ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ
ସେଆର କରନ୍ତୁ

ଶିକ୍ଷକଙ୍କ ଦୃଷ୍ଟିରୁ

ଏହି ଭାଗରେ ଶିକ୍ଷକଙ୍କ ପାଇଁ ବହୁତ ସୁଚନା ଅଛି

ନେତୃତ୍ଵ ପରିପେକ୍ଷୀ: ବିଦ୍ୟାଳୟ ପାଇଁ ସାମୁହିକ ପରିକଳ୍ପନା କରିବା
ଏହି ଏକକଟି ଆପଣଙ୍କ ବିଦ୍ୟାଳୟ ପାଇଁ ଆଭିମୁଖ୍ୟ ପ୍ରସ୍ତୁତ କରିବା ଓ ଏହାକୁ କାର୍ଯ୍ୟକାରୀ କରିବା ଉପରେ ପର୍ଯ୍ୟବସିତ ।
ଭାଷା ଓ ସାକ୍ଷରତା ପାଇଁ ଯୋଡା କାର୍ଯ୍ୟ
ଭାଷା ଶିକ୍ଷଣ ଶ୍ରେଣୀରେ ଯୋଡ଼ି କାର୍ଯ୍ୟର ଯୋଜନା ଓ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଏହି ଏକକରେ ଗୁରୁତ୍ଵ ଦିଆଯାଇଛି ।
ନେତୃତ୍ଵ ପରିପେକ୍ଷା: ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟ ବ୍ୟବହାର
ବିଭିନ୍ନତାକୁ ଏକ ସକରାତ୍ମକ ଭାବରେ ନେବାକୁ ନିଶ୍ଚିତ କଲେ ବିଦ୍ୟାଳୟର ଶିକ୍ଷା ଫଳାଫଳରେ ଉନ୍ନତି ଆସିବାରେ ସହାୟକ ହେବ |
ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟ ବିକାଶ ଯୋଜନାକୁ ନେତୃତ୍ଵ ଦେବା
ଏହି ଏକକରେ କାମ କରୁଥିବା ସମୟରେ ଆପଣ ନିଜ ଶିକ୍ଷଣ ଡାଏରୀ, ଖାତା ବା ଫୋଲଡରେ ନିଜ ମନକୁ ଆସୁଥିବା ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଲେଖିବା ପାଇଁ କୁହାଯିବ ।
ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟାର ରୂପାନ୍ତରଣ : ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷଣ ଓ ଶିକ୍ଷାଦାନର ପ୍ରଗତି ପାଇଁ ନେତୃତ୍ଵ
ଏହି ଏକକ ତୁମକୁ ତୁମ ସ୍କୁଲର ଶିକ୍ଷକଙ୍କର ଅଭ୍ୟସ ବୃଦ୍ଧିରେ ଓ ପଢ଼ାଇବାର କୌଶଳର ପରିବର୍ତ୍ତନ ଆଣିବାରେ ତୁମକୁ ସାହାଯ୍ୟ କରିବ ।
ନେତୃତ୍ଵ ପରିପେକ୍ଷୀ : ଯୋଜନା ମାଧ୍ୟମରେ ଦିଦ୍ୟାଳୟର ପରିବର୍ତ୍ତନକୁ ନେତୃତ୍ଵ ଦେବା
ଏହି ଅଧ୍ୟାୟରେ ଆପଣ ବିଚାର କରିବେ ଯେ, ବିଦ୍ୟାଳୟରେ ପରିବର୍ତ୍ତନ କହିଲେ ଆପଣ କ'ଣ ବୁଝନ୍ତି ।
ଶିକ୍ଷଣ ଓ ଶିକ୍ଷାଦାନ ପ୍ରକ୍ରିୟା ରୂପାନ୍ତରଣ: ଦିଦ୍ୟାଳୟ ମୂଲ୍ୟାୟନ ପ୍ରକ୍ରିୟାକୁ ନେତୃତ୍ଵ ଦେବା
ଏହି ଏକକରେ କାମ କିରବା ସମୟରେ ଆପଣଙ୍କ ଚିନ୍ତାଧାରା ଓ ଯୋଜନାକୁ ଏକତ୍ର ସଂଗ୍ରହ କରି ଏକ ଦୈନିକ ଲିପି, ପୁସ୍ତକ କିମ୍ବା କୌଣସି ନଥିପଟା (ଲକୃକ୍ଷୟର କ୍ସ) ରେ ରଖାଯାଇପାରିବ ।
ନେତୃତ୍ଵ ପରିପେକ୍ଷୀ : ବିଦ୍ୟାଳୟର ନିଜସ୍ଵ ସମୀକ୍ଷାକୁ ନେତୃତ୍ଵ ଦେବା
ବିଦ୍ୟାଳୟରେ ମଧ୍ୟ ଶିକ୍ଷକଗଣ ଓ ମୁଖ୍ୟମାନେ ମୂଲ୍ୟୟନ ଓ ରାୟ ଦେବାର ଆବଶ୍ୟକତା ରହିଛି ।
ଆମ ସ୍କୁଲ - ପ୍ରଶିକ୍ଷଣ ପେଟିକା
ପ୍ରଶିକ୍ଷଣ ପେଟିକା ର ସୂଚନା
ସଂଖ୍ୟାରେଖା ଏବଂ “ ମନେକର ଯଦି” ଉକ୍ତିର ବ୍ୟବହାର: ଧନାତ୍ମକ ଓ ଋଣାତ୍ମକ ସଂଖ୍ୟା
ସଂଖ୍ୟାରେଖା ଏବଂ “ ମନେକର ଯଦି” ଉକ୍ତିର ବ୍ୟବହାର: ଧନାତ୍ମକ ଓ ଋଣାତ୍ମକ ସଂଖ୍ୟା ର ସୂଚନା
ନେବିଗତିଓଂ
Back to top