ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ
ସେଆର କରନ୍ତୁ

ଶିକ୍ଷକଙ୍କ ଦୃଷ୍ଟିରୁ

ଏହି ଭାଗରେ ଶିକ୍ଷକଙ୍କ ପାଇଁ ବହୁତ ସୁଚନା ଅଛି

ବିଜ୍ଞାନ ଶ୍ରେଣୀଗୃହରେ ଭାଷା : କୋଷ
ଏଥୁରେ ଶ୍ରେଣୀ ଗୃହରେ ବ୍ୟବହାର ପାଇଁ ଗୁଡିଏ ସରଳ କୌଶଳ ଦିଆଯାଇଛି, ଯାହା ଆପଣଙ୍କ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବୈଜ୍ଞାନିକ ସାକ୍ଷରତାର ଉନ୍ନତିରେ ସାହାଯ୍ୟ କରିବ ।
ଯୋଡିକାର୍ଯ୍ୟ : ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟା ସମୂହ
ଏହି କୌଶଳଟି ଯୋଡ଼ି କାର୍ଯ୍ୟ ଅଟେ ଓ ଅଣୁ ଓ ପରମାଣୁ ଏବଂ ରାସାୟନିକ ପ୍ରତିକ୍ରିୟାକୁ ବୁଝାଇବା ପାଇଁ ଏହା ବ୍ୟବହାର କରାଯାଇଛି ।
ଯୋଡି କାର୍ଯ୍ୟ: ଜୀବନ ପ୍ରକ୍ରିୟା
ଯୋଡ଼ି କାର୍ଯ୍ୟ ଗୋଟିଏ ସରଳ କୌଶଳ, ଶ୍ରେଣୀର ଶିକ୍ଷାର୍ଥୀଙ୍କ ସଂଖ୍ୟା ଯାହା ହେଉନା କାହିଁକି ଏହା ପ୍ରତ୍ୟେକ ଶିକ୍ଷାର୍ଥାକୁ, ଶିକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ସମର୍ଥ କରାଏ ।
ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ନିର୍ଣ୍ଣୟ କରିବା କାର୍ଯ୍ୟ: ଆୟତନ ଓ ଧାରକତ୍ଵ
ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟ ଦେଖାଇବା’ । ସେହିପରି ଏକ ଶିକ୍ଷଣକାର୍ଯ୍ୟ, ଯାହା ଶିକ୍ଷାର୍ଥୀମାନଙ୍କୁ ଗାଣିତିକ ଧର୍ମ ଓ ପ୍ରୟୋଗଗୁଡ଼ିକ ସଂପର୍କରେ ସଚେତନ କରାଇଥାଏ ।
ଗଣିତ କାହାଣୀ : ଉକ୍ତି ସମସ୍ୟା
ଭକ୍ତି ଭିତ୍ତିକ ସମସ୍ୟାଗୁଡ଼ିକୁ ଫଳପ୍ରଦଭାବେ ବ୍ୟାଖ୍ୟା କରିବାରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କିପରି ସହାୟତା ପ୍ରଦାନ କରିପାରିବେ ।
ସଂଖ୍ୟାରେଖା ଏବଂ “ ମନେକର ଯଦି” ଉକ୍ତିର ବ୍ୟବହାର: ଧନାତ୍ମକ ଓ ଋଣାତ୍ମକ ସଂଖ୍ୟା
ଏହି ଏକକରେ ଆପଣଙ୍କର ଶିକ୍ଷାର୍ଥୀମାନଙ୍କୁ ସଂଖ୍ୟାର ଅର୍ଥ ଓ ଋଣାତ୍ମକ ସଂଖ୍ୟା ସୃଷ୍ଟିର କାରଣ ସଂପର୍କରେ ଚିନ୍ତା କରିବାକୁ ଉତ୍ସାହିତ କରିବାର ବିଭିନ୍ନ ଉପାୟଗୁଡିକୁ ଜାଣିବେ ।
କଥାବାର୍ତ୍ତା ମାଧ୍ୟମରେ ଶିକ୍ଷଣ : ଚଳରାଶି ଓ ଧ୍ରୁବକ
ଏହି ଏକକରେ ଗଣିତ ପାଠ୍ୟକ୍ରମରେ ଥୁବା ଚଳରାଶି ଓ ଧ୍ରୁବକର ଭୂମିକା ସଂପର୍କରେ ଓ ବିଭିନ୍ନ ଗାଣିତିକ ଉକ୍ତି, ବୀଜ ଗାଣିତିକ ପରିପ୍ରକାଶକୁ କିପରି ଚଳରାଶି ଓ ଧ୍ରୁବକ ଅର୍ଥ ପ୍ରଦାନ କରିଥାଏ ତାହା ଶିକ୍ଷାର୍ଥୀମାନଙ୍କୁ ବୁଝାଇବାରେ ସହାୟତା ପ୍ରଦାନ କରିପାରିବେ ।
ଗଳ୍ପ ରଚନା କରିବା : ଲେଖଚିତ୍ରକୁ ବୁଝିବା
ଆପଣଙ୍କ ଶିକ୍ଷାର୍ଥୀମାନେ ଗ୍ରାଫ ଅଙ୍କନ କରିବା ଓ ଏହାକୁ ବ୍ୟାଖ୍ୟା କରିବା ଦକ୍ଷତା ହାସଲ କରି ଏକ ଉନ୍ନତ ଜୀବନଯାପନ କରିବା ଦିଗରେ ତାଙ୍କୁ ଆଗେଇ ନେବା ଲାଗି ଆପଣଙ୍କୁ ସାହାଯ୍ୟ କରିବା ।
ଦଳଗତ କାର୍ଯ୍ୟର ବ୍ୟବହାର : ବସ୍ତୁ ଭାସିବା ଓ ବୁଡିବା
ଜଳରେ ବୁଡିବା ଓ ଭାସିବା ଧାରଣା ଉପରେ କୁହାଯାଇଛି
ସହଭାଗୀ ଶିକ୍ଷଣ ଓ ଗାଣିତିକ କଥନ: ତ୍ରିଭୁଜ
ଏହି ଅଧ୍ୟାୟ ଶିକ୍ଷାର୍ଥୀମାନେ କିପରି ଗଣିତ ଶିକ୍ଷା କରିବା ପାଇଁ କଥୋପକଥନର ବ୍ୟବହାର କରିବେ, ସେ ବିଷୟରେ ସାହାଯ୍ୟ କରିବା ପାଇଁ ଗୁରୁତ୍ଵ ଦିଏ ।
ନେବିଗତିଓଂ
Back to top