ସେଆର କରନ୍ତୁ

ଶିଶୁ ଅଧିକାର

ଶିଶୁ ଅଧିକାର ର ସୂଚନା

ସାରାବିଶ୍ଵରେ ୧୦ କୋଟି ଶିଶୁ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଜଣେ ସାବାଳକର ଯେଉଁ ଅଧିକାର ଅଛି   ,  ଜଣେ ଶିଶୁର ମଧ୍ୟ ସେଇ ଅଧିକାର ଅଛି   ।  ଶିଶୁର ଅଧିକାରଗୁଡିକ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଛି   ।

 

ଲାଳନପାଳନ ଅଧିକାର

  • ଜୀବନ ଧାରଣର ଅଧିକାର
  • ଉନ୍ନତମାନର ସ୍ୱାସ୍ଥ୍ୟସେବା ଅଧିକାର
  • ଉପଯୁକ୍ତ ପୃଷ୍ଠିସାଧନର ଅଧିକାର   ।
  • ଜାତୀୟତା ଓ ବ୍ୟକ୍ତି ସ୍ଵତନ୍ତ୍ରତାର ଅଧିକାର   ।

ବିକାଶର ଅଧିକାର

  • ଶିକ୍ଷାର ଅଧିକାର
  • ବାଲ୍ୟବସ୍ଥାରେ ଉପଯୁକ୍ତ ସହାୟତା ଓ ଯତ୍ନ ଅଧିକାର
  • ସାମାଜିକ ସୁରକ୍ଷା ଅଧିକାର
  • ଅବକାଶ ଓ ଆମୋଦପ୍ରମୋଦଳର ଅଧିକାର
  • ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ଅଧିକାର

ସୁରକ୍ଷାର ଅଧିକାର

  • ଶୋଷଣ ଓ ଅମାନୁଷିକ ନିର୍ଯ୍ୟାତନା ରକ୍ଷା ପାଇବାର ଅଧିକାର   ।

ଅଂଶଗ୍ରହଣର ଅଧିକାର

  • ସ୍ଵାଧୀନ ମତ ପ୍ରଦାନ କରିବାର ଅଧିକାର
  • ମତାମତ ପରିପ୍ରକାଶ ନିମିତ୍ତ ସମ୍ମାନରେ ଅଧିକାର
  • ଆବଶ୍ୟକ ଓ ଉପଯୁକ୍ତ ସୂଚନା ପାଇବାର ଅଧିକାର
  • କର୍ତ୍ତବ୍ୟବୋଧ ଓ ଧର୍ମ ସମ୍ବନ୍ଧରେ ନିଜସ୍ୱ ଚିନ୍ତାଧାରା ନିମିତ୍ତ ଅଧିକାର   ?
ପ୍ରତ୍ୟେକ ଶିଶୁ ଯେଭଳି ଏହି ଅଧିକାର ଗୁଡିକ ପାଇପାରିବେ ସେଥିପାଇଁ ପ୍ରତ୍ୟେକ ସଚେତନ ନାଗରିକ ପ୍ରଚେଷ୍ଟା କରିବା ଆବଶ୍ୟକ ଅଟେ   ।

ଆଧାର : ପୋତାଲା  ଟିମ

3.47619047619
muktikanta Oct 18, 2017 08:42 AM

ଭଲ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top