অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା ମାନଙ୍କର ପୁନବିଳନ

ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟା ମାନଙ୍କର ପୁନବିଳନ

ଉଦ୍ଦେଶ୍ୟ

  • ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣ ମଧ୍ୟମରେ ଜାଣିଥିବା ତଥ୍ୟଗୁଡିକୁ ପୁନର୍ବାସ ମାନେ ପକାଇ ନିଜକୁ ସମାର୍ଥୀକାରଣ କରାଯାଇପାରିବ  ।

ପ୍ରାଣାଳୀ /ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ  :-

  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ୨ଟି ଦଳରେ ବିଭକ୍ତ ହେବେ   । ସହାୟକମାନେ ମଧ୍ୟ ଦୁଇ ଦଳରେ ଭାଗନେବେ   । ପ୍ରଶିକ୍ଷଣ ଭୀତଏ ଯାହା ଶିଖିଲେ ତାହା ପ୍ରଶ୍ନ ଆକାରରେ ଗୋଟିଏ ଦଳ ଆଉ ଗୋଟିଏ ଦଳକୁ ପଚାରିବେ   ।  ଅନ୍ୟଦଳ ତାର ଉତ୍ତର ଦେବେ  ।  ଏହି ପରି  ୨୫ ମିନିଟ ଚାଲିବ   ।
  • ପ୍ରଶ୍ନ ୧ ଓ ୨ ଖୋଲା ଆଲୋଚନା କରାଯିବ   ।
  • ପ୍ରଶ୍ନ ୩ ଉପରେ- ଦଳଗତ ଆଲୋଚନା ହେବ  ।
  • ପ୍ରଶ୍ନ ୪ ଟି ପ୍ରତ୍ୟେକ ସଭ୍ୟ ଗୋଟେ ସାଧାକାଗଜରେ ଲେଖିବେ   ।
  • ପ୍ରଶ୍ନ  ୫ଟିର ଖୋଲା ଆଲୋଚନା କରାଯିବ  ।

ଆଲୋଚ୍ୟ ବିଷୟ

  • କେଉଁ କେଉଁ ଦିଗ ଉପରେ ପ୍ରଶିକ୍ଷଣରେ ଅଛଣା କରାଗଲା   ।
  • ଏହି ପ୍ରଶିକ୍ଷଣ ଆପଣଙ୍କୁ କିଭଳି ସାହାଜ୍ଯ କରିବ   ।
  • “ ଶିଶୁର ଉନ୍ନତି ବିଦ୍ୟାଳର ଉନ୍ନତି ବିଦ୍ୟାଳୟ ଉନ୍ନତି ବିଦ୍ୟାଳୟର ଉନ୍ନତି ଗ୍ରାମର ଉନ୍ନତି  - “ ଏହି କଥାଟି ସତ୍ୟ କି ? ଯଦି ସତ୍ୟ କାହିଁକି ?
  • ଏବେ ଆପଣମାନେ ନିଜକୁ ପିଲାମାନଙ୍କର ଉନ୍ନତି ପାଇଁ ନିଜକୁ କିପରି ପ୍ରସ୍ତୁତି କରିବେ   ।

ବାର୍ତ୍ତା  : ଅଂଶଗ୍ରହଣକାରୀମାନେ ସେମାନଙ୍କର ଗଠନ , କାର୍ଯ୍ୟଧାରା,ପରିସର ଇତ୍ୟାଦି ମନେ ପକାଇ ନିଜକୁ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରସ୍ତୁତ କରିପାରିଲେ ବିଦ୍ୟାଳୟର ତଥା ପିଲାମାନଙ୍କର ଉନ୍ନତି ସମ୍ଭବ  ।

ସହାୟକ ସୂଚନା

କେତେଗୁଡିଏ ପ୍ରଶ୍ନ ସହାୟକ ପ୍ରସ୍ତୁତ କରି ଦେବେ   ।

  • ଶିକ୍ଷାର ଲକ୍ଷ ଓ ଉଦ୍ଦେଶ୍ୟ , ବିଦ୍ୟାଳୟ,ପରିଚାଳନା କମିଟିର ଆବଶ୍ୟକତା ଦାୟିତ୍ଵ   ।  ଭଲ/ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ଶୈକ୍ଷିକ ଦିଗ, କମିଟିର ବୈଠକ ଓ ନିଷ୍ପତ୍ତି ଗ୍ରହଣ, ଶିଶୁ ଅଧିକାର ସୁରକ୍ଷା , ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ , ପଛୁଆ ବର୍ଗ , ବାଳିକା ଭିନ୍ନକ୍ଷମ ପିଲାଙ୍କ ସମସ୍ୟା , ଗୋଷ୍ଠୀ ସହଯୋଗ ଓ ସମାନ୍ଵୀ ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦିରେ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା   ।
  • ଆମର ସାମର୍ଥ୍ୟ ବିକାଶରେ ସାହାଯ୍ୟ
  • ମନୋବୃତ୍ତି ପରିବର୍ତ୍ତନରେ ସାହାଯ୍ୟ
  • ପରସ୍ପରକୁ ବୁଝିବାରେ ସାହାଯ୍ୟ
  • ବିଦ୍ୟାଳୟ ଓ ଆମ ଭୀତରେ ଥିବା ପାର୍ଥକ୍ୟ ଦୂର ହେବାରେ  । ଇତ୍ୟାଦି   ।
  • ଏହି ଏକ ଏକ ତର୍କ ପରି କରାଯିବ   ।  ଏଥିରେ ଭଲ କହୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ସହାୟକ ମାନପତ୍ର ସହ ସମ୍ବୋଦ୍ଧନା ଜ୍ଞାପନ କରିବେ   ।
  • ଏହି ପ୍ରଶ୍ନର ଆଲୋଚନା ବେଳେ ସହାୟକ ଗୋଟେ ଧାଲା କାଗଜ ଦେବେ   । ପ୍ରତି ସଦସ୍ୟ , ଅତିକମରେ ୫ ଟି କାମ ନିଜ ବିଦ୍ୟାଳୟରେ ଉନ୍ନତି ପାଇଁ ତାଲିକା କରିବେ , ଯାହା ୩ ମାସ ମଧ୍ୟରେ କରିବେ ଓ ଏଥିରେ ସନ୍ତକ କରିବେ   ।
  • ପିଲାଙ୍କ ପାଇଁ ଆମ ବିଦ୍ୟାଳୟକୁ ପ୍ରସ୍ତୁତ କରିବାକୁ ହେବ   । ଶିଶୁର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ନିୟମଗୁଡିକ  ଦେଖି/ବିଚାରକୁ ନେଇ ବିଦ୍ୟାଳୟକୁ ନବୀକରଣ କରାଯିବ ଯାହା ପିଲାଙ୍କର ଗୁଣାତ୍ମକତା ବଢାଇବା ସହିତ ସେମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେବାରୁ ବଞ୍ଚିତ କରିବ  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 1/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate