ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ମଧ୍ୟାହ୍ନ ଭୋଜନ ଯୋଜନା
ସେଆର କରନ୍ତୁ

ମଧ୍ୟାହ୍ନ ଭୋଜନ ଯୋଜନା

ସବୁ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଥମକୁ ପଞ୍ଚମ ଶ୍ରେଣୀ ଯାଏ ଅଧୟନରତ ସବୁ ଛାତ୍ରଛାତ୍ରୀଙ୍କୁ ବର୍ଷର ୨୧୦ ଦିନ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନା ୧୯୯୫ ମସିହାରେ ଆରମ୍ଭ କରଯାଇଥିଲା ।

ଉପକ୍ରମ

ସବୁ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଥମକୁ ପଞ୍ଚମ ଶ୍ରେଣୀ ଯାଏ ଅଧୟନରତ ସବୁ ଛାତ୍ରଛାତ୍ରୀଙ୍କୁ ବର୍ଷର ୨୧୦ ଦିନ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ଏହି ଯୋଜନା ୧୯୯୫ ମସିହାରେ ଆରମ୍ଭ କରଯାଇଥିଲା ।

ଯୋଜନାର ଉଦ୍ଦେଶ୍ୟ

  • ଛାତ୍ର ଉପସ୍ଥାନ ବଢାଇବା, ସ୍କୁଲ ପରିତ୍ୟାଗ କମାଇବା ଏବଂ ଛାତ୍ରମାନଙ୍କର ପୁଷ୍ଟି ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ । ତା.୧.୯.୨୦୦୪ ରିଖରୁ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ରନ୍ଧାଖାଦ୍ୟ ଦିଆଯାଉଛି ।
  • ସାହାଯ୍ୟର ପରିମାଣ ଏହି ଯୋଜନାରେ କେନ୍ଦ୍ର ସରକାର ୧୨୦ ଦିନ ପାଇଁ ପ୍ରାଥମିକ ବିଦ୍ୟାଳୟର ପ୍ରତି ପିଲାପିଛା ୧୦୦ ଗ୍ରାମ କରି ମାଗଣା ଚାଉଳ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାପିଛା ୧୫୦ ଗ୍ରାମ ମାଗଣା ଚାଉଳ ଯୋଗାଇଥାନ୍ତି ।
  • କେନ୍ଦ୍ର ସରକାର ,ଭାରତୀୟ ଖାଦ୍ୟ ନିଗମ ଡିପୋରୁ ବିଦ୍ୟାଳୟକୁ ପରିବହନ ଖର୍ଚ୍ଚ କ୍ଵିଣ୍ଟାଲ ପିଛା  କେତେ ଟଙ୍କା ଖର୍ଚ୍ଚ ଦେଖାଇଥାନ୍ତି ।
  • ଏହି ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୋଷେଇଶାଳ ତିଆରି ପାଇଁ ବ୍ୟବସ୍ଥା ରହିଅଛି।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top