ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଯୁବ କଳାକାରଙ୍କ ପାଇଁ ବୃତ୍ତି
ସେଆର କରନ୍ତୁ

ଯୁବ କଳାକାରଙ୍କ ପାଇଁ ବୃତ୍ତି

ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ।

ସୁବିଧା

ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ । ଭାରତରେ, ଭାରତୀୟ କ୍ଲାସିକାଲ ନୃତ୍ୟ, ଡ୍ରାମା, ଦୃଶ୍ୟମାନ କଳା, ପାରମ୍ପରିକ କଳା, ପାରମ୍ପରିକ ସଙ୍ଗୀତ  ।

ସମୁଦାୟ ବୃତ୍ତି – ୪୦୦

କେଉଁ କ୍ଷେତ୍ରରେ ବୃତ୍ତି ଦିଆଯିବ

  • ପାରମ୍ପରିକ ସଙ୍ଗୀତ
  • ପାରମ୍ପରିକ ହିନ୍ଦୁସ୍ଥାନୀ ସଙ୍ଗୀତ (ଗାଇବା, ବାଦ୍ୟଯନ୍ତ୍ର) ପାରମ୍ପରିକ କର୍ଣ୍ଣାଟକ ସଙ୍ଗୀତ (ଗୀତ ଏବଂ ବାଦ୍ୟଯନ୍ତ୍ର) ।
  • ଭାରତୀୟ ପାରମ୍ପରିକ ନୃତ୍ୟ ।
  • ଭାରତନାଟ୍ୟମ, କଥକ, କୁଚିପୁଡି, କଥକଲି, ମୋହିନ୍ୟାଟମ, ଓଡିଶୀ ନୃତ୍ୟ, ସଙ୍ଗୀତ, ମଣିପୁରୀ ନୃତ୍ୟ, ସଙ୍ଗୀତ, ଗୌଡିୟା ନୃତ୍ୟ, ଛାଉନୃତ୍ୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ।
  • ଡ୍ରାମା
  • ଡ୍ରାମାର କଳାକାର, ନିର୍ଦ୍ଦେଶକ ଇତ୍ୟାଦି, ଡ୍ରାମା ଲେଖକ କିମ୍ବା ଗବେଷକକୁ ଏଥିରୁ ବାଦ ଦିଆଯିବ ।
  • ମିମେ
  • ଦୃଶ୍ୟମାନ କଳା
  • ଗ୍ରାଫିକ, ପଥର କଳା, ପେଣ୍ଟିଙ୍ଗ, ଫଟଗ୍ରାପି, ଚିତ୍ରକଳା, ଚିଟା ମାଟିରୁ କଳାକୃତି ଇତ୍ୟାଦି ।
  • ଲୋକ କଳା, ପାରମ୍ପରିକ କଳା
  • କଣ୍ଢେଇ ନାଚ, ଲୋକକଳା ଡ୍ରାମା, ଲୋକ ନୃତ୍ୟ, ଲୋକ ଗୀତ, ଲୋକ ସଙ୍ଗୀତ
  • ଶାସ୍ତ୍ରୀୟ ସଙ୍ଗୀତ
  • ଠୁମୁରୀ, ଦାଦ୍ରା, ତାପା, କୱାଲି, ଗଜଲ
  • ଶାସ୍ତ୍ରୀୟ ନୃତ୍ୟ ଯାହା କର୍ଣ୍ଣାଟଙ୍କ ଉପରେ ପର୍ଯ୍ୟବେସିତ ।
  • ରବିଦ୍ର ସଙ୍ଗୀତ, ନାଜୁରାଲା ସଙ୍ଗୀତ, ଅତୁଲ ପ୍ରସାଦ ।

ବୃତ୍ତିର ଅବଧି

ବୃତ୍ତିର ଅବଧି ହେଉଛି ୨ ବର୍ଷ ।

ବୃତ୍ତିଧାରୀର ପୂର୍ବ ରେକର୍ଡକୁ ଯାଞ୍ଚ କରାଯାଇ ବୃତ୍ତିପାଇଁ ଚୟନ କରାଯିବ । ବୃତ୍ତିଧାରୀ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ହୋଇଥିବେ ଏବଂ ଏକ ଗୁରୁଙ୍କ ଅଧିନରେ ନିଜର ଅଭ୍ୟାସ ଜାରୀ ରଖିଥିବେ ।

ପ୍ରତ୍ୟେକ ବୃତ୍ତିଧାରୀଙ୍କ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦/- ଟଙ୍କା ପ୍ରଦାନ କରାଯିବ ଯେଉଁଥିରେ ଯାତ୍ରା, ବହି, ଚିତ୍ରାଳୟ ବସ୍ତୁ, ଟ୍ୟୁସନ ଓ ଟ୍ରେନିଙ୍ଗର ଫିସ ଅନ୍ତର୍ଭୁକ୍ତ ।

ବୃତ୍ତି ପାଇଁ ଫର୍ମ

ବୃତ୍ତି ପାଇଁ ଆବେଦନ ଫର୍ମ

ଆଧାର - ଭାରତ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top