ମାଟ୍ରିକ ମନ୍ତ୍ର-ପ୍ରଥମ ଭାଷା ଓଡିଆ-ବହୁମୂଖୀ ପସନ୍ଦ ପ୍ରଶ୍ନ- ସେଟ-୩
ପ୍ରଶ୍ନ
- ରାଜପୁତନାରେ ବିବେକାନନ୍ଦ କାହାର ଅତିଥି ଗ୍ରହଣ କରିଥିଲେ ।
A. ଶରତ ଚନ୍ଦ୍ର ଗୁପ୍ତ
B. କ୍ଷେତରୀ ମହାରାଜ
C. ପାଓହାରୀ ବାବା
D. ସାନ୍ତାଳମାନଙ୍କର
- ବିବେକାନନ୍ଦ ଜ୍ଞାନୀ ପଣ୍ଡିତଙ୍କ ସହିତ କେଉଁ ବିଷୟରେ ଚର୍ଚ୍ଚା କରୁଥିଲେ ।
A. ଇତିହାସ
B. ଧର୍ମ
C. ଅର୍ଥନୀତି
D. ଐତିହ ଓ ଶାସ୍ତ୍ରପୁରାଣ
- କନ୍ୟାକୁମାରୀ ସମୁଦ୍ର କୂଳର ଅଳ୍ପଦୂରରେ ଥିବା ପାହାଡ ପାଖକୁ ବିବେକାନନ୍ଦ କିପରି ଯାଇଥିଲେ ।
A. ନୌକାରେ
B. ପହଁରି ପହଁରି
C. ଜାହାଜରେ
D. ବୋଟରେ
- ସ୍ଵାମିଜୀଙ୍କର ବହୁ ଉତ୍ସାହୀ ଶିଷ୍ୟ କେଉଁଠାରେ ଜୁଟିଥିଲେ
A. ବମ୍ବେରେ
B. କନ୍ୟାକୁମାରୀ
C. ମାଡ୍ରାସରେ
D. ରାମେଶ୍ଵରରେ
- ବିବେକାନନ୍ଦଙ୍କର ଐତିହାସିକ ଭୂମିକା କଣ ଥିଲା
A. ଶିଷ୍ୟମାନଙ୍କୁ ଉପଦେଶ ଦେବା
B. ପଣ୍ଡିତମାନଙ୍କୁ ସମ୍ମାନ ଦେବା ।
C. ବେଦବେଦାନ୍ତ , ଧର୍ମଶାସ୍ତ୍ର ଉପରୁ ଆବର୍ଜନା ଦୂର କରିବା
D. ଦେଶରୁ ଦାରିଦ୍ର୍ୟ ଦୂର କରିବା ।
- ଓଡିଆ ଭାଷାରେ ପ୍ରକାଶିତ ପ୍ରଥମ ସମ୍ବାଦପତ୍ର “ ଉତ୍କଳଦୀପିକା “ ର ସଂପାଦକ କିଏ ଥିଲେ ।
A. ଗୋପବନ୍ଧୁ ଦାସ
B. ମଧୁସୂଦନ ଦାସ
C. ଗୌରୀଶଙ୍କର ରାୟ
D. ଫକିରମୋହନ ସେନାପତି
- ରାଜା ରାମମୋହନ ରାୟ କେଉଁ ଧର୍ମ ପ୍ରତିଷ୍ଠା କରିଥିଲେ ।
A. ବୈଷ୍ଣବ ଧର୍ମ
B. ବ୍ରାହ୍ମଧର୍ମ
C. ମହିମାଧର୍ମ
D. ଶାକ୍ତ ଧର୍ମ
- କେତେ ମସିହା ବେଳକୁ ଓଡିଶାରେ ନବଶିକ୍ଷିତ ଗୋଷ୍ଠୀର ଆବିର୍ଭାବ ହେଲା ।
A. ୧୮୭୦
B. ୧୮୬୬
C. ୧୮୨୮
D. ୧୮୬୯
- ଓଡିଶା ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କଣ
A. ବିବିଧ ପ୍ରବନ୍ଧ
B. ମୋ ନିଶ
C. ବିବେକା
D. ଇତାଲୀୟ ଯୁବା ।
