ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / InDG ଅନ୍ଲାଇନ ପାଠ୍ୟକ୍ରମ
ସେଆର କରନ୍ତୁ

InDG ଅନ୍ଲାଇନ ପାଠ୍ୟକ୍ରମ

InDG ର ଇ – ଅଧ୍ୟୟନ ପ୍ଲାଟଫର୍ମରେ ବ୍ୟବହୃତ ହେଉଥିବା ତଥ୍ୟ

InDG ଅନ୍ଲାଇନ ପାଠ୍ୟକ୍ରମ ହେଉଛି ଏକ ବହୁଭାଷୀ ଇ – ପାଠ୍ୟକ୍ରମ ପ୍ଲାଟଫର୍ମ ଯାହା ଇ – ଶିକ୍ଷକ, C – DAC ହାଇଦ୍ରାବାଦ ଦ୍ଵାରା ବିକାଶ କରାଯାଇଛି । ପରିବର୍ତ୍ତନଶୀଳ ପୃଥିବୀରେ ବୈଷୟିକ ଉନ୍ନତି ଯେପରି ଭାବରେ ଚାଲିଛି ସେଥିପାଇଁ ସମସ୍ତଙ୍କୁ ଅଧ୍ୟୟନ କରିବାକୁ ପଡିବ ।

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଅଧ୍ୟୟନ ପାଇଁ ସୁବିଧା ଦରକାର । ଯିଏ ଯେଉଁଠି ଚାହିଁବ, ଯେପରି ଚାହିଁବ ପାଠ ପଢିପାରିବ ।

ଅବହେଳିତ ଅବସ୍ଥାରେ ଥିବା ବ୍ୟକ୍ତି / ଗୋଷ୍ଠୀଙ୍କ ପାଇଁ C – DAC ଦ୍ଵାରା  ଇ – ଅଧ୍ୟୟନ ପ୍ଲାଟଫର୍ମର ବିକାଶ ଡେଭେଲପମେନ୍ଟ ଗେଟୱେ ପ୍ରୋଗ୍ରାମ (Development Gateway Programme) ସହାୟତାରେ କରାଯାଇଛି ।

InDG ର ଇ – ଅଧ୍ୟୟନ ପ୍ଲାଟଫର୍ମରେ ବ୍ୟବହୃତ ହେଉଥିବା ତଥ୍ୟ

  • କୃଷି,ପ୍ରାଥମିକ ଶିକ୍ଷା, ସମାଜମଙ୍ଗଳ, ଗ୍ରାମ୍ୟଶକ୍ତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପାଠ୍ୟକ୍ରମ ମିଳେ।
  • ଅଧ୍ୟୟନ ବିଷୟବସ୍ତୁ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ( ଆସାମୀ, ବେଙ୍ଗଲି, ଇଂଲିଶ, ଗୁଜୁରାଟି, ହିନ୍ଦୀ, କନ୍ନଡ, ମରାଠି, ମାଲାଲାୟମ, ତାମିଲ, ତେଲଗୁ)
  • ପାଠ୍ୟକ୍ରମ ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ଵାରା କରାଯାଇଛି ।
  • ଏହି ସବୁ କୋର୍ସ ସହରାଞ୍ଚଳ, ଗ୍ରାମ୍ୟ ଏବଂ ଆଦିବାସୀ ଅଞ୍ଚଳ ଗୁଡିକରେ ଟେଲି ସେଣ୍ଟର (CSC, VKC, VRC, e – ଲାଇବ୍ରେରୀ )ରେ ଉପଲବ୍ଧ ।

ମୁଖ୍ୟ ଅଂଶ

  • ଅନ୍ଲାଇନ ବ୍ୟବହାରକାରୀ ପଞ୍ଜୀକରଣ
  • ସୁବିଧାରେ ଯୋଗ, ଅପଡେଟ ଏବଂ ଡ଼ିଲିଟର ସୁବିଧା  ୱିକ ଦ୍ଵାରା ବିଷୟ ବସ୍ତୁ ବିକାଶ ।

କାର୍ଯ୍ୟକର୍ତ୍ତା

  • ପ୍ରଶାସନିକ
  • ଇନଷ୍ଟ୍ରକଟର
  • ବ୍ୟବହାରକାରୀ / ଛାତ୍ର / ପାଠକ

ଆଧାର - ପୋର୍ଟାଲ ଟିମ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top