ହୋମ / ଶିକ୍ଷା / ନୀତି ଏବଂ ଯୋଜନା
ସେଆର କରନ୍ତୁ

ନୀତି ଏବଂ ଯୋଜନା

ଏହି ଭାଗରେ ନୀତି ଏବଂ ଯୋଜନା ର ବହୁତ ସୁଚନା ଅଛି

ଜାତୀୟ ପ୍ରତିଭା ସନ୍ଧାନ ଯୋଜନା ( NTSS )
ଏହି ଯୋଜନା ଯେଉଁ ବିଭାଗ ଗୁଡିକରୁ ପ୍ରତିଭା ସନ୍ଧାନ କରେ ସେଗୁଡିକ ହେଉଛି ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଞ୍ଜିନୟରିଙ୍ଗ, ମେଡ଼ିସିନ, ମ୍ୟାନେଜମେଣ୍ଟ ଏବଂ ଆଇନ ।
ଜାତୀୟ କ୍ରୀଡା ପ୍ରତିଭା ଯୋଜନା
ଜାତୀୟ କ୍ରୀଡା ପ୍ରତିଭା ଯୋଜନା ୮ – ୧୨ ବର୍ଷ ବୟସ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଭାକୁ ଚୟନ କରିବା ।
ଅନ୍ୟାନ୍ୟ ପଛୁଆ ବର୍ଷ ପାଇଁ ପ୍ରାକ ମ୍ୟାଟ୍ରିକ ବୃତ୍ତି
ଅନ୍ୟାନ୍ୟ ପଛୁଆ ବର୍ଗର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପିଲା ବିଶେଷ କରି ଝିଅ ପିଲାଙ୍କ ଶିକ୍ଷାକୁ ଆଗକୁ ବଢାଇବା ପାଇଁ ପ୍ରାକ୍ ମ୍ୟାଟ୍ରିକ ବୃତ୍ତି ଯୋଜନା ପ୍ରଣୟନ କରାଯାଇଛି ।
ଯୁବ କଳାକାରଙ୍କ ପାଇଁ ବୃତ୍ତି
ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ।
ନେବିଗତିଓଂ
Back to top