- ନିମ୍ନୋକ୍ତ ମଧ୍ୟରୁ କିଏ ରାଧାନାଥ ରାୟଙ୍କ ରଚିତ ଏକ କାବ୍ୟ ନୁହେଁ
A. ଚିଲିକା
B. ଉଷା
C. କେଦାରଗୌରୀ
D. ତପସ୍ଵିନୀ
- “ ପ୍ରଣୟବଲ୍ଲରୀ “ କାବ୍ୟର ରଚୟତା କିଏ
A. ନନ୍ଦକିଶୋର ବଳ
B. ଗଙ୍ଗାଧର ମେହେର
C. ରାଧାନାଥ ରାୟ
D. ମଧୁସୂଦନ ରାଓ
- ପଲ୍ଲୀକବି ନନ୍ଦକିଶୋର ବଳ ରଚନା କରିଥିବା ଉପନ୍ୟାସର ନାମ କଣ
A. କନକଳତା
B. ପ୍ରୟାଶ୍ଚିତ
C. ଅଭାଗିନୀ
D. ମାଟିର ମଣିଷ
- ଓଡିଶା ସାହିତ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଉପନ୍ୟାସ କେଉଁଟି
A. ବିବାସିନୀ
B. ପଦ୍ମମାଳୀ
C. କନକଲଟା
D. ନଅତୁଣ୍ଡୀ
- ଓଡିଆ ଭାଷାର କଳା କୋଣାର୍କ ଭାବେ ପରିଚିତ “ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ” ର ରଚୟତା କିଏ
A. ଫକିର ମୋହନ ସେନାପତି
B. ଗୋପାଳଚନ୍ଦ୍ର ପ୍ରହରାଜ
C. ରାମଶଙ୍କର ରାୟ
D. ଗୋପୀନାଥ ନନ୍ଦ
- “ ଉତ୍କଳ ସମ୍ମିଳନୀ” କେତେ ଖ୍ରୀସ୍ତାଦ୍ଦରେ ମଧୁସୂଦନ ଦାସ ପ୍ରତିଷ୍ଠା କରିଥିଲେ ।
A. ୧୯୦୩
B. ୧୮୬୮
C. ୧୯୦୯
D. ୧୯୩୦
- କବି କେଉଁଠି ନିର୍ଝର ସୃଷ୍ଟି କରିଆବାକୁ କହିଛନ୍ତି
A. ଜଙ୍ଗଲରେ
B. ମରୁ ପଥରେ
C. ପାହାଡ ଉପରେ
D. ପ୍ରତିଗ୍ରାମ ରେ
- ନବୀନ ଯୁଗର କେଉଁମାନଙ୍କୁ ଜାଗି ଉଠିବା ପାଇଁ କବି ଆହ୍ଵାନ ଦେଇଛନ୍ତି ।
A. ବୃଦ୍ଧମାନଙ୍କୁ
B. ଶିଶୁମାନଙ୍କୁ
C. ତରୁଣମାନଙ୍କୁ
D. କୃଷକ ମାନଙ୍କୁ ।
- ଲକ୍ଷ ଜୀବନରେ କଣ ଖେଳାଇବାକୁ କବି କହିଛନ୍ତି
A. ସମାଜବାଦୀଧାରା
B. ଆଲୋକଧାରା
C. ଉତ୍ସାହବାଣୀ
D. ଅନ୍ଧକାରଧାରା
- “ଜାଗ ବନ୍ଧନହରା” କବିତାରେ “ ବନ୍ଧନହରା” କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ।
A. କୃଷକ
B. ଶୋଷିତ
C. ତରୁଣ
D. ଶ୍ରମିକ
