ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ
ସେଆର କରନ୍ତୁ

ଶିଶୁଙ୍କ ଦୃଷ୍ଟିରୁ

ଏହି ଭାଗରେ ଛାତ୍ରଛାତ୍ରୀ ଙ୍କ ସହାଜ୍ୟା ପାଇଁ ବହୁତ ସୁଚନା ଅଛି

ସଦାଚାରୀ ଶାସ୍ତ୍ରୀଜୀ
ପୁଅ କାର୍ ରେ ବୁଲିବାକୁ ସରକାରଙ୍କୁ ଭଡା ଦେଲେ
ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନର ମାଇଲଖୁଣ୍ଟଟିଏ
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
କ୍ଵିଜ୍
ବିଜ୍ଞାନ କ୍ଵିଜ୍ ଓ ଇତିହାସ କ୍ଵିଜ୍
୧୮୧୭ର ପାଇକ ବିଦ୍ରୋହ
ଓଡିଶା ଇତିହାସରେ ୧୮୧୭ ମସିହା ଏକ ଯୁଗାନ୍ତକାରୀ ସମୟ । ଏହି ସମୟରେ ଏକ ବିଦ୍ରୋହ ସଂଗଠିତ ହୋଇଥିଲା ।
ଇଂରାଜୀ ସହଜ କରିବାକୁ ବର୍ଷା ଭର୍ଗିଜଙ୍କ ପ୍ରୟାସ ‘Wordsworth Project’
ଛୋଟ ଛୋଟ ପିଲା ଇଂରାଜୀ ପଢିବେ । ଇଂରାଜୀକୁ ପଢିବାକୁ ସେମାନେ କଷ୍ଟ ମନେ କରିବେନି, ଖୁସି ହେବେ । ନିଜ ମାତୃଭାଷା ଭଳି ଇଂରାଜୀ ବି ସେମାନଙ୍କ ପାଇଁ ସହଜ ହେବ ।
ପିଲାଙ୍କ ଜ୍ଞାନ ବଢାଉଛି ଅଞ୍ଜନାଙ୍କ Children’s Museum
ଗବେଷଣା ହିଁ ଜ୍ଞାନର ମୂଳ । ଏହାକୁ ଉପରେ ପିଲାମାନେ ପରୀକ୍ଷାନିରୀକ୍ଷା କରି ପୂରା ବିଶ୍ୱ ସମ୍ବନ୍ଧରେ ଜାଣିବାରେ ସକ୍ଷମ ହୁଅନ୍ତି ।
ପ୍ରାକ୍ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଶିକ୍ଷଣ ସାମଗ୍ରୀ ପେଡି
ପ୍ରାକ୍ ବିଦ୍ୟାଳୟ ଶିଶୁର ଶିକ୍ଷା ଓ ଯତ୍ନ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ଵ ଦିଆଯାଉଛି । ଅତି ଅଳ୍ପ ବୟସରୁ ଧ୍ୟାନ ଦେଲେ ଶିଶୁର ବିକାଶ ସୂଚାରୁ ରୂପେ ଗଢି ହୋଇପାରେ ।
ଶାରୀରିକ ଓ ପେଶୀୟ ବିକାଶ ସମ୍ବନ୍ଧୀୟ ସାମଗ୍ରୀ
ଶାରୀରିକ ଓ ପେଶୀୟ ବିକାଶ ସମ୍ବନ୍ଧୀୟ ସାମଗ୍ରୀ ଦ୍ଵାରା ପିଲାମାନଙ୍କର ସ୍ଥୂଳ ମାଂସପେଶୀର ବିକାଶ ସାଧନ କରିପାରିବ ।
ବୌଦ୍ଧିକ ଓ ଜ୍ଞାନାତ୍ମକ ବିକାଶ ସମ୍ବନ୍ଧୀୟ ସାମଗ୍ରୀ
ବୌଦ୍ଧିକ ଓ ଜ୍ଞାନାତ୍ମକ ବିକାଶ ସମ୍ବନ୍ଧୀୟ ସାମଗ୍ରୀ ଦ୍ଵାରା ପିଲାମାନଙ୍କର ସ୍ମରଣ ଶକ୍ତି ବିକାଶ କରାଯାଇପାରିବ ।
ଭାଷା ବିକାଶ
ଏହି ପ୍ରାକ୍ ଶିକ୍ଷା ଦ୍ଵାରା କଥୋପକଥନ ଶୈଳୀର ବୃଦ୍ଧି ।
ନେବିଗତିଓଂ
Back to top