ସେଆର କରନ୍ତୁ

ଚନ୍ଦ୍ରଶେଖର ରଥ

ଚନ୍ଦ୍ରଶେଖର ରଥ ଜଣେ ଓଡ଼ିଆ କଥାକାର,ପ୍ରବନ୍ଧ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ରଚୟକ ।

ଚନ୍ଦ୍ରଶେଖର ରଥ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ମାଲପଡ଼ାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କଥାକାର, ପ୍ରବନ୍ଧ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ଜଣାଶୁଣା ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ,ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି। ଚନ୍ଦ୍ରଶେଖର ରଥ କେନ୍ଦ୍ର ସାହିତ୍ୟ ଅକାଦେମୀ ଓ  ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।

ରଚନବଳୀ

ଉପନ୍ୟାସ

  • ଯନ୍ତ୍ରାରୁଢ଼(୧୯୬୭)
  • ଅସୂର୍ଯ୍ୟ ଉପନିବେଶ(୧୯୭୪)
  • ନବଜାତକ(୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନ

  • ଅନେକ ବନ୍ୟା ପରେ(୧୯୭୮)
  • ଅଶ୍ଵାରୋହୀର ଗଳ୍ପ (୧୯୭୯)
  • ସମ୍ରାଟ ଓ ଅନ୍ୟମାନେ(୧୯୮୦)
  • ଅନ୍ୟ ଏକ ସକାଳ(୧୯୮୧)
  • ସବୁଯାକ ସ୍ଵପ୍ନ (୧୯୮୪)
  • ବାଘ ସବାର (୧୯୮୭)
  • ଏତେ ପାଖରେ ସମୁଦ୍ର (୧୯୮୮)
  • ପାହାଡ ଚଢା
  • ବିକ୍ରୀ ପାଇଁ ଫୁଲମାଳ (୧୯୯୦)
  • ସ୍ଵପ୍ନ ବାହାକ (୧୯୯୨)
  • ସବୁଠାରୁ ଦୀର୍ଘ ରାତି(୧୯୯୪)
  • କ୍ରମଶ ଗଭୀର ନଇ(୧୯୯୬)
  • ଅନ୍ତିମ (୧୯୯୬)
  • ଶିଖର ଲଙ୍ଘନ (୨୦୦୨)
  • ନାଗାନ୍ତକ ବିଦ୍ୟା (୨୦୦୪)
  • ସନ୍ଧିକାଳ (୨୦୦୭)

ନିବନ୍ଧ ସଙ୍କଳନ

  • ଦୃଷ୍ଟି ଓ ଦର୍ଶନ (୧୯୭୧)
  • ଏ ଯେଉଁ ପୃଥିବୀ (୧୯୭୫)
  • ମୁଁ ସତ୍ୟଧର୍ମା କହୁଛି (୧୯୭୭)
  • ମଧୁସନ୍ଧାନ (୧୯୭୮)
  • ଉତ୍ତର ଅରଣ୍ୟ (୧୯୭୦/୮୦)
  • ଅଶ୍ରୁତ ସ୍ଵର (୧୯୮୧)
  • କ୍ରୀତଦାସର ସ୍ଵପ୍ନ (୧୯୮୧)
  • ରଥ ସପ୍ତକ (୧୯୮୫)
  • ବିଶେଷ କଥନ (୨୦୦୫)
  • ଲଘୁ ସଂହିତା (୨୦୧୨)
  • ନିବନ୍ଧ ସଂଗ୍ରହ (୨୦୧୨)
  • ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନ

  • ତୁମ ପାଇଁ ପକ୍ଷୀଗାନ (୨୦୦୦)
  • ଆଗକୁ ବନସ୍ତ (୨୦୦୨)
  • ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନ

  • ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
  • ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
  • ପାଠଚକ୍ର ଡାଏରୀ (୨୦୦୨)
  • ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)

ସମ୍ମାନ ଓ ପୁରସ୍କାର

  • ଉତ୍କଳ ବିଶ୍ଵବିଦ୍ୟାଳୟଦ୍ଵାରା ଡି.ଲିଟ ଉପାଧି ପ୍ରଦାନ(୨୦୧୨)
  • ସାହିତ୍ୟ ଭାରତୀ ସମ୍ମାନ (୨୦୧୧)
  • ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର (୨୦୧୦)
  • ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟଦ୍ଵାରା ଡି.ଲିଟ ଉପାଧି ପ୍ରଦାନ(୨୦୦୮)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୭)
  • ସାରଳା ପୁରସ୍କାର(୧୯୮୨)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(୧୯୮୨ ମସିହାରେ ଉପନ୍ୟାସ ଓ ୧୯୭୭ ମସିହାରେ ରମ୍ୟ ରଚନା ପାଇଁ)
  • ଝଙ୍କାର ପୁରସ୍କାର (୧୯୭୪)
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର (୧୯୬୩)

ଆଧାର -"ଓଡ଼ିଆଡାଏରୀ"

3.04166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top