ଶିକ୍ଷକଙ୍କ ଦୃଷ୍ଟିରୁ
ଏହି ଭାଗରେ ଶିକ୍ଷକଙ୍କ ପାଇଁ ବହୁତ ସୁଚନା ଅଛି
-
ଈଶ୍ଵର କଣିକା ଓ ଷ୍ଟିଫେନ୍ ହକିଙ୍ଗ୍
- ଈଶ୍ଵର କଣିକା ସମ୍ପର୍କରେ ଷ୍ଟିଫେନ୍ ହକିଙ୍ଗ୍ ଦେଇଥିବା ମନ୍ତବ୍ୟ ।
-
ଉଜ୍ଜ୍ଵଳ
- ଓଡ଼ିଶାର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନ୍ୟୁନତମ ଗୁଶାସ୍ତ୍ରିକ ଶିକ୍ଷାର ବିକାଶ ପାଇଁ ଏକ ସାମୂହିକ ପ୍ରୟାସ ।
-
ମାନସିକ ମଡ଼େଲ ପ୍ରସ୍ତୁତି : ଦଶମ ଶ୍ରେଣୀରେ କାର୍ବନ ଓ ଏହାର ଯୌଗିକର ଶିକ୍ଷାଦାନ
- ଦଶମ ଶ୍ରେଣୀରେ କାର୍ବନ ଓ ହୋର ଯୌଗିକର ଶିକ୍ଷାଦାନ
-
ବିଜ୍ଞାନ ଶ୍ରେଣୀଗୃହରେ ଭାଷା : କୋଷ
- ଏଥୁରେ ଶ୍ରେଣୀ ଗୃହରେ ବ୍ୟବହାର ପାଇଁ ଗୁଡିଏ ସରଳ କୌଶଳ ଦିଆଯାଇଛି, ଯାହା ଆପଣଙ୍କ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବୈଜ୍ଞାନିକ ସାକ୍ଷରତାର ଉନ୍ନତିରେ ସାହାଯ୍ୟ କରିବ ।
-
ଯୋଡିକାର୍ଯ୍ୟ : ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟା ସମୂହ
- ଏହି କୌଶଳଟି ଯୋଡ଼ି କାର୍ଯ୍ୟ ଅଟେ ଓ ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଏହା ବ୍ୟବହାର କରାଯାଇଛି ।
-
ଯୋଡି କାର୍ଯ୍ୟ: ଜୀବନ ପ୍ରକ୍ରିୟା
- ଯୋଡ଼ି କାର୍ଯ୍ୟ ଗୋଟିଏ ସରଳ କୌଶଳ, ଶ୍ରେଣୀର ଶିକ୍ଷାର୍ଥୀଙ୍କ ସଂଖ୍ୟା ଯାହା ହେଉନା କାହିଁକି ଏହା ପ୍ରତ୍ୟେକ ଶିକ୍ଷାର୍ଥାକୁ, ଶିକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସମର୍ଥ କରାଏ ।
-
ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା କାର୍ଯ୍ୟ: ଆୟତନ ଓ ଧାରକତ୍ଵ
- ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଦେଖାଇବା’ । ସେହିପରି ଏକ ଶିକ୍ଷଣକାର୍ଯ୍ୟ, ଯାହା ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମ ଓ ପ୍ରୟୋଗଗୁଡ଼ିକ ସଂପର୍କରେ ସଚେତନ କରାଇଥାଏ ।
-
ଗଣିତ କାହାଣୀ : ଉକ୍ତି ସମସ୍ୟା
- ଭକ୍ତି ଭିତ୍ତିକ ସମସ୍ୟାଗୁଡ଼ିକୁ ଫଳପ୍ରଦଭାବେ ବ୍ୟାଖ୍ୟା କରିବାରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ସହାୟତା ପ୍ରଦାନ କରିପାରିବେ ।
-
ସଂଖ୍ୟାରେଖା ଏବଂ “ ମନେକର ଯଦି” ଉକ୍ତିର ବ୍ୟବହାର: ଧନାତ୍ମକ ଓ ଋଣାତ୍ମକ ସଂଖ୍ୟା
- ଏହି ଏକକରେ ଆପଣଙ୍କର ଶିକ୍ଷାର୍ଥୀମାନଙ୍କୁ ସଂଖ୍ୟାର ଅର୍ଥ ଓ ଋଣାତ୍ମକ ସଂଖ୍ୟା ସୃଷ୍ଟିର କାରଣ ସଂପର୍କରେ ଚିନ୍ତା କରିବାକୁ ଉତ୍ସାହିତ କରିବାର ବିଭିନ୍ନ ଉପାୟଗୁଡିକୁ ଜାଣିବେ ।
-
କଥାବାର୍ତ୍ତା ମାଧ୍ୟମରେ ଶିକ୍ଷଣ : ଚଳରାଶି ଓ ଧ୍ରୁବକ
- ଏହି ଏକକରେ ଗଣିତ ପାଠ୍ୟକ୍ରମରେ ଥୁବା ଚଳରାଶି ଓ ଧ୍ରୁବକର ଭୂମିକା ସଂପର୍କରେ ଓ ବିଭିନ୍ନ ଗାଣିତିକ ଉକ୍ତି, ବୀଜ ଗାଣିତିକ ପରିପ୍ରକାଶକୁ କିପରି ଚଳରାଶି ଓ ଧ୍ରୁବକ ଅର୍ଥ ପ୍ରଦାନ କରିଥାଏ ତାହା ଶିକ୍ଷାର୍ଥୀମାନଙ୍କୁ ବୁଝାଇବାରେ ସହାୟତା ପ୍ରଦାନ କରିପାରିବେ ।