ, ଅର୍ଥନୀତି, ଗଣିତ, ଇତିହାସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ ପରି ସାଧାରଣ ମହାବିଦ୍ୟାଳୟଗୁଡିକରେ ରହୁଥିବା ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ଅନ୍ୟ କେତେକ ବିଷୟରେ ସ୍ନାତକ ଡିଗ୍ରୀ ପାଇଁ ଶିକ୍ଷା ଦିଆଯାଇଥାଏ ।

ସ୍ନାତକ ପାଠ୍ୟକ୍ରମ

  • ବିବିଏ
  • ଇଣ୍ଡିଗ୍ରେଟେଡ ବିବିଏ ଏଣ୍ଡ ଏମବିଏ
  • ବିବିଏ ରିଟଲି ଅପରେସନ
  • କମ୍ପ୍ୟୁଟର ବିଜ୍ଞାନ
  • ସୂଚନା ଓ ପ୍ରଯୁକ୍ତି
  • ଭିଏଫଏକ୍ ଏଣ୍ଡି ଡିଜିଟାଲ ମିଡିଆ ଆନିମେଶନ
  • ବିଏସସି ଆଇଟି
  • ବିଏସସି ନେଟୱର୍କିଂ
  • ଇଣ୍ଡିଗ୍ରେଟେଡ ବିଏସସି - ଏମଏସସି
  • ଇଣ୍ଟିଗ୍ରେଟେଡ ବିସିଏ-ଏମସିଏ
  • ଜର୍ଣ୍ଣାଲିଜମ୍ ଏଣ୍ଡ ମାସ୍ କମ୍ୟୁନିକେସନ
  • ବିଏସସି ଇନ୍ ଆପ୍ଲାଏଡ଼ ବାୟୋ-ଟେକ୍ନୋଲୋଜି
  • ହୋମ ସାଇନ୍
  • ବିଏସସି ଇନ୍ ହୋଟେଲ ମ୍ୟାନେଜମେଣ୍ଟ
  • ମେଡିକାଲ ଲାବ୍ ଟେକନିସିଆନ
  • ଆଇନ
  • ଇଣ୍ଟେରିଅର୍ ଡିଜାଇନ
  • ବିକମ୍

ସ୍ନାତକୋତ୍ତର ପାଠ୍ୟକ୍ରମ

  • ଏମବିଏ
  • ଏମସିଏ
  • ମାଷ୍ଟର ଇନ୍ କମ୍ପ୍ୟୁଟର ସାଇନ୍ସ
  • ମାଷ୍ଟର ଇନ୍ ବାୟୋ ଇନଫରମେଟିକ
  • ମାଷ୍ଟର ଇନ୍ କର୍ଣ୍ଣାଲିଜମ୍
  • ମାଷ୍ଟର ଇନ୍ ହୋଟେଲ ମ୍ୟାନେଜମେଣ୍ଟ
  • ମାଷ୍ଟର ଇନ୍ ମେଡିକାଲି ଲାବ ଟେକ୍
  • ମାଷ୍ଟର ଇନ ଇଣ୍ଟରିଅର ଡିଜାଇନିଂ
  • ମାଷ୍ଟର ଇନ ଲାଇବ୍ରେରୀ ସାଇନ୍ସ

ଆଧାର – କ୍ୟାରିୟର କାଉନ୍ସିଲିଙ୍ଗ

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top