- ନିମ୍ନୋକ୍ତ ମଧ୍ୟରୁ “ ଜାଗ ବନ୍ଧନ ହରା” କବିତାର ରଚୟତା କିଏ
A. ଅନନ୍ତ ପଟ୍ଟନାୟକ
B. ବିଦ୍ୟୁତପ୍ରଭା ଦେବୀ
C. ଗଙ୍ଗାଧର ମେହେର
D. କୃଷ୍ଣଚନ୍ଦ୍ର ପ୍ରାଣିଗ୍ରାହୀ
- ମହାମାନବର ଶଙ୍ଖ ଶବ୍ଦରେ କଣ ପ୍ରଶମିତ ହେବ ବୋଲି କବି କହିଛନ୍ତି
A. ଅଗ୍ନି
B. ଦୁଃଖଜ୍ଵାଳା
C. ଉତ୍ତାପ
D. ଆଲୋକଧାରା
- “ ଜଗ ବନ୍ଧନହରା” କବିତାରେ କଣ ଲୁପ୍ତ ହେବାକୁ କବି କହିଛନ୍ତି
A. ଦୁଃଖ ଯନ୍ତ୍ରଣା
B. ଅଧର୍ମ
C. ଜାତି ଉପଜାତି
D. ରୋଗ-ଶୋକ
- ମରଣ ଦୁଆରେ କେଉଁ ଗୀତ ଗାଇବା ପାଇଁ କବି ଆହ୍ଵାନ ଦେଇଛନ୍ତି ।
A. ଆମର ଗାନ
B. ଶୋକଗୀତ
C. ମୃତ୍ୟୁ ସଙ୍ଗୀତ
D. ଭଜନ
- “ ସମମୁଖେ ତବ” – “ ତବ” ଏଠାରେ କାହା ଉଦ୍ଦେଶ୍ୟରେ କୁହାଯାଇଛି ।
A. ନବଯୁଗର ତରୁଣ
B. ନବୀନ ଯୁଗର କୃଷକ
C. ବୈଜ୍ଞାନିକ
D. ସମାଜ ସଂସ୍କାରକ
- ଭୁବନସାରା ହସାଇବା ପାଇଁ କଣ ଭିନ୍ନ କରିବାକୁ କୁହାଯାଇଛି ।
A. ଆଳସ୍ୟ
B. ହିଂସା
C. ମୋହ ମମତାର ତନ୍ଦ୍ରା ସ୍ପର୍ଶ
D. ଦାରିଦ୍ର୍ୟ
- ନବୀନ ଯୁଗର ତରୁଣମାନଙ୍କ ସମ୍ମୁଖରେ ମୋହ ମମତାର ନୀର କଣ ରଚନା କରିଛି ।
A. କୁହେଳି
B. ଅନ୍ଧକାର
C. ମାୟା
D. ଭ୍ରମ
- ବନ୍ଧନହରା କଣ କଲେ କ୍ରନ୍ଦନ ଶେଷ ହେବ ।
A. ବନ୍ଧନ ଛିନ୍ନ କଲେ
B. ଦାରିଦ୍ର୍ୟ ଦୂର କଲେ
C. ସମାଜସେବା କଲେ
D. କୁସଂସ୍କାର ଦୂର କଲେ
- ତରୁଣମାନଙ୍କ ରଥ କାହାକୁ ଚୂର୍ଣ୍ଣ କରିବ ।
A. କ୍ଷୁଧାର ଜ୍ଵାଳା
B. ପୀଡନର ପର୍ବତ
C. କୁସଂସ୍କାର
D. ଅଧର୍ମ
- ବୈଜୟର ମାଳା ଘେନିବା ପୂର୍ବରୁ କଣ ଭାଜିପଡୁ ବୋଲି କବି କହିଛନ୍ତି
A. ଅଗର୍ଳ
B. ଗର୍ବ
C. ପ୍ରାଚୀ
D. ଦୁଃଖ
- ମାନବ ଶିରରୁ କଣ ପୋଛି ଦେବାକୁ କବି ଆହ୍ଵାନ ଦେଇଛନ୍ତି ।
A. ଶ୍ଵେଦବିନ୍ଦୁ
B. ଜଳ
C. ସଂଚିତ ଅପମାନ
D. ଋଣବୋଝ
- ଚନ୍ଦ୍ରଭାଗା ଟିରରେ ନରସିଂହ ଦେବା କାହାକୁ ପ୍ରଣାମ କାଲେ ।
A. ମାଙ୍କୁ
B. ସୂର୍ଯ୍ୟଙ୍କୁ
C. ସମୁଦ୍ରକୁ
D. ନାରାୟଣଙ୍କୁ
- ଶାମ୍ବ ସୂର୍ଯ୍ୟପୂଜା କରିଥିଲେ କାହିଁକି
A. ରାଜା ହେବା ପାଇଁ
B. କୁଷ୍ଠ ବ୍ୟାଧିରୁ ମୁକ୍ତି ପାଇଁ
C. ଧନଲାଭ ଆସାରେ
D. ସୂର୍ଯ୍ୟଙ୍କ ପରି ତେଜସ୍ଵୀ ହେବାକୁ
- ଉତ୍କଳରେ ବହୁ ମନ୍ଦିର ପ୍ରତିଷ୍ଠା ହୋଇଛି, କିନ୍ତୁ କେଉଁ ଦେବତାଙ୍କ ଉପସନା ପାୟନ ଗୋଟିଏ ସୁଦ୍ଧା ମନ୍ଦିର ନାହିଁ ।
A. ହନୁମାନ
B. ଗଣେଶ
C. ସୂର୍ଯ୍ୟ
D. ବିଷ୍ଣୁ
- ଛାୟାଦେବୀ ନରସିଂହଙ୍କୁ କି ଅନୁରୋଧ କରିଥିଲେ ।
A. ଜଗନ୍ନାର୍ଥଙ୍କୁ ପୂଜା କରିବା ପାଇଁ
B. ଚନ୍ଦ୍ରଭାଗାରେ ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରିବାକୁ ।
C. ସିଂହାସନ ଆରୋହଣ କରିବା ପାଇଁ
D. ରାଜ୍ୟ ଜୟ କରିବା ପାଇଁ
- ନରସିଂହଦେବ କାହାକୁ ସ୍ଵୟଂ ନାରାୟଣ ବୋଲି କହିଛନ୍ତି ।
A. ସୂର୍ଯ୍ୟଙ୍କୁ
B. ଅଗ୍ନିଙ୍କୁ
C. ଗୁରୁଙ୍କୁ
D. ପିତାଙ୍କୁ
- ନରସିଂହଦେବ କାହାର ପୂଜାରୀ ବୋଲି ଶିବେଇ ସାନ୍ତରା କହିଛନ୍ତି
A. ପ୍ରକୃତିର
B. କଳାର
C. ସୌନ୍ଦର୍ଯ୍ୟ
D. ଶକ୍ତିର
- କେଉଁ ଗଣ୍ଡ ଉପରେ ମନ୍ଦିର ତୋଳିବାକୁ ନରସିଂହ ଦେବ ଶିବେଇ ସାନ୍ତରାଙ୍କୁ ଦାୟିତ୍ଵ ଦେଲେ ।
A. ପଦ୍ମତୋଳା
B. ରାଣୀତୋଳା
C. ସାତକୋଶିଆ
D. ଚିଲିକା
- “ ମୋ ଡାହାଣ ଆଖି ଇମିତି ନାଚି ଉଠୁଛି କାହିଁକି?- ଏକଥା କିଏ କହିଛନ୍ତି ।
A. ଧରମାର ମା
B. ବିଶୁମହାରଣା
C. ଆଗନ୍ତୁକ
D. ଧରମା
- ଦେଉଳ ତୋଳା ସରିଯାଇଥିଲେ ମଧ୍ୟ କଣ ବସି ପାରୁନାହିଁ ବୋଲି ଆଗନ୍ତୁକ କହିଛନ୍ତି ।
A. ଦ୍ଵାରବନ୍ଧ
B. ଦଧିନଉତି
C. ଘଣ୍ଟି
D. ପତାକା
- “ ଏ ବାରଶ” ବଢେଇର ଦାୟ ନା ପୁଅରେ ଦାୟ”? ଏକଥା କିଏ କହିଛନ୍ତି ।
A. ନରସିଂହ ଦେବ
B. ବିଶୁ ମହାରଣା
C. ଧରମାର ମା
D. ୨ୟ ଶିଳ୍ପୀ
- ନିମ୍ନୋକ୍ତ ମଧ୍ୟରୁ ଶୁଦ୍ଧ ଶବ୍ଦଟି କିଏ ।
A. ବହୁବ୍ରୀହି
B. ବହୁବ୍ରିହୀ
C. ବହୁ ବ୍ରିହି
D. ବହୂବ୍ରିହୀ
- “ ଯାତାୟାତ – ଏହାର ଶୁଦ୍ଧ ରୂପ କଣ
A. ଯାତୟାତ
B. ଯାତାୟାତ
C. ଯତାୟାତ
D. ଯାତୟତ
- ନିମ୍ନୋକ୍ତ ମଧ୍ୟରେ କେଉଁଥିରେ ସନ୍ଧିଗତ ଅଶୁଦ୍ଧି ଅଛି ।
A. ସୂର୍ଯ୍ୟପରାଗ
B. ନିର୍ଦ୍ଧନୀ
C. ଶଶୀଭୂଷଣ
D. ଆହୋରାତ୍ର
- କୌଣସି ଶବ୍ଦ ନିଜସ୍ୱ ଅର୍ଥଛାଡି,ଅନ୍ୟ ଶବ୍ଦ ସହିତ ମିଶି ସ୍ଵତନ୍ତ୍ର ଅର୍ଥ ପ୍ରକାଶ କଲେ ତାକୁ କଣ କୁହାଯାଏ ।
A. ସମାସ
B. କାରକ
C. କୃଦନ୍ତ
D. ରୂଢି
- ନିମ୍ନୋକ୍ତ ମଧ୍ୟରୁ କିଏ ଏକ ରୂଢ ଶବ୍ଦ
A. ସୁନ୍ଦର
B. ଘଟ
C. ଗଢା
D. ଗଛ
- ଓଡିଆ ଭାଷାରେ ପ୍ରଚଳିତ ରୂଢି ପ୍ରୟୋଗର କେତୋଟି ଧାରା ପରିଲିକ୍ଷିତ ହୁଏ ,।
A. ଚାରୋଟି
B. ଦୁଇଟି
C. ପାଞ୍ଚଟି
D. ତିନୋଟି
- ଏମାନଙ୍କ ମଧ୍ୟରେ କିଏ ଏକ କ୍ରିୟାହୀନ ରୂଢିର ଉଦାହରଣ ଅଟେ ?
A. ଅରଣ୍ୟ ରୋଦନ
B. ଆଖିଦେବା
C. କପାଳ ଫାଟିବା
D. କାନରେ ହାତ ଦେବା
- " ସବୁ ଶେଷ କରିଦେବା " - ଏହି ଅର୍ଥ ବୁଝାଉଥିବା ରୂଢିଟି କଣ
A. ଖାଇବା ପତରରେ ଧୁଳି ଦେବା
B. ଚଳୁ କରିଦେବା
C. କଳାକନା ବୁଲାଇବା
D. ଗୁଜୁରାଣ ମେଣ୍ଟାଇବା
- " କୁହାମୁଣ୍ଡା କପିଳା '- ଏହି ରୂଢିଟିର ଅର୍ଥ କଣ
A. ଜନ୍ମରୁ ଚତୁର
B. ବହୂ ଅବାନ୍ତର କଥା କହିବା
C. ନିଜ ଜନ୍ମରୁ ଅଯୋଗ୍ୟ
D. ନିର୍ବୋଧ
- "ଜୋକ କରି ଲାଗିବା"- ଏହା କି ପ୍ରକାର ରୂଢି
A. କ୍ରିୟା ହୀନ
B. କ୍ରିୟାଯୁକ୍ତ
C. ତୁଳନାତ୍ମକ
D. ବିଶେଷ୍ୟ
ଉତ୍ତର
ଆଧାର : ବୋର୍ଡ଼ ଅଫସେକେଣ୍ଡାରୀ ଏଡୁକେସନ ( ସମାଜ )
Last Modified : 2/18/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.