অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୀତି ଏବଂ ଯୋଜନା

ନୀତି ଏବଂ ଯୋଜନା

  • ଶିକ୍ଷା ବିକାଶ ସୁଯୋଗ
  • ପିଲାମାନଙ୍କୁ ବିଦ୍ୟାଳୟକୁ ନିୟମିତ ଭାବରେ ଆସି ପାଠ ପଢିବା ପାଇଁ ସରକାରଙ୍କ ଯୋଜନା ।

  • ଅନାଥଙ୍କ ପାଇଁ ‘ସବୁଜ ପଥ’ ଯୋଜନା
  • ରକାର ସେମାନଙ୍କର ପାଠପଢା ଖର୍ଚ୍ଚ ବହନ କରିବେ । ଏଥି ପାଇଁ ସରକାର ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।

  • ଅନ୍ୟାନ୍ୟ ପଛୁଆ ବର୍ଷ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି
  • ଅନ୍ୟାନ୍ୟ ପଛୁଆ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପିଲା ବିଶେଷ କରି ଝିଅ ପିଲାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ପ୍ରଣୟନ କରାଯାଇଛି ।

  • ଆଦର୍ଶ ବିଦ୍ୟାଳୟ ଯୋଜନା
  • ଆଦର୍ଶ ବିଦ୍ୟାଳୟ ଯୋଜନା ର ସୁଚନା

  • ଛାତ୍ରଛାତ୍ରୀଙ୍କ ନିମନ୍ତେ ସାଇକେଲ ଯୋଜନା
  • ଏହି ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓଡିଶା ସରକାରଙ୍କ ସାଇକେଲ ଯୋଜନା ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା
  • ଜାତୀୟ ଆୟ ଆଧାରିତ ମେଧା ଛାତ୍ରବୃତ୍ତି ଯୋଜନା ସମ୍ବନ୍ଧୀୟ ସୂଚନା ।

  • ଜାତୀୟ କ୍ରୀଡା ପ୍ରତିଭା ଯୋଜନା
  • ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା ।

  • ଜାତୀୟ ପ୍ରତିଭା ସନ୍ଧାନ ଯୋଜନା (NTSS)
  • ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ ।

  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ
  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ ସମ୍ବନ୍ଧରେ ସୂଚନା ।

  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା )
  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ) ସମ୍ବନ୍ଧରେ ସୂଚନା ।

  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ)
  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ପ୍ରୟୋଗ ଓ ପର୍ଯ୍ୟବେକ୍ଷଣ) ସମ୍ବନ୍ଧରେ ସୂଚନା ।

  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ଦୂରଦୃଷ୍ଟି, ମିଶନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ)
  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ଦୂରଦୃଷ୍ଟି, ମିଶନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ) ସମ୍ବନ୍ଧରେ ସୂଚନା ।

  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ନୀତି ସଂରଚନା ଭାଗ-୨)
  • ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ (ନୀତି ସଂରଚନା ଭାଗ - ୨) ସମ୍ବନ୍ଧରେ ସୂଚନା ।

  • ଜାତୀୟ ଶିଶୁ ପାଣ୍ଠିର “ଉନ୍ନତି” ବୃତ୍ତି
  • ଜାତୀୟ ଶିଶୁ ପାଣ୍ଠିର “ଉନ୍ନତି” ବୃତ୍ତି ବିଷୟରେ ସୂଚନା ।

  • ପିଲାମାନଙ୍କ ଅଧିକାର ଆଇନ -୨୦୦୯
  • ନିଃଶୁକ୍ଳ ତଥା ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ପିଲାମାନଙ୍କ ଅଧିକାର ଆଇନ -୨୦୦୯ ବ୍ୟବସ୍ଥା ସମ୍ବନ୍ଧିତ ସ୍ପଷ୍ଟୀକରଣ

  • ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପ୍ରୋତ୍ସାହନ ଯୋଜନା
  • ବାଳିକାଙ୍କ ମାଧ୍ୟମିକ ଶିକ୍ଷା ପାଇଁ ଜାତୀୟ ପ୍ରୋତ୍ସାହନ ଯୋଜନା ସମ୍ବନ୍ଧରେ ସୂଚନା ।

  • ଭିନ୍ନକ୍ଷମ ଛାତ୍ର/ଛାତ୍ରୀମାନଙ୍କ ନିମନ୍ତେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି
  • ନବମ ଏବଂ ଦଶମ ଶ୍ରେଣୀ ପରେ ଅଧାରୁ ପାଠପଢା ଛାଡୁ ଥିବା ଅକ୍ଷମ ଛାତ୍ର/ଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ।

  • ମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ
  • ଏହି ପୋର୍ଟାଲରେମଧ୍ୟାନ୍ନ ଭୋଜନ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ଯୁବ କଳାକାରଙ୍କ ପାଇଁ ବୃତ୍ତି
  • ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ।

  • ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ
  • ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ରାଜ୍ୟର ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କ ପାଇଁ କାର୍ଯ୍ୟନୀତି ଆଧାରିତ ୨୦୧୩ ମସିହାରେ ପ୍ରଚଳିତ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ।

  • ଶିକ୍ଷା ଋଣ
  • ଶିକ୍ଷା ଋଣ ବିଷୟରେ ସୂଚନା ।

  • ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା
  • ଶିକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପଦକ୍ଷେପର ଘୋଷଣା ବିଷୟରେ ସୂଚନା ।

  • ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧିନରେ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି
  • ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧିନରେ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ସମ୍ବନ୍ଧରେ ସୂଚନା ।

  • ସଂଖ୍ୟା ଲଘୁଙ୍କ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି
  • ସଂଖ୍ୟା ଲଘୁଙ୍କ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି ଯୋଜନା ସମ୍ବନ୍ଧରେ ସୂଚନା ।

  • ସମନ୍ଵିତ ଶିଶୁ ବିକାଶ ଯୋଜନା
  • ୧୯୭୫ ମସିହା ଅକ୍ଟୋବର ମାସ ୨ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଶିଶୁ ଶିକ୍ଷା ତଥା ଶିଶୁମାନଙ୍କର ଅଧିକାର ରକ୍ଷା ଓ ସର୍ବାଙ୍ଗୀନ ବିକାଶ ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।

  • ସର୍ବଶିକ୍ଷା ଅଭିଯାନ
  • ୬ ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ,ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ।

  • ୬ ରୁ ୧୪ ବର୍ଷ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା
  • ୬ ରୁ ୧୪ ବର୍ଷ ଶିଶୁଙ୍କ ପାଇଁ ଶିକ୍ଷା ସମ୍ବନ୍ଧରେ ସୂଚନା ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate