অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

InDG ଅନ୍ଲାଇନ ପାଠ୍ୟକ୍ରମ

InDG ଅନ୍ଲାଇନ ପାଠ୍ୟକ୍ରମ ହେଉଛି ଏକ ବହୁଭାଷୀ ଇ – ପାଠ୍ୟକ୍ରମ ପ୍ଲାଟଫର୍ମ ଯାହା ଇ – ଶିକ୍ଷକ, C – DAC ହାଇଦ୍ରାବାଦ ଦ୍ଵାରା ବିକାଶ କରାଯାଇଛି । ପରିବର୍ତ୍ତନଶୀଳ ପୃଥିବୀରେ ବୈଷୟିକ ଉନ୍ନତି ଯେପରି ଭାବରେ ଚାଲିଛି ସେଥିପାଇଁ ସମସ୍ତଙ୍କୁ ଅଧ୍ୟୟନ କରିବାକୁ ପଡିବ ।

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଅଧ୍ୟୟନ ପାଇଁ ସୁବିଧା ଦରକାର । ଯିଏ ଯେଉଁଠି ଚାହିଁବ, ଯେପରି ଚାହିଁବ ପାଠ ପଢିପାରିବ ।

ଅବହେଳିତ ଅବସ୍ଥାରେ ଥିବା ବ୍ୟକ୍ତି / ଗୋଷ୍ଠୀଙ୍କ ପାଇଁ C – DAC ଦ୍ଵାରା  ଇ – ଅଧ୍ୟୟନ ପ୍ଲାଟଫର୍ମର ବିକାଶ ଡେଭେଲପମେନ୍ଟ ଗେଟୱେ ପ୍ରୋଗ୍ରାମ (Development Gateway Programme) ସହାୟତାରେ କରାଯାଇଛି ।

InDG ର ଇ – ଅଧ୍ୟୟନ ପ୍ଲାଟଫର୍ମରେ ବ୍ୟବହୃତ ହେଉଥିବା ତଥ୍ୟ

  • କୃଷି,ପ୍ରାଥମିକ ଶିକ୍ଷା, ସମାଜମଙ୍ଗଳ, ଗ୍ରାମ୍ୟଶକ୍ତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପାଠ୍ୟକ୍ରମ ମିଳେ।
  • ଅଧ୍ୟୟନ ବିଷୟବସ୍ତୁ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ( ଆସାମୀ, ବେଙ୍ଗଲି, ଇଂଲିଶ, ଗୁଜୁରାଟି, ହିନ୍ଦୀ, କନ୍ନଡ, ମରାଠି, ମାଲାଲାୟମ, ତାମିଲ, ତେଲଗୁ)
  • ପାଠ୍ୟକ୍ରମ ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ଵାରା କରାଯାଇଛି ।
  • ଏହି ସବୁ କୋର୍ସ ସହରାଞ୍ଚଳ, ଗ୍ରାମ୍ୟ ଏବଂ ଆଦିବାସୀ ଅଞ୍ଚଳ ଗୁଡିକରେ ଟେଲି ସେଣ୍ଟର (CSC, VKC, VRC, e – ଲାଇବ୍ରେରୀ )ରେ ଉପଲବ୍ଧ ।

ମୁଖ୍ୟ ଅଂଶ

  • ଅନ୍ଲାଇନ ବ୍ୟବହାରକାରୀ ପଞ୍ଜୀକରଣ
  • ସୁବିଧାରେ ଯୋଗ, ଅପଡେଟ ଏବଂ ଡ଼ିଲିଟର ସୁବିଧା  ୱିକ ଦ୍ଵାରା ବିଷୟ ବସ୍ତୁ ବିକାଶ ।

କାର୍ଯ୍ୟକର୍ତ୍ତା

  • ପ୍ରଶାସନିକ
  • ଇନଷ୍ଟ୍ରକଟର
  • ବ୍ୟବହାରକାରୀ / ଛାତ୍ର / ପାଠକ

ଆଧାର - ପୋର୍ଟାଲ ଟିମ

Last Modified : 3/